Shuru
Apke Nagar Ki App…
ଘଞ୍ଚ ସବୁଜ ବନାନୀ ର ବକ୍ଷ ଚିରି ଦୌଡୁଛି ବନ୍ଦେ ଭାରତ ଏକ୍ସପ୍ରେସ । ଯେଉଁଠି ପ୍ରକୃତି ତାର ସବୁତକ ସୋନ୍ଦର୍ଯ୍ୟ ଢାଳି ଦେଇଛି । ସେଭଳି ପରିବେଶରେ ଟ୍ରେନ୍ ରେ ଯାତ୍ରା କରିବା କେତେ ଯେ ଆନନ୍ଦଦାୟକ ଥରେ ଭାବିଲେ ।
Sibanava Panda
ଘଞ୍ଚ ସବୁଜ ବନାନୀ ର ବକ୍ଷ ଚିରି ଦୌଡୁଛି ବନ୍ଦେ ଭାରତ ଏକ୍ସପ୍ରେସ । ଯେଉଁଠି ପ୍ରକୃତି ତାର ସବୁତକ ସୋନ୍ଦର୍ଯ୍ୟ ଢାଳି ଦେଇଛି । ସେଭଳି ପରିବେଶରେ ଟ୍ରେନ୍ ରେ ଯାତ୍ରା କରିବା କେତେ ଯେ ଆନନ୍ଦଦାୟକ ଥରେ ଭାବିଲେ ।
More news from ଓଡ଼ିଶା and nearby areas
- କାକରୁଦ୍ର ପୁର ପଞ୍ଚାୟତରେ ହେଉଛି ପଟ ଚିତ୍ର କିନ୍ତୁ ବାଲିଅନ୍ତା ବ୍ଲକ୍ ପ୍ରଶାସନକୁ ଜଣା ନାହିଁ । କାକରୁଦ୍ର ପୁର ପଞ୍ଚାୟତରେ ହେଉଛି ପଟ ଚିତ୍ର କିନ୍ତୁ ବାଲିଅନ୍ତା ବ୍ଲକ୍ ପ୍ରଶାସନକୁ ଜଣା ନାହିଁ । #Balianta #Baliantablock #BDOBaliantablock #DMKhordha #ADMKhordha CMOdisha #Subhadra #Prabhatiparida #Subhadra #jayadevnews #SubhadraYojana #SubhadraShakti #RakshaBandhan #RakhiPurnima #WomenEmpowerment #PravatiApa #PravatiApaFanClub Prabhati Parida1
- ବହୁ ଅଭିଜ୍ଞ ପ୍ରଯୋଜକ ତଥା ନିର୍ଦ୍ଦେଶକ ସୁରେନ୍ ମହାପାତ୍ର ଏହି ଚଳଚ୍ଚିତ୍ରକୁ ତ୍ରିଭାଷୀରେ ମୁକ୍ତିଲାଭ କରୁଛନ୍ତି l ତେଲୁଗୁ, ମରାଠୀ ଏବଂ ଓଡ଼ିଆ ଭାଷାରେ ମୁଜ୍ତିଲାଭ କରିବା ପାଇଁ ପ୍ରସ୍ତୁତ ହୋଇଛି : ମିଟୁ ମିଥୁନ1
- ଗାଡି ଶେଷଖାଲ ବସ ଷ୍ଟାଣ୍ଡ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଓ ମଦ ଜବତ ରାୟଗଡ଼ା ଜିଲ୍ଲା ଅବକାରୀ ବିଭାଗ ଗାଡି ଶେଷଖାଲ ବସ ଷ୍ଟାଣ୍ଡ ନିକଟରେ ଥିବା ଏକ ପାନ ଦୋକାନରେ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଓ ମଦ ଜବତ କରିଛି। ମୁଖ୍ୟ ଆସାମୀ ଫେରାର ଥିବା ବେଳେ ତା'ର ମା'କୁ ଅବକାରୀ କର୍ମଚାରୀ ଗିରଫ କରିଛନ୍ତି। ମହିଳା ଜଣକ ଏହି ନିଶା କାରବାରରେ ସଂପୃକ୍ତ ଅଛନ୍ତି କି ନାହିଁ ସେସମ୍ପର୍କରେ ଅବକାରୀ ବିଭାଗ ଅନୁସନ୍ଧାନ ଜାରୀ ରଖିଛି।4
- Post by KSHIROD CHANDRA PANDA1
- ଘଞ୍ଚ ସବୁଜ ବନାନୀ ର ବକ୍ଷ ଚିରି ଦୌଡୁଛି ବନ୍ଦେ ଭାରତ ଏକ୍ସପ୍ରେସ । ଯେଉଁଠି ପ୍ରକୃତି ତାର ସବୁତକ ସୋନ୍ଦର୍ଯ୍ୟ ଢାଳି ଦେଇଛି । ସେଭଳି ପରିବେଶରେ ଟ୍ରେନ୍ ରେ ଯାତ୍ରା କରିବା କେତେ ଯେ ଆନନ୍ଦଦାୟକ ଥରେ ଭାବିଲେ ।1
- ୪୦ଟି ବାଲିଘାଟର ହେବ ନିଲାମ । କଟକ ଜିଲ୍ଲାରେ ବାଲି ଚୋରା ଚାଲାଣ ଉପରେ ଲାଗିପାରେ ବଡ଼ ରୋକ୍ ୪୦ଟି ବାଲିଘାଟର ହେବ ନିଲାମ । କଟକ ଜିଲ୍ଲାରେ ବାଲି ଚୋରା ଚାଲାଣ ଉପରେ ଲାଗିପାରେ ବଡ଼ ରୋକ୍ #LatestNews #UpdateNews #apanankakhabara #cuttack #Niali #jagatsinghpur #news #OdishaNews #odisha1
- ଶେଷ ଶ୍ରାବଣ ରେ ଗଡ଼ଗାଡ଼ିଆ ଘାଟ ରୁ କାଉଡିଆଙ୍କ ଜଳଯାତ୍ରା!!! G News Bharat #BreakingNews #bolbam #କଟକ1
- ମୁକ୍ତିଲାଭ କଲା ନୂଆ ଓଡ଼ିଆ ଚଳଚ୍ଚିତ୍ର *ଚକ୍ରବୀର* ର ଟାଇଟଲ୍ ଗୀତ,ଚକ୍ରବୀର ଚଳଚ୍ଚିତ୍ରର ମୁଖ୍ୟ ଆକର୍ଷଣ ସାଜିଥିଲେ ନାୟିକା ସୁପ୍ରିୟା ନାୟକ l ଟାଇଟିଲ ଗୀତଟି ତାଙ୍କ ନୃତ୍ୟାଭିନୟକୁ ନେଇ ଗତିଶୀଳ ହୋଇଛି l1