Shuru
Apke Nagar Ki App…
ଶିବିରରୁ ସ୍ବାସ୍ଥ୍ୟ ସେବା ର ସୁଯୋଗ ନେଲେ ୧୦୦ ରୁ ଉର୍ଦ୍ଧ୍ବ ! ଶିବିରରୁ ସ୍ବାସ୍ଥ୍ୟ ସେବା ର ସୁଯୋଗ ନେଲେ ୧୦୦ ରୁ ଉର୍ଦ୍ଧ୍ବ !
KOSAL TIMES
ଶିବିରରୁ ସ୍ବାସ୍ଥ୍ୟ ସେବା ର ସୁଯୋଗ ନେଲେ ୧୦୦ ରୁ ଉର୍ଦ୍ଧ୍ବ ! ଶିବିରରୁ ସ୍ବାସ୍ଥ୍ୟ ସେବା ର ସୁଯୋଗ ନେଲେ ୧୦୦ ରୁ ଉର୍ଦ୍ଧ୍ବ !
More news from ଓଡ଼ିଶା and nearby areas
- Post by B Putel1
- Post by KOSAL TIMES1
- କଣ୍ଟାବାଞ୍ଜି ୭୭ ତମ ସାଧାରଣତନ୍ତ୍ର ଦିବସ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଧାୟକ ଶ୍ରୀଯୁକ୍ତ ଲକ୍ଷଣ ବାଗ।1
- ପିଏମ୍ କିଷାନକୁ ନେଇ ବଡ଼ ଅପଡେଟ୍, ଏଥର ବଜେଟରେ ବଢ଼ିବ ଟଙ୍କା, ଜାଣନ୍ତୁ କେତେ ବଢ଼ିବ ଟଙ୍କା ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି ଯୋଜନାରେ ଚାଷୀମାନଙ୍କୁ ପ୍ରତି ତିନି ମାସରେ ୨,୦୦୦ ଟଙ୍କାର ଆର୍ଥିକ ସହାୟତା ରାଶି ମିଳିଥାଏ। ଅର୍ଥାତ୍ ପ୍ରତିବର୍ଷ ଚାଷୀମାନଙ୍କ ଆକାଉଣ୍ଟକୁ ସିଧାସଳଖ ୬,୦୦୦ ଟଙ୍କା ସ୍ଥାନାନ୍ତରିତ ହୁଏ । କିନ୍ତୁ ଯୋଜନା ଆରମ୍ଭ ହେବା ପରଠାରୁ, ମୁଦ୍ରାସ୍ଫୀତି ହାର ପରିବର୍ତ୍ତନ ହୋଇଥିଲେ ମଧ୍ୟ ଏହାର ପରିମାଣରେ କୌଣସି ବୃଦ୍ଧି କରାଯାଇ ନାହିଁ।1
- କଳାହାଣ୍ଡି ଜିଲ୍ଲା ମଦନ ପୁର ରାମପୁର ବ୍ଲକ ଅନ୍ତର୍ଗତ ଗୋଛାଡେଙ୍ଗେନ୍ ଗ୍ରାମ ପଞ୍ଚାୟତ ଅଧୀନ କୁମେର ପଟା ଗ୍ରାମ ରାମଚନ୍ଦ୍ର ଦାସ ଙ୍କୁ ଅନ୍ତୋଦୟ କାର୍ଡ ନାହିଁ କି ରିକ୍ସା ମିଳିନ ଥିବାରୁ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି ବିଭାଗୀୟ ଅଧିକାରୀ ଧ୍ୟାନ ଦେବା ମିଡିଆରେ ଗୁହାରୀ କରିଛନ୍ତି1
- #♥️♥️♥️♥️🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯♥️♥️♥️♥️🇹🇯🇹🇯🇹🇯1
- ସୁବର୍ଣ୍ଣପୁର: ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଓକିଲ ଗୌରିଶ୍ୟାମ ପଣ୍ଡାଙ୍କ ଅମରଆତ୍ମାର ସଦଗତି କାମନା କରି ଜିଲ୍ଲା କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସଭାପତି ବିନୋଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭା ପ୍ରାରମ୍ଭରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।1
- ଶିବିରରୁ ସ୍ବାସ୍ଥ୍ୟ ସେବା ର ସୁଯୋଗ ନେଲେ ୧୦୦ ରୁ ଉର୍ଦ୍ଧ୍ବ !1