logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଦେଖନ୍ତୁ କଳାହାଣ୍ଡି ଜିଲ୍ଲା ରାୟଗଡା ର ରାସ୍ତା

15 hrs ago
user_ବାଲେଶ୍ୱର ନାଏକ
ବାଲେଶ୍ୱର ନାଏକ
ଥୁଆମୂଳ ରାମପୁର, କଳାହାଣ୍ଡି, ଓଡ଼ିଶା•
15 hrs ago

ଦେଖନ୍ତୁ କଳାହାଣ୍ଡି ଜିଲ୍ଲା ରାୟଗଡା ର ରାସ୍ତା

More news from ଓଡ଼ିଶା and nearby areas
  • ରାଷ୍ଟ୍ରପତି ଭବନରେ ଗୁଞ୍ଜିଲା କୋରାପୁଟିଆ ଢେମସା #kotpadbreakingnews
    1
    ରାଷ୍ଟ୍ରପତି ଭବନରେ ଗୁଞ୍ଜିଲା କୋରାପୁଟିଆ ଢେମସା #kotpadbreakingnews
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    1 day ago
  • ଧର୍ମ ପରିବର୍ତ୍ତନକୁ ନେଇ ଶବକୁ ମିଳିଲାନି ଗାଁ ଶ୍ମଶାନ ୪୫ ଘଣ୍ଟା ପରେ ରାଇଘରରୁ ନବରଙ୍ଗପୁର ନେଇ ଶବ ସତ୍କାର ଧର୍ମ ପରିବର୍ତ୍ତନକୁ ନେଇ ଶବକୁ ମିଳିଲାନି ଗାଁ ଶ୍ମଶାନ ୪୫ ଘଣ୍ଟା ପରେ ରାଇଘରରୁ ନବରଙ୍ଗପୁର ନେଇ ଶବ ସତ୍କାର
    1
    ଧର୍ମ ପରିବର୍ତ୍ତନକୁ ନେଇ ଶବକୁ ମିଳିଲାନି ଗାଁ ଶ୍ମଶାନ
୪୫ ଘଣ୍ଟା ପରେ ରାଇଘରରୁ ନବରଙ୍ଗପୁର ନେଇ ଶବ ସତ୍କାର
ଧର୍ମ ପରିବର୍ତ୍ତନକୁ ନେଇ ଶବକୁ ମିଳିଲାନି ଗାଁ ଶ୍ମଶାନ
୪୫ ଘଣ୍ଟା ପରେ ରାଇଘରରୁ ନବରଙ୍ଗପୁର ନେଇ ଶବ ସତ୍କାର
    user_Dinu kuldeep
    Dinu kuldeep
    ରାୟଘର, ନବରଙ୍ଗପୁର, ଓଡ଼ିଶା•
    7 hrs ago
  • ନୂଆଁଖାଇ ସାରିବା ପରେ ଗାଁରେ ଘରକୁ ଘର ବୁଲି ବଡ଼ ମାନଙ୍କ ଠାରୁ ଆଶୀର୍ବାଦ ନେଉଛନ୍ତି ଏବଂ ସାନ ମାନଙ୍କୁ ଆଶୀର୍ବାଦ ଦେଉଛନ୍ତି ବଲାଙ୍ଗୀର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଧାୟକ ଲକ୍ଷ୍ମଣ ବାଗ।
    1
    ନୂଆଁଖାଇ ସାରିବା ପରେ ଗାଁରେ ଘରକୁ ଘର ବୁଲି ବଡ଼ ମାନଙ୍କ ଠାରୁ ଆଶୀର୍ବାଦ ନେଉଛନ୍ତି ଏବଂ ସାନ ମାନଙ୍କୁ ଆଶୀର୍ବାଦ ଦେଉଛନ୍ତି ବଲାଙ୍ଗୀର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଧାୟକ ଲକ୍ଷ୍ମଣ ବାଗ।
    user_Parthaba Bhue
    Parthaba Bhue
    Court reporter Khaprakhol, Balangir•
    3 hrs ago
  • ଭାରତୀୟ ରେଡ଼କ୍ରସ, ଓଡ଼ିଶା ରାଜ୍ୟ ଶାଖା ଓ ଗଜପତି ଜିଲ୍ଲା ଜୁନିଅର ରେଡ଼କ୍ରସର ମିଳିତ ଆନୁକୂଲ୍ୟରେ ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ତବାରସିଂଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି ତବାରସିଂ ବିଦ୍ୟାଳୟରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ । ଭାରତୀୟ ରେଡ଼କ୍ରସ, ଓଡ଼ିଶା ରାଜ୍ୟ ଶାଖା ଓ ଗଜପତି ଜିଲ୍ଲା ଜୁନିଅର ରେଡ଼କ୍ରସର ମିଳିତ ଆନୁକୂଲ୍ୟରେ ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ତବାରସିଂଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପୁରୁଷୋତ୍ତମ ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜୁନିଅର ରେଡ଼କ୍ରସ ପରାମର୍ଶଦାତା ଶ୍ରୀ ମୁକ୍ତିକାନ୍ତ ମଲ୍ଲିକ୍ ଛାତ୍ରଛାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସାର ଗୁରୁତ୍ୱ,ଆବଶ୍ୟକତା ଓ ଜରୁରୀ ସମୟରେ ଏହାର ପ୍ରୟୋଗ ସମ୍ପର୍କରେ ଏକ ସଚେତନତାମୂଳକ ଶ୍ରେଣୀ ଶିକ୍ଷାଦାନ କରିଥିଲେ। ଶ୍ରୀ ମଲ୍ଲିକ୍ ଶ୍ରେଣୀ ଶିକ୍ଷାଦାନ ମାଧ୍ୟମରେ ଆଘାତ ଓ ରକ୍ତସ୍ରାବ ସମୟରେ ପ୍ରାଥମିକ ସହାୟତା, ସାପ କାମୁଡ଼ିଲେ ତୁରନ୍ତ କଣ କରିବା ଓ କଣ ନକରିବା, ପୋଡ଼ାଜନିତ ଆଘାତ,ହାଡ଼ ଭାଙ୍ଗିବା,ଅଚେତ ହେବା, ଶ୍ୱାସକ୍ରିୟାରେ ସମସ୍ୟା ଏବଂ ବିଭିନ୍ନ ଜରୁରୀ ପରିସ୍ଥିତିରେ ଆହତଙ୍କୁ କିପରି ପ୍ରାଥମିକ ସହାୟତା ଯୋଗାଇ ଦିଆଯାଇପାରିବ,ସେ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ଏଥିସହ ଜରୁରୀ ସମୟରେ ଭୟଭୀତ ନହୋଇ ଶାନ୍ତ ଭାବରେ ପରିସ୍ଥିତିର ମୁକାବିଲା କରିବା,ଆହତ ବ୍ୟକ୍ତିଙ୍କୁ ଆବଶ୍ୟକ ପ୍ରାଥମିକ ସହାୟତା ଦେବା ଏବଂ ଗୁରୁତର ଅବସ୍ଥାରେ ତୁରନ୍ତ ଚିକିତ୍ସା ସହାୟତା ନେବା ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା। “ଅସମୟରେ ବନ୍ଧୁ ହିଁ ପ୍ରକୃତ ବନ୍ଧୁ” — ଏହି ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତାକୁ ଆଧାର କରି ଜରୁରୀ ସମୟରେ ଅନ୍ୟର ଜୀବନ ରକ୍ଷା ପାଇଁ ପ୍ରାଥମିକ ଚିକିତ୍ସା ଜ୍ଞାନର ଆବଶ୍ୟକତା ଉପରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା। ପ୍ରତ୍ୟେକ ଛାତ୍ରଛାତ୍ରୀ ପ୍ରାଥମିକ ଚିକିତ୍ସାର ମୌଳିକ ଜ୍ଞାନ ହାସଲ କରି ଆବଶ୍ୟକ ସମୟରେ ଅନ୍ୟର ସହାୟତାରେ ଆଗେଇ ଆସିବା ଉଚିତ ବୋଲି ଶ୍ରୀ ମଲ୍ଲିକ୍ କହିଥିଲେ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଯୋଗଦେଇ ପ୍ରାଥମିକ ଚିକିତ୍ସାର ବିଭିନ୍ନ କୌଶଳ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ। ଆର , ଉଦୟଗିରି ରୁ ମନୋଜ କୁମାର ପାଢୀଙ୍କ ରିପୋର୍ଟ ଖବର ତରଙ୍ଗ
    1
    ଭାରତୀୟ ରେଡ଼କ୍ରସ, ଓଡ଼ିଶା ରାଜ୍ୟ ଶାଖା ଓ ଗଜପତି ଜିଲ୍ଲା ଜୁନିଅର ରେଡ଼କ୍ରସର ମିଳିତ ଆନୁକୂଲ୍ୟରେ ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ତବାରସିଂଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି
ତବାରସିଂ ବିଦ୍ୟାଳୟରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ।
ଭାରତୀୟ ରେଡ଼କ୍ରସ, ଓଡ଼ିଶା ରାଜ୍ୟ ଶାଖା ଓ ଗଜପତି ଜିଲ୍ଲା ଜୁନିଅର ରେଡ଼କ୍ରସର ମିଳିତ ଆନୁକୂଲ୍ୟରେ ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ତବାରସିଂଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି।
ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପୁରୁଷୋତ୍ତମ ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜୁନିଅର ରେଡ଼କ୍ରସ ପରାମର୍ଶଦାତା ଶ୍ରୀ ମୁକ୍ତିକାନ୍ତ ମଲ୍ଲିକ୍ ଛାତ୍ରଛାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସାର ଗୁରୁତ୍ୱ,ଆବଶ୍ୟକତା ଓ ଜରୁରୀ ସମୟରେ ଏହାର ପ୍ରୟୋଗ ସମ୍ପର୍କରେ ଏକ ସଚେତନତାମୂଳକ ଶ୍ରେଣୀ ଶିକ୍ଷାଦାନ କରିଥିଲେ।
ଶ୍ରୀ ମଲ୍ଲିକ୍ ଶ୍ରେଣୀ ଶିକ୍ଷାଦାନ ମାଧ୍ୟମରେ ଆଘାତ ଓ ରକ୍ତସ୍ରାବ ସମୟରେ ପ୍ରାଥମିକ ସହାୟତା, ସାପ କାମୁଡ଼ିଲେ ତୁରନ୍ତ କଣ କରିବା ଓ କଣ ନକରିବା, ପୋଡ଼ାଜନିତ ଆଘାତ,ହାଡ଼ ଭାଙ୍ଗିବା,ଅଚେତ ହେବା, ଶ୍ୱାସକ୍ରିୟାରେ ସମସ୍ୟା ଏବଂ ବିଭିନ୍ନ ଜରୁରୀ ପରିସ୍ଥିତିରେ ଆହତଙ୍କୁ କିପରି ପ୍ରାଥମିକ ସହାୟତା ଯୋଗାଇ ଦିଆଯାଇପାରିବ,ସେ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ।
ଏଥିସହ ଜରୁରୀ ସମୟରେ ଭୟଭୀତ ନହୋଇ ଶାନ୍ତ ଭାବରେ ପରିସ୍ଥିତିର ମୁକାବିଲା କରିବା,ଆହତ ବ୍ୟକ୍ତିଙ୍କୁ ଆବଶ୍ୟକ ପ୍ରାଥମିକ ସହାୟତା ଦେବା ଏବଂ ଗୁରୁତର ଅବସ୍ଥାରେ ତୁରନ୍ତ ଚିକିତ୍ସା ସହାୟତା ନେବା ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା।
“ଅସମୟରେ ବନ୍ଧୁ ହିଁ ପ୍ରକୃତ ବନ୍ଧୁ” — ଏହି ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତାକୁ ଆଧାର କରି ଜରୁରୀ ସମୟରେ ଅନ୍ୟର ଜୀବନ ରକ୍ଷା ପାଇଁ ପ୍ରାଥମିକ ଚିକିତ୍ସା ଜ୍ଞାନର ଆବଶ୍ୟକତା ଉପରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା। ପ୍ରତ୍ୟେକ ଛାତ୍ରଛାତ୍ରୀ ପ୍ରାଥମିକ ଚିକିତ୍ସାର ମୌଳିକ ଜ୍ଞାନ ହାସଲ କରି ଆବଶ୍ୟକ ସମୟରେ ଅନ୍ୟର ସହାୟତାରେ ଆଗେଇ ଆସିବା ଉଚିତ ବୋଲି ଶ୍ରୀ ମଲ୍ଲିକ୍ କହିଥିଲେ।
କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଯୋଗଦେଇ ପ୍ରାଥମିକ ଚିକିତ୍ସାର ବିଭିନ୍ନ କୌଶଳ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ।
ଆର , ଉଦୟଗିରି ରୁ ମନୋଜ କୁମାର ପାଢୀଙ୍କ ରିପୋର୍ଟ ଖବର ତରଙ୍ଗ
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    1 day ago
  • ମୁଠାଗୁଡା ଛକ ରୁ ଦୁଇ ବସ୍ତା ଗଞ୍ଜେଇ ସହ ସ୍କୁଟି ଜବତ ଜଣେ ଗିରଫ ଅଡବା ପୋଲିସ ଖବର ପାଇ ଗୁଲୁବା ଅଂଚଳ ରେ ବୁଧୁବାର ସନ୍ଧ୍ୟା ରେ ପେଟ୍ରଲିଙ୍ଗି କରୁଥିବା ବେଳେ ମୁଠାଗୁଡା ଗ୍ରାମ ର ନରସିଂହ ମାଳି କୁ ଅଟକାଇ ସ୍କୁଟି ରେ ଥିବା ଦୁଇ ବସ୍ତା ଯାଞ୍ଚ କରିବାରୁ ସେଥିରୁ 40କିଲ ଗଞ୍ଜେଇ ଜବତ କରିଛି ପୋଲିସ ଜଣେ ଗିରଫ
    1
    ମୁଠାଗୁଡା ଛକ ରୁ ଦୁଇ ବସ୍ତା ଗଞ୍ଜେଇ ସହ ସ୍କୁଟି ଜବତ ଜଣେ ଗିରଫ 
ଅଡବା ପୋଲିସ ଖବର ପାଇ ଗୁଲୁବା ଅଂଚଳ ରେ ବୁଧୁବାର ସନ୍ଧ୍ୟା ରେ ପେଟ୍ରଲିଙ୍ଗି କରୁଥିବା ବେଳେ ମୁଠାଗୁଡା ଗ୍ରାମ ର ନରସିଂହ ମାଳି କୁ ଅଟକାଇ ସ୍କୁଟି ରେ ଥିବା ଦୁଇ ବସ୍ତା ଯାଞ୍ଚ କରିବାରୁ ସେଥିରୁ 40କିଲ ଗଞ୍ଜେଇ ଜବତ କରିଛି ପୋଲିସ ଜଣେ ଗିରଫ
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    3 hrs ago
  • *ଟିଟିଲାଗଡ଼ରେ ମାଙ୍କଡ଼ ପଲ, କ୍ଷୟକ୍ଷତି ସହ ହତା, ହତ ସତ୍ୱେ ପ୍ରଶାସନ ନୀରବ*। *ଟିଟିଲାଗଡ଼ରେ ମାଙ୍କଡ଼ ପଲ, କ୍ଷୟକ୍ଷତି ସହ ହତା, ହତ ସତ୍ୱେ ପ୍ରଶାସନ ନୀରବ*। *ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ରେ ସହରମୁଖା ହାତୀ ପଲ ପରେ ଏବେ ମାଙ୍କଡ଼ ପଲ ଆସି ତିନି ଦିନ ହେଲା ବ୍ୟାପକ କ୍ଷୟ, କ୍ଷତି ସହ ସାଧାରଣ ତାଙ୍କ ଦ୍ୱାରା ହତାହତ ହୋଇ ଭୟଭୀତ ଥିବା ବେଳେ ବିଭାଗୀୟ ପ୍ରଶାସନ ନୀରବ ରହିଛି*। *ପ୍ରକାଶ ଯେ,ଜଙ୍ଗଲ ରୁ କୌଣସି କାରଣ ବଶତଃ ସହର ମୁଖା ପ୍ରାୟ ତିରିଶ ଗୋଟି ଏହି ମାଙ୍କଡ଼ ଦଳ ଟିଟିଲାଗଡ଼ ସହର ର ବିଭିନ୍ନ ଅଞ୍ଚଳ ରେ ତ୍ରାହି, ତ୍ରାହି ସୃଷ୍ଟି କରିଥିବା ବେଳେ ଛଅ ଜଣ ଆକ୍ରାନ୍ତ ହୋଇଥିବା ଜଣା ପଡିଛି*। *ବନ ବିଭାଗ ଗୋଚରରେ ଏହି ସମସ୍ୟା ଉପୁଜିଥିବା ବେଳେ ଆଖ, ପାଖ ଗ୍ରାମାଞ୍ଚଳ ରେ ମାତ୍ରାଧିକ ଦୁର୍ଦଶା ଭୋଗୀ ଆସୁଛନ୍ତି*। *ସିକେର ଫରେଷ୍ଟ ଡିଭିଜନ ର ଜଣେ ଫରେଷ୍ଟ ଗାର୍ଡ ଙ୍କ ଉପସ୍ଥିତି ରେ ଜଙ୍ଗଲ ରେ ନିଆଁ ଲଗେଇ କୋଇଲା ସଂଗ୍ରହ ଯୋଗୁଁ ଏଇ ସ୍ଥିତି ସୃଷ୍ଟି ହେଉଥିବା ବେଳେ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଉ*।
    4
    *ଟିଟିଲାଗଡ଼ରେ ମାଙ୍କଡ଼ ପଲ, କ୍ଷୟକ୍ଷତି ସହ ହତା, ହତ ସତ୍ୱେ ପ୍ରଶାସନ ନୀରବ*।

*ଟିଟିଲାଗଡ଼ରେ ମାଙ୍କଡ଼ ପଲ, କ୍ଷୟକ୍ଷତି ସହ ହତା, ହତ ସତ୍ୱେ ପ୍ରଶାସନ ନୀରବ*।
*ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ରେ ସହରମୁଖା ହାତୀ ପଲ ପରେ ଏବେ ମାଙ୍କଡ଼ ପଲ ଆସି ତିନି ଦିନ ହେଲା ବ୍ୟାପକ କ୍ଷୟ, କ୍ଷତି ସହ ସାଧାରଣ  ତାଙ୍କ ଦ୍ୱାରା ହତାହତ ହୋଇ ଭୟଭୀତ ଥିବା ବେଳେ ବିଭାଗୀୟ ପ୍ରଶାସନ ନୀରବ ରହିଛି*।
*ପ୍ରକାଶ ଯେ,ଜଙ୍ଗଲ ରୁ କୌଣସି କାରଣ ବଶତଃ ସହର ମୁଖା ପ୍ରାୟ ତିରିଶ ଗୋଟି ଏହି ମାଙ୍କଡ଼ ଦଳ ଟିଟିଲାଗଡ଼ ସହର ର ବିଭିନ୍ନ ଅଞ୍ଚଳ ରେ ତ୍ରାହି, ତ୍ରାହି ସୃଷ୍ଟି କରିଥିବା ବେଳେ ଛଅ ଜଣ ଆକ୍ରାନ୍ତ ହୋଇଥିବା ଜଣା ପଡିଛି*।
*ବନ ବିଭାଗ ଗୋଚରରେ ଏହି ସମସ୍ୟା ଉପୁଜିଥିବା ବେଳେ ଆଖ, ପାଖ ଗ୍ରାମାଞ୍ଚଳ ରେ ମାତ୍ରାଧିକ ଦୁର୍ଦଶା ଭୋଗୀ ଆସୁଛନ୍ତି*।
*ସିକେର ଫରେଷ୍ଟ ଡିଭିଜନ ର ଜଣେ ଫରେଷ୍ଟ ଗାର୍ଡ ଙ୍କ ଉପସ୍ଥିତି ରେ ଜଙ୍ଗଲ ରେ ନିଆଁ ଲଗେଇ କୋଇଲା ସଂଗ୍ରହ ଯୋଗୁଁ ଏଇ ସ୍ଥିତି ସୃଷ୍ଟି ହେଉଥିବା ବେଳେ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଉ*।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    4 hrs ago
  • ବଲାଙ୍ଗୀରରେଆଜି ନୂଆଖଇରଉତ୍ସବର ଦିନକ ପରେ ଘରେ ଘରେ ଛାଡ଼ଖଇରମଜା ନୂଆଖଇରଉତ୍ସବର ଦିନକ ପରେ ଘରେ ଘରେ ଛାଡ଼ଖଇରମଜା
    1
    ବଲାଙ୍ଗୀରରେଆଜି ନୂଆଖଇରଉତ୍ସବର ଦିନକ ପରେ ଘରେ ଘରେ ଛାଡ଼ଖଇରମଜା 
ନୂଆଖଇରଉତ୍ସବର ଦିନକ ପରେ ଘରେ ଘରେ ଛାଡ଼ଖଇରମଜା
    user_RAGHUNANDAN SINGH
    RAGHUNANDAN SINGH
    Video Creator ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    14 hrs ago
  • ପଶ୍ଚିମ ଓଡିଶା ର ଗଣ ପର୍ବ ଉପଲକ୍ଷେ ବାର୍ତ୍ତା, ସୌଜନ୍ୟ, ହରିନାରାୟଣ ମିଶ୍ର ପଶ୍ଚିମ ଓଡିଶା ର ଗଣ ପର୍ବ ଉପଲକ୍ଷେ ବାର୍ତ୍ତା, ସୌଜନ୍ୟ, 🌹🙏🌹ଶ୍ରୀ ଯୁକ୍ତ ହରିନାରାୟଣ ମିଶ୍ର 🌹🙏🌹
    3
    ପଶ୍ଚିମ ଓଡିଶା ର ଗଣ ପର୍ବ ଉପଲକ୍ଷେ ବାର୍ତ୍ତା,
ସୌଜନ୍ୟ, ହରିନାରାୟଣ ମିଶ୍ର 
ପଶ୍ଚିମ ଓଡିଶା ର ଗଣ ପର୍ବ ଉପଲକ୍ଷେ ବାର୍ତ୍ତା,
ସୌଜନ୍ୟ, 
🌹🙏🌹ଶ୍ରୀ ଯୁକ୍ତ ହରିନାରାୟଣ ମିଶ୍ର 🌹🙏🌹
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    21 hrs ago
  • କଣ୍ଟାମାଳରେ ଗଣପତି ବାବା ପୂଜା କମିଟି ଦ୍ୱାରା ଧୂମଧାମରେ ନୂଆଁଖାଇ ଭେଟଘାଟ କଣ୍ଟାମାଳରେ ଗଣପତି ବାବା ପୂଜା କମିଟି ଦ୍ୱାରା ଧୂମଧାମରେ ନୂଆଁଖାଇ ଭେଟଘାଟ ବୌଦ୍ଧ: ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ଗଣପତି ବାବା ପୂଜା କମିଟି, କଣ୍ଟାମାଳ ଦ୍ୱାରା ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅତ୍ୟନ୍ତ ଧୂମଧାମରେ ପାଳିତ ହୋଇଯାଇଛି।ଏହି ଦିନ କଣ୍ଟାମାଳ ଅଞ୍ଚଳର ସମସ୍ତେ ନିଜ ନିଜ ଘରେ ନୂଆଁ ଖାଇ ସାରିବା ପରେ ଏକତ୍ରିତ ହୋଇ ପଞ୍ଚ ବାଦ୍ୟ ସହ ରୀତିନୀତି ଅନୁସାରେ ବାଦ୍ୟର ତାଳେ ତାଳେ ନାଚି ସମସ୍ତ ଗୁରୁଜନଙ୍କୁ ନୂଆଁଖାଇ ଜୁହାର ଭେଟଘାଟ କରିଥିଲେ। ମାଁ ସମଲେଇଙ୍କ ବାନାକୁ ଧରି ନଗର ପରିକ୍ରମା କରାଯାଇଥିଲା। ଏହି ଶୋଭାଯାତ୍ରାରେ କଣ୍ଟାମାଳ ଅଞ୍ଚଳର ସମସ୍ତ ଗୁରୁଜନ ଏବଂ ମାଁ ମାଉସୀମାନେ ଏକାଠି ହୋଇ ଏହି ଜୁହାର ଭେଟଘାଟ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଏହି ଶୋଭାଯାତ୍ରା କଣ୍ଟାମାଳ ନାଗବଚା ମନ୍ଦିର ସମ୍ମୁଖରୁ ବାହାରି କଣ୍ଟାମାଳର ଗୌନ୍ତିଆ ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଭଗବାନ କହଁରଙ୍କ ଘରକୁ ଯାଇ ଜୁହାର ଭେଟଘାଟ ହେବା ସହ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ଗ୍ରାମର ଇଷ୍ଟଦେବୀ ମାଁ କନ୍ଧେଣ ବୁଢ଼ୀଙ୍କ ନିକଟରେ ଚାଉଳ ବନ୍ଦାଇ ମୁଣ୍ଡିଆ ମାରିଥିଲେ। ଏହି ଭାଇଚାରାର ସମ୍ପର୍କ ସବୁଦିନ ପାଇଁ ରହିଥାଉ ଏବଂ ଚଳିତ ବର୍ଷ ଚାଷ ଭଲ ହେଉ ବୋଲି ମାଁଙ୍କ ନିକଟରେ ଗୁହାରି କରିଥିଲେ। ଏହି କାର୍ଯ୍ୟକ୍ରମରେ କଣ୍ଟାମାଳର ସୁଶାନ୍ତ, ସଞ୍ଜୀବ, ସଂଗ୍ରାମ, ଶୁଭମ୍, ସଞ୍ଜୟ, ସୁବ୍ରତ, ରୋଜିସ, ପବିତ୍ର, ଗରିବ, ସାରଥୀ, ସତ୍ୟ, ଜୟ ନାରାୟଣ, ସନ୍ତୋଷ ଏବଂ ସମସ୍ତ ଗ୍ରାମବାସୀ ସାମିଲ ହୋଇଥିଲେ।
    1
    କଣ୍ଟାମାଳରେ ଗଣପତି ବାବା ପୂଜା କମିଟି ଦ୍ୱାରା ଧୂମଧାମରେ ନୂଆଁଖାଇ ଭେଟଘାଟ
କଣ୍ଟାମାଳରେ ଗଣପତି ବାବା ପୂଜା କମିଟି ଦ୍ୱାରା ଧୂମଧାମରେ ନୂଆଁଖାଇ ଭେଟଘାଟ
ବୌଦ୍ଧ: ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ଗଣପତି ବାବା ପୂଜା କମିଟି, କଣ୍ଟାମାଳ ଦ୍ୱାରା ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅତ୍ୟନ୍ତ ଧୂମଧାମରେ ପାଳିତ ହୋଇଯାଇଛି।ଏହି ଦିନ କଣ୍ଟାମାଳ ଅଞ୍ଚଳର ସମସ୍ତେ ନିଜ ନିଜ ଘରେ ନୂଆଁ ଖାଇ ସାରିବା ପରେ ଏକତ୍ରିତ ହୋଇ ପଞ୍ଚ ବାଦ୍ୟ ସହ ରୀତିନୀତି ଅନୁସାରେ ବାଦ୍ୟର ତାଳେ ତାଳେ ନାଚି ସମସ୍ତ ଗୁରୁଜନଙ୍କୁ ନୂଆଁଖାଇ ଜୁହାର ଭେଟଘାଟ କରିଥିଲେ। ମାଁ ସମଲେଇଙ୍କ ବାନାକୁ ଧରି ନଗର ପରିକ୍ରମା କରାଯାଇଥିଲା। ଏହି ଶୋଭାଯାତ୍ରାରେ କଣ୍ଟାମାଳ ଅଞ୍ଚଳର ସମସ୍ତ ଗୁରୁଜନ ଏବଂ ମାଁ ମାଉସୀମାନେ ଏକାଠି ହୋଇ ଏହି ଜୁହାର ଭେଟଘାଟ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଏହି ଶୋଭାଯାତ୍ରା କଣ୍ଟାମାଳ ନାଗବଚା ମନ୍ଦିର ସମ୍ମୁଖରୁ ବାହାରି କଣ୍ଟାମାଳର ଗୌନ୍ତିଆ ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଭଗବାନ କହଁରଙ୍କ ଘରକୁ ଯାଇ ଜୁହାର ଭେଟଘାଟ ହେବା ସହ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ଗ୍ରାମର ଇଷ୍ଟଦେବୀ ମାଁ କନ୍ଧେଣ ବୁଢ଼ୀଙ୍କ ନିକଟରେ ଚାଉଳ ବନ୍ଦାଇ ମୁଣ୍ଡିଆ ମାରିଥିଲେ। ଏହି ଭାଇଚାରାର ସମ୍ପର୍କ ସବୁଦିନ ପାଇଁ ରହିଥାଉ ଏବଂ ଚଳିତ ବର୍ଷ ଚାଷ ଭଲ ହେଉ ବୋଲି ମାଁଙ୍କ ନିକଟରେ ଗୁହାରି କରିଥିଲେ। ଏହି କାର୍ଯ୍ୟକ୍ରମରେ କଣ୍ଟାମାଳର ସୁଶାନ୍ତ, ସଞ୍ଜୀବ, ସଂଗ୍ରାମ, ଶୁଭମ୍, ସଞ୍ଜୟ, ସୁବ୍ରତ, ରୋଜିସ, ପବିତ୍ର, ଗରିବ, ସାରଥୀ, ସତ୍ୟ, ଜୟ ନାରାୟଣ, ସନ୍ତୋଷ ଏବଂ ସମସ୍ତ ଗ୍ରାମବାସୀ ସାମିଲ ହୋଇଥିଲେ।
    user_Basudev Sandha
    Basudev Sandha
    Sportswear Shop କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.