logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କଣ୍ଟାବାଞ୍ଜି ୭୭ ତମ ସାଧାରଣତନ୍ତ୍ର ଦିବସ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଧାୟକ ଶ୍ରୀଯୁକ୍ତ ଲକ୍ଷଣ ବାଗ।

13 hrs ago
user_Sritam Ranjan Panda
Sritam Ranjan Panda
Photographer Kantabanji, Balangir•
13 hrs ago

କଣ୍ଟାବାଞ୍ଜି ୭୭ ତମ ସାଧାରଣତନ୍ତ୍ର ଦିବସ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଧାୟକ ଶ୍ରୀଯୁକ୍ତ ଲକ୍ଷଣ ବାଗ।

More news from ଓଡ଼ିଶା and nearby areas
  • କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଗୋଛାଡେଙ୍ଗେନ୍ ଗ୍ରାମ ପଞ୍ଚାୟତ ଅଧୀନ ତାଲକୁନା ପ୍ରାଥମିକ ବିଦ୍ୟାଳୟ ରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ଓ ବିଭିନ୍ନ ପ୍ରତିଯୋଗିତାରେ ଉତିନ୍ନ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଛି।
    3
    କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଗୋଛାଡେଙ୍ଗେନ୍ ଗ୍ରାମ ପଞ୍ଚାୟତ ଅଧୀନ ତାଲକୁନା ପ୍ରାଥମିକ ବିଦ୍ୟାଳୟ ରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ଓ ବିଭିନ୍ନ ପ୍ରତିଯୋଗିତାରେ ଉତିନ୍ନ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଛି।
    user_Padmanabha Naik
    Padmanabha Naik
    Video Creator ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    17 hrs ago
  • ସୋନପୁର ଏସିଏଣ୍ଟ ପବ୍ଲିକ ସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳିତ
    1
    ସୋନପୁର ଏସିଏଣ୍ଟ ପବ୍ଲିକ ସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳିତ
    user_SONEPUR NEWS
    SONEPUR NEWS
    Journalist Sonapur, Sonepur•
    10 hrs ago
  • ପଞ୍ଚାୟତ କେରପାଇ ଗ୍ରାମ କେରପାଇ
    1
    ପଞ୍ଚାୟତ କେରପାଇ ଗ୍ରାମ କେରପାଇ
    user_Baleswar Naik
    Baleswar Naik
    Thuamul Rampur, Kalahandi•
    14 hrs ago
  • ସୁବର୍ଣ୍ଣପୁର: ସ୍ଥାନୀୟ ଗାନ୍ଧୀ ପଡିଆଠାରେ ଚାଲିଥିବା ୩୭ତମ ସର୍ବଭାରତୀୟ ଲାଲମନି କ୍ରିକଫେଷ୍ଟରେ ଆଜି ଓଡ଼ିଶା ସରକାରଙ୍କ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ବିଧାନସଭାର ବାଚସ୍ପତି ସରୋଜ ପ୍ରଧାନ, ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା, ବିଜେପି ଜିଲ୍ଲା ସଭାପତି ତଥା ସମାଜସେବୀ ବେଣୁଧର ଦାସ ପ୍ରମୁଖ ଯୋଗଦେଇଥିଲେ।
    1
    ସୁବର୍ଣ୍ଣପୁର: ସ୍ଥାନୀୟ ଗାନ୍ଧୀ ପଡିଆଠାରେ ଚାଲିଥିବା ୩୭ତମ ସର୍ବଭାରତୀୟ ଲାଲମନି କ୍ରିକଫେଷ୍ଟରେ ଆଜି ଓଡ଼ିଶା ସରକାରଙ୍କ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ବିଧାନସଭାର ବାଚସ୍ପତି ସରୋଜ ପ୍ରଧାନ, ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା, ବିଜେପି ଜିଲ୍ଲା ସଭାପତି ତଥା ସମାଜସେବୀ ବେଣୁଧର ଦାସ ପ୍ରମୁଖ ଯୋଗଦେଇଥିଲେ।
    user_Ram Shankar Bhoi
    Ram Shankar Bhoi
    Journalist ସୋନପୁର, ସୋନପୁର, ଓଡ଼ିଶା•
    14 hrs ago
  • ସାରା ରାଜ୍ୟ ୭୭ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍ କୃଷି ବିଭାଗରେ ଏହାର ବ୍ୟତିକ୍ରମ ହେଇଥିବା ଦେଖିବାକୁ ମିଳିଛି
    1
    ସାରା ରାଜ୍ୟ ୭୭ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍ କୃଷି ବିଭାଗରେ ଏହାର ବ୍ୟତିକ୍ରମ ହେଇଥିବା ଦେଖିବାକୁ ମିଳିଛି
    user_Emmanuel Nayak
    Emmanuel Nayak
    Journalist ବାଲିଗୁଡା, କନ୍ଧମାଳ, ଓଡ଼ିଶା•
    16 hrs ago
  • ଭାରତମାତା ମନ୍ଦିରରେ ସାଧାରଣତନ୍ତ୍ର ଦିବସ ପାଳିତ ବାଉଁଶୁଣୀ-୨୬-୧ ବୌଦ୍ଧ ବ୍ଲକ ଗୋଛାପଡା ପଞ୍ଚାୟତ ଅର୍ନ୍ତଗତ ବନପାଲି ଗ୍ରାମରେ ଥିବା ଭାରତମାତା ମନ୍ଦିରରେ ସୋମବାର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଭାରତର ସ୍ବାଧୀନତା ଆନ୍ଦୋଳନର ପୃଷ୍ଠଭୂମି ଉପରେ ସମ୍ପର୍କ ଥିବା ଏହି ପୀଠକୁ ଗତ ୨୨ ତାରିଖରେ ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ବୌଦ୍ଧ ବିଡ଼ିଓ ଯୁଗଳ କିଶୋର ବିଶ୍ୱାଳ ପରିଦର୍ଶନ କରିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ତଥା ମନ୍ଦିର ପୂଜକ ପ୍ରଫୁଲ୍ଲ ମେହେରଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଥିବା ୭୭ ତମ ସାଧାରଣତନ୍ତ୍ର ଦିବସରେ ବୌଦ୍ଧ ବିଡ଼ିଓ ଯୁଗଳ କିଶୋର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଗ୍ରାମବାସୀଙ୍କ ଏଭଳି ଦେଶଭକ୍ତି ତଥା ଉତ୍ସର୍ଗୀକୃତ ମନୋଭାବକୁ ନେଇ ସେମାନଙ୍କ ପ୍ରଶଂସା କରିଥିଲେ। ସମାଜସେବୀ ସୁଶାନ୍ତ ବାଘ, ଗୋଛାପଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ବିରେନ ବାରିକ, ମିଶନ ଶକ୍ତିର ବୌଦ୍ଧ ବ୍ଲକ ସଂଯୋଜିକା ବଲ୍ଲଭୀ ମଙ୍ଗରାଜ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଅବସରରେ ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ବେଣୁଧର ମେହେର ଓ ଜୟନ୍ତୀ ମେହେର କର୍ତ୍ତା ଦାୟିତ୍ୱ ତୁଲାଇ ଥିବା ବେଳେ ପୂଜକ ଜିତ ଦାଶ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ।
    4
    ଭାରତମାତା ମନ୍ଦିରରେ ସାଧାରଣତନ୍ତ୍ର ଦିବସ ପାଳିତ
ବାଉଁଶୁଣୀ-୨୬-୧ ବୌଦ୍ଧ ବ୍ଲକ ଗୋଛାପଡା ପଞ୍ଚାୟତ ଅର୍ନ୍ତଗତ ବନପାଲି ଗ୍ରାମରେ ଥିବା ଭାରତମାତା ମନ୍ଦିରରେ ସୋମବାର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଭାରତର ସ୍ବାଧୀନତା ଆନ୍ଦୋଳନର ପୃଷ୍ଠଭୂମି ଉପରେ ସମ୍ପର୍କ ଥିବା ଏହି ପୀଠକୁ ଗତ ୨୨ ତାରିଖରେ ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ବୌଦ୍ଧ ବିଡ଼ିଓ ଯୁଗଳ କିଶୋର ବିଶ୍ୱାଳ ପରିଦର୍ଶନ କରିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ତଥା ମନ୍ଦିର ପୂଜକ ପ୍ରଫୁଲ୍ଲ ମେହେରଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଥିବା ୭୭ ତମ ସାଧାରଣତନ୍ତ୍ର ଦିବସରେ ବୌଦ୍ଧ ବିଡ଼ିଓ ଯୁଗଳ କିଶୋର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଗ୍ରାମବାସୀଙ୍କ ଏଭଳି ଦେଶଭକ୍ତି ତଥା ଉତ୍ସର୍ଗୀକୃତ ମନୋଭାବକୁ ନେଇ ସେମାନଙ୍କ ପ୍ରଶଂସା କରିଥିଲେ। ସମାଜସେବୀ ସୁଶାନ୍ତ ବାଘ, ଗୋଛାପଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ବିରେନ ବାରିକ, ମିଶନ ଶକ୍ତିର ବୌଦ୍ଧ ବ୍ଲକ ସଂଯୋଜିକା ବଲ୍ଲଭୀ ମଙ୍ଗରାଜ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଅବସରରେ ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ବେଣୁଧର ମେହେର ଓ ଜୟନ୍ତୀ ମେହେର କର୍ତ୍ତା ଦାୟିତ୍ୱ ତୁଲାଇ ଥିବା ବେଳେ ପୂଜକ ଜିତ ଦାଶ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ।
    user_SUSHANTA BAGH
    SUSHANTA BAGH
    ବାଉଁସୁଣି, ବୌଦ୍ଧ, ଓଡ଼ିଶା•
    9 hrs ago
  • ଶିବିରରୁ ସ୍ବାସ୍ଥ୍ୟ ସେବା ର ସୁଯୋଗ ନେଲେ ୧୦୦ ରୁ ଉର୍ଦ୍ଧ୍ବ  !
    1
    ଶିବିରରୁ ସ୍ବାସ୍ଥ୍ୟ ସେବା ର ସୁଯୋଗ ନେଲେ ୧୦୦ ରୁ ଉର୍ଦ୍ଧ୍ବ  !
    user_KOSAL TIMES
    KOSAL TIMES
    Journalist ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    22 hrs ago
  • ଆପଣମାନଙ୍କ ପାଇଁ ଦେଖନ୍ତୁ ମାଁ ମାଟି ପାଇଁ ଲଢେଇ କରୁଛନ୍ତି
    1
    ଆପଣମାନଙ୍କ ପାଇଁ ଦେଖନ୍ତୁ ମାଁ ମାଟି ପାଇଁ ଲଢେଇ କରୁଛନ୍ତି
    user_Baleswar Naik
    Baleswar Naik
    Thuamul Rampur, Kalahandi•
    21 hrs ago
  • Post by Babulirathi Rathi
    1
    Post by Babulirathi Rathi
    user_Babulirathi Rathi
    Babulirathi Rathi
    ନବରଙ୍ଗପୁର ପି.ଏସ., ନବରଙ୍ଗପୁର, ଓଡ଼ିଶା•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.