logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗାଡି ଶେଷଖାଲ ବସ ଷ୍ଟାଣ୍ଡ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଓ ମଦ ଜବତ ରାୟଗଡ଼ା ଜିଲ୍ଲା ଅବକାରୀ ବିଭାଗ ଗାଡି ଶେଷଖାଲ ବସ ଷ୍ଟାଣ୍ଡ ନିକଟରେ ଥିବା ଏକ ପାନ ଦୋକାନରେ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଓ ମଦ ଜବତ କରିଛି। ମୁଖ୍ୟ ଆସାମୀ ଫେରାର ଥିବା ବେଳେ ତା'ର ମା'କୁ ଅବକାରୀ କର୍ମଚାରୀ ଗିରଫ କରିଛନ୍ତି। ମହିଳା ଜଣକ ଏହି ନିଶା କାରବାରରେ ସଂପୃକ୍ତ ଅଛନ୍ତି କି ନାହିଁ ସେସମ୍ପର୍କରେ ଅବକାରୀ ବିଭାଗ ଅନୁସନ୍ଧାନ ଜାରୀ ରଖିଛି।

2 hrs ago
user_Nrusingh Barik
Nrusingh Barik
Photographer ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
2 hrs ago

ଗାଡି ଶେଷଖାଲ ବସ ଷ୍ଟାଣ୍ଡ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଓ ମଦ ଜବତ ରାୟଗଡ଼ା ଜିଲ୍ଲା ଅବକାରୀ ବିଭାଗ ଗାଡି ଶେଷଖାଲ ବସ ଷ୍ଟାଣ୍ଡ ନିକଟରେ ଥିବା ଏକ ପାନ ଦୋକାନରେ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଓ ମଦ ଜବତ କରିଛି। ମୁଖ୍ୟ ଆସାମୀ ଫେରାର ଥିବା ବେଳେ ତା'ର ମା'କୁ ଅବକାରୀ କର୍ମଚାରୀ ଗିରଫ କରିଛନ୍ତି। ମହିଳା ଜଣକ ଏହି ନିଶା କାରବାରରେ ସଂପୃକ୍ତ ଅଛନ୍ତି କି ନାହିଁ ସେସମ୍ପର୍କରେ ଅବକାରୀ ବିଭାଗ ଅନୁସନ୍ଧାନ ଜାରୀ ରଖିଛି।

More news from ଓଡ଼ିଶା and nearby areas
  • କାକରୁଦ୍ର ପୁର ପଞ୍ଚାୟତରେ ହେଉଛି ପଟ ଚିତ୍ର କିନ୍ତୁ ବାଲିଅନ୍ତା ବ୍ଲକ୍ ପ୍ରଶାସନକୁ ଜଣା ନାହିଁ । କାକରୁଦ୍ର ପୁର ପଞ୍ଚାୟତରେ ହେଉଛି ପଟ ଚିତ୍ର କିନ୍ତୁ ବାଲିଅନ୍ତା ବ୍ଲକ୍ ପ୍ରଶାସନକୁ ଜଣା ନାହିଁ । #Balianta #Baliantablock #BDOBaliantablock #DMKhordha #ADMKhordha CMOdisha #Subhadra #Prabhatiparida #Subhadra #jayadevnews #SubhadraYojana #SubhadraShakti #RakshaBandhan #RakhiPurnima #WomenEmpowerment #PravatiApa #PravatiApaFanClub Prabhati Parida
    1
    କାକରୁଦ୍ର ପୁର ପଞ୍ଚାୟତରେ ହେଉଛି ପଟ ଚିତ୍ର କିନ୍ତୁ ବାଲିଅନ୍ତା ବ୍ଲକ୍ ପ୍ରଶାସନକୁ ଜଣା ନାହିଁ ।
କାକରୁଦ୍ର ପୁର ପଞ୍ଚାୟତରେ ହେଉଛି ପଟ ଚିତ୍ର କିନ୍ତୁ ବାଲିଅନ୍ତା ବ୍ଲକ୍ ପ୍ରଶାସନକୁ ଜଣା ନାହିଁ । #Balianta #Baliantablock #BDOBaliantablock #DMKhordha #ADMKhordha CMOdisha 
#Subhadra #Prabhatiparida
#Subhadra #jayadevnews #SubhadraYojana #SubhadraShakti #RakshaBandhan #RakhiPurnima #WomenEmpowerment #PravatiApa #PravatiApaFanClub Prabhati Parida
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    57 min ago
  • ବହୁ ଅଭିଜ୍ଞ ପ୍ରଯୋଜକ ତଥା ନିର୍ଦ୍ଦେଶକ ସୁରେନ୍ ମହାପାତ୍ର ଏହି ଚଳଚ୍ଚିତ୍ରକୁ ତ୍ରିଭାଷୀରେ ମୁକ୍ତିଲାଭ କରୁଛନ୍ତି l ତେଲୁଗୁ, ମରାଠୀ ଏବଂ ଓଡ଼ିଆ ଭାଷାରେ ମୁଜ୍ତିଲାଭ କରିବା ପାଇଁ ପ୍ରସ୍ତୁତ ହୋଇଛି : ମିଟୁ ମିଥୁନ
    1
    ବହୁ ଅଭିଜ୍ଞ ପ୍ରଯୋଜକ ତଥା ନିର୍ଦ୍ଦେଶକ ସୁରେନ୍ ମହାପାତ୍ର ଏହି ଚଳଚ୍ଚିତ୍ରକୁ ତ୍ରିଭାଷୀରେ ମୁକ୍ତିଲାଭ କରୁଛନ୍ତି l ତେଲୁଗୁ, ମରାଠୀ ଏବଂ ଓଡ଼ିଆ ଭାଷାରେ ମୁଜ୍ତିଲାଭ କରିବା ପାଇଁ ପ୍ରସ୍ତୁତ ହୋଇଛି : ମିଟୁ ମିଥୁନ
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • ଗାଡି ଶେଷଖାଲ ବସ ଷ୍ଟାଣ୍ଡ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଓ ମଦ ଜବତ ରାୟଗଡ଼ା ଜିଲ୍ଲା ଅବକାରୀ ବିଭାଗ ଗାଡି ଶେଷଖାଲ ବସ ଷ୍ଟାଣ୍ଡ ନିକଟରେ ଥିବା ଏକ ପାନ ଦୋକାନରେ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଓ ମଦ ଜବତ କରିଛି। ମୁଖ୍ୟ ଆସାମୀ ଫେରାର ଥିବା ବେଳେ ତା'ର ମା'କୁ ଅବକାରୀ କର୍ମଚାରୀ ଗିରଫ କରିଛନ୍ତି। ମହିଳା ଜଣକ ଏହି ନିଶା କାରବାରରେ ସଂପୃକ୍ତ ଅଛନ୍ତି କି ନାହିଁ ସେସମ୍ପର୍କରେ ଅବକାରୀ ବିଭାଗ ଅନୁସନ୍ଧାନ ଜାରୀ ରଖିଛି।
    4
    ଗାଡି ଶେଷଖାଲ ବସ ଷ୍ଟାଣ୍ଡ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଓ ମଦ ଜବତ
ରାୟଗଡ଼ା ଜିଲ୍ଲା ଅବକାରୀ ବିଭାଗ ଗାଡି ଶେଷଖାଲ ବସ ଷ୍ଟାଣ୍ଡ ନିକଟରେ ଥିବା ଏକ ପାନ ଦୋକାନରେ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଓ ମଦ ଜବତ କରିଛି। ମୁଖ୍ୟ ଆସାମୀ ଫେରାର ଥିବା ବେଳେ ତା'ର ମା'କୁ ଅବକାରୀ କର୍ମଚାରୀ ଗିରଫ କରିଛନ୍ତି। ମହିଳା ଜଣକ ଏହି ନିଶା କାରବାରରେ ସଂପୃକ୍ତ ଅଛନ୍ତି କି ନାହିଁ ସେସମ୍ପର୍କରେ ଅବକାରୀ ବିଭାଗ ଅନୁସନ୍ଧାନ ଜାରୀ ରଖିଛି।
    user_Nrusingh Barik
    Nrusingh Barik
    Photographer ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • Post by KSHIROD CHANDRA PANDA
    1
    Post by KSHIROD CHANDRA PANDA
    user_KSHIROD CHANDRA PANDA
    KSHIROD CHANDRA PANDA
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • ଘଞ୍ଚ ସବୁଜ ବନାନୀ ର ବକ୍ଷ ଚିରି ଦୌଡୁଛି ବନ୍ଦେ ଭାରତ ଏକ୍ସପ୍ରେସ । ଯେଉଁଠି ପ୍ରକୃତି ତାର ସବୁତକ ସୋନ୍ଦର୍ଯ୍ୟ ଢାଳି ଦେଇଛି । ସେଭଳି ପରିବେଶରେ ଟ୍ରେନ୍ ରେ ଯାତ୍ରା କରିବା କେତେ ଯେ ଆନନ୍ଦଦାୟକ ଥରେ ଭାବିଲେ ।
    1
    ଘଞ୍ଚ ସବୁଜ ବନାନୀ ର ବକ୍ଷ ଚିରି ଦୌଡୁଛି ବନ୍ଦେ ଭାରତ ଏକ୍ସପ୍ରେସ ।
ଯେଉଁଠି ପ୍ରକୃତି ତାର ସବୁତକ ସୋନ୍ଦର୍ଯ୍ୟ ଢାଳି ଦେଇଛି । ସେଭଳି ପରିବେଶରେ ଟ୍ରେନ୍ ରେ ଯାତ୍ରା କରିବା କେତେ ଯେ ଆନନ୍ଦଦାୟକ ଥରେ ଭାବିଲେ ।
    user_Sibanava Panda
    Sibanava Panda
    Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • ୪୦ଟି ବାଲିଘାଟର ହେବ ନିଲାମ । କଟକ ଜିଲ୍ଲାରେ ବାଲି ଚୋରା ଚାଲାଣ ଉପରେ ଲାଗିପାରେ ବଡ଼ ରୋକ୍ ୪୦ଟି ବାଲିଘାଟର ହେବ ନିଲାମ । କଟକ ଜିଲ୍ଲାରେ ବାଲି ଚୋରା ଚାଲାଣ ଉପରେ ଲାଗିପାରେ ବଡ଼ ରୋକ୍ #LatestNews #UpdateNews #apanankakhabara #cuttack #Niali #jagatsinghpur #news #OdishaNews #odisha
    1
    ୪୦ଟି ବାଲିଘାଟର ହେବ ନିଲାମ । କଟକ ଜିଲ୍ଲାରେ ବାଲି ଚୋରା ଚାଲାଣ ଉପରେ ଲାଗିପାରେ ବଡ଼ ରୋକ୍ 
୪୦ଟି ବାଲିଘାଟର ହେବ ନିଲାମ । କଟକ ଜିଲ୍ଲାରେ ବାଲି ଚୋରା ଚାଲାଣ ଉପରେ ଲାଗିପାରେ ବଡ଼ ରୋକ୍  #LatestNews #UpdateNews #apanankakhabara #cuttack #Niali #jagatsinghpur #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    17 min ago
  • ଶେଷ ଶ୍ରାବଣ ରେ ଗଡ଼ଗାଡ଼ିଆ ଘାଟ ରୁ କାଉଡିଆଙ୍କ ଜଳଯାତ୍ରା!!! G News Bharat #BreakingNews #bolbam #କଟକ
    1
    ଶେଷ ଶ୍ରାବଣ ରେ ଗଡ଼ଗାଡ଼ିଆ ଘାଟ ରୁ କାଉଡିଆଙ୍କ ଜଳଯାତ୍ରା!!! G News Bharat #BreakingNews #bolbam #କଟକ
    user_G news bharat
    G news bharat
    ନିଆଳି, କଟକ, ଓଡ଼ିଶା•
    9 hrs ago
  • ମୁକ୍ତିଲାଭ କଲା ନୂଆ ଓଡ଼ିଆ ଚଳଚ୍ଚିତ୍ର *ଚକ୍ରବୀର* ର ଟାଇଟଲ୍ ଗୀତ,ଚକ୍ରବୀର ଚଳଚ୍ଚିତ୍ରର ମୁଖ୍ୟ ଆକର୍ଷଣ ସାଜିଥିଲେ ନାୟିକା ସୁପ୍ରିୟା ନାୟକ l ଟାଇଟିଲ ଗୀତଟି ତାଙ୍କ ନୃତ୍ୟାଭିନୟକୁ ନେଇ ଗତିଶୀଳ ହୋଇଛି l
    1
    ମୁକ୍ତିଲାଭ କଲା ନୂଆ ଓଡ଼ିଆ ଚଳଚ୍ଚିତ୍ର *ଚକ୍ରବୀର* ର ଟାଇଟଲ୍ ଗୀତ,ଚକ୍ରବୀର ଚଳଚ୍ଚିତ୍ରର ମୁଖ୍ୟ ଆକର୍ଷଣ ସାଜିଥିଲେ ନାୟିକା ସୁପ୍ରିୟା ନାୟକ l ଟାଇଟିଲ ଗୀତଟି ତାଙ୍କ ନୃତ୍ୟାଭିନୟକୁ ନେଇ ଗତିଶୀଳ ହୋଇଛି l
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.