logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗୋପାଳପ୍ରସାଦ ଠାରେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦିନିକିଆ ଗସ୍ତରେ ଆସି ଆଜି ସକାଳେ ଗୋପାଳପ୍ରସାଦ ସ୍ଥିତ ମା ହିଙ୍ଗୁଳାଙ୍କ ମନ୍ଦିର ଏବଂ ଉଭାସ୍ଥଳୀ ଠାରେ ଅଗ୍ନିରୂପା ମା ହିଙ୍ଗୁଳାଙ୍କୁ ଦର୍ଶନ କରିଥିଲେ l ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିଲା l

4 hrs ago
user_Priyamadhaba Das
Priyamadhaba Das
Journalists Talcher Sadar, Anugul•
4 hrs ago
88ba2f6b-833e-471d-9e78-8830933985b2
5d9a85cc-3661-464e-9c1e-3ecf49e6cc5d

ଗୋପାଳପ୍ରସାଦ ଠାରେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦିନିକିଆ ଗସ୍ତରେ ଆସି ଆଜି ସକାଳେ ଗୋପାଳପ୍ରସାଦ ସ୍ଥିତ ମା ହିଙ୍ଗୁଳାଙ୍କ ମନ୍ଦିର ଏବଂ ଉଭାସ୍ଥଳୀ ଠାରେ ଅଗ୍ନିରୂପା ମା ହିଙ୍ଗୁଳାଙ୍କୁ ଦର୍ଶନ କରିଥିଲେ l ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିଲା l

More news from ଓଡ଼ିଶା and nearby areas
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    53 min ago
  • sriya
    2
    sriya
    user_OTV
    OTV
    ଅନୁଗୁଳ, ଅନୁଗୁଳ, ଓଡ଼ିଶା•
    18 hrs ago
  • ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ସାତମାଇଲ ବଜାର ରୁ କ୍ରମାଗତ ବାଇକ ଚୋରି ରାକେଟ ସକ୍ରିୟ. ଆଜି ଜଣେ ବାଇକ ଚୋରୀ କରି ପଳାଇବା ବେଳେ ଲୋକେ କାବୁ କରି ପୋଲିସ ଜିମା ଦେଇଥିବା ବେଳେ ତାଙ୍କ ପରିଚୟ ଜଣାପଡୁନାହିଁ.
    1
    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ସାତମାଇଲ ବଜାର ରୁ କ୍ରମାଗତ ବାଇକ ଚୋରି  ରାକେଟ ସକ୍ରିୟ. ଆଜି ଜଣେ ବାଇକ ଚୋରୀ କରି ପଳାଇବା ବେଳେ ଲୋକେ କାବୁ କରି ପୋଲିସ ଜିମା ଦେଇଥିବା ବେଳେ ତାଙ୍କ ପରିଚୟ ଜଣାପଡୁନାହିଁ.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    3 hrs ago
  • Post by ଯିରିମିୟ ଗନ୍ତାୟତ 🙋🙋🙋
    1
    Post by ଯିରିମିୟ ଗନ୍ତାୟତ 🙋🙋🙋
    user_ଯିରିମିୟ ଗନ୍ତାୟତ 🙋🙋🙋
    ଯିରିମିୟ ଗନ୍ତାୟତ 🙋🙋🙋
    Grain Trader ଛେଣ୍ଡିପଦା, ଅନୁଗୁଳ, ଓଡ଼ିଶା•
    5 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    2 hrs ago
  • Post by Dipak Kumar Nayak
    1
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    3 hrs ago
  • ଢେଙ୍କାନାଳ ବନଖଣ୍ଡ ସଦର ବନାଞ୍ଚଳ ଅନ୍ତର୍ଗତ ଗଦାଶିଳା ସେକ୍ସନ ଅଂଚଲରେ ଏକ ଅଭାବନୀୟ ଘଟଣା ଘଟିଛି।ଗତ ବିଳମ୍ବିତ ରାତିରେ ହାତୀଟି ଚାଇଁ ପୁର ଟୁଭିନାଳୀ ଶ୍ରୀକାନ୍ତ ସାହୁଙ୍କ ବାଡ଼ି ପଛରେ ଥିବା ଲାର୍ଟିନ ଟାଙ୍କି ଉପର ଦେଇ ଯାଉଥିବାବେଳେ ସ୍ଲାବ ଭାଙ୍ଗି ଯାଇଥିଲା । ଫଲରେ ହାତୀଟି ଲାର୍ଟିନ ଟାଙ୍କି ଭିତରେ ପଡିଯାଇ ଆଉ ବାହାରି ପାରି ନଥିଲା । ହାତୀର ଗର୍ଜନ ଶୁଣି ଘର ମାଲିକ ବାଡ଼ି ପଛପଟକୁ ଯାଇ ହାତୀଟି ଲାର୍ଟିନ ଟାଙ୍କିରେ ପଡିଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ । ବନ କର୍ମଚାରୀ ମାନେ ପହଁଚି ଜେସିବି ମାଧ୍ୟମରେ ଖୋଳି ହାତୀକୁ ଉଦ୍ଧାର କରିଥିବା ଜଣାପଡ଼ିଛି।ଦୀର୍ଘ ଘଣ୍ଟାଏ ପରିଶ୍ରମ କରି ଉଦ୍ଧାର ପରେ ହାତୀଟି ପାଖ ଜଙ୍ଗଲକୁ ପଳାଇଯାଇଛି। ହାତୀର ବୟସ ପ୍ରାୟ ୭ରୁ ୮ବର୍ଷ ହେବ ବୋଲି ଜଣାପଡିଛି।
    1
    ଢେଙ୍କାନାଳ ବନଖଣ୍ଡ  ସଦର ବନାଞ୍ଚଳ ଅନ୍ତର୍ଗତ ଗଦାଶିଳା ସେକ୍ସନ ଅଂଚଲରେ ଏକ ଅଭାବନୀୟ ଘଟଣା ଘଟିଛି।ଗତ ବିଳମ୍ବିତ ରାତିରେ  ହାତୀଟି ଚାଇଁ ପୁର ଟୁଭିନାଳୀ ଶ୍ରୀକାନ୍ତ ସାହୁଙ୍କ ବାଡ଼ି ପଛରେ ଥିବା  ଲାର୍ଟିନ ଟାଙ୍କି ଉପର ଦେଇ ଯାଉଥିବାବେଳେ ସ୍ଲାବ ଭାଙ୍ଗି ଯାଇଥିଲା । ଫଲରେ ହାତୀଟି ଲାର୍ଟିନ ଟାଙ୍କି ଭିତରେ ପଡିଯାଇ ଆଉ ବାହାରି ପାରି ନଥିଲା । ହାତୀର ଗର୍ଜନ ଶୁଣି ଘର ମାଲିକ ବାଡ଼ି ପଛପଟକୁ ଯାଇ ହାତୀଟି ଲାର୍ଟିନ ଟାଙ୍କିରେ ପଡିଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ । ବନ କର୍ମଚାରୀ ମାନେ ପହଁଚି ଜେସିବି ମାଧ୍ୟମରେ  ଖୋଳି ହାତୀକୁ ଉଦ୍ଧାର କରିଥିବା ଜଣାପଡ଼ିଛି।ଦୀର୍ଘ ଘଣ୍ଟାଏ ପରିଶ୍ରମ କରି ଉଦ୍ଧାର ପରେ ହାତୀଟି ପାଖ ଜଙ୍ଗଲକୁ ପଳାଇଯାଇଛି। ହାତୀର ବୟସ ପ୍ରାୟ ୭ରୁ ୮ବର୍ଷ ହେବ ବୋଲି ଜଣାପଡିଛି।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    8 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    21 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.