logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

#ହଠାତ୍_କାହିଁକି_ରାଗିଗଲେ_ଏମ_ଶଙ୍କର_ରାଓ କୋଟପାଡ଼ ମେଡିକାଲରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ମାନଙ୍କ ଦରମା ଓ EPF କୁ ନେଇ କୋଟପାଡ଼ ମେଡିକାଲରେ ବର୍ଷିଲେ କୋଟପାଡ଼ ଏନଏସି ଅଧ୍ୟକ୍ଷ ଏମ୍ ଶଙ୍କର ରାଓ #kotpad #Nackotpad #highlight #chairmenkotpad #koraput #fbviralvideo #viralvideo #nonfollowers Bdo Kotpad Nac Kotpad District Magistrate Koraput CMO Odisha #medicalkotpadissue #medicalguard #koraput #odisha #OdishaNews #kotpadbreakingnews

54 min ago
user_Kopad Breaking News
Kopad Breaking News
କୋଟପାଡ, କୋରାପୁଟ, ଓଡ଼ିଶା•
54 min ago

#ହଠାତ୍_କାହିଁକି_ରାଗିଗଲେ_ଏମ_ଶଙ୍କର_ରାଓ କୋଟପାଡ଼ ମେଡିକାଲରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ମାନଙ୍କ ଦରମା ଓ EPF କୁ ନେଇ କୋଟପାଡ଼ ମେଡିକାଲରେ ବର୍ଷିଲେ କୋଟପାଡ଼ ଏନଏସି ଅଧ୍ୟକ୍ଷ ଏମ୍ ଶଙ୍କର ରାଓ #kotpad #Nackotpad #highlight #chairmenkotpad #koraput #fbviralvideo #viralvideo #nonfollowers Bdo Kotpad Nac Kotpad District Magistrate Koraput CMO Odisha #medicalkotpadissue #medicalguard #koraput #odisha #OdishaNews #kotpadbreakingnews

More news from ଓଡ଼ିଶା and nearby areas
  • ଦେଖନ୍ତୁ କଳାହାଣ୍ଡି ଜିଲ୍ଲା ରାୟଗଡା ର ରାସ୍ତା
    1
    ଦେଖନ୍ତୁ କଳାହାଣ୍ଡି ଜିଲ୍ଲା ରାୟଗଡା ର ରାସ୍ତା
    user_ବାଲେଶ୍ୱର ନାଏକ
    ବାଲେଶ୍ୱର ନାଏକ
    ଥୁଆମୂଳ ରାମପୁର, କଳାହାଣ୍ଡି, ଓଡ଼ିଶା•
    22 hrs ago
  • ଧର୍ମ ପରିବର୍ତ୍ତନକୁ ନେଇ ଶବକୁ ମିଳିଲାନି ଗାଁ ଶ୍ମଶାନ ୪୫ ଘଣ୍ଟା ପରେ ରାଇଘରରୁ ନବରଙ୍ଗପୁର ନେଇ ଶବ ସତ୍କାର ଧର୍ମ ପରିବର୍ତ୍ତନକୁ ନେଇ ଶବକୁ ମିଳିଲାନି ଗାଁ ଶ୍ମଶାନ ୪୫ ଘଣ୍ଟା ପରେ ରାଇଘରରୁ ନବରଙ୍ଗପୁର ନେଇ ଶବ ସତ୍କାର
    1
    ଧର୍ମ ପରିବର୍ତ୍ତନକୁ ନେଇ ଶବକୁ ମିଳିଲାନି ଗାଁ ଶ୍ମଶାନ
୪୫ ଘଣ୍ଟା ପରେ ରାଇଘରରୁ ନବରଙ୍ଗପୁର ନେଇ ଶବ ସତ୍କାର
ଧର୍ମ ପରିବର୍ତ୍ତନକୁ ନେଇ ଶବକୁ ମିଳିଲାନି ଗାଁ ଶ୍ମଶାନ
୪୫ ଘଣ୍ଟା ପରେ ରାଇଘରରୁ ନବରଙ୍ଗପୁର ନେଇ ଶବ ସତ୍କାର
    user_Dinu kuldeep
    Dinu kuldeep
    ରାୟଘର, ନବରଙ୍ଗପୁର, ଓଡ଼ିଶା•
    14 hrs ago
  • କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଅଦା ପ୍ରକ୍ରିୟାକରଣ କେନ୍ଦ୍ର। ହେଲେ ନିର୍ମାଣ ହେବାର ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଗଲାଣି, ତଥାପି ଆଜି ପର୍ଯ୍ୟନ୍ତ ଖୋଲିପାରିନି କେନ୍ଦ୍ର। ଫଳରେ ଚାଷୀଙ୍କ ଉତ୍ପାଦିତ ଅଦାର ମୂଲ୍ୟ ବୃଦ୍ଧି ଓ ସଂରକ୍ଷଣ ନେଇ ଉଠିଛି ପ୍ରଶ୍ନ। ଏଭଳି ଚିତ୍ର ଦେଖିବାକୁ ମିଳିଛି ଦେଓପଟାଙ୍ଗି ପଞ୍ଚାୟତରେ। ଦେଓପଟାଙ୍ଗି ସରପଞ୍ଚ ନରେନ୍ଦ୍ର ବଡ଼ନାୟକ କେନ୍ଦ୍ରଟି ଶୀଘ୍ର ଖୋଲିବା ପାଇଁ ଅନୁରୋଧ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, କେନ୍ଦ୍ରଟି କାର୍ଯ୍ୟକ୍ଷମ ହେଲେ ଅଞ୍ଚଳର ଅଦା ଚାଷୀମାନେ ଉପକୃତ ହୋଇପାରିବେ।
    2
    କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଅଦା ପ୍ରକ୍ରିୟାକରଣ କେନ୍ଦ୍ର। ହେଲେ ନିର୍ମାଣ ହେବାର ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଗଲାଣି, ତଥାପି ଆଜି ପର୍ଯ୍ୟନ୍ତ ଖୋଲିପାରିନି କେନ୍ଦ୍ର। ଫଳରେ ଚାଷୀଙ୍କ ଉତ୍ପାଦିତ ଅଦାର ମୂଲ୍ୟ ବୃଦ୍ଧି ଓ ସଂରକ୍ଷଣ ନେଇ ଉଠିଛି ପ୍ରଶ୍ନ। ଏଭଳି ଚିତ୍ର ଦେଖିବାକୁ ମିଳିଛି ଦେଓପଟାଙ୍ଗି ପଞ୍ଚାୟତରେ।
ଦେଓପଟାଙ୍ଗି ସରପଞ୍ଚ ନରେନ୍ଦ୍ର ବଡ଼ନାୟକ କେନ୍ଦ୍ରଟି ଶୀଘ୍ର ଖୋଲିବା ପାଇଁ ଅନୁରୋଧ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, କେନ୍ଦ୍ରଟି କାର୍ଯ୍ୟକ୍ଷମ ହେଲେ ଅଞ୍ଚଳର ଅଦା ଚାଷୀମାନେ ଉପକୃତ ହୋଇପାରିବେ।
    user_MEGHA GUNTHA
    MEGHA GUNTHA
    Audio visual consultant ପଟ୍ଟାଙ୍ଗି, କୋରାପୁଟ, ଓଡ଼ିଶା•
    2 hrs ago
  • #ଜେଲ_ମୃତ୍ୟୃ_ଘଟଣାରେ_ଏସପିଙ୍କ_ପ୍ରତିକ୍ରିୟା! ମାଲକାନଗିରି ଜେଲ୍ ମୃତ୍ୟୁକୁ ନେଇ ମାଲକାନଗିରି ଏସପିଙ୍କ ପ୍ରତିକ୍ରିୟା। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ମୃତକଙ୍କ ପରିବାର ପକ୍ଷରୁ ଏସ୍ପିଙ୍କୁ ସାକ୍ଷାତ କରି ପରିବାରର ଜଣଙ୍କୁ ଚାକିରି ଏବଂ ପିଲା ଛୁଆଙ୍କୁ ପାଠପଢ଼ା ଖର୍ଚ୍ଚ ସହିତ ୫୦ଲକ୍ଷ ଟଙ୍କା
    1
    #ଜେଲ_ମୃତ୍ୟୃ_ଘଟଣାରେ_ଏସପିଙ୍କ_ପ୍ରତିକ୍ରିୟା!
ମାଲକାନଗିରି ଜେଲ୍ ମୃତ୍ୟୁକୁ ନେଇ ମାଲକାନଗିରି ଏସପିଙ୍କ ପ୍ରତିକ୍ରିୟା। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ମୃତକଙ୍କ ପରିବାର ପକ୍ଷରୁ ଏସ୍ପିଙ୍କୁ ସାକ୍ଷାତ କରି ପରିବାରର ଜଣଙ୍କୁ ଚାକିରି ଏବଂ ପିଲା ଛୁଆଙ୍କୁ ପାଠପଢ଼ା ଖର୍ଚ୍ଚ ସହିତ ୫୦ଲକ୍ଷ ଟଙ୍କା
    user_ଆଦର୍ଶ ନ୍ୟୁଜ live
    ଆଦର୍ଶ ନ୍ୟୁଜ live
    Business Centre ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    3 hrs ago
  • କଇଁଛ ଚାଲାଣ ରାକେଟ୍‌ ଉପରେ ବଡ଼ ଆକ୍ସନ୍ ୫୫ ଜୀବନ୍ତ କଇଁଛ ଉଦ୍ଧାର, ୪ ଚାଲାଣକାରୀ ଗିରଫ ତାରିଖ -୧୭/୦୯/୨୦୨୬ କାଲିମେଳା: କଇଁଛ ଚାଲାଣ ରାକେଟ୍‌ ଉପରେ ମୋଟୁ ପୋଲିସ ଓ ବନ ବିଭାଗ ପକ୍ଷରୁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ହୋଇଛି। ପୋଲିସ ପେଟ୍ରୋଲିଂ ସମୟରେ ଚାଲାଣ ହେଉଥିବା ୫୫ଟି ଜୀବନ୍ତ କଇଁଛକୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ୪ଟି ମୋବାଇଲ ଫୋନ୍ ଓ ୨ଟି ମୋଟରସାଇକେଲ ଜବତ ହୋଇଛି। ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶରୁ ଓଡ଼ିଶା ଅଭିମୁଖେ କଇଁଛ ଚାଲାଣ ହେଉଥିବା ବେଳେ ମୋଟୁ ଅଞ୍ଚଳରେ ପୋଲିସ ପେଟ୍ରୋଲିଂ ସମୟରେ ଚାଲାଣକାରୀମାନେ ଧରାପଡ଼ିଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ MV-114ର ପ୍ରଭାସ ଯୋଡ଼ହାର ଓ ନନ୍ଦ ମଣ୍ଡଳ ଏବଂ MPV-47ର ଲୋକିପଦ ମାଳି ଓ ରାମ ନାରାୟଣ ମଣ୍ଡଳ। ଉଦ୍ଧାର ହୋଇଥିବା କଇଁଛ ସହ ଜବତ ମୋବାଇଲ ଫୋନ୍ ଓ ମୋଟରସାଇକେଲକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ଗିରଫ ସମସ୍ତ ୪ ଅଭିଯୁକ୍ତଙ୍କୁ ଆଇନାନୁଯାୟୀ କୋର୍ଟ ଚାଲାଣ କରାଯାଇଛି। ଏନେଇ ମୋଟୁ ଫୋରେଷ୍ଟର ସୂଚନା ଦେଇଛନ୍ତି।
    3
    କଇଁଛ ଚାଲାଣ ରାକେଟ୍‌ ଉପରେ ବଡ଼ ଆକ୍ସନ୍

୫୫ ଜୀବନ୍ତ କଇଁଛ ଉଦ୍ଧାର, ୪ ଚାଲାଣକାରୀ ଗିରଫ

ତାରିଖ -୧୭/୦୯/୨୦୨୬
କାଲିମେଳା: କଇଁଛ ଚାଲାଣ ରାକେଟ୍‌ ଉପରେ ମୋଟୁ ପୋଲିସ ଓ ବନ ବିଭାଗ ପକ୍ଷରୁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ହୋଇଛି। ପୋଲିସ ପେଟ୍ରୋଲିଂ ସମୟରେ ଚାଲାଣ ହେଉଥିବା ୫୫ଟି ଜୀବନ୍ତ କଇଁଛକୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ୪ଟି ମୋବାଇଲ ଫୋନ୍ ଓ ୨ଟି ମୋଟରସାଇକେଲ ଜବତ ହୋଇଛି।
ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶରୁ ଓଡ଼ିଶା ଅଭିମୁଖେ କଇଁଛ ଚାଲାଣ ହେଉଥିବା ବେଳେ ମୋଟୁ ଅଞ୍ଚଳରେ ପୋଲିସ ପେଟ୍ରୋଲିଂ ସମୟରେ ଚାଲାଣକାରୀମାନେ ଧରାପଡ଼ିଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ MV-114ର ପ୍ରଭାସ ଯୋଡ଼ହାର ଓ ନନ୍ଦ ମଣ୍ଡଳ ଏବଂ MPV-47ର ଲୋକିପଦ ମାଳି ଓ ରାମ ନାରାୟଣ ମଣ୍ଡଳ।
ଉଦ୍ଧାର ହୋଇଥିବା କଇଁଛ ସହ ଜବତ ମୋବାଇଲ ଫୋନ୍ ଓ ମୋଟରସାଇକେଲକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ଗିରଫ ସମସ୍ତ ୪ ଅଭିଯୁକ୍ତଙ୍କୁ ଆଇନାନୁଯାୟୀ କୋର୍ଟ ଚାଲାଣ କରାଯାଇଛି।
ଏନେଇ ମୋଟୁ ଫୋରେଷ୍ଟର ସୂଚନା ଦେଇଛନ୍ତି।
    user_ମାନସ ରଞ୍ଜନ ଜେନା
    ମାନସ ରଞ୍ଜନ ଜେନା
    Fitness Trainer ଏମ.ଭି. 79, ମାଲକାନଗିରି, ଓଡ଼ିଶା•
    8 hrs ago
  • ଢୋଲ ବାଜା ର ତାଲେ ତାଲେ ନାଚଲେ ଗାୟକ ସର୍ବେଶ୍ଵର ଭୋଇ ଆସା ଦେଖମା ନୂଆ ଖାଇ ଗୀତର ଢୋଲ ବାଜା ତାଳେ ତାଳେ ନାଚଲେ ଗାୟକ ସର୍ବେଶ୍ଵର ଭୋଇ
    1
    ଢୋଲ ବାଜା ର ତାଲେ ତାଲେ ନାଚଲେ ଗାୟକ ସର୍ବେଶ୍ଵର ଭୋଇ ଆସା ଦେଖମା 
ନୂଆ ଖାଇ ଗୀତର ଢୋଲ ବାଜା ତାଳେ ତାଳେ ନାଚଲେ ଗାୟକ ସର୍ବେଶ୍ଵର ଭୋଇ
    user_Jagulal Majhi
    Jagulal Majhi
    Local News Reporter ନାରଲା, କଳାହାଣ୍ଡି, ଓଡ଼ିଶା•
    14 hrs ago
  • ଶୋକସନ୍ତପ୍ତ ପରିବାରଙ୍କ ନିକଟରେ ପହଞ୍ଚି ସମବେଦନା ଜଣାଇଲେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରାମ ଚନ୍ଦ୍ର କାଡାମ. ପୁକାଲି ପଂଚାୟତ ପୂର୍ଣ୍ଣାସାହି ଗ୍ରାମର ବିଶ୍ୱନାଥ ପୋଡାଲ ଙ୍କ ଧର୍ମ ପତ୍ନୀ ହୀରା ପୋଡାଲଙ୍କ. ଦୁଃଖଦ ଅକାଳ ବିୟୋଗର ଖବର ପାଇ ମାନ୍ୟବର ବିଧାୟକ ମହୋଦୟ ଅନ୍ତ୍ୟେଷ୍ଟିକ୍ରିୟା ଦିନ ପୂର୍ବ ନିର୍ଦ୍ଧାରିତ ଜନସେବା କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବାରୁ ଉପସ୍ଥିତ ହୋଇପାରିନଥିଲେ ଶୋକସନ୍ତପ୍ତ ପରିବାରଙ୍କ ନିକଟରେ ପହଞ୍ଚି ସମବେଦନା ଜଣାଇଲେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରାମ ଚନ୍ଦ୍ର କାଡାମ. ପୁକାଲି ପଂଚାୟତ ପୂର୍ଣ୍ଣାସାହି ଗ୍ରାମର ବିଶ୍ୱନାଥ ପୋଡାଲ ଙ୍କ ଧର୍ମ ପତ୍ନୀ ହୀରା ପୋଡାଲଙ୍କ. ଦୁଃଖଦ ଅକାଳ ବିୟୋଗର ଖବର ପାଇ ମାନ୍ୟବର ବିଧାୟକ ମହୋଦୟ ଅନ୍ତ୍ୟେଷ୍ଟିକ୍ରିୟା ଦିନ ପୂର୍ବ ନିର୍ଦ୍ଧାରିତ ଜନସେବା କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବାରୁ ଉପସ୍ଥିତ ହୋଇପାରିନଥିଲେ
    1
    ଶୋକସନ୍ତପ୍ତ ପରିବାରଙ୍କ ନିକଟରେ ପହଞ୍ଚି ସମବେଦନା ଜଣାଇଲେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରାମ ଚନ୍ଦ୍ର କାଡାମ.

ପୁକାଲି ପଂଚାୟତ ପୂର୍ଣ୍ଣାସାହି ଗ୍ରାମର ବିଶ୍ୱନାଥ ପୋଡାଲ ଙ୍କ ଧର୍ମ ପତ୍ନୀ ହୀରା ପୋଡାଲଙ୍କ. ଦୁଃଖଦ ଅକାଳ ବିୟୋଗର ଖବର ପାଇ ମାନ୍ୟବର ବିଧାୟକ ମହୋଦୟ ଅନ୍ତ୍ୟେଷ୍ଟିକ୍ରିୟା ଦିନ ପୂର୍ବ ନିର୍ଦ୍ଧାରିତ ଜନସେବା କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବାରୁ ଉପସ୍ଥିତ ହୋଇପାରିନଥିଲେ
ଶୋକସନ୍ତପ୍ତ ପରିବାରଙ୍କ ନିକଟରେ ପହଞ୍ଚି ସମବେଦନା ଜଣାଇଲେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରାମ ଚନ୍ଦ୍ର କାଡାମ.
ପୁକାଲି ପଂଚାୟତ ପୂର୍ଣ୍ଣାସାହି ଗ୍ରାମର ବିଶ୍ୱନାଥ ପୋଡାଲ ଙ୍କ ଧର୍ମ ପତ୍ନୀ ହୀରା ପୋଡାଲଙ୍କ. ଦୁଃଖଦ ଅକାଳ ବିୟୋଗର ଖବର ପାଇ ମାନ୍ୟବର ବିଧାୟକ ମହୋଦୟ ଅନ୍ତ୍ୟେଷ୍ଟିକ୍ରିୟା ଦିନ ପୂର୍ବ ନିର୍ଦ୍ଧାରିତ ଜନସେବା କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବାରୁ ଉପସ୍ଥିତ ହୋଇପାରିନଥିଲେ
    user_MEGHA GUNTHA
    MEGHA GUNTHA
    Audio visual consultant ପଟ୍ଟାଙ୍ଗି, କୋରାପୁଟ, ଓଡ଼ିଶା•
    3 hrs ago
  • #କଇଁଛ_ଚାଲାଣ_ରାକେଟ୍‌_ଉପରେ_ବଡ଼_ଆକ୍ସନ୍! #ମୋଟୁ_ପୋଲିସ_ଓ_ବନ_ବିଭାଗକୁ_ବଡ଼_ସଫଳତା। ପେଟ୍ରୋଲିଂ ବେଳେ ୫୫ଟି ଜୀବନ୍ତ କଇଁଛ ଉଦ୍ଧାର। ୪ ଚାଲାଣକାରୀ ଗିରଫ, ୪ଟି ମୋବାଇଲ ଫୋନ୍ ଓ ୨ଟି ମୋଟରସାଇକେଲ ଜବତ। ଆନ୍ଧ୍ରପ୍ରଦେଶରୁ ଓଡ଼ିଶାକୁ ଚାଲିଥିଲା କଇଁଛ ଚାଲାଣ! ମୋଟୁ ଅଞ୍ଚଳରେ ପୋଲିସ ପେଟ୍ରୋଲିଂ ସମୟରେ ଚାଲାଣକାରୀଙ୍କୁ ଧରିଥିଲା ପୋଲିସ। ଉଦ୍ଧାର କଇଁଛ ସହ ଜବତ ସାମଗ୍ରୀକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। #adarshnewslive
    1
    #କଇଁଛ_ଚାଲାଣ_ରାକେଟ୍‌_ଉପରେ_ବଡ଼_ଆକ୍ସନ୍!
#ମୋଟୁ_ପୋଲିସ_ଓ_ବନ_ବିଭାଗକୁ_ବଡ଼_ସଫଳତା।
ପେଟ୍ରୋଲିଂ ବେଳେ ୫୫ଟି ଜୀବନ୍ତ କଇଁଛ ଉଦ୍ଧାର।
୪ ଚାଲାଣକାରୀ ଗିରଫ, ୪ଟି ମୋବାଇଲ ଫୋନ୍ ଓ ୨ଟି ମୋଟରସାଇକେଲ ଜବତ।
ଆନ୍ଧ୍ରପ୍ରଦେଶରୁ ଓଡ଼ିଶାକୁ ଚାଲିଥିଲା କଇଁଛ ଚାଲାଣ!
ମୋଟୁ ଅଞ୍ଚଳରେ ପୋଲିସ ପେଟ୍ରୋଲିଂ ସମୟରେ ଚାଲାଣକାରୀଙ୍କୁ ଧରିଥିଲା ପୋଲିସ। ଉଦ୍ଧାର କଇଁଛ ସହ ଜବତ ସାମଗ୍ରୀକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି।
#adarshnewslive
    user_ଆଦର୍ଶ ନ୍ୟୁଜ live
    ଆଦର୍ଶ ନ୍ୟୁଜ live
    Business Centre ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    7 hrs ago
  • କଣ୍ଟାବାଞ୍ଜିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ପାଳନ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା, ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଣ୍ଟନ ଆଜି ସାରା ଦେଶରେ ପାଳିତ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ଏହି ଅବସରରେ କଣ୍ଟାବାଞ୍ଜି ସହରରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନ୍ମଦିନ ପାଳନ କରାଯାଇଛି। କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ନିଜ ସମର୍ଥକମାନଙ୍କ ସହ କଣ୍ଟାବାଞ୍ଜି ଜଗନ୍ନାଥ ମନ୍ଦିରରେ ପହଞ୍ଚି ପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଥିଲେ। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରି ଦୀପ ପ୍ରଜ୍ୱଳନ କରିଥିଲେ। ପରେ ବିଧାୟକ ଲକ୍ଷ୍ମଣ ବାଗ କଣ୍ଟାବାଞ୍ଜି ଡାକ୍ତରଖାନାରେ ପହଞ୍ଚି ଚିକିତ୍ସାଧୀନ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ। ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରି ସେମାନଙ୍କ ସୁବିଧା-ଅସୁବିଧା ଏବଂ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଅବସରରେ ବିଧାୟକଙ୍କ ସହ ବହୁ ସମର୍ଥକ ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ।
    1
    କଣ୍ଟାବାଞ୍ଜିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ପାଳନ
ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା, ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଣ୍ଟନ

ଆଜି ସାରା ଦେଶରେ ପାଳିତ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ଏହି ଅବସରରେ କଣ୍ଟାବାଞ୍ଜି ସହରରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନ୍ମଦିନ ପାଳନ କରାଯାଇଛି।
କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ନିଜ ସମର୍ଥକମାନଙ୍କ ସହ କଣ୍ଟାବାଞ୍ଜି ଜଗନ୍ନାଥ ମନ୍ଦିରରେ ପହଞ୍ଚି ପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଥିଲେ। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରି ଦୀପ ପ୍ରଜ୍ୱଳନ କରିଥିଲେ।
ପରେ ବିଧାୟକ ଲକ୍ଷ୍ମଣ ବାଗ କଣ୍ଟାବାଞ୍ଜି ଡାକ୍ତରଖାନାରେ ପହଞ୍ଚି ଚିକିତ୍ସାଧୀନ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ। ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରି ସେମାନଙ୍କ ସୁବିଧା-ଅସୁବିଧା ଏବଂ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।
ଏହି ଅବସରରେ ବିଧାୟକଙ୍କ ସହ ବହୁ ସମର୍ଥକ ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ।
    user_କଣ୍ଟାବାଞ୍ଜି ଖବର
    କଣ୍ଟାବାଞ୍ଜି ଖବର
    କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.