ଭାରତମାତା ମନ୍ଦିରରେ ସାଧାରଣତନ୍ତ୍ର ଦିବସ ପାଳିତ ବାଉଁଶୁଣୀ-୨୬-୧ ବୌଦ୍ଧ ବ୍ଲକ ଗୋଛାପଡା ପଞ୍ଚାୟତ ଅର୍ନ୍ତଗତ ବନପାଲି ଗ୍ରାମରେ ଥିବା ଭାରତମାତା ମନ୍ଦିରରେ ସୋମବାର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଭାରତର ସ୍ବାଧୀନତା ଆନ୍ଦୋଳନର ପୃଷ୍ଠଭୂମି ଉପରେ ସମ୍ପର୍କ ଥିବା ଏହି ପୀଠକୁ ଗତ ୨୨ ତାରିଖରେ ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ବୌଦ୍ଧ ବିଡ଼ିଓ ଯୁଗଳ କିଶୋର ବିଶ୍ୱାଳ ପରିଦର୍ଶନ କରିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ତଥା ମନ୍ଦିର ପୂଜକ ପ୍ରଫୁଲ୍ଲ ମେହେରଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଥିବା ୭୭ ତମ ସାଧାରଣତନ୍ତ୍ର ଦିବସରେ ବୌଦ୍ଧ ବିଡ଼ିଓ ଯୁଗଳ କିଶୋର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଗ୍ରାମବାସୀଙ୍କ ଏଭଳି ଦେଶଭକ୍ତି ତଥା ଉତ୍ସର୍ଗୀକୃତ ମନୋଭାବକୁ ନେଇ ସେମାନଙ୍କ ପ୍ରଶଂସା କରିଥିଲେ। ସମାଜସେବୀ ସୁଶାନ୍ତ ବାଘ, ଗୋଛାପଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ବିରେନ ବାରିକ, ମିଶନ ଶକ୍ତିର ବୌଦ୍ଧ ବ୍ଲକ ସଂଯୋଜିକା ବଲ୍ଲଭୀ ମଙ୍ଗରାଜ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଅବସରରେ ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ବେଣୁଧର ମେହେର ଓ ଜୟନ୍ତୀ ମେହେର କର୍ତ୍ତା ଦାୟିତ୍ୱ ତୁଲାଇ ଥିବା ବେଳେ ପୂଜକ ଜିତ ଦାଶ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ।
ଭାରତମାତା ମନ୍ଦିରରେ ସାଧାରଣତନ୍ତ୍ର ଦିବସ ପାଳିତ ବାଉଁଶୁଣୀ-୨୬-୧ ବୌଦ୍ଧ ବ୍ଲକ ଗୋଛାପଡା ପଞ୍ଚାୟତ ଅର୍ନ୍ତଗତ ବନପାଲି ଗ୍ରାମରେ ଥିବା ଭାରତମାତା ମନ୍ଦିରରେ ସୋମବାର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଭାରତର ସ୍ବାଧୀନତା ଆନ୍ଦୋଳନର ପୃଷ୍ଠଭୂମି ଉପରେ ସମ୍ପର୍କ ଥିବା ଏହି ପୀଠକୁ ଗତ ୨୨ ତାରିଖରେ ଜିଲ୍ଲା ପ୍ରଶାସନର
ନିର୍ଦେଶ କ୍ରମେ ବୌଦ୍ଧ ବିଡ଼ିଓ ଯୁଗଳ କିଶୋର ବିଶ୍ୱାଳ ପରିଦର୍ଶନ କରିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ତଥା ମନ୍ଦିର ପୂଜକ ପ୍ରଫୁଲ୍ଲ ମେହେରଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଥିବା ୭୭ ତମ ସାଧାରଣତନ୍ତ୍ର ଦିବସରେ ବୌଦ୍ଧ ବିଡ଼ିଓ ଯୁଗଳ
କିଶୋର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଗ୍ରାମବାସୀଙ୍କ ଏଭଳି ଦେଶଭକ୍ତି ତଥା ଉତ୍ସର୍ଗୀକୃତ ମନୋଭାବକୁ ନେଇ ସେମାନଙ୍କ ପ୍ରଶଂସା କରିଥିଲେ। ସମାଜସେବୀ ସୁଶାନ୍ତ ବାଘ, ଗୋଛାପଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ବିରେନ ବାରିକ, ମିଶନ ଶକ୍ତିର ବୌଦ୍ଧ
ବ୍ଲକ ସଂଯୋଜିକା ବଲ୍ଲଭୀ ମଙ୍ଗରାଜ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଅବସରରେ ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ବେଣୁଧର ମେହେର ଓ ଜୟନ୍ତୀ ମେହେର କର୍ତ୍ତା ଦାୟିତ୍ୱ ତୁଲାଇ ଥିବା ବେଳେ ପୂଜକ ଜିତ ଦାଶ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ।
- ଭାରତମାତା ମନ୍ଦିରରେ ସାଧାରଣତନ୍ତ୍ର ଦିବସ ପାଳିତ ବାଉଁଶୁଣୀ-୨୬-୧ ବୌଦ୍ଧ ବ୍ଲକ ଗୋଛାପଡା ପଞ୍ଚାୟତ ଅର୍ନ୍ତଗତ ବନପାଲି ଗ୍ରାମରେ ଥିବା ଭାରତମାତା ମନ୍ଦିରରେ ସୋମବାର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଭାରତର ସ୍ବାଧୀନତା ଆନ୍ଦୋଳନର ପୃଷ୍ଠଭୂମି ଉପରେ ସମ୍ପର୍କ ଥିବା ଏହି ପୀଠକୁ ଗତ ୨୨ ତାରିଖରେ ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ବୌଦ୍ଧ ବିଡ଼ିଓ ଯୁଗଳ କିଶୋର ବିଶ୍ୱାଳ ପରିଦର୍ଶନ କରିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ତଥା ମନ୍ଦିର ପୂଜକ ପ୍ରଫୁଲ୍ଲ ମେହେରଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଥିବା ୭୭ ତମ ସାଧାରଣତନ୍ତ୍ର ଦିବସରେ ବୌଦ୍ଧ ବିଡ଼ିଓ ଯୁଗଳ କିଶୋର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଗ୍ରାମବାସୀଙ୍କ ଏଭଳି ଦେଶଭକ୍ତି ତଥା ଉତ୍ସର୍ଗୀକୃତ ମନୋଭାବକୁ ନେଇ ସେମାନଙ୍କ ପ୍ରଶଂସା କରିଥିଲେ। ସମାଜସେବୀ ସୁଶାନ୍ତ ବାଘ, ଗୋଛାପଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ବିରେନ ବାରିକ, ମିଶନ ଶକ୍ତିର ବୌଦ୍ଧ ବ୍ଲକ ସଂଯୋଜିକା ବଲ୍ଲଭୀ ମଙ୍ଗରାଜ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଅବସରରେ ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ବେଣୁଧର ମେହେର ଓ ଜୟନ୍ତୀ ମେହେର କର୍ତ୍ତା ଦାୟିତ୍ୱ ତୁଲାଇ ଥିବା ବେଳେ ପୂଜକ ଜିତ ଦାଶ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ।4
- ସୁବର୍ଣ୍ଣପୁର: ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଓକିଲ ଗୌରିଶ୍ୟାମ ପଣ୍ଡାଙ୍କ ଅମରଆତ୍ମାର ସଦଗତି କାମନା କରି ଜିଲ୍ଲା କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସଭାପତି ବିନୋଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭା ପ୍ରାରମ୍ଭରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।1
- ସୋନପୁର ଏସିଏଣ୍ଟ ପବ୍ଲିକ ସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳିତ1
- Post by Mozilla Khabara1
- ସାରା ରାଜ୍ୟ ୭୭ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍ କୃଷି ବିଭାଗରେ ଏହାର ବ୍ୟତିକ୍ରମ ହେଇଥିବା ଦେଖିବାକୁ ମିଳିଛି1
- ପିଏମ୍ କିଷାନକୁ ନେଇ ବଡ଼ ଅପଡେଟ୍, ଏଥର ବଜେଟରେ ବଢ଼ିବ ଟଙ୍କା, ଜାଣନ୍ତୁ କେତେ ବଢ଼ିବ ଟଙ୍କା ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି ଯୋଜନାରେ ଚାଷୀମାନଙ୍କୁ ପ୍ରତି ତିନି ମାସରେ ୨,୦୦୦ ଟଙ୍କାର ଆର୍ଥିକ ସହାୟତା ରାଶି ମିଳିଥାଏ। ଅର୍ଥାତ୍ ପ୍ରତିବର୍ଷ ଚାଷୀମାନଙ୍କ ଆକାଉଣ୍ଟକୁ ସିଧାସଳଖ ୬,୦୦୦ ଟଙ୍କା ସ୍ଥାନାନ୍ତରିତ ହୁଏ । କିନ୍ତୁ ଯୋଜନା ଆରମ୍ଭ ହେବା ପରଠାରୁ, ମୁଦ୍ରାସ୍ଫୀତି ହାର ପରିବର୍ତ୍ତନ ହୋଇଥିଲେ ମଧ୍ୟ ଏହାର ପରିମାଣରେ କୌଣସି ବୃଦ୍ଧି କରାଯାଇ ନାହିଁ।1
- ଘୁ. ଉଦୟଗିରି ବ୍ଲକ ଅନ୍ତର୍ଗତ ଲିଙ୍ଗାଗଡ ପଞ୍ଚାୟତର ଶ୍ରିକଲା ଘାଟି ନିକଟରେ ବାରହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।1
- ସୁବର୍ଣ୍ଣପୁର: ସ୍ଥାନୀୟ ଗାନ୍ଧୀ ପଡିଆଠାରେ ଚାଲିଥିବା ୩୭ତମ ସର୍ବଭାରତୀୟ ଲାଲମନି କ୍ରିକଫେଷ୍ଟରେ ଆଜି ଓଡ଼ିଶା ସରକାରଙ୍କ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ବିଧାନସଭାର ବାଚସ୍ପତି ସରୋଜ ପ୍ରଧାନ, ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା, ବିଜେପି ଜିଲ୍ଲା ସଭାପତି ତଥା ସମାଜସେବୀ ବେଣୁଧର ଦାସ ପ୍ରମୁଖ ଯୋଗଦେଇଥିଲେ।1