Shuru
Apke Nagar Ki App…
ଚାଇଁପୁର ଗ୍ରାମ ନିକଟ ଟୁଭିନାଳୀ ଲାର୍ଟିନ ଟାଙ୍କିରେ ପଡି ହାତୀ ହନ୍ତ ସନ୍ତ , ଉଦ୍ଧାର କଲା ବନ ବିଭାଗ ଢେଙ୍କାନାଳ ବନଖଣ୍ଡ ସଦର ବନାଞ୍ଚଳ ଅନ୍ତର୍ଗତ ଗଦାଶିଳା ସେକ୍ସନ ଅଂଚଲରେ ଏକ ଅଭାବନୀୟ ଘଟଣା ଘଟିଛି।ଗତ ବିଳମ୍ବିତ ରାତିରେ ହାତୀଟି ଚାଇଁ ପୁର ଟୁଭିନାଳୀ ଶ୍ରୀକାନ୍ତ ସାହୁଙ୍କ ବାଡ଼ି ପଛରେ ଥିବା ଲାର୍ଟିନ ଟାଙ୍କି ଉପର ଦେଇ ଯାଉଥିବାବେଳେ ସ୍ଲାବ ଭାଙ୍ଗି ଯାଇଥିଲା । ଫଲରେ ହାତୀଟି ଲାର୍ଟିନ ଟାଙ୍କି ଭିତରେ ପଡିଯାଇ ଆଉ ବାହାରି ପାରି ନଥିଲା । ହାତୀର ଗର୍ଜନ ଶୁଣି ଘର ମାଲିକ ବାଡ଼ି ପଛପଟକୁ ଯାଇ ହାତୀଟି ଲାର୍ଟିନ ଟାଙ୍କିରେ ପଡିଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ । ବନ କର୍ମଚାରୀ ମାନେ ପହଁଚି ଜେସିବି ମାଧ୍ୟମରେ ଖୋଳି ହାତୀକୁ ଉଦ୍ଧାର କରିଥିବା ଜଣାପଡ଼ିଛି।ଦୀର୍ଘ ଘଣ୍ଟାଏ ପରିଶ୍ରମ କରି ଉଦ୍ଧାର ପରେ ହାତୀଟି ପାଖ ଜଙ୍ଗଲକୁ ପଳାଇଯାଇଛି। ହାତୀର ବୟସ ପ୍ରାୟ ୭ରୁ ୮ବର୍ଷ ହେବ ବୋଲି ଜଣାପଡିଛି।
Amani Sahoo

More news from Odisha and nearby areas
- Post by Dhenkanal News1
- Post by Dipak Kumar Nayak1
- ଢେଙ୍କାନାଳ ବନଖଣ୍ଡ ସଦର ବନାଞ୍ଚଳ ଅନ୍ତର୍ଗତ ଗଦାଶିଳା ସେକ୍ସନ ଅଂଚଲରେ ଏକ ଅଭାବନୀୟ ଘଟଣା ଘଟିଛି।ଗତ ବିଳମ୍ବିତ ରାତିରେ ହାତୀଟି ଚାଇଁ ପୁର ଟୁଭିନାଳୀ ଶ୍ରୀକାନ୍ତ ସାହୁଙ୍କ ବାଡ଼ି ପଛରେ ଥିବା ଲାର୍ଟିନ ଟାଙ୍କି ଉପର ଦେଇ ଯାଉଥିବାବେଳେ ସ୍ଲାବ ଭାଙ୍ଗି ଯାଇଥିଲା । ଫଲରେ ହାତୀଟି ଲାର୍ଟିନ ଟାଙ୍କି ଭିତରେ ପଡିଯାଇ ଆଉ ବାହାରି ପାରି ନଥିଲା । ହାତୀର ଗର୍ଜନ ଶୁଣି ଘର ମାଲିକ ବାଡ଼ି ପଛପଟକୁ ଯାଇ ହାତୀଟି ଲାର୍ଟିନ ଟାଙ୍କିରେ ପଡିଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ । ବନ କର୍ମଚାରୀ ମାନେ ପହଁଚି ଜେସିବି ମାଧ୍ୟମରେ ଖୋଳି ହାତୀକୁ ଉଦ୍ଧାର କରିଥିବା ଜଣାପଡ଼ିଛି।ଦୀର୍ଘ ଘଣ୍ଟାଏ ପରିଶ୍ରମ କରି ଉଦ୍ଧାର ପରେ ହାତୀଟି ପାଖ ଜଙ୍ଗଲକୁ ପଳାଇଯାଇଛି। ହାତୀର ବୟସ ପ୍ରାୟ ୭ରୁ ୮ବର୍ଷ ହେବ ବୋଲି ଜଣାପଡିଛି।1
- ଢେଙ୍କାନାଳ ସାଆନ୍ଦା ଫାଣ୍ଡି ଅଞ୍ଚଳରେ ଦୁଇଟି ପିକପ୍ ବୋଝେଇ ଗାଡ଼ିରୁ ୮ ଟି ଗୋରୁ ଉଦ୍ଧାର ଦୁଇଟି ଗୋରୁ ମୃତ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ଗୋ ଚାଲାଣ ବଢ଼ି ଚାଲିଥିବାବେଳ ଆଜି ଅଁଳାକଟା ଗ୍ରାମଛକ ନିକଟରୁ ଦୁଇଟି ଗୋରୁ ବୋଝେଇ ପିକପ୍ ଗାଡି ଜବତ କରାଯିବା ସହିତ ୮ ଗୋରୁ ଉଦ୍ଧାର ହୋଇଥିବା ବେଳେ ଦୁଇଟି ଗୋରୁ ମୃତ ବରଣ କରିଛନ୍ତି। ଗୋରୁ ମାଫିଆମାନେ ଗୋରୁ ବୋଝେଇ ପିକପ୍ ଗାଡି ନମ୍ବର ହେଉଛି OR 04L 2638 ଅନ୍ୟ ଗାଡ଼ି ନମ୍ବର OD112577 ଲୋଡ୍ କରି ନେଇକି ଯାଉଥିବା ବେଳେ ପୋଲିସ ଖବର ପାଇ ସେମାନଙ୍କ ପିଛା କରିଥିଲେ। ଅଁଳାକଟା ଗ୍ରାମ ଛକ ନିକଟଦେଇ ଯାଉଥିବା ବେଳେ ପୋଲିସ କାବୁ କରିଥିଲା ଦୁଇଟି ପିକପ ଜବତ ସହିତ ୮ଟି ଗୋରୁଙ୍କୁ ଉଦ୍ଧାର କରି ଥିବାବେଳେ ଦୁଇଟି ଗୋରୁ ମୃତ ବରଣ କରିଛନ୍ତି। ୫ରୁ୬ଜଣ ଗୋରୁ ମାଫିଆ ଦୁଇଟି ପିକପ ଛାଡ଼ି ଦୁଇ ଡ୍ରାଇଭର ଫେରାର ହୋଇଯାଇଥିଲେ। ସେମାନେ କେଉଁ ଅଞ୍ଚଳର ବୋଲି ଜଣାପଡ଼ି ନାହିଁ ଏମାନଙ୍କର ମୁଖ୍ୟ ମାଷ୍ଟର ମାଇଣ୍ଡିକୁ ଖୁବଶୀଘ୍ର ଧରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।1
- Post by MD MOBIN ANSARI1
- ହାଇକୋର୍ଟ ପାଖରେ ଅଗ୍ନିକାଣ୍ଡ ! ବ୍ୟାଟେରୀ ଗାଡ଼ିରେ ନିଆଁ ଲାଗିବା ଫଳରେ ଆଖ ପାଖରେ ଥିବା କିଛି ଗାଡ଼ିରେ ନିଆଁ ଲାଗିଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଦେଖିବାକୁ ମିଳିଛି।1
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ସାତମାଇଲ ବଜାର ରୁ କ୍ରମାଗତ ବାଇକ ଚୋରି ରାକେଟ ସକ୍ରିୟ. ଆଜି ଜଣେ ବାଇକ ଚୋରୀ କରି ପଳାଇବା ବେଳେ ଲୋକେ କାବୁ କରି ପୋଲିସ ଜିମା ଦେଇଥିବା ବେଳେ ତାଙ୍କ ପରିଚୟ ଜଣାପଡୁନାହିଁ.1
- Post by Dhenkanal News1