ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀକୁ ସ୍ମରଣ କରି ଚଳିତ ବର୍ଷ ଜାତୀୟ କ୍ରୀଡ଼ା ଦିବସ ସୁବର୍ଣ୍ଣପୁର ଜିଲ୍ଲାରେ ପାଳନ କରାଯାଉଛି। ତାରିଖ:- ୨୮.୦୮.୨୦୨୬ ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀକୁ ସ୍ମରଣ କରି ଚଳିତ ବର୍ଷ ଜାତୀୟ କ୍ରୀଡ଼ା ଦିବସ ସୁବର୍ଣ୍ଣପୁର ଜିଲ୍ଲାରେ ପାଳନ କରାଯାଉଛି। ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାରେ ଅଗଷ୍ଟ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କ୍ରୀଡ଼ାଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଜାତୀୟ କ୍ରୀଡ଼ା ଦିବସର ତା. ୨୮.୦୮.୨୦୨୬ ପ୍ରଥମ ଦିନକୁ ‘ଟ୍ରିବ୍ୟୁଟ୍’ ଭାବେ ପାଳନ କରଯାଇଅଛି l ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ଶିବିରକୁ ଶୁଭ ଉଦଘାଟନ କରିଥିଲେ l ସମ୍ମାନୀତ ଅତିଥି ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ବାଲାଜୀ ବିଶ୍ଵନାଥ, ସମେତ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶୀମତୀ ଯମୁନା ପ୍ରଧାନ, ଶାରୀରିକ ଶିକ୍ଷୟତ୍ରୀ ଶୀମତୀ ସନ୍ଧ୍ୟାରାଣୀ ଖେତି, PTI ଖେଳ ଇଣ୍ଡିଆ ଶ୍ରୀ ମହମ୍ମଦ କଳିମ ଉପସ୍ଥିତ ଥିଲେ l ଜାତୀୟ କ୍ରୀଡା ଦିବସ ପାଳନ ଅବସରରେ ଖେଳ ଇଣ୍ଡିଆ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ବିଭିନ୍ନ ଖେଳରେ ଯୋଗଦେଇଥିଲେ l ଏହି ଅବସରରେ ଜିଲ୍ଲା କ୍ରୀଡା ଅଧିକାରୀ ସମସ୍ତ ଅତିଥିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଳ ଅର୍ପଣ କରିଥିଲେ l ତାପରେ ମୁଖ୍ୟ ଅତିଥି ନିଜର ଅଭିଭାଷଣ ପ୍ରଦାନ କରିଥିଲେ l ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି, ଫିଟନେସ୍ ଓ ଶାରୀରିକ ସୁସ୍ଥତା ସମ୍ପର୍କରେ ସଚେତନତା ସୃଷ୍ଟି ସହ ମେଜର ଧ୍ୟାନଚାନ୍ଦଙ୍କ କ୍ରୀଡ଼ା ପ୍ରତି ଅବଦାନକୁ ସ୍ମରଣ କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମତ ରଖିଥିଲେ l ସଭା ଶେଷରେ ସମସ୍ତେ କ୍ରୀଡା କୁ ଆପଣେଇ ସୁସ୍ଥ ଶାରୀରିକ ଓ ମାନସିକ ରଖିବା ପାଇଁ ଶପଥପାଠ କରିଥିଲେ l ସକାଳ ୭ଟାରୁ ସୋନପୁର ଗାନ୍ଧୀ ଷ୍ଟାଡିୟମରେ ଡିଜିଟାଲ୍ ଚ୍ୟାଲେଞ୍ଜ୍ରେ ଅଂଶଗ୍ରହଣକାରୀମାନେ ୨୯ ଥର ଯେକୌଣସି କ୍ରୀଡ଼ା ଯଥା—ହକି ଡ୍ରିବଲିଂ, ଫୁଟବଲ୍ କିକ୍, ବାସ୍କେଟବଲ୍ ଡ୍ରିବଲିଂ, ବ୍ୟାଡମିଣ୍ଟନ୍ ରାଲି, ଦଉଡ଼ି ଡିଆଁ (Skipping), ବଲ୍ ବାଉନ୍ସ କିମ୍ବା ଅନ୍ୟ କୌଣସି ଉପଯୁକ୍ତ କ୍ରୀଡ଼ା କାର୍ଯ୍ୟକଳାପ କରାଯାଇଥିଲା l ଏହି କ୍ରୀଡା ଦିବସ ପାଳନ ସଭାକୁ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ମିଶ୍ର ସଂଯୋଜନା ଓ ଆୟୋଜନ ମଧ୍ୟ କରିଥିଲେ l

- ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀକୁ ସ୍ମରଣ କରି ଚଳିତ ବର୍ଷ ଜାତୀୟ କ୍ରୀଡ଼ା ଦିବସ ସୁବର୍ଣ୍ଣପୁର ଜିଲ୍ଲାରେ ପାଳନ କରାଯାଉଛି। ତାରିଖ:- ୨୮.୦୮.୨୦୨୬ ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀକୁ ସ୍ମରଣ କରି ଚଳିତ ବର୍ଷ ଜାତୀୟ କ୍ରୀଡ଼ା ଦିବସ ସୁବର୍ଣ୍ଣପୁର ଜିଲ୍ଲାରେ ପାଳନ କରାଯାଉଛି। ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାରେ ଅଗଷ୍ଟ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କ୍ରୀଡ଼ାଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଜାତୀୟ କ୍ରୀଡ଼ା ଦିବସର ତା. ୨୮.୦୮.୨୦୨୬ ପ୍ରଥମ ଦିନକୁ ‘ଟ୍ରିବ୍ୟୁଟ୍’ ଭାବେ ପାଳନ କରଯାଇଅଛି l ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ଶିବିରକୁ ଶୁଭ ଉଦଘାଟନ କରିଥିଲେ l ସମ୍ମାନୀତ ଅତିଥି ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ବାଲାଜୀ ବିଶ୍ଵନାଥ, ସମେତ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶୀମତୀ ଯମୁନା ପ୍ରଧାନ, ଶାରୀରିକ ଶିକ୍ଷୟତ୍ରୀ ଶୀମତୀ ସନ୍ଧ୍ୟାରାଣୀ ଖେତି, PTI ଖେଳ ଇଣ୍ଡିଆ ଶ୍ରୀ ମହମ୍ମଦ କଳିମ ଉପସ୍ଥିତ ଥିଲେ l ଜାତୀୟ କ୍ରୀଡା ଦିବସ ପାଳନ ଅବସରରେ ଖେଳ ଇଣ୍ଡିଆ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ବିଭିନ୍ନ ଖେଳରେ ଯୋଗଦେଇଥିଲେ l ଏହି ଅବସରରେ ଜିଲ୍ଲା କ୍ରୀଡା ଅଧିକାରୀ ସମସ୍ତ ଅତିଥିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଳ ଅର୍ପଣ କରିଥିଲେ l ତାପରେ ମୁଖ୍ୟ ଅତିଥି ନିଜର ଅଭିଭାଷଣ ପ୍ରଦାନ କରିଥିଲେ l ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି, ଫିଟନେସ୍ ଓ ଶାରୀରିକ ସୁସ୍ଥତା ସମ୍ପର୍କରେ ସଚେତନତା ସୃଷ୍ଟି ସହ ମେଜର ଧ୍ୟାନଚାନ୍ଦଙ୍କ କ୍ରୀଡ଼ା ପ୍ରତି ଅବଦାନକୁ ସ୍ମରଣ କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମତ ରଖିଥିଲେ l ସଭା ଶେଷରେ ସମସ୍ତେ କ୍ରୀଡା କୁ ଆପଣେଇ ସୁସ୍ଥ ଶାରୀରିକ ଓ ମାନସିକ ରଖିବା ପାଇଁ ଶପଥପାଠ କରିଥିଲେ l ସକାଳ ୭ଟାରୁ ସୋନପୁର ଗାନ୍ଧୀ ଷ୍ଟାଡିୟମରେ ଡିଜିଟାଲ୍ ଚ୍ୟାଲେଞ୍ଜ୍ରେ ଅଂଶଗ୍ରହଣକାରୀମାନେ ୨୯ ଥର ଯେକୌଣସି କ୍ରୀଡ଼ା ଯଥା—ହକି ଡ୍ରିବଲିଂ, ଫୁଟବଲ୍ କିକ୍, ବାସ୍କେଟବଲ୍ ଡ୍ରିବଲିଂ, ବ୍ୟାଡମିଣ୍ଟନ୍ ରାଲି, ଦଉଡ଼ି ଡିଆଁ (Skipping), ବଲ୍ ବାଉନ୍ସ କିମ୍ବା ଅନ୍ୟ କୌଣସି ଉପଯୁକ୍ତ କ୍ରୀଡ଼ା କାର୍ଯ୍ୟକଳାପ କରାଯାଇଥିଲା l ଏହି କ୍ରୀଡା ଦିବସ ପାଳନ ସଭାକୁ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ମିଶ୍ର ସଂଯୋଜନା ଓ ଆୟୋଜନ ମଧ୍ୟ କରିଥିଲେ l1
- ନେପାଳ ବନ୍ୟା ବିଭୀଷିକା ମଧ୍ୟରେ ହେଲିକ୍ୟାପ୍ଟର ଯୋଗେ ଉଦ୍ଧାର କାର୍ଯ୍ୟ ଚାଲିଛି1
- ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଗୌଡଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ର ଛାତ୍ରୀ । ସ୍କୁଲ ଫାଟକରେ ପଡିଲା ତାଲା ବାହାରେ ପିଲା l ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଗୌଡଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ର ଛାତ୍ରୀ । ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦାବୀରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ। ବିଦ୍ୟାଳୟରେ ମୋଟ 125 ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଅଛନ୍ତି ମାତ୍ର 3 ଜଣ ଶିକ୍ଷକ। ଗତ ଜୁଲାଇ ମାସରୁ 2 ଜଣ ଶିକ୍ଷକଙ୍କ ଅନ୍ୟତ୍ର ବଦଳି ପରେ ପାଠ ପଢ଼ାରେ ସମସ୍ୟା ହେଉଥିବା ଅଭିଯୋଗ। ତେଣୁ ତୁରନ୍ତ ବିଦ୍ୟାଳୟରେ ଆବଶ୍ୟକିୟ ଶିକ୍ଷକ ପଦବୀ ପୂରଣ ପାଇଁ ଦାବି କରିଛନ୍ତି ଛାତ୍ର ଛାତ୍ରୀ l3
- ବୌଦ୍ଧ ଜିଲ୍ଲା ବାଉଁଶୁଣୀ ବୈଦିଆପଡା ଠାରେ ଗହ୍ମା ଡିଆଁ ପରମ୍ପରା ପାଳିତ ।1
- ପରମ୍ପରା ରିତୀ ନିତୀ ଅନୁସାରେ କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଗ୍ରାମରେ ପାଳିଲେ ଭାଇ ଭଉଣୀଙ୍କ ବନ୍ଧନ...ରକ୍ଷାବନ୍ଧନ,4
- ଜଣେ ଗଂଜେଇ ମାଫିଆକୁ ଗୋଡ଼ାଇ ଗୋଡ଼ାଇ କାବୁକଲା ମନମୁଣ୍ଡା ପୋଲିସ ମନମୁଣ୍ଡା ପୋଲିସ ଗଂଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଆଜି ଅପରାହ୍ନ ସମୟରେ ମନମୁଣ୍ଡା ଶଗଡା ରାସ୍ତାର ଭୋଇ ସାହି ନିକଟରେ ଚଢ଼ାଉ କରିଥିଲା | ଏକ ଗାଡିକୁ ସନ୍ଦେହରେ ଅଟକାଇ ଥିଲା | ପୋଲିସକୁ ଦେଖି ମାଫିଆ ଗାଡି ଛାଡି ଫେରାର ମାରିବାକୁ ଉଦ୍ୟମ କରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ ଧରିଥିବା ଦେଖିବାକୁ ମିଳିଛି | ଉକ୍ତ ଘଟଣା ଅଞ୍ଚଳର ଏକ ସିସିଟିଭିରେ ରେକର୍ଡ ହୋଇଥିବା ଦେଖିବାକୁ ମିଳିଛି |1
- ମନମୁଣ୍ଡା ପୋଲିସ ଷ୍ଟେସନ୍ ପରିସରରେ ଏକ ଭାବପୂର୍ଣ୍ଣ ଓ ଆନନ୍ଦଦାୟକ ପରିବେଶ ମଧ୍ୟରେ ସ୍ନେହ, ସୁରକ୍ଷା ଓ ବିଶ୍ୱାସର ପର୍ବ "ରକ୍ଷାବନ୍ଧନ" ପାଳିତ ମନମୁଣ୍ଡା ପୋଲିସ ଷ୍ଟେସନ୍ ପରିସରରେ ଏକ ଭାବପୂର୍ଣ୍ଣ ଓ ଆନନ୍ଦଦାୟକ ପରିବେଶ ମଧ୍ୟରେ ସ୍ନେହ, ସୁରକ୍ଷା ଓ ବିଶ୍ୱାସର ପର୍ବ "ରକ୍ଷାବନ୍ଧନ" ପାଳିତ ଆଜି ପବିତ୍ର ରକ୍ଷାବନ୍ଧନ ଉପଲକ୍ଷେ ବୌଦ୍ଧ ଜ଼ିଲ୍ଲା ମନମୁଣ୍ଡା ପୋଲିସ ଷ୍ଟେସନ୍ ପରିସରରେ ଏକ ଭାବପୂର୍ଣ୍ଣ ଓ ଆନନ୍ଦଦାୟକ ପରିବେଶ ମଧ୍ୟରେ ରାକ୍ଷୀ ପର୍ବ ପାଳିତ ହୋଇଯାଇଛି। ପୋଲିସ କର୍ମଚାରୀ ଭାଇମାନଙ୍କ ହାତରେ ସ୍ନେହର ସୂତା (ରାକ୍ଷୀ) ବାନ୍ଧି ସେମାନଙ୍କର ଦୀର୍ଘାୟୁ ଓ ଶୁଭକାମନା କରିଥିଲେ। ଦିନରାତି ଜନସାଧାରଣଙ୍କ ସୁରକ୍ଷାରେ ନିୟୋଜିତ ଥିବା ଆମ ପୋଲିସ ଭାଇମାନେ ମଧ୍ୟ ଭଉଣୀମାନଙ୍କୁ ସଦାସର୍ବଦା ସୁରକ୍ଷା ଦେବାର ସଂକଳ୍ପ ନେଇଥିଲେ। ଏହି ଅବସରରେ ସମସ୍ତ ପୋଲିସ ଅଫିସର ଓ କର୍ମଚାରୀଙ୍କ ତରଫରୁ ଅଞ୍ଚଳବାସୀଙ୍କୁ ରକ୍ଷାବନ୍ଧନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ!1
- ପିଏମ୍ ଶ୍ରୀ ଭୀମଭୋଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ସପ୍ତାହ ପାଳନ ହୋଇଯାଇଛି l ଲଛିପୁର l ପିଏମ୍ ଶ୍ରୀ ଭୀମଭୋଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ସପ୍ତାହ ପାଳନ ଲଛିପୁର, ୨୫/୮: ପିଏମ୍ ଶ୍ରୀ ଭୀମଭୋଇ ସରକାରୀ ଉଚ୍ଚ ବିଦ୍ୟାଳୟ, ଲଛିପୁର ଠାରେ ଆଜି, ୨୫ ଅଗଷ୍ଟ ୨୦୨୬ ଠାରୁ ଆସନ୍ତା ୩୧ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ସଂସ୍କୃତ ସପ୍ତାହ ପାଳନ ଆରମ୍ଭ ହୋଇଛି। ଆଜି ଏହାର ଉଦ୍ଘାଟନୀ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି।ଭାରତୀୟ ଜ୍ଞାନ, ସଂସ୍କୃତି, ପରମ୍ପରା ଓ ମୂଲ୍ୟବୋଧର ଅମୂଲ୍ୟ ଭଣ୍ଡାର ସଂସ୍କୃତ ଭାଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି କରିବା ସହ ଏହାର ମହତ୍ତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ସପ୍ତାହ ପାଳନର ମୁଖ୍ୟ ଲକ୍ଷ୍ୟ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମସାଗର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ. ହୃଷୀକେଶ ଦେହେରୀ ଯୋଗଦେଇ ସଂସ୍କୃତ ଭାଷା ଓ ଯୋଗର ମହତ୍ତ୍ୱ ଉପରେ ନିଜର ମତ ରଖିଥିଲେ। #sonepur_odisha #SonepurNews #vairalpost #vairalvideo #highlight1