Shuru
Apke Nagar Ki App…
ସୁବର୍ଣ୍ଣପୁର: ସ୍ଥାନୀୟ ଗାନ୍ଧୀ ପଡିଆଠାରେ ଚାଲିଥିବା ୩୭ତମ ସର୍ବଭାରତୀୟ ଲାଲମନି କ୍ରିକଫେଷ୍ଟରେ ଆଜି ଓଡ଼ିଶା ସରକାରଙ୍କ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ବିଧାନସଭାର ବାଚସ୍ପତି ସରୋଜ ପ୍ରଧାନ, ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା, ବିଜେପି ଜିଲ୍ଲା ସଭାପତି ତଥା ସମାଜସେବୀ ବେଣୁଧର ଦାସ ପ୍ରମୁଖ ଯୋଗଦେଇଥିଲେ।
Ram Shankar Bhoi

More news from ଓଡ଼ିଶା and nearby areas
- ସାରା ରାଜ୍ୟ ୭୭ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍ କୃଷି ବିଭାଗରେ ଏହାର ବ୍ୟତିକ୍ରମ ହେଇଥିବା ଦେଖିବାକୁ ମିଳିଛି1
- ଶିବିରରୁ ସ୍ବାସ୍ଥ୍ୟ ସେବା ର ସୁଯୋଗ ନେଲେ ୧୦୦ ରୁ ଉର୍ଦ୍ଧ୍ବ !1
- କଳାହାଣ୍ଡି ଜିଲ୍ଲା ମଦନ ପୁର ରାମପୁର ବ୍ଲକ ଅନ୍ତର୍ଗତ ଗୋଛାଡେଙ୍ଗେନ୍ ଗ୍ରାମ ପଞ୍ଚାୟତ ଅଧୀନ କୁମେର ପଟା ଗ୍ରାମ ରାମଚନ୍ଦ୍ର ଦାସ ଙ୍କୁ ଅନ୍ତୋଦୟ କାର୍ଡ ନାହିଁ କି ରିକ୍ସା ମିଳିନ ଥିବାରୁ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି ବିଭାଗୀୟ ଅଧିକାରୀ ଧ୍ୟାନ ଦେବା ମିଡିଆରେ ଗୁହାରୀ କରିଛନ୍ତି1
- #♥️♥️♥️♥️🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯♥️♥️♥️♥️🇹🇯🇹🇯🇹🇯1
- ଘୁ. ଉଦୟଗିରି ବ୍ଲକ ଅନ୍ତର୍ଗତ ଲିଙ୍ଗାଗଡ ପଞ୍ଚାୟତର ଶ୍ରିକଲା ଘାଟି ନିକଟରେ ବାରହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।1
- ଉଦଯାପିତ ହେଲେ ଫାଶୀମାଲ ଆଲୁମିନୀ ମହୋତ୍ସବ1
- ଶିବିରରୁ ସ୍ବାସ୍ଥ୍ୟ ସେବା ର ସୁଯୋଗ ନେଲେ ୧୦୦ ରୁ ଉର୍ଦ୍ଧ୍ବ !1
- କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଗୋଛାଡେଙ୍ଗେନ୍ ଗ୍ରାମ ପଞ୍ଚାୟତ ଅଧୀନ ତାଲକୁନା ପ୍ରାଥମିକ ବିଦ୍ୟାଳୟ ରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ଓ ବିଭିନ୍ନ ପ୍ରତିଯୋଗିତାରେ ଉତିନ୍ନ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଛି।3
- ୧୨୫ ବର୍ଷ ପୂର୍ତ୍ତି ଅବସର ରେ ଫାଶୀମାଲ ପ୍ରାଥମିକ ବିଦ୍ୟାଳୟ1