Shuru
Apke Nagar Ki App…
KSHIROD CHANDRA PANDA
More news from ଓଡ଼ିଶା and nearby areas
- ସ୍କୁଲରେ ଅନୁଷ୍ଠିତ ହେଉଥିବା ଫ୍ୟାନସି ଡ୍ରେସ ପ୍ରତିଯୋଗିତା ପାଇଁ କୋମଳମତି ଶିଶୁମାନେ ବେଶଭୁଷା ହୋଇ ଆବେଗର ସହ ଅପେକ୍ଷା1
- ଗାଡି ଶେଷଖାଲ ବସ ଷ୍ଟାଣ୍ଡ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଓ ମଦ ଜବତ ରାୟଗଡ଼ା ଜିଲ୍ଲା ଅବକାରୀ ବିଭାଗ ଗାଡି ଶେଷଖାଲ ବସ ଷ୍ଟାଣ୍ଡ ନିକଟରେ ଥିବା ଏକ ପାନ ଦୋକାନରେ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଓ ମଦ ଜବତ କରିଛି। ମୁଖ୍ୟ ଆସାମୀ ଫେରାର ଥିବା ବେଳେ ତା'ର ମା'କୁ ଅବକାରୀ କର୍ମଚାରୀ ଗିରଫ କରିଛନ୍ତି। ମହିଳା ଜଣକ ଏହି ନିଶା କାରବାରରେ ସଂପୃକ୍ତ ଅଛନ୍ତି କି ନାହିଁ ସେସମ୍ପର୍କରେ ଅବକାରୀ ବିଭାଗ ଅନୁସନ୍ଧାନ ଜାରୀ ରଖିଛି।4
- Post by KSHIROD CHANDRA PANDA1
- ଘଞ୍ଚ ସବୁଜ ବନାନୀ ର ବକ୍ଷ ଚିରି ଦୌଡୁଛି ବନ୍ଦେ ଭାରତ ଏକ୍ସପ୍ରେସ । ଯେଉଁଠି ପ୍ରକୃତି ତାର ସବୁତକ ସୋନ୍ଦର୍ଯ୍ୟ ଢାଳି ଦେଇଛି । ସେଭଳି ପରିବେଶରେ ଟ୍ରେନ୍ ରେ ଯାତ୍ରା କରିବା କେତେ ଯେ ଆନନ୍ଦଦାୟକ ଥରେ ଭାବିଲେ ।1
- ଅଲାର ପୁର ନିକଟ ପୁରୀ ମୁଖ୍ୟ କେନାଲରେ ଭାସୁଛି ଅନିହ୍ନା ଶବ #Balianta #Baliantapolice #Police #ACPBhubaneswar1
- ପ୍ରତିଦିନ ଖାଆନ୍ତୁ ଗୁଜୁରାତି , ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଉପକାରୀ ପ୍ରତିଦିନ ଖାଆନ୍ତୁ ଗୁଜୁରାତି , ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଉପକାରୀ #LatestNews #UpdateNews #cuttack #jagatsinghpur #Bhubaneswar #ganjam #Kendrapada #baleswor #debagada #khordha #Baragada #rayagada❤️ #news #OdishaNews #odisha1
- ଶେଷ ଶ୍ରାବଣ ରେ ଗଡ଼ଗାଡ଼ିଆ ଘାଟ ରୁ କାଉଡିଆଙ୍କ ଜଳଯାତ୍ରା!!! G News Bharat #BreakingNews #bolbam #କଟକ1
- ବିଶ୍ୱର ସର୍ବଶ୍ରେଷ୍ଠ ବୈଜ୍ଞାନିକ ଶ୍ୟାମ ସୁନ୍ଦର ରାଠି ସାମ୍ବାଦିକ ସମିଳନୀ କରି କହିଲେ ଯେ କିପରି ଓଡ଼ିଶାବାସି ବିଶୁଦ୍ଧ ପାଣି ପାଇପାରିବେ1