Shuru
Apke Nagar Ki App…
ମଦ_ପିଇଲେ_୧୦ #ବିକିଲେ_୨୦_ହଜାର_ଗଣିବେ ଗୁଟଖା ପରେ ଏବେ ମଦ ପାଳି । ମଦ ପିଇ ଧରାପଡ଼ିଲେ ୧୦ ହଜାର, ମଦ ବିକିଲେ ଗଣିବେ ୨୦ ହଜାର ଟଙ୍କା ।
B Putel
ମଦ_ପିଇଲେ_୧୦ #ବିକିଲେ_୨୦_ହଜାର_ଗଣିବେ ଗୁଟଖା ପରେ ଏବେ ମଦ ପାଳି । ମଦ ପିଇ ଧରାପଡ଼ିଲେ ୧୦ ହଜାର, ମଦ ବିକିଲେ ଗଣିବେ ୨୦ ହଜାର ଟଙ୍କା ।
More news from ଓଡ଼ିଶା and nearby areas
- କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଗୋଛାଡେଙ୍ଗେନ୍ ଗ୍ରାମ ପଞ୍ଚାୟତ ଅଧୀନ ତାଲକୁନା ପ୍ରାଥମିକ ବିଦ୍ୟାଳୟ ରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ଓ ବିଭିନ୍ନ ପ୍ରତିଯୋଗିତାରେ ଉତିନ୍ନ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଛି।3
- ସୁବର୍ଣ୍ଣପୁର: ସ୍ଥାନୀୟ ଗାନ୍ଧୀ ପଡିଆଠାରେ ଚାଲିଥିବା ୩୭ତମ ସର୍ବଭାରତୀୟ ଲାଲମନି କ୍ରିକଫେଷ୍ଟରେ ଆଜି ଓଡ଼ିଶା ସରକାରଙ୍କ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ବିଧାନସଭାର ବାଚସ୍ପତି ସରୋଜ ପ୍ରଧାନ, ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା, ବିଜେପି ଜିଲ୍ଲା ସଭାପତି ତଥା ସମାଜସେବୀ ବେଣୁଧର ଦାସ ପ୍ରମୁଖ ଯୋଗଦେଇଥିଲେ।1
- ଭାରତମାତା ମନ୍ଦିରରେ ସାଧାରଣତନ୍ତ୍ର ଦିବସ ପାଳିତ ବାଉଁଶୁଣୀ-୨୬-୧ ବୌଦ୍ଧ ବ୍ଲକ ଗୋଛାପଡା ପଞ୍ଚାୟତ ଅର୍ନ୍ତଗତ ବନପାଲି ଗ୍ରାମରେ ଥିବା ଭାରତମାତା ମନ୍ଦିରରେ ସୋମବାର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଭାରତର ସ୍ବାଧୀନତା ଆନ୍ଦୋଳନର ପୃଷ୍ଠଭୂମି ଉପରେ ସମ୍ପର୍କ ଥିବା ଏହି ପୀଠକୁ ଗତ ୨୨ ତାରିଖରେ ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ବୌଦ୍ଧ ବିଡ଼ିଓ ଯୁଗଳ କିଶୋର ବିଶ୍ୱାଳ ପରିଦର୍ଶନ କରିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ତଥା ମନ୍ଦିର ପୂଜକ ପ୍ରଫୁଲ୍ଲ ମେହେରଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଥିବା ୭୭ ତମ ସାଧାରଣତନ୍ତ୍ର ଦିବସରେ ବୌଦ୍ଧ ବିଡ଼ିଓ ଯୁଗଳ କିଶୋର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଗ୍ରାମବାସୀଙ୍କ ଏଭଳି ଦେଶଭକ୍ତି ତଥା ଉତ୍ସର୍ଗୀକୃତ ମନୋଭାବକୁ ନେଇ ସେମାନଙ୍କ ପ୍ରଶଂସା କରିଥିଲେ। ସମାଜସେବୀ ସୁଶାନ୍ତ ବାଘ, ଗୋଛାପଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ବିରେନ ବାରିକ, ମିଶନ ଶକ୍ତିର ବୌଦ୍ଧ ବ୍ଲକ ସଂଯୋଜିକା ବଲ୍ଲଭୀ ମଙ୍ଗରାଜ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଅବସରରେ ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ବେଣୁଧର ମେହେର ଓ ଜୟନ୍ତୀ ମେହେର କର୍ତ୍ତା ଦାୟିତ୍ୱ ତୁଲାଇ ଥିବା ବେଳେ ପୂଜକ ଜିତ ଦାଶ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ।4
- ସାରା ରାଜ୍ୟ ୭୭ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍ କୃଷି ବିଭାଗରେ ଏହାର ବ୍ୟତିକ୍ରମ ହେଇଥିବା ଦେଖିବାକୁ ମିଳିଛି1
- Post by Mozilla Khabara1
- ପଞ୍ଚାୟତ କେରପାଇ ଗ୍ରାମ କେରପାଇ1
- ଶିବିରରୁ ସ୍ବାସ୍ଥ୍ୟ ସେବା ର ସୁଯୋଗ ନେଲେ ୧୦୦ ରୁ ଉର୍ଦ୍ଧ୍ବ !1
- ଆପଣମାନଙ୍କ ପାଇଁ ଦେଖନ୍ତୁ ମାଁ ମାଟି ପାଇଁ ଲଢେଇ କରୁଛନ୍ତି1
- ଘୁ. ଉଦୟଗିରି ବ୍ଲକ ଅନ୍ତର୍ଗତ ଲିଙ୍ଗାଗଡ ପଞ୍ଚାୟତର ଶ୍ରିକଲା ଘାଟି ନିକଟରେ ବାରହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।1