Shuru
Apke Nagar Ki App…
ବୈତରଣୀ ନଦୀର ଆଖୁଆପଦା ଆନିକଟ ପାଖରେ ଗାଧୋଉ ଥିବା ସମୟରେ ଗୋଡ ଖସି ଯିବାରୁ ଯୁବକର ମୃତ୍ୟୁ ନଦୀରେ ବୁଡି ଯୁବକ ମୃତ ଆଙ୍କର- ସାଙ୍ଗ ସହିତ ବୈତରଣୀ ନଦୀର ଆଖୁଆପଦା ଆନିକଟ ପାଖରେ ଗାଧୋଉ ଥିବା ସମୟରେ ଗୋଡ ଖସି ଯିବାରୁ ଯୁବକର ମୃତ୍ୟୁ ବରଣ ଘଟିଛି। ମୃତ ଯୁବକ ହେଲେ ଯାଜପୁର ଆଖୁଆପଦା ଗ୍ରାମର ରମେଶ ଚନ୍ଦ୍ର ବେହେରାଙ୍କ ପୁଅ ଭୋଳାନାଥ ବେହେରା। ବୟସ 18। ସ୍ଥାନୀୟ ଲୋକେ ନଦୀ ରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି।
Bibhudutta Prusty

More news from ଓଡ଼ିଶା and nearby areas
- Post by ଯାଜପୁର ଖବର ପ୍ରସାରିତ1
- ନଦୀରେ ବୁଡି ଯୁବକ ମୃତ ଆଙ୍କର- ସାଙ୍ଗ ସହିତ ବୈତରଣୀ ନଦୀର ଆଖୁଆପଦା ଆନିକଟ ପାଖରେ ଗାଧୋଉ ଥିବା ସମୟରେ ଗୋଡ ଖସି ଯିବାରୁ ଯୁବକର ମୃତ୍ୟୁ ବରଣ ଘଟିଛି। ମୃତ ଯୁବକ ହେଲେ ଯାଜପୁର ଆଖୁଆପଦା ଗ୍ରାମର ରମେଶ ଚନ୍ଦ୍ର ବେହେରାଙ୍କ ପୁଅ ଭୋଳାନାଥ ବେହେରା। ବୟସ 18। ସ୍ଥାନୀୟ ଲୋକେ ନଦୀ ରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି।2
- Post by AT News1
- Post by Himanshu Nanda1
- Post by ନିଷ୍ଠୁର ଦୁନିଆ Live1
- Post by Devi prasad Das1
- ଛାଟିଆ ଗ୍ରାମରେ ବର୍ତମାନ ର ସବୁଠୁ ବଡ଼ ଖବର ଦୁଇ ମାସେ ତଳେ ଚୋରି ହୋଇଥିବା ପାଣି ଟାଙ୍କି ସହ ମିଚର ମେସିନୀ କୁ ଠାବ କଲା ଯୋରନ୍ଦା ଫାଣ୍ଡି ଅଧିକାରୀ ସହ ଷ୍ଟାପ ଧାରା ପଡିଲା ଚୋର ରାକେସେ ରାଉତ (ରିଙ୍କୁ) ବୟସ 28ହୋଇଥିବା ବେଳେ ପାଣି ଟାଙ୍କି ମିଚର ମେସିନ କୁ ଗଜମରା କୋରଙ୍ଗା ନିକଟରେ ଏକ ଜଙ୍ଗଲ ଭିତରେ ଦୁଇ ମାସେ ହେଲା ଲୁଚେଇ ରଖିଥିଲା ଚୋର ରାକେଶ ଯୋରନ୍ଦା ପାଣ୍ଡୀ ଅଧିକାରୀ ସହ ଷ୍ଟାପ ଙ୍କ ଚେଷ୍ଟାରେ ଧାରା ପଡିଲା ଚୋର ସୂଚନା1
- Post by AT News1