logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପ୍ରତିଦିନ ଖାଆନ୍ତୁ ଗୁଜୁରାତି , ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଉପକାରୀ ପ୍ରତିଦିନ ଖାଆନ୍ତୁ ଗୁଜୁରାତି , ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଉପକାରୀ #LatestNews #UpdateNews #cuttack #jagatsinghpur #Bhubaneswar #ganjam #Kendrapada #baleswor #debagada #khordha #Baragada #rayagada❤️ #news #OdishaNews #odisha

3 hrs ago
user_Apananka Khabara
Apananka Khabara
Video Creator Cuttack (M.Corp.) P.S, Odisha•
3 hrs ago

ପ୍ରତିଦିନ ଖାଆନ୍ତୁ ଗୁଜୁରାତି , ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଉପକାରୀ ପ୍ରତିଦିନ ଖାଆନ୍ତୁ ଗୁଜୁରାତି , ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଉପକାରୀ #LatestNews #UpdateNews #cuttack #jagatsinghpur #Bhubaneswar #ganjam #Kendrapada #baleswor #debagada #khordha #Baragada #rayagada❤️ #news #OdishaNews #odisha

More news from Odisha and nearby areas
  • ୪୦ଟି ବାଲିଘାଟର ହେବ ନିଲାମ । କଟକ ଜିଲ୍ଲାରେ ବାଲି ଚୋରା ଚାଲାଣ ଉପରେ ଲାଗିପାରେ ବଡ଼ ରୋକ୍ ୪୦ଟି ବାଲିଘାଟର ହେବ ନିଲାମ । କଟକ ଜିଲ୍ଲାରେ ବାଲି ଚୋରା ଚାଲାଣ ଉପରେ ଲାଗିପାରେ ବଡ଼ ରୋକ୍ #LatestNews #UpdateNews #apanankakhabara #cuttack #Niali #jagatsinghpur #news #OdishaNews #odisha
    1
    ୪୦ଟି ବାଲିଘାଟର ହେବ ନିଲାମ । କଟକ ଜିଲ୍ଲାରେ ବାଲି ଚୋରା ଚାଲାଣ ଉପରେ ଲାଗିପାରେ ବଡ଼ ରୋକ୍ 
୪୦ଟି ବାଲିଘାଟର ହେବ ନିଲାମ । କଟକ ଜିଲ୍ଲାରେ ବାଲି ଚୋରା ଚାଲାଣ ଉପରେ ଲାଗିପାରେ ବଡ଼ ରୋକ୍  #LatestNews #UpdateNews #apanankakhabara #cuttack #Niali #jagatsinghpur #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    1 hr ago
  • ଶେଷଖାଲ ପଞ୍ଚାୟତର ରାସ୍ତା ଅବସ୍ଥା ଶୋଚନୀୟ, ଗ୍ରାମ୍ୟ ଉନ୍ନୟନ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ରାୟଗଡ଼ା ଜିଲ୍ଲାର ଶେଷଖାଲ ପଞ୍ଚାୟତ ମୁଖ୍ୟ ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ରାସ୍ତା ସାରା ଖାଲ କତାରେ ପୂର୍ଣ୍ଣ । ସ୍କୁଲ ଛାତ୍ରଛାତ୍ରୀ ଏବଂ ବାଇକ ଚାଳକ ଅନେକ ସମୟରେ ଦୁର୍ଘଟଣାର ଶୀକାର ହେଉଛନ୍ତି । ରାସ୍ତାର ମରାମତି ପାଇଁ ସ୍ଥାନୀୟ ଗ୍ରାମବାସୀ ସରପଞ୍ଚ, ବିଡ଼ିଓ,ଆରଡ଼ି ସହକାରୀ ଯନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଲିଖିତ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ପ୍ରଶାସନିକ ଅବହେଳା ପାଇଁ ଜଣେ ବ୍ୟକ୍ତି ଜିଲ୍ଲାପାଳ ଓ‌ ବିଡ଼ିଓଙ୍କୁ ଗାଳି କରିଛନ୍ତି। ପଞ୍ଚାୟତ ମୁଖ୍ୟ ରାସ୍ତା ଉପରେ ୧୬ଟି ଗ୍ରାମର ଜନସାଧାରଣ ନିର୍ଭରଶୀଳ । କୋଲନରା ବ୍ଲକର ବିଡିଓ ପ୍ରତି ମାସରେ ପଞ୍ଚାୟତ ବୈଠକକୁ ଆସୁଥିବା ବେଳେ ଏହି ରାସ୍ତା ପ୍ରତି ଶୁଭ ଦୃଷ୍ଟି ନପଡ଼ିବା ବିଡ଼ମ୍ବନାର ବିଷୟ ବୋଲି କହିଛନ୍ତି ଗାଡି ଶେଷଖାଲର ସ୍ଥାନୀୟ ବାସିନ୍ଦା । ସେହିପରି ଗାଡିଶେଷଖାଲ ଗାଁ'ର ରାସ୍ତା ପାଣି କାଦୁଅରେ ପଚପଚ। ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ବିଭାଗୀୟ ଉଚ୍ଚ ର୍କୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।
    1
    ଶେଷଖାଲ ପଞ୍ଚାୟତର ରାସ୍ତା ଅବସ୍ଥା ଶୋଚନୀୟ, ଗ୍ରାମ୍ୟ ଉନ୍ନୟନ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ 
ରାୟଗଡ଼ା ଜିଲ୍ଲାର ଶେଷଖାଲ ପଞ୍ଚାୟତ ମୁଖ୍ୟ ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ରାସ୍ତା ସାରା ଖାଲ କତାରେ ପୂର୍ଣ୍ଣ । ସ୍କୁଲ ଛାତ୍ରଛାତ୍ରୀ ଏବଂ ବାଇକ ଚାଳକ ଅନେକ ସମୟରେ ଦୁର୍ଘଟଣାର ଶୀକାର ହେଉଛନ୍ତି । ରାସ୍ତାର ମରାମତି ପାଇଁ ସ୍ଥାନୀୟ ଗ୍ରାମବାସୀ ସରପଞ୍ଚ, ବିଡ଼ିଓ,ଆରଡ଼ି ସହକାରୀ ଯନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଲିଖିତ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ପ୍ରଶାସନିକ ଅବହେଳା ପାଇଁ ଜଣେ ବ୍ୟକ୍ତି ଜିଲ୍ଲାପାଳ ଓ‌ ବିଡ଼ିଓଙ୍କୁ ଗାଳି କରିଛନ୍ତି। ପଞ୍ଚାୟତ ମୁଖ୍ୟ ରାସ୍ତା ଉପରେ ୧୬ଟି ଗ୍ରାମର ଜନସାଧାରଣ ନିର୍ଭରଶୀଳ । କୋଲନରା ବ୍ଲକର ବିଡିଓ ପ୍ରତି ମାସରେ ପଞ୍ଚାୟତ ବୈଠକକୁ ଆସୁଥିବା ବେଳେ ଏହି ରାସ୍ତା ପ୍ରତି ଶୁଭ ଦୃଷ୍ଟି ନପଡ଼ିବା ବିଡ଼ମ୍ବନାର ବିଷୟ ବୋଲି କହିଛନ୍ତି ଗାଡି ଶେଷଖାଲର ସ୍ଥାନୀୟ ବାସିନ୍ଦା ।  ସେହିପରି ଗାଡିଶେଷଖାଲ ଗାଁ'ର ରାସ୍ତା ପାଣି କାଦୁଅରେ ପଚପଚ। ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ବିଭାଗୀୟ ଉଚ୍ଚ ର୍କୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।
    user_Nrusingh Barik
    Nrusingh Barik
    Photographer ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    37 min ago
  • କାକରୁଦ୍ର ପୁର ପଞ୍ଚାୟତରେ ହେଉଛି ପଟ ଚିତ୍ର କିନ୍ତୁ ବାଲିଅନ୍ତା ବ୍ଲକ୍ ପ୍ରଶାସନକୁ ଜଣା ନାହିଁ । କାକରୁଦ୍ର ପୁର ପଞ୍ଚାୟତରେ ହେଉଛି ପଟ ଚିତ୍ର କିନ୍ତୁ ବାଲିଅନ୍ତା ବ୍ଲକ୍ ପ୍ରଶାସନକୁ ଜଣା ନାହିଁ । #Balianta #Baliantablock #BDOBaliantablock #DMKhordha #ADMKhordha CMOdisha #Subhadra #Prabhatiparida #Subhadra #jayadevnews #SubhadraYojana #SubhadraShakti #RakshaBandhan #RakhiPurnima #WomenEmpowerment #PravatiApa #PravatiApaFanClub Prabhati Parida
    1
    କାକରୁଦ୍ର ପୁର ପଞ୍ଚାୟତରେ ହେଉଛି ପଟ ଚିତ୍ର କିନ୍ତୁ ବାଲିଅନ୍ତା ବ୍ଲକ୍ ପ୍ରଶାସନକୁ ଜଣା ନାହିଁ ।
କାକରୁଦ୍ର ପୁର ପଞ୍ଚାୟତରେ ହେଉଛି ପଟ ଚିତ୍ର କିନ୍ତୁ ବାଲିଅନ୍ତା ବ୍ଲକ୍ ପ୍ରଶାସନକୁ ଜଣା ନାହିଁ । #Balianta #Baliantablock #BDOBaliantablock #DMKhordha #ADMKhordha CMOdisha 
#Subhadra #Prabhatiparida
#Subhadra #jayadevnews #SubhadraYojana #SubhadraShakti #RakshaBandhan #RakhiPurnima #WomenEmpowerment #PravatiApa #PravatiApaFanClub Prabhati Parida
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • ବହୁ ଅଭିଜ୍ଞ ପ୍ରଯୋଜକ ତଥା ନିର୍ଦ୍ଦେଶକ ସୁରେନ୍ ମହାପାତ୍ର ଏହି ଚଳଚ୍ଚିତ୍ରକୁ ତ୍ରିଭାଷୀରେ ମୁକ୍ତିଲାଭ କରୁଛନ୍ତି l ତେଲୁଗୁ, ମରାଠୀ ଏବଂ ଓଡ଼ିଆ ଭାଷାରେ ମୁଜ୍ତିଲାଭ କରିବା ପାଇଁ ପ୍ରସ୍ତୁତ ହୋଇଛି : ମିଟୁ ମିଥୁନ
    1
    ବହୁ ଅଭିଜ୍ଞ ପ୍ରଯୋଜକ ତଥା ନିର୍ଦ୍ଦେଶକ ସୁରେନ୍ ମହାପାତ୍ର ଏହି ଚଳଚ୍ଚିତ୍ରକୁ ତ୍ରିଭାଷୀରେ ମୁକ୍ତିଲାଭ କରୁଛନ୍ତି l ତେଲୁଗୁ, ମରାଠୀ ଏବଂ ଓଡ଼ିଆ ଭାଷାରେ ମୁଜ୍ତିଲାଭ କରିବା ପାଇଁ ପ୍ରସ୍ତୁତ ହୋଇଛି : ମିଟୁ ମିଥୁନ
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • Post by KSHIROD CHANDRA PANDA
    1
    Post by KSHIROD CHANDRA PANDA
    user_KSHIROD CHANDRA PANDA
    KSHIROD CHANDRA PANDA
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • ଘଞ୍ଚ ସବୁଜ ବନାନୀ ର ବକ୍ଷ ଚିରି ଦୌଡୁଛି ବନ୍ଦେ ଭାରତ ଏକ୍ସପ୍ରେସ । ଯେଉଁଠି ପ୍ରକୃତି ତାର ସବୁତକ ସୋନ୍ଦର୍ଯ୍ୟ ଢାଳି ଦେଇଛି । ସେଭଳି ପରିବେଶରେ ଟ୍ରେନ୍ ରେ ଯାତ୍ରା କରିବା କେତେ ଯେ ଆନନ୍ଦଦାୟକ ଥରେ ଭାବିଲେ ।
    1
    ଘଞ୍ଚ ସବୁଜ ବନାନୀ ର ବକ୍ଷ ଚିରି ଦୌଡୁଛି ବନ୍ଦେ ଭାରତ ଏକ୍ସପ୍ରେସ ।
ଯେଉଁଠି ପ୍ରକୃତି ତାର ସବୁତକ ସୋନ୍ଦର୍ଯ୍ୟ ଢାଳି ଦେଇଛି । ସେଭଳି ପରିବେଶରେ ଟ୍ରେନ୍ ରେ ଯାତ୍ରା କରିବା କେତେ ଯେ ଆନନ୍ଦଦାୟକ ଥରେ ଭାବିଲେ ।
    user_Sibanava Panda
    Sibanava Panda
    Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    5 hrs ago
  • ଢେଙ୍କାନାଳ ପୌରଅଧ୍ୟକ୍ଷ୍ୟା ପ୍ରୋସ ମିଟିଙ୍ଗି ରେ ବରିଷ୍ଟ ସମାଜସେବି ରାମଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା
    1
    ଢେଙ୍କାନାଳ ପୌରଅଧ୍ୟକ୍ଷ୍ୟା ପ୍ରୋସ ମିଟିଙ୍ଗି ରେ ବରିଷ୍ଟ ସମାଜସେବି ରାମଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    3 hrs ago
  • ଧାନ ମଣ୍ଡିରେ ପଞ୍ଜିକରଣ ଅବଧି ବୃଦ୍ଧି ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଧାନ ମଣ୍ଡିରେ ପଞ୍ଜିକରଣ ଅବଧି ବୃଦ୍ଧି ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ #LatestNews #UpdateNews #apanankakhabara #jagatsinghpur #news #OdishaNews #odisha
    1
    ଧାନ ମଣ୍ଡିରେ ପଞ୍ଜିକରଣ ଅବଧି ବୃଦ୍ଧି ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ 
ଧାନ ମଣ୍ଡିରେ ପଞ୍ଜିକରଣ ଅବଧି ବୃଦ୍ଧି ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ #LatestNews #UpdateNews #apanankakhabara #jagatsinghpur #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.