Shuru
Apke Nagar Ki App…
ଗୋପାଳମାନଙ୍କ ବାଡ଼ି-ଲଉଡ଼ି ଖେଳକୁ ମାନ୍ୟତା ଦିଅ! କଳାକାରଙ୍କୁ ଭତ୍ତା ପ୍ରଦାନ ପାଇଁ ଜୋରଦାର ଦାଵୀ
G news bharat
ଗୋପାଳମାନଙ୍କ ବାଡ଼ି-ଲଉଡ଼ି ଖେଳକୁ ମାନ୍ୟତା ଦିଅ! କଳାକାରଙ୍କୁ ଭତ୍ତା ପ୍ରଦାନ ପାଇଁ ଜୋରଦାର ଦାଵୀ
More news from ଓଡ଼ିଶା and nearby areas
- ଶେଷ ଶ୍ରାବଣ ରେ ଗଡ଼ଗାଡ଼ିଆ ଘାଟ ରୁ କାଉଡିଆଙ୍କ ଜଳଯାତ୍ରା!!! G News Bharat #BreakingNews #bolbam #କଟକ1
- ରାଜ୍ୟ ସରକାରଙ୍କ ସହ ମିଶି ଓଲା ଉବର ରାପିଡେ ଆଣିଲେ ଓନ୍ଲି ଡ୍ରାଇଭର ଙ୍କ ପାଇଁ ନୂଆ ନିୟମ1
- ବିଇଓଙ୍କ କାର୍ଯ୍ୟାଳୟ ପରିସରରେ ବର୍ଷାପାଣି ଜମି ରହି ପୁଷ୍କରିଣୀର ଭ୍ରମ ସୃଷ୍ଟି କରୁଛି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକର ବ୍ଲକ ଏଜୁକେଶନ ଅଫିସରଙ୍କ କାର୍ଯ୍ୟାଳୟ ପରିସରରେ ବର୍ଷାପାଣି ଜମି ରହିଛି । ଫାଟକ ନିକଟରେ ସତେ ଯେପରି ଏକ କୃତ୍ରିମ ପୁଷ୍କରିଣୀ ସୃଷ୍ଟି ହୋଇଛି । ସେହି କାର୍ଯ୍ୟାଳୟ ପରିସରରେ ଏକ ଆବାସିକ ବିଦ୍ୟାଳୟ ଅଛି। ଶିକ୍ଷକ,ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଅଭିଭାବକଙ୍କୁ ପାଣିରେ ପଶି ଯିବାକୁ ପଡୁଛି। ସେହି ପରି ଅନତି ଦୂରରେ ଥିବା ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ପରିସରର ଅବସ୍ଥା ତଦ୍ରୁପ । ଅଫିସ ପରିସରରେ ବର୍ଷାପାଣି ଜମି ରହୁଥିବାରୁ ସାଧାରଣ ଲୋକେ କିମ୍ବା କର୍ମଚାରୀ ଭିତରକୁ ବହୁ ଅସୁବିଧାରେ ଆସୁଥିବା ଦେଖିବାକୁ ମିଳୁଛି । ସିଉଳି ଯୋଗୁଁ ଗୋଡ଼ ଖସିଯାଇ କେତେକ ଲୋକ ତଳେ ପଡି ଖଣ୍ଡିଆ ଖାବରା ହୋଇଛନ୍ତି । ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ମତପ୍ରକାଶ ପାଇଛି।4
- ଅଲାର ପୁର ନିକଟ ପୁରୀ ମୁଖ୍ୟ କେନାଲରେ ଭାସୁଛି ଅନିହ୍ନା ଶବ #Balianta #Baliantapolice #Police #ACPBhubaneswar1
- *दिल्लीवाले टैक्स वर्ल्ड-क्लास सिटी का भर रहे हैं और सुविधाएं थर्ड क्लास सिटी की मिल रही हैं।* _दिल्ली की पॉश कॉलोनियों से लेकर सड़कें और चौराहें इसी तरह जलमग्न हैं। लगता है हल्की सी बारिश में ही इस सरकार के चारों इंजन डूबकर सीज हो गए हैं।_1
- ତ୍ୟାଗ, ତପସ୍ୟା ଓ ସେବାର ପ୍ରତୀକ ଥିଲେ ଦାଦି ପ୍ରକାଶମଣି। ପୁରୀ, ୨୫/୦୮/୨୦୨୬: ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ପୁରୀ ଶାଖା ପକ୍ଷରୁ ସଂସ୍ଥାର ପ୍ରାକ୍ତନ ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ଦାଦି ପ୍ରକାଶମଣିଜୀଙ୍କ ୧୯ତମ ପୁଣ୍ୟତିଥି ଅବସରରେ ସ୍ମୃତି ସମାରୋହ ଆୟୋଜିତ ହୋଇଯାଇଛି। ପୁରୀ ରାମଚଣ୍ଡୀ ସାହିସ୍ଥିତ ଆଶ୍ରମ ପରିସରରେ ପୂର୍ବାହ୍ନ ୮ଟା ୩୦ରେ ଏହି ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ସୂରଜମଲ ଶାହା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଧନୁର୍ଦ୍ଧର ମୁଦୁଲି ଯୋଗଦେଇ ଦାଦି ପ୍ରକାଶମଣିଜୀଙ୍କ ତ୍ୟାଗ, ତପସ୍ୟା, ସେବା ଓ ନମ୍ରତାର ସ୍ମୃତିଚାରଣ କରିଥିଲେ। ପଦପଦବୀ ଅନ୍ୟମାନଙ୍କୁ ଦିଗଦର୍ଶନ, ସମବେଦନା, ସହାନୁଭୂତି ଓ ପ୍ରେରଣା ଦେବା ପାଇଁ ଉଦ୍ଦିଷ୍ଟ, ଅହଙ୍କାରରେ ଶାସନ କରିବା ପାଇଁ ନୁହେଁ ବୋଲି ସେ କହିଥିଲେ। ଦୀର୍ଘ ୩୮ ବର୍ଷ ଧରି ନିଃସ୍ୱାର୍ଥ ଆଧ୍ୟାତ୍ମିକ ସେବା ମାଧ୍ୟମରେ ଦାଦି ପ୍ରକାଶମଣିଜୀ ସଂସ୍ଥାର ବାର୍ତ୍ତାକୁ ବିଶ୍ୱର ୧୪୦ଟି ଦେଶରେ ପହଞ୍ଚାଇବାରେ ଅବଦାନ ରଖିଥିବାରୁ ସେ ପ୍ରାତଃସ୍ମରଣୀୟ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ଏହି ଅବସରରେ ପୁରୀ ସବ୍ଜୋନ୍ର ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଡାକ୍ତର ନିରୁପମା ଦାଦି ପ୍ରକାଶମଣିଜୀଙ୍କ ସହ ନିଜର ଦୀର୍ଘଦିନର ସୁଖଦ ଅନୁଭୂତି ବଖାଣିଥିଲେ। ସଂସ୍ଥାର ସହନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରତିମା ଧନ୍ୟବାଦ ଅର୍ପଣ କରିଥିବା ବେଳେ ବରିଷ୍ଠ ସମର୍ପିତ ଭ୍ରାତା ଡାକ୍ତର ସତ୍ୟାନନ୍ଦ ମଞ୍ଚ ସଂଯୋଜନା କରିଥିଲେ। ପରେ ପୂର୍ବାହ୍ନ ୯ଟା ୩୦ରେ ସଂସ୍ଥାର ବ୍ରହ୍ମାଧାମ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ଲଡ୍ ବ୍ୟାଙ୍କ ଅଫିସର ଡାକ୍ତର ଦୀପକ କୁମାର ସାହୁ ଓ ଶ୍ରୀଜଗନ୍ନାଥ ମେଡିକାଲ କଲେଜର ସହକାରୀ ପ୍ରଫେସର ଡାକ୍ତର ବିମଳ କୁମାର ସାହୁ ଏହି ଶିବିରକୁ ଉଦ୍ଘାଟନ କରିଥିଲେ। ଶିବିରରେ ମୋଟ ୩୯ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ସେହିପରି ଦାଦି ପ୍ରକାଶମଣିଜୀଙ୍କ ୧୯ତମ ପୁଣ୍ୟସ୍ମୃତି ଉଦ୍ଦେଶ୍ୟରେ ଗତକାଲି ଅସ୍ତରଙ୍ଗ ବ୍ରହ୍ମାକୁମାରୀ ଶାଖା ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ୧୧୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି।ରିପୋର୍ଟର ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ4
- ଆସନ୍ତା 28ତାରିଖ ରେ ସୁଭଦ୍ରା ଭଉଣୀ ଙ୍କ ଆକାଉଣ୍ଟ କୁ ଆସିବା ପଞ୍ଚମ କିସ୍ତି ଟଙ୍କା ଘୋଷଣା କଲେ ମୋହନ ସରକାର1
- ମୂର୍ତ୍ତି ତସ୍କରୀ ର ପର୍ଦlଫାଶ ଭୟରେ ନିର୍ମମ ହତ୍ୟା ll Big Breaking News ll ମୂର୍ତ୍ତି ତସ୍କରୀ ର ପର୍ଦlଫାଶ ଭୟରେ ନିର୍ମମ ହତ୍ୟା ll Big Breaking News ll1