logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପଶ୍ଚିମ ଓଡିଶା ର ଗଣ ପର୍ବ ଉପଲକ୍ଷେ ବାର୍ତ୍ତା, ସୌଜନ୍ୟ, ହରିନାରାୟଣ ମିଶ୍ର ପଶ୍ଚିମ ଓଡିଶା ର ଗଣ ପର୍ବ ଉପଲକ୍ଷେ ବାର୍ତ୍ତା, ସୌଜନ୍ୟ, 🌹🙏🌹ଶ୍ରୀ ଯୁକ୍ତ ହରିନାରାୟଣ ମିଶ୍ର 🌹🙏🌹

5 hrs ago
user_Santosh Nayak PRESS
Santosh Nayak PRESS
Local News Reporter Balangir, Odisha•
5 hrs ago

ପଶ୍ଚିମ ଓଡିଶା ର ଗଣ ପର୍ବ ଉପଲକ୍ଷେ ବାର୍ତ୍ତା, ସୌଜନ୍ୟ, ହରିନାରାୟଣ ମିଶ୍ର ପଶ୍ଚିମ ଓଡିଶା ର ଗଣ ପର୍ବ ଉପଲକ୍ଷେ ବାର୍ତ୍ତା, ସୌଜନ୍ୟ, 🌹🙏🌹ଶ୍ରୀ ଯୁକ୍ତ ହରିନାରାୟଣ ମିଶ୍ର 🌹🙏🌹

More news from ଓଡ଼ିଶା and nearby areas
  • ବାଇକ ଧକ୍କାରେ ସାଇକେଲ ଆରୋହୀ ମୃତ, କଣ୍ଟାମାଳ ମେଡିକାଲ ସାମ୍ନାରେ ରାସ୍ତାରୋକ : କ୍ଷତିପୂରଣ ଓ ବାଇକ ଚାଳକଙ୍କ ଗିରଫ ଦାବି ବାଇକ ଧକ୍କାରେ ସାଇକେଲ ଆରୋହୀ ମୃତ, କଣ୍ଟାମାଳ ମେଡିକାଲ ସାମ୍ନାରେ ରାସ୍ତାରୋକ : କ୍ଷତିପୂରଣ ଓ ବାଇକ ଚାଳକଙ୍କ ଗିରଫ ଦାବି ବୌଦ୍ଧ:ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଖଲିଆପାଳି ପଞ୍ଚାୟତ ଅଧୀନ ଭାଲିଆପଦର ଗ୍ରାମରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଭାଲିଆପଦର ଗ୍ରାମର ଟୁନା ନାଗ। ସୂଚନା ଅନୁସାରେ, ମଙ୍ଗଳବାର ଦିନ ଅପରାହ୍ନ ପ୍ରାୟ ୪ ରୁ ୫ ଟା ସମୟରେ ଟୁନା ନାଗ ଘରେ ନୂଆଖାଇ ସାରି ସାଇକେଲ ଯୋଗେ ତାଙ୍କ ଶଶୁର ଘରକୁ ଯାଉଥିଲେ। ଶୁଳିଆ ଗ୍ରାମ ନିକଟରେ ତାଙ୍କ ସାଇକେଲର ଚେନ୍ ଖୋଲି ଯିବାରୁ ସେ ରାସ୍ତା କଡ଼ରେ ଠିଆ ହୋଇ ଚେନ୍ ଲଗାଉଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ ଆପାଚି ବାଇକ୍ ଆସି ତାଙ୍କୁ ଜୋରରେ ଧକ୍କା ଦେଇ ୨୦ ରୁ ୩୦ ଫୁଟ ପର୍ଯ୍ୟନ୍ତ ଘୋଷାଡି ନେଇଥିଲା। ସେହି ରାସ୍ତା ଦେଇ ଯାଉଥିବା ସ୍ଥାନୀୟ ଲୋକେ ତାଙ୍କୁ ଚିହ୍ନି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରେ ପରିବାର ଲୋକେ ଓ ଗ୍ରାମବାସୀ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଣ୍ଟାମାଳ ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଉତ୍ତ୍ୟକ୍ତ ପରିବାର ଓ ଗ୍ରାମବାସୀ କଣ୍ଟାମାଳ ମେଡିକାଲ ସାମ୍ନାରେ ରାସ୍ତାରୋକ କରିଥିଲେ। ମୃତକ ପରିବାରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ତାଙ୍କ ବୃଦ୍ଧା ମା, ସ୍ତ୍ରୀ ଓ ଦୁଇ ଛୋଟ ଛୁଆ ଏବେ କାହା ଭରସାରେ ବଞ୍ଚିବେ ବୋଲି ପରିବାର ଲୋକେ କାନ୍ଦି କାନ୍ଦି କହୁଥିବା ଦୃଶ୍ୟ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଥିଲା। ଦୁର୍ଘଟଣା ଘଟାଇଥିବା ବାଇକ ଚାଳକକୁ ତୁରନ୍ତ ଗିରଫ କରିବା ଏବଂ କ୍ଷତିପୂରଣ ପ୍ରଦାନ ଦାବିରେ ସେମାନେ ରାସ୍ତାରୋକ କରିଥିଲେ। ଖବର ପାଇ କଣ୍ଟାମାଳ IIC ମହାନ୍ତି ବାବୁ ଓ ତହସିଲଦାର ସାହୁ ବାବୁ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ଖଲିଆପାଳି ଗ୍ରାମ ପଞ୍ଚାୟତ ତରଫରୁ ହରିଶ୍ଚନ୍ଦ୍ର ସହାୟତା ବାବଦକୁ ୩୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। କଣ୍ଟାମାଳ ପୁଲିସ ଘଟଣାର ତଦନ୍ତ କରୁଛି।
    1
    ବାଇକ ଧକ୍କାରେ ସାଇକେଲ ଆରୋହୀ ମୃତ, କଣ୍ଟାମାଳ ମେଡିକାଲ ସାମ୍ନାରେ ରାସ୍ତାରୋକ
: କ୍ଷତିପୂରଣ ଓ ବାଇକ ଚାଳକଙ୍କ ଗିରଫ ଦାବି
ବାଇକ ଧକ୍କାରେ ସାଇକେଲ ଆରୋହୀ ମୃତ, କଣ୍ଟାମାଳ ମେଡିକାଲ ସାମ୍ନାରେ ରାସ୍ତାରୋକ
: କ୍ଷତିପୂରଣ ଓ ବାଇକ ଚାଳକଙ୍କ ଗିରଫ ଦାବି
ବୌଦ୍ଧ:ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଖଲିଆପାଳି ପଞ୍ଚାୟତ ଅଧୀନ ଭାଲିଆପଦର ଗ୍ରାମରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଭାଲିଆପଦର ଗ୍ରାମର ଟୁନା ନାଗ। ସୂଚନା ଅନୁସାରେ, ମଙ୍ଗଳବାର ଦିନ ଅପରାହ୍ନ ପ୍ରାୟ ୪ ରୁ ୫ ଟା ସମୟରେ ଟୁନା ନାଗ ଘରେ ନୂଆଖାଇ ସାରି ସାଇକେଲ ଯୋଗେ ତାଙ୍କ ଶଶୁର ଘରକୁ ଯାଉଥିଲେ। ଶୁଳିଆ ଗ୍ରାମ ନିକଟରେ ତାଙ୍କ ସାଇକେଲର ଚେନ୍ ଖୋଲି ଯିବାରୁ ସେ ରାସ୍ତା କଡ଼ରେ ଠିଆ ହୋଇ ଚେନ୍ ଲଗାଉଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ ଆପାଚି ବାଇକ୍ ଆସି ତାଙ୍କୁ ଜୋରରେ ଧକ୍କା ଦେଇ ୨୦ ରୁ ୩୦ ଫୁଟ ପର୍ଯ୍ୟନ୍ତ ଘୋଷାଡି ନେଇଥିଲା। ସେହି ରାସ୍ତା ଦେଇ ଯାଉଥିବା ସ୍ଥାନୀୟ ଲୋକେ ତାଙ୍କୁ ଚିହ୍ନି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରେ ପରିବାର ଲୋକେ ଓ ଗ୍ରାମବାସୀ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଣ୍ଟାମାଳ ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଉତ୍ତ୍ୟକ୍ତ ପରିବାର ଓ ଗ୍ରାମବାସୀ କଣ୍ଟାମାଳ ମେଡିକାଲ ସାମ୍ନାରେ ରାସ୍ତାରୋକ କରିଥିଲେ। ମୃତକ ପରିବାରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ତାଙ୍କ ବୃଦ୍ଧା ମା, ସ୍ତ୍ରୀ ଓ ଦୁଇ ଛୋଟ ଛୁଆ ଏବେ କାହା ଭରସାରେ ବଞ୍ଚିବେ ବୋଲି ପରିବାର ଲୋକେ କାନ୍ଦି କାନ୍ଦି କହୁଥିବା ଦୃଶ୍ୟ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଥିଲା। ଦୁର୍ଘଟଣା ଘଟାଇଥିବା ବାଇକ ଚାଳକକୁ ତୁରନ୍ତ ଗିରଫ କରିବା ଏବଂ କ୍ଷତିପୂରଣ ପ୍ରଦାନ ଦାବିରେ ସେମାନେ ରାସ୍ତାରୋକ କରିଥିଲେ। ଖବର ପାଇ କଣ୍ଟାମାଳ IIC ମହାନ୍ତି ବାବୁ ଓ ତହସିଲଦାର ସାହୁ ବାବୁ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ଖଲିଆପାଳି ଗ୍ରାମ ପଞ୍ଚାୟତ ତରଫରୁ ହରିଶ୍ଚନ୍ଦ୍ର ସହାୟତା ବାବଦକୁ ୩୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। କଣ୍ଟାମାଳ ପୁଲିସ ଘଟଣାର ତଦନ୍ତ କରୁଛି।
    user_Basudev Sandha
    Basudev Sandha
    Sportswear Shop କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    2 hrs ago
  • ବାଇ ଧକ୍କାରେ ସାଇକେଲ ଚାଳ ଟୁନା ନାଗଙ୍କ ଘଟଣାସ୍ଥଳରେ ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବି ନେଇ କଣ୍ଟାମାଳ ମେଡିକାଲ ଛକରେ କ୍ଷତିପୂରଣ ଦାବି ନେଇ ରାସ୍ତାରୋକ, ବାଇକ୍ ଧକ୍କାରେ ସାଇକେଲ ଆରୋହୀ ମୃତ କ୍ଷତିପୂରଣ ଦାବିରେ ରାସ୍ତାରୋକ, ଦୁଇ ଘଣ୍ଟା ଯାନବାହନ ଚଳାଚଳ ବନ୍ଦ କଣ୍ଟାମାଳ, ୧୬/୦୯/୨୬: (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଞ୍ଚଳରେ ବାଇକ୍ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ୫୭ ନମ୍ବର ରାଜ୍ୟ ରାଜପଥର ଦ୍ଭାଳିଆପଦର ଜଙ୍ଗଲ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।ମୃତକ ଜଣକ ଭଳିଆପଦର ଗ୍ରାମର ଟୁନା ନାଗ ବୋଲି ଜଣାପଡ଼ିଛି। ସେ ସାଇକେଲରେ ଯାଉଥିବା ସମୟରେ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଧକ୍କା ଫଳରେ ଟୁନା ନାଗଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣା ପରେ ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଦାବିରେ ଗ୍ରାମବାସୀମାନେ କଣ୍ଟାମାଳ ମେଡିକାଲ ଛକ ଠାରେ ରାସ୍ତାରୋକ କରିଥିଲେ। ରାସ୍ତାରୋକ ଯୋଗୁଁ ରାଜପଥର ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ପ୍ରାୟ ଦୁଇ ଘଣ୍ଟା ଧରି ବନ୍ଦ ରହିଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଥିଲା।ଖବର ପାଇ କଣ୍ଟାମାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲା। ଘଟଣାକୁ ନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।
    1
    ବାଇ ଧକ୍କାରେ ସାଇକେଲ ଚାଳ ଟୁନା ନାଗଙ୍କ ଘଟଣାସ୍ଥଳରେ ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବି ନେଇ କଣ୍ଟାମାଳ ମେଡିକାଲ ଛକରେ କ୍ଷତିପୂରଣ ଦାବି ନେଇ ରାସ୍ତାରୋକ,
ବାଇକ୍ ଧକ୍କାରେ ସାଇକେଲ ଆରୋହୀ ମୃତ
କ୍ଷତିପୂରଣ ଦାବିରେ ରାସ୍ତାରୋକ, ଦୁଇ ଘଣ୍ଟା ଯାନବାହନ ଚଳାଚଳ ବନ୍ଦ
କଣ୍ଟାମାଳ, ୧୬/୦୯/୨୬:  (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଞ୍ଚଳରେ ବାଇକ୍ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ୫୭ ନମ୍ବର ରାଜ୍ୟ ରାଜପଥର ଦ୍ଭାଳିଆପଦର ଜଙ୍ଗଲ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।ମୃତକ ଜଣକ ଭଳିଆପଦର ଗ୍ରାମର ଟୁନା ନାଗ ବୋଲି ଜଣାପଡ଼ିଛି। ସେ ସାଇକେଲରେ ଯାଉଥିବା ସମୟରେ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଧକ୍କା ଫଳରେ ଟୁନା ନାଗଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ଘଟଣା ପରେ ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଦାବିରେ ଗ୍ରାମବାସୀମାନେ କଣ୍ଟାମାଳ ମେଡିକାଲ ଛକ ଠାରେ ରାସ୍ତାରୋକ କରିଥିଲେ। ରାସ୍ତାରୋକ ଯୋଗୁଁ ରାଜପଥର ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ପ୍ରାୟ ଦୁଇ ଘଣ୍ଟା ଧରି ବନ୍ଦ ରହିଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଥିଲା।ଖବର ପାଇ କଣ୍ଟାମାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲା। ଘଟଣାକୁ ନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।
    user_Prabhat Sahu
    Prabhat Sahu
    Local News Reporter କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    3 hrs ago
  • ଅଶୁର୍ଲା ଗାଁରେ ଆମ୍ବେଦକର କ୍ଳବ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ
    1
    ଅଶୁର୍ଲା ଗାଁରେ ଆମ୍ବେଦକର କ୍ଳବ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ
    user_HULESWAR HANS YADAV
    HULESWAR HANS YADAV
    Local News Reporter କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    2 hrs ago
  • ଚାଷୀଙ୍କ ସାଥୀ - ବରଗଡ଼ ଆରଏମସି ,ସମସ୍ତ ଚାଷୀ ଭାଇ ମାନଙ୍କୁ ନୁଆଁଖାଇର ଶୁଭେଚ୍ଛା ଓ ଅଭିନନ୍ଦନ.... ଚାଷୀଙ୍କ ସାଥୀ - ବରଗଡ଼ ଆରଏମସି ,ସମସ୍ତ ଚାଷୀ ଭାଇ ମାନଙ୍କୁ ନୁଆଁଖାଇର ଶୁଭେଚ୍ଛା ଓ ଅଭିନନ୍ଦନ....
    1
    ଚାଷୀଙ୍କ ସାଥୀ - ବରଗଡ଼ ଆରଏମସି ,ସମସ୍ତ ଚାଷୀ ଭାଇ ମାନଙ୍କୁ ନୁଆଁଖାଇର ଶୁଭେଚ୍ଛା ଓ ଅଭିନନ୍ଦନ....
ଚାଷୀଙ୍କ ସାଥୀ - ବରଗଡ଼ ଆରଏମସି ,ସମସ୍ତ ଚାଷୀ ଭାଇ ମାନଙ୍କୁ ନୁଆଁଖାଇର ଶୁଭେଚ୍ଛା ଓ ଅଭିନନ୍ଦନ....
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    4 hrs ago
  • ସତ୍ୟରମ୍ଭା ନାଟ୍ୟ କଳା ସଂସଦର କଳାକାରଙ୍କୁ ନେଇ ନୁଆଁଖାଇ ଭେଟଘାଟ ସତ୍ୟରମ୍ଭା ନାଟ୍ୟ କଳା ସଂସଦର କଳାକାରଙ୍କୁ ନେଇ ନୁଆଁଖାଇ ଭେଟଘାଟ ବରପାଲି : ବରଗଡ ଜ଼ିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତ୍ୟରମ୍ଭା ନାଟ୍ୟ କଳା ସଂସଦ, ସତଲମାର ୮୦ ଓ ୯୦ ଦଶକର ବହୁଚର୍ଚ୍ଚିତ ନାଟକ ‘ସାବତମା’ ଏବଂ ନାଟିକା ‘ମହିଷାସୁର ବଧ’ର କଳାକାରମାନଙ୍କୁ ନେଇ ଏକ ନିଆରା ନୁଆଁଖାଇ ଭେଟଘାଟ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ଗଣେଶ ପୂଜା କମିଟି ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ବିଜୟ ପାତ୍ର ଓ ବିଘ୍ନେଶ ସାହୁ ଏହାର ଆୟୋଜନରେ ପ୍ରମୁଖ ଭୂମିକା ନେଇଥିଲେ। ଦିନେଶ ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବାବେଳେ ପଙ୍କଜ ସାହୁ, ସରୋଜ ସାହୁ, ସଂଜୀବ ପଣ୍ଡା ଓ ସୁନୀଲ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଏହି ଅବସରରେ ସତ୍ୟରମ୍ଭା ନାଟ୍ୟ କଳା ସଂସଦ ସହ ଜଡ଼ିତ ଦିବଂଗତ କଳାକାରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ପୁରୁଣା ଓ ନୂଆ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୁରୁଣା କଳାକାରମାନଙ୍କ ସ୍ମୃତିଚାରଣ ସହ ନାଟ୍ୟ ଜଗତରେ ସେମାନଙ୍କ ଅବଦାନକୁ ମଧ୍ୟ ସ୍ମରଣ କରାଯାଇଥିଲା। ଅନ୍ୟପକ୍ଷରେ, ସତ୍ୟରମ୍ଭା ନାଟ୍ୟ କଳା ସଂସଦର ବହୁଚର୍ଚ୍ଚିତ ନାଟକ ‘ସାବତମା’ର ୫୦ ବର୍ଷ ପୂର୍ତ୍ତି ଅବସରରେ ଆଗାମୀ ଦିନରେ ଏହି ନାଟକକୁ ପୁଣିଥରେ ମଞ୍ଚସ୍ଥ କରିବା ନେଇ କାର୍ଯ୍ୟକ୍ରମରେ ସହମତି ପ୍ରକାଶ ପାଇଥିଲା। ଏହି ନିଷ୍ପତ୍ତି ପୁରୁଣା ନାଟ୍ୟ କଳାକାରଙ୍କ ସ୍ମୃତିକୁ ପୁନର୍ଜୀବିତ କରିବା ସହ ନୂଆ ପିଢ଼ିକୁ ମଞ୍ଚ କଳା ସହ ଯୋଡ଼ିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।
    1
    ସତ୍ୟରମ୍ଭା ନାଟ୍ୟ କଳା ସଂସଦର କଳାକାରଙ୍କୁ ନେଇ ନୁଆଁଖାଇ ଭେଟଘାଟ
ସତ୍ୟରମ୍ଭା ନାଟ୍ୟ କଳା ସଂସଦର କଳାକାରଙ୍କୁ ନେଇ ନୁଆଁଖାଇ ଭେଟଘାଟ
ବରପାଲି : ବରଗଡ ଜ଼ିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତ୍ୟରମ୍ଭା ନାଟ୍ୟ କଳା ସଂସଦ, ସତଲମାର ୮୦ ଓ ୯୦ ଦଶକର ବହୁଚର୍ଚ୍ଚିତ ନାଟକ ‘ସାବତମା’ ଏବଂ ନାଟିକା ‘ମହିଷାସୁର ବଧ’ର କଳାକାରମାନଙ୍କୁ ନେଇ ଏକ ନିଆରା ନୁଆଁଖାଇ ଭେଟଘାଟ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ଗଣେଶ ପୂଜା କମିଟି ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ବିଜୟ ପାତ୍ର ଓ ବିଘ୍ନେଶ ସାହୁ ଏହାର ଆୟୋଜନରେ ପ୍ରମୁଖ ଭୂମିକା ନେଇଥିଲେ। ଦିନେଶ ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବାବେଳେ ପଙ୍କଜ ସାହୁ, ସରୋଜ ସାହୁ, ସଂଜୀବ ପଣ୍ଡା ଓ ସୁନୀଲ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଏହି ଅବସରରେ ସତ୍ୟରମ୍ଭା ନାଟ୍ୟ କଳା ସଂସଦ ସହ ଜଡ଼ିତ ଦିବଂଗତ କଳାକାରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ପୁରୁଣା ଓ ନୂଆ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୁରୁଣା କଳାକାରମାନଙ୍କ ସ୍ମୃତିଚାରଣ ସହ ନାଟ୍ୟ ଜଗତରେ ସେମାନଙ୍କ ଅବଦାନକୁ ମଧ୍ୟ ସ୍ମରଣ କରାଯାଇଥିଲା। ଅନ୍ୟପକ୍ଷରେ, ସତ୍ୟରମ୍ଭା ନାଟ୍ୟ କଳା ସଂସଦର ବହୁଚର୍ଚ୍ଚିତ ନାଟକ ‘ସାବତମା’ର ୫୦ ବର୍ଷ ପୂର୍ତ୍ତି ଅବସରରେ ଆଗାମୀ ଦିନରେ ଏହି ନାଟକକୁ ପୁଣିଥରେ ମଞ୍ଚସ୍ଥ କରିବା ନେଇ କାର୍ଯ୍ୟକ୍ରମରେ ସହମତି ପ୍ରକାଶ ପାଇଥିଲା। ଏହି ନିଷ୍ପତ୍ତି ପୁରୁଣା ନାଟ୍ୟ କଳାକାରଙ୍କ ସ୍ମୃତିକୁ ପୁନର୍ଜୀବିତ କରିବା ସହ ନୂଆ ପିଢ଼ିକୁ ମଞ୍ଚ କଳା ସହ ଯୋଡ଼ିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    9 hrs ago
  • 📰 संबलपुर में “सेवा संकल्प अभियान” को लेकर तैयारी बैठक संबलपुर, 14 सितंबर 2026: प्रधानमंत्री नरेंद्र मोदी के जन्मदिवस एवं सार्वजनिक जीवन में 25 वर्ष पूरे होने के अवसर पर संबलपुर में “सेवा संकल्प अभियान—नर सेवा ही नारायण सेवा” को लेकर एक महत्वपूर्ण तैयारी बैठक आयोजित की गई। बैठक की अध्यक्षता संबलपुर सांसद धर्मेंद्र प्रधान ने की। इसमें ओडिशा के ग्रामीण विकास, पंचायती राज एवं पेयजल मंत्री रवि नारायण नायक तथा संबलपुर विधायक जय नारायण मिश्रा सहित अन्य लोग मौजूद रहे। 17 सितंबर से 17 अक्टूबर तक एक महीने तक चलने वाले इस अभियान के तहत जिले के विभिन्न विधानसभा क्षेत्रों में जनसेवा से जुड़े कार्यक्रम आयोजित किए जाएंगे। अभियान के दौरान मां समलेश्वरी मंदिर में महादीप दान, घर-घर दीप प्रज्वलन, व्यापक स्वच्छता अभियान और रक्तदान शिविर आयोजित किए जाएंगे। इसके अलावा विधानसभा और ब्लॉक स्तर पर ‘सेवा सेतु’ शिविर लगाकर लोगों को सरकारी योजनाओं का सीधा लाभ दिलाने की योजना है। स्वच्छता अभियान में शैक्षणिक संस्थानों, छात्र-छात्राओं, सामाजिक संगठनों, जनप्रतिनिधियों, सेवानिवृत्त शिक्षकों और स्थानीय मातृशक्ति की भागीदारी होगी। वहीं आंगनबाड़ी कार्यकर्ता, आशा कार्यकर्ता और मातृभवन कर्मियों समेत विभिन्न क्षेत्रों में सेवा दे रही महिलाओं को सार्वजनिक रूप से सम्मानित किया जाएगा। सांसद धर्मेंद्र प्रधान ने प्रधानमंत्री के 25 वर्षों की सेवा और सुशासन की यात्रा को स्मरणीय बनाने के लिए “नर सेवा ही नारायण सेवा” के मंत्र के साथ जनसेवा में समर्पित होकर अभियान को सफल बनाने का आह्वान किया। 📰 संबलपुर में “सेवा संकल्प अभियान” को लेकर तैयारी बैठक संबलपुर, 14 सितंबर 2026: प्रधानमंत्री नरेंद्र मोदी के जन्मदिवस एवं सार्वजनिक जीवन में 25 वर्ष पूरे होने के अवसर पर संबलपुर में “सेवा संकल्प अभियान—नर सेवा ही नारायण सेवा” को लेकर एक महत्वपूर्ण तैयारी बैठक आयोजित की गई। बैठक की अध्यक्षता संबलपुर सांसद धर्मेंद्र प्रधान ने की। इसमें ओडिशा के ग्रामीण विकास, पंचायती राज एवं पेयजल मंत्री रवि नारायण नायक तथा संबलपुर विधायक जय नारायण मिश्रा सहित अन्य लोग मौजूद रहे। 17 सितंबर से 17 अक्टूबर तक एक महीने तक चलने वाले इस अभियान के तहत जिले के विभिन्न विधानसभा क्षेत्रों में जनसेवा से जुड़े कार्यक्रम आयोजित किए जाएंगे। अभियान के दौरान मां समलेश्वरी मंदिर में महादीप दान, घर-घर दीप प्रज्वलन, व्यापक स्वच्छता अभियान और रक्तदान शिविर आयोजित किए जाएंगे। इसके अलावा विधानसभा और ब्लॉक स्तर पर ‘सेवा सेतु’ शिविर लगाकर लोगों को सरकारी योजनाओं का सीधा लाभ दिलाने की योजना है। स्वच्छता अभियान में शैक्षणिक संस्थानों, छात्र-छात्राओं, सामाजिक संगठनों, जनप्रतिनिधियों, सेवानिवृत्त शिक्षकों और स्थानीय मातृशक्ति की भागीदारी होगी। वहीं आंगनबाड़ी कार्यकर्ता, आशा कार्यकर्ता और मातृभवन कर्मियों समेत विभिन्न क्षेत्रों में सेवा दे रही महिलाओं को सार्वजनिक रूप से सम्मानित किया जाएगा। सांसद धर्मेंद्र प्रधान ने प्रधानमंत्री के 25 वर्षों की सेवा और सुशासन की यात्रा को स्मरणीय बनाने के लिए “नर सेवा ही नारायण सेवा” के मंत्र के साथ जनसेवा में समर्पित होकर अभियान को सफल बनाने का आह्वान किया।
    1
    📰 संबलपुर में “सेवा संकल्प अभियान” को लेकर तैयारी बैठक

संबलपुर, 14 सितंबर 2026: प्रधानमंत्री नरेंद्र मोदी के जन्मदिवस एवं सार्वजनिक जीवन में 25 वर्ष पूरे होने के अवसर पर संबलपुर में “सेवा संकल्प अभियान—नर सेवा ही नारायण सेवा” को लेकर एक महत्वपूर्ण तैयारी बैठक आयोजित की गई। बैठक की अध्यक्षता संबलपुर सांसद धर्मेंद्र प्रधान ने की। इसमें ओडिशा के ग्रामीण विकास, पंचायती राज एवं पेयजल मंत्री रवि नारायण नायक तथा संबलपुर विधायक जय नारायण मिश्रा सहित अन्य लोग मौजूद रहे।

17 सितंबर से 17 अक्टूबर तक एक महीने तक चलने वाले इस अभियान के तहत जिले के विभिन्न विधानसभा क्षेत्रों में जनसेवा से जुड़े कार्यक्रम आयोजित किए जाएंगे।

अभियान के दौरान मां समलेश्वरी मंदिर में महादीप दान, घर-घर दीप प्रज्वलन, व्यापक स्वच्छता अभियान और रक्तदान शिविर आयोजित किए जाएंगे। इसके अलावा विधानसभा और ब्लॉक स्तर पर ‘सेवा सेतु’ शिविर लगाकर लोगों को सरकारी योजनाओं का सीधा लाभ दिलाने की योजना है।

स्वच्छता अभियान में शैक्षणिक संस्थानों, छात्र-छात्राओं, सामाजिक संगठनों, जनप्रतिनिधियों, सेवानिवृत्त शिक्षकों और स्थानीय मातृशक्ति की भागीदारी होगी। वहीं आंगनबाड़ी कार्यकर्ता, आशा कार्यकर्ता और मातृभवन कर्मियों समेत विभिन्न क्षेत्रों में सेवा दे रही महिलाओं को सार्वजनिक रूप से सम्मानित किया जाएगा।

सांसद धर्मेंद्र प्रधान ने प्रधानमंत्री के 25 वर्षों की सेवा और सुशासन की यात्रा को स्मरणीय बनाने के लिए “नर सेवा ही नारायण सेवा” के मंत्र के साथ जनसेवा में समर्पित होकर अभियान को सफल बनाने का आह्वान किया।


📰 संबलपुर में “सेवा संकल्प अभियान” को लेकर तैयारी बैठक
संबलपुर, 14 सितंबर 2026: प्रधानमंत्री नरेंद्र मोदी के जन्मदिवस एवं सार्वजनिक जीवन में 25 वर्ष पूरे होने के अवसर पर संबलपुर में “सेवा संकल्प अभियान—नर सेवा ही नारायण सेवा” को लेकर एक महत्वपूर्ण तैयारी बैठक आयोजित की गई। बैठक की अध्यक्षता संबलपुर सांसद धर्मेंद्र प्रधान ने की। इसमें ओडिशा के ग्रामीण विकास, पंचायती राज एवं पेयजल मंत्री रवि नारायण नायक तथा संबलपुर विधायक जय नारायण मिश्रा सहित अन्य लोग मौजूद रहे।
17 सितंबर से 17 अक्टूबर तक एक महीने तक चलने वाले इस अभियान के तहत जिले के विभिन्न विधानसभा क्षेत्रों में जनसेवा से जुड़े कार्यक्रम आयोजित किए जाएंगे।
अभियान के दौरान मां समलेश्वरी मंदिर में महादीप दान, घर-घर दीप प्रज्वलन, व्यापक स्वच्छता अभियान और रक्तदान शिविर आयोजित किए जाएंगे। इसके अलावा विधानसभा और ब्लॉक स्तर पर ‘सेवा सेतु’ शिविर लगाकर लोगों को सरकारी योजनाओं का सीधा लाभ दिलाने की योजना है।
स्वच्छता अभियान में शैक्षणिक संस्थानों, छात्र-छात्राओं, सामाजिक संगठनों, जनप्रतिनिधियों, सेवानिवृत्त शिक्षकों और स्थानीय मातृशक्ति की भागीदारी होगी। वहीं आंगनबाड़ी कार्यकर्ता, आशा कार्यकर्ता और मातृभवन कर्मियों समेत विभिन्न क्षेत्रों में सेवा दे रही महिलाओं को सार्वजनिक रूप से सम्मानित किया जाएगा।
सांसद धर्मेंद्र प्रधान ने प्रधानमंत्री के 25 वर्षों की सेवा और सुशासन की यात्रा को स्मरणीय बनाने के लिए “नर सेवा ही नारायण सेवा” के मंत्र के साथ जनसेवा में समर्पित होकर अभियान को सफल बनाने का आह्वान किया।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    2 hrs ago
  • ପ୍ରାପ୍ତେଷୁ: ସାମ୍ବାଦିକ, ଫଟୋ ସାମ୍ବାଦିକ, ଜିଲ୍ଲା ପ୍ରତିନିଧି ଛାପା ଓ ବୈଦୁତିକ ଗଣମାଧ୍ୟମ ଏବଂ ସମସ୍ତ ଓ୍ବେବ ଚ୍ୟାନେଲ ପ୍ରତିନିଧି, ପୁରୀ । ଜୟ ଜଗନ୍ନାଥ ପ୍ରାପ୍ତେଷୁ: ସାମ୍ବାଦିକ, ଫଟୋ ସାମ୍ବାଦିକ, ଜିଲ୍ଲା ପ୍ରତିନିଧି ଛାପା ଓ ବୈଦୁତିକ ଗଣମାଧ୍ୟମ ଏବଂ ସମସ୍ତ ଓ୍ବେବ ଚ୍ୟାନେଲ ପ୍ରତିନିଧି, ପୁରୀ । ଆସନ୍ତା ତା୧୬.୦୯.୨୦୨୬ରିଖ ବୁଧବାର ଦିନ ଅପରାହ୍ନ ୪ଘଟିକା ସମୟରେ ହୋଟେଲ ହଲିଡେ ରିସର୍ଟ ରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ନିମ୍ନଲିଖିତ କାରଣରୁ ଆୟୋଜନ କରାଯିବାକୁ ସ୍ଥିର ହୋଇଛି ଯଥା: (୧)ସଦ୍ୟ ପ୍ରକାଶିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଜମି ବ୍ୟବସ୍ତିକରଣ ବ୍ୟବସ୍ଥା, (୨)ପୁରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ଜ଼ିଲ୍ଲା ଚିକିତ୍ସାଳୟ ର ନୂତନ କୋଠା ସର୍ବସାଧାରଣ ଙ୍କ ପାଇଁ ଖୋଲିବାରେ ଅହେତୁକ ବିଳମ୍ବ ଏବଂ ଏହି ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ,(୩) ୨୦୧୪ ମସିହା ରୁ ଶହ ଶହ କୋଟି କୋଟି ଟଙ୍କା ବ୍ୟୟ ରେ ସହରର ବର୍ଷା ଓ ନର୍ଦମା ଜଳ ନିଷ୍କାସନ ବିଫଳତାର ସିବିଆଇ ତଦନ୍ତ ଓ ପୁରୀ ବାସୀଙ୍କୁ ସର୍ବନିମ୍ନ ସୁବିଧା ଦେବାରେ ବିଫଳତା ,(୪) ଅସମ୍ପୂର୍ଣ୍ଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ପୁରୀ ବାସୀଙ୍କ ଶ୍ରୀମନ୍ଦିର ରେ ସ୍ୱତନ୍ତ୍ର ପ୍ରବେଶ ବିଷୟରେ ଦଳର ଆଭିମୁଖ୍ୟ ଏବଂ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ବିସ୍ତୃତ ଆଲୋଚନା କରାଯିବ.. ଏଣୁ ଆପଣ ମାନଙ୍କ ସଦୟ ଉପସ୍ଥିତି ତଥା ଖବର ପ୍ରସାରଣ ପାଇଁ ବିନମ୍ର ନିବେଦନ ‌। ଇଂ ରାଜେଶ କୁମାର ମିଶ୍ର ସଭାପତି, ଜିଲ୍ଲା କଂଗ୍ରେସ କମିଟି, ପୁରୀ ଯୋଗାଯୋଗ: +919437058100
    1
    ପ୍ରାପ୍ତେଷୁ: ସାମ୍ବାଦିକ, ଫଟୋ ସାମ୍ବାଦିକ, ଜିଲ୍ଲା ପ୍ରତିନିଧି ଛାପା ଓ ବୈଦୁତିକ ଗଣମାଧ୍ୟମ ଏବଂ ସମସ୍ତ ଓ୍ବେବ ଚ୍ୟାନେଲ ପ୍ରତିନିଧି, ପୁରୀ ।
ଜୟ ଜଗନ୍ନାଥ 
ପ୍ରାପ୍ତେଷୁ: ସାମ୍ବାଦିକ, ଫଟୋ ସାମ୍ବାଦିକ, ଜିଲ୍ଲା ପ୍ରତିନିଧି ଛାପା ଓ ବୈଦୁତିକ ଗଣମାଧ୍ୟମ ଏବଂ ସମସ୍ତ ଓ୍ବେବ ଚ୍ୟାନେଲ ପ୍ରତିନିଧି, ପୁରୀ ।
ଆସନ୍ତା ତା୧୬.୦୯.୨୦୨୬ରିଖ ବୁଧବାର ଦିନ ଅପରାହ୍ନ ୪ଘଟିକା ସମୟରେ ହୋଟେଲ ହଲିଡେ ରିସର୍ଟ ରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ନିମ୍ନଲିଖିତ କାରଣରୁ ଆୟୋଜନ କରାଯିବାକୁ ସ୍ଥିର ହୋଇଛି ଯଥା: (୧)ସଦ୍ୟ ପ୍ରକାଶିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଜମି ବ୍ୟବସ୍ତିକରଣ ବ୍ୟବସ୍ଥା, (୨)ପୁରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ଜ଼ିଲ୍ଲା ଚିକିତ୍ସାଳୟ ର ନୂତନ କୋଠା ସର୍ବସାଧାରଣ ଙ୍କ ପାଇଁ ଖୋଲିବାରେ ଅହେତୁକ ବିଳମ୍ବ ଏବଂ ଏହି ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ,(୩) ୨୦୧୪ ମସିହା ରୁ ଶହ ଶହ କୋଟି କୋଟି ଟଙ୍କା ବ୍ୟୟ ରେ ସହରର ବର୍ଷା ଓ ନର୍ଦମା ଜଳ ନିଷ୍କାସନ ବିଫଳତାର ସିବିଆଇ ତଦନ୍ତ ଓ ପୁରୀ ବାସୀଙ୍କୁ ସର୍ବନିମ୍ନ ସୁବିଧା ଦେବାରେ ବିଫଳତା ,(୪) ଅସମ୍ପୂର୍ଣ୍ଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ପୁରୀ ବାସୀଙ୍କ ଶ୍ରୀମନ୍ଦିର ରେ ସ୍ୱତନ୍ତ୍ର ପ୍ରବେଶ ବିଷୟରେ ଦଳର ଆଭିମୁଖ୍ୟ ଏବଂ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ବିସ୍ତୃତ ଆଲୋଚନା କରାଯିବ.. ଏଣୁ ଆପଣ ମାନଙ୍କ ସଦୟ ଉପସ୍ଥିତି ତଥା ଖବର ପ୍ରସାରଣ ପାଇଁ ବିନମ୍ର ନିବେଦନ ‌।
ଇଂ ରାଜେଶ କୁମାର ମିଶ୍ର 
ସଭାପତି, ଜିଲ୍ଲା କଂଗ୍ରେସ କମିଟି, ପୁରୀ
ଯୋଗାଯୋଗ: +919437058100
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    19 hrs ago
  • ନୂଆଁଖାଇ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶ୍ରୀମୁଖରୁ ............. ଭୁବନେଶ୍ୱର ,: ନୂଆଁଖାଇ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶ୍ରୀମୁଖରୁ ....... ଭୁବନେଶ୍ବରରୁ ସୁବୋଧ ସାହୁଙ୍କ ରିପୋର୍ଟ ପି ଏନ ସି
    1
    ନୂଆଁଖାଇ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶ୍ରୀମୁଖରୁ .............
ଭୁବନେଶ୍ୱର ,: ନୂଆଁଖାଇ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶ୍ରୀମୁଖରୁ .......  ଭୁବନେଶ୍ବରରୁ ସୁବୋଧ ସାହୁଙ୍କ ରିପୋର୍ଟ ପି ଏନ ସି
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    11 hrs ago
  • ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ସଭାପତି, ବିଜୁ ଯୁବ ଜନତା ଦଳ, ବରଗଡ଼ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ସଭାପତି, ବିଜୁ ଯୁବ ଜନତା ଦଳ, ବରଗଡ଼
    1
    ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ସଭାପତି, ବିଜୁ ଯୁବ ଜନତା ଦଳ, ବରଗଡ଼
ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ସଭାପତି, ବିଜୁ ଯୁବ ଜନତା ଦଳ, ବରଗଡ଼
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.