logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

A2 + B2+2AB କୁ କିପରି ସରଳ ଭାବରେ ବୁଝାଉଛନ୍ତି କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରି

14 hrs ago
user_NEWS  MANORANJAN
NEWS MANORANJAN
ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
14 hrs ago

A2 + B2+2AB କୁ କିପରି ସରଳ ଭାବରେ ବୁଝାଉଛନ୍ତି କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରି

More news from ଓଡ଼ିଶା and nearby areas
  • Post by KSHIROD CHANDRA PANDA
    1
    Post by KSHIROD CHANDRA PANDA
    user_KSHIROD CHANDRA PANDA
    KSHIROD CHANDRA PANDA
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    15 min ago
  • ଘଞ୍ଚ ସବୁଜ ବନାନୀ ର ବକ୍ଷ ଚିରି ଦୌଡୁଛି ବନ୍ଦେ ଭାରତ ଏକ୍ସପ୍ରେସ । ଯେଉଁଠି ପ୍ରକୃତି ତାର ସବୁତକ ସୋନ୍ଦର୍ଯ୍ୟ ଢାଳି ଦେଇଛି । ସେଭଳି ପରିବେଶରେ ଟ୍ରେନ୍ ରେ ଯାତ୍ରା କରିବା କେତେ ଯେ ଆନନ୍ଦଦାୟକ ଥରେ ଭାବିଲେ ।
    1
    ଘଞ୍ଚ ସବୁଜ ବନାନୀ ର ବକ୍ଷ ଚିରି ଦୌଡୁଛି ବନ୍ଦେ ଭାରତ ଏକ୍ସପ୍ରେସ ।
ଯେଉଁଠି ପ୍ରକୃତି ତାର ସବୁତକ ସୋନ୍ଦର୍ଯ୍ୟ ଢାଳି ଦେଇଛି । ସେଭଳି ପରିବେଶରେ ଟ୍ରେନ୍ ରେ ଯାତ୍ରା କରିବା କେତେ ଯେ ଆନନ୍ଦଦାୟକ ଥରେ ଭାବିଲେ ।
    user_Sibanava Panda
    Sibanava Panda
    Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • ବିଇଓଙ୍କ କାର୍ଯ୍ୟାଳୟ ପରିସରରେ ବର୍ଷାପାଣି ଜମି ରହି ପୁଷ୍କରିଣୀର ଭ୍ରମ ସୃଷ୍ଟି କରୁଛି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକର ବ୍ଲକ ଏଜୁକେଶନ ଅଫିସରଙ୍କ କାର୍ଯ୍ୟାଳୟ ପରିସରରେ ବର୍ଷାପାଣି ଜମି ରହିଛି । ଫାଟକ ନିକଟରେ ସତେ ଯେପରି ଏକ କୃତ୍ରିମ ପୁଷ୍କରିଣୀ ସୃଷ୍ଟି ହୋଇଛି । ସେହି କାର୍ଯ୍ୟାଳୟ ପରିସରରେ ଏକ ଆବାସିକ ବିଦ୍ୟାଳୟ ଅଛି। ଶିକ୍ଷକ,ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଅଭିଭାବକଙ୍କୁ ପାଣିରେ ପଶି ଯିବାକୁ ପଡୁଛି। ସେହି ପରି ଅନତି ଦୂରରେ ଥିବା ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ପରିସରର ଅବସ୍ଥା ତଦ୍ରୁପ । ଅଫିସ ପରିସରରେ ବର୍ଷାପାଣି ଜମି ରହୁଥିବାରୁ ସାଧାରଣ ଲୋକେ କିମ୍ବା କର୍ମଚାରୀ ଭିତରକୁ ବହୁ ଅସୁବିଧାରେ ଆସୁଥିବା ଦେଖିବାକୁ ମିଳୁଛି । ସିଉଳି ଯୋଗୁଁ ଗୋଡ଼ ଖସିଯାଇ କେତେକ ଲୋକ ତଳେ ପଡି ଖଣ୍ଡିଆ ଖାବରା ହୋଇଛନ୍ତି । ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ମତପ୍ରକାଶ ପାଇଛି।
    4
    ବିଇଓଙ୍କ କାର୍ଯ୍ୟାଳୟ ପରିସରରେ ବର୍ଷାପାଣି ଜମି ରହି ପୁଷ୍କରିଣୀର ଭ୍ରମ ସୃଷ୍ଟି କରୁଛି 
ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକର ବ୍ଲକ ଏଜୁକେଶନ ଅଫିସରଙ୍କ କାର୍ଯ୍ୟାଳୟ ପରିସରରେ ବର୍ଷାପାଣି ଜମି ରହିଛି । ଫାଟକ ନିକଟରେ ସତେ ଯେପରି ଏକ କୃତ୍ରିମ ପୁଷ୍କରିଣୀ ସୃଷ୍ଟି ହୋଇଛି । ସେହି କାର୍ଯ୍ୟାଳୟ ପରିସରରେ ଏକ ଆବାସିକ ବିଦ୍ୟାଳୟ ଅଛି। ଶିକ୍ଷକ,ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଅଭିଭାବକଙ୍କୁ ପାଣିରେ ପଶି ଯିବାକୁ ପଡୁଛି। ସେହି ପରି ଅନତି ଦୂରରେ ଥିବା ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ପରିସରର ଅବସ୍ଥା ତଦ୍ରୁପ । ଅଫିସ ପରିସରରେ ବର୍ଷାପାଣି ଜମି ରହୁଥିବାରୁ ସାଧାରଣ ଲୋକେ କିମ୍ବା କର୍ମଚାରୀ ଭିତରକୁ ବହୁ ଅସୁବିଧାରେ ଆସୁଥିବା ଦେଖିବାକୁ ମିଳୁଛି । ସିଉଳି ଯୋଗୁଁ ଗୋଡ଼ ଖସିଯାଇ କେତେକ ଲୋକ ତଳେ ପଡି ଖଣ୍ଡିଆ ଖାବରା ହୋଇଛନ୍ତି । ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ମତପ୍ରକାଶ ପାଇଛି।
    user_Nrusingh Barik
    Nrusingh Barik
    Photographer ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • ଅଲାର ପୁର ନିକଟ ପୁରୀ ମୁଖ୍ୟ କେନାଲରେ ଭାସୁଛି ଅନିହ୍ନା ଶବ #Balianta #Baliantapolice #Police #ACPBhubaneswar
    1
    ଅଲାର ପୁର ନିକଟ ପୁରୀ ମୁଖ୍ୟ କେନାଲରେ ଭାସୁଛି ଅନିହ୍ନା ଶବ
#Balianta #Baliantapolice #Police #ACPBhubaneswar
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • *दिल्लीवाले टैक्स वर्ल्ड-क्लास सिटी का भर रहे हैं और सुविधाएं थर्ड क्लास सिटी की मिल रही हैं।* _दिल्ली की पॉश कॉलोनियों से लेकर सड़कें और चौराहें इसी तरह जलमग्न हैं। लगता है हल्की सी बारिश में ही इस सरकार के चारों इंजन डूबकर सीज हो गए हैं।_
    1
    *दिल्लीवाले टैक्स वर्ल्ड-क्लास सिटी का भर रहे हैं और सुविधाएं थर्ड क्लास सिटी की मिल रही हैं।* 

_दिल्ली की पॉश कॉलोनियों से लेकर सड़कें और चौराहें इसी तरह जलमग्न हैं। लगता है हल्की सी बारिश में ही इस सरकार के चारों इंजन डूबकर सीज हो गए हैं।_
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • ତିନି ଲକ୍ଷ ଲୋକଙ୍କ ନିର୍ଭର କରୁଥିବା ଚିକିତ୍ସା ପାଇଁ ପାଟଣାଗଡ଼ ଡାକ୍ତର ଖାନାରେ ଡକ୍ତର ଅଭାବ ତିନି ଲକ୍ଷ ଲୋକଙ୍କ ନିର୍ଭର କରୁଥିବା ଚିକିତ୍ସା ପାଇଁ ପାଟଣାଗଡ଼ ଡାକ୍ତର ଖାନାରେ ଡକ୍ତର ଅଭାବ #LatestNews #UpdateNews #apanankakhabara #news #OdishaNews #odisha
    1
    ତିନି ଲକ୍ଷ ଲୋକଙ୍କ ନିର୍ଭର କରୁଥିବା ଚିକିତ୍ସା ପାଇଁ ପାଟଣାଗଡ଼ ଡାକ୍ତର ଖାନାରେ ଡକ୍ତର ଅଭାବ 
ତିନି ଲକ୍ଷ ଲୋକଙ୍କ ନିର୍ଭର କରୁଥିବା ଚିକିତ୍ସା ପାଇଁ ପାଟଣାଗଡ଼ ଡାକ୍ତର ଖାନାରେ ଡକ୍ତର ଅଭାବ #LatestNews #UpdateNews #apanankakhabara #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    18 hrs ago
  • ଶେଷ ଶ୍ରାବଣ ରେ ଗଡ଼ଗାଡ଼ିଆ ଘାଟ ରୁ କାଉଡିଆଙ୍କ ଜଳଯାତ୍ରା!!! G News Bharat #BreakingNews #bolbam #କଟକ
    1
    ଶେଷ ଶ୍ରାବଣ ରେ ଗଡ଼ଗାଡ଼ିଆ ଘାଟ ରୁ କାଉଡିଆଙ୍କ ଜଳଯାତ୍ରା!!! G News Bharat #BreakingNews #bolbam #କଟକ
    user_G news bharat
    G news bharat
    ନିଆଳି, କଟକ, ଓଡ଼ିଶା•
    5 hrs ago
  • ଖଣି ଓ ଖଣିଜ ପଦାର୍ଥ (ବିକାଶ ଓ ନିୟମାବଳୀ) ସଂଶୋଧନ ଆଇନ-୨୦୨୬କୁ ରଦ୍ଦ କରିବା ଦାବୀରେ ଇଣ୍ଡିଆ ମେଣ୍ଟର ବିକ୍ଷୋଭ ପ୍ରଦର୍ଶନ ଓଡ଼ିଶାର ସ୍ବାର୍ଥ ବିରୋଧୀ ଏମ ଏମ ଡି ଆର ବିଲ୍ କୁ ଇଣ୍ଡିଆ ମେଣ୍ଟ ପକ୍ଷରୁ ବିରୋଧ କରାଯାଇଛି । ଏହି କଳା ଆଇନକୁ ରଦ୍ଦ କରାନଗଲେ ବିଭିନ୍ନ ରାଜନୈତିକ ଦଳକୁ ନେଇ ଇଣ୍ଡିଆ ମେଣ୍ଟ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରିବ ବୋଲି ଏହାର ପ୍ରମୁଖ ନେତା ପ୍ରକାଶ କରିଛନ୍ତି।
    1
    ଖଣି ଓ ଖଣିଜ ପଦାର୍ଥ (ବିକାଶ ଓ ନିୟମାବଳୀ) ସଂଶୋଧନ ଆଇନ-୨୦୨୬କୁ ରଦ୍ଦ କରିବା ଦାବୀରେ ଇଣ୍ଡିଆ ମେଣ୍ଟର ବିକ୍ଷୋଭ ପ୍ରଦର୍ଶନ 
ଓଡ଼ିଶାର ସ୍ବାର୍ଥ ବିରୋଧୀ ଏମ ଏମ ଡି ଆର ବିଲ୍ କୁ ଇଣ୍ଡିଆ ମେଣ୍ଟ ପକ୍ଷରୁ ବିରୋଧ କରାଯାଇଛି । ଏହି କଳା ଆଇନକୁ ରଦ୍ଦ କରାନଗଲେ ବିଭିନ୍ନ ରାଜନୈତିକ ଦଳକୁ ନେଇ ଇଣ୍ଡିଆ ମେଣ୍ଟ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରିବ ବୋଲି ଏହାର ପ୍ରମୁଖ ନେତା ପ୍ରକାଶ କରିଛନ୍ତି।
    user_Nrusingh Barik
    Nrusingh Barik
    Photographer ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.