Shuru
Apke Nagar Ki App…
ରାଷ୍ଟ୍ରପତି ଭବନରେ ଗୁଞ୍ଜିଲା କୋରାପୁଟିଆ ଢେମସା #kotpadbreakingnews
Kopad Breaking News
ରାଷ୍ଟ୍ରପତି ଭବନରେ ଗୁଞ୍ଜିଲା କୋରାପୁଟିଆ ଢେମସା #kotpadbreakingnews
More news from ଓଡ଼ିଶା and nearby areas
- ରାଷ୍ଟ୍ରପତି ଭବନରେ ଗୁଞ୍ଜିଲା କୋରାପୁଟିଆ ଢେମସା #kotpadbreakingnews1
- ସାହି ସାହିରେ ଗଣେଶ ପୂଜା, ଉତ୍ସବର ରଙ୍ଗରେ ରଙ୍ଗିଲା କୋଷାଗୁମୁଡ଼ା ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଶଙ୍କ ପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି କୋଷାଗୁମୁଡ଼ା। ସ୍ଥାନୀୟ ଅଞ୍ଚଳରେ ଧୁମଧାମରେ ପାଳିତ ହୋଇଛି ଗଣେଶ ପୂଜା। ପୂଜାକୁ ନେଇ ସାହି ସାହିରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିବା ବେଳେ ଭକ୍ତିମୟ ପରିବେଶରେ ମୁଖରିତ ହୋଇଛି ସମଗ୍ର ଅଞ୍ଚଳ। କୋଷାଗୁମୁଡ଼ାର ଘାଟୁଆଳି ଷ୍ଟ୍ରିଟ୍, ବ୍ୟାଙ୍କ ସାହି ସମେତ ବିଭିନ୍ନ ସାହି ଓ ଛକରେ ପୂଜା କମିଟି ପକ୍ଷରୁ ପ୍ରଭୁ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଛି। ଆକର୍ଷଣୀୟ ସାଜସଜ୍ଜା, ଆଲୋକମାଳା ଓ ସୁନ୍ଦର ପୂଜା ମଣ୍ଡପ ଭକ୍ତଙ୍କୁ ବେଶ୍ ଆକର୍ଷିତ କରିଛି। ବିଭିନ୍ନ ମଣ୍ଡପରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆୟୋଜିତ ହୋଇଥିବା ବେଳେ ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଛୋଟ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ଯୁବକ ଓ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ପୂଜାର ଆନନ୍ଦ ଉପଭୋଗ କରିଥିଲେ। ପ୍ରଭୁ ଗଣେଶଙ୍କ ଆଶୀର୍ବାଦରେ ଅଞ୍ଚଳରେ ସୁଖ, ଶାନ୍ତି ଓ ସମୃଦ୍ଧି ବଜାୟ ରହୁ—ଏହି କାମନା କରିଛନ୍ତି ସାହିବାସୀ। ଗଣେଶ ପୂଜାକୁ ନେଇ କୋଷାଗୁମୁଡ଼ାର ବିଭିନ୍ନ ଅଞ୍ଚଳ ଉତ୍ସବମୁଖର ହୋଇପଡ଼ିଛି।1
- ନୁଆଁଖାଇ ପରେ ନବରଙ୍ଗପୁର ଜିଲ୍ଲାର ଗାଁ ଗହଳିରେ ପାଳିତ ହୁଏ ଏହି ଗରଣ୍ଡୀ ଯାତ୍ରା1
- ଚିଟଫଣ୍ଡ ଠକେଇ ଅଭିଯୋଗରେ ଜୟପୁରରେ ଚର୍ଚ୍ଚା ! ପ୍ରଶାସନ ନିରବ କାହିଁକି? ଚିଟଫଣ୍ଡ ଠକେଇ ଅଭିଯୋଗରେ ଜୟପୁରରେ ଚର୍ଚ୍ଚା ! ପ୍ରଶାସନ ନିରବ କାହିଁକି?1
- କୋକସରା ବ୍ଲକ ଅଞ୍ଚଳ ରେ ଆଜି ନୁଆଖାଇ କୁ ନେଇ ବେଶ ଉତ୍ସାହିତ ଦେଖିବାକୁ ମିଳିଥିଲା! ପଶ୍ଚିମ ଓଡିଶା ର ଗଣ ପର୍ବ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ! ଓଡିଶା ର ଗଣ ପର୍ବ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ!1
- ଗ୍ରାମବାସୀ ଓ ପରିବାର ସହ ନୂଆଁଖାଇ ପାଳିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗ୍ରାମବାସୀ ଓ ପରିବାର ସହ ନୂଆଁଖାଇ ପାଳିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ1
- କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପଟ୍ଟାଙ୍ଗିରେ ଜାତୀୟ କଂଗ୍ରେସ ପ୍ରାର୍ଥୀ ବିଧାୟକ ଶ୍ରୀ ଯୁକ୍ତ ରାମ ଚନ୍ଦ୍ର କାଡାମ୍ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପଟ୍ଟାଙ୍ଗିରେ ଜାତୀୟ କଂଗ୍ରେସ ପ୍ରାର୍ଥୀ ବିଧାୟକ ଶ୍ରୀ ଯୁକ୍ତ ରାମ ଚନ୍ଦ୍ର କାଡାମ୍ ଙ୍କ ଡ଼ାକରା ଇବେ ପୁଣି ପାର୍ବତ ମାଳା ଉପରେ ଓ ଜଳ ଜଙ୍ଗଳ କୁ ନେଇ ସୁରଖିତ ନିଷ୍ପତ୍ତି ନେଲେ I1
- କୋଟପାଡ଼ : ଅନାମ ଦିଆନଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଦାୟିତ୍ୱ ମିଳିବା ପରେ କୋଟପାଡ଼ କଂଗ୍ରେସ ଶିବିରରେ ଖୁସିର ମାହୋଲ,କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ #kotpad #kotpadConstitution #Congress #anamdina #koraput #odisha #OdishaNews #kotpadbreakingnews1