ଭାରତୀୟ ରେଡ଼କ୍ରସ, ଓଡ଼ିଶା ରାଜ୍ୟ ଶାଖା ଓ ଗଜପତି ଜିଲ୍ଲା ଜୁନିଅର ରେଡ଼କ୍ରସର ମିଳିତ ଆନୁକୂଲ୍ୟରେ ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ତବାରସିଂଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି ତବାରସିଂ ବିଦ୍ୟାଳୟରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ । ଭାରତୀୟ ରେଡ଼କ୍ରସ, ଓଡ଼ିଶା ରାଜ୍ୟ ଶାଖା ଓ ଗଜପତି ଜିଲ୍ଲା ଜୁନିଅର ରେଡ଼କ୍ରସର ମିଳିତ ଆନୁକୂଲ୍ୟରେ ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ତବାରସିଂଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପୁରୁଷୋତ୍ତମ ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜୁନିଅର ରେଡ଼କ୍ରସ ପରାମର୍ଶଦାତା ଶ୍ରୀ ମୁକ୍ତିକାନ୍ତ ମଲ୍ଲିକ୍ ଛାତ୍ରଛାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସାର ଗୁରୁତ୍ୱ,ଆବଶ୍ୟକତା ଓ ଜରୁରୀ ସମୟରେ ଏହାର ପ୍ରୟୋଗ ସମ୍ପର୍କରେ ଏକ ସଚେତନତାମୂଳକ ଶ୍ରେଣୀ ଶିକ୍ଷାଦାନ କରିଥିଲେ। ଶ୍ରୀ ମଲ୍ଲିକ୍ ଶ୍ରେଣୀ ଶିକ୍ଷାଦାନ ମାଧ୍ୟମରେ ଆଘାତ ଓ ରକ୍ତସ୍ରାବ ସମୟରେ ପ୍ରାଥମିକ ସହାୟତା, ସାପ କାମୁଡ଼ିଲେ ତୁରନ୍ତ କଣ କରିବା ଓ କଣ ନକରିବା, ପୋଡ଼ାଜନିତ ଆଘାତ,ହାଡ଼ ଭାଙ୍ଗିବା,ଅଚେତ ହେବା, ଶ୍ୱାସକ୍ରିୟାରେ ସମସ୍ୟା ଏବଂ ବିଭିନ୍ନ ଜରୁରୀ ପରିସ୍ଥିତିରେ ଆହତଙ୍କୁ କିପରି ପ୍ରାଥମିକ ସହାୟତା ଯୋଗାଇ ଦିଆଯାଇପାରିବ,ସେ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ଏଥିସହ ଜରୁରୀ ସମୟରେ ଭୟଭୀତ ନହୋଇ ଶାନ୍ତ ଭାବରେ ପରିସ୍ଥିତିର ମୁକାବିଲା କରିବା,ଆହତ ବ୍ୟକ୍ତିଙ୍କୁ ଆବଶ୍ୟକ ପ୍ରାଥମିକ ସହାୟତା ଦେବା ଏବଂ ଗୁରୁତର ଅବସ୍ଥାରେ ତୁରନ୍ତ ଚିକିତ୍ସା ସହାୟତା ନେବା ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା। “ଅସମୟରେ ବନ୍ଧୁ ହିଁ ପ୍ରକୃତ ବନ୍ଧୁ” — ଏହି ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତାକୁ ଆଧାର କରି ଜରୁରୀ ସମୟରେ ଅନ୍ୟର ଜୀବନ ରକ୍ଷା ପାଇଁ ପ୍ରାଥମିକ ଚିକିତ୍ସା ଜ୍ଞାନର ଆବଶ୍ୟକତା ଉପରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା। ପ୍ରତ୍ୟେକ ଛାତ୍ରଛାତ୍ରୀ ପ୍ରାଥମିକ ଚିକିତ୍ସାର ମୌଳିକ ଜ୍ଞାନ ହାସଲ କରି ଆବଶ୍ୟକ ସମୟରେ ଅନ୍ୟର ସହାୟତାରେ ଆଗେଇ ଆସିବା ଉଚିତ ବୋଲି ଶ୍ରୀ ମଲ୍ଲିକ୍ କହିଥିଲେ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଯୋଗଦେଇ ପ୍ରାଥମିକ ଚିକିତ୍ସାର ବିଭିନ୍ନ କୌଶଳ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ। ଆର , ଉଦୟଗିରି ରୁ ମନୋଜ କୁମାର ପାଢୀଙ୍କ ରିପୋର୍ଟ ଖବର ତରଙ୍ଗ

- ଭାରତୀୟ ରେଡ଼କ୍ରସ, ଓଡ଼ିଶା ରାଜ୍ୟ ଶାଖା ଓ ଗଜପତି ଜିଲ୍ଲା ଜୁନିଅର ରେଡ଼କ୍ରସର ମିଳିତ ଆନୁକୂଲ୍ୟରେ ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ତବାରସିଂଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି ତବାରସିଂ ବିଦ୍ୟାଳୟରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ । ଭାରତୀୟ ରେଡ଼କ୍ରସ, ଓଡ଼ିଶା ରାଜ୍ୟ ଶାଖା ଓ ଗଜପତି ଜିଲ୍ଲା ଜୁନିଅର ରେଡ଼କ୍ରସର ମିଳିତ ଆନୁକୂଲ୍ୟରେ ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ତବାରସିଂଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପୁରୁଷୋତ୍ତମ ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜୁନିଅର ରେଡ଼କ୍ରସ ପରାମର୍ଶଦାତା ଶ୍ରୀ ମୁକ୍ତିକାନ୍ତ ମଲ୍ଲିକ୍ ଛାତ୍ରଛାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସାର ଗୁରୁତ୍ୱ,ଆବଶ୍ୟକତା ଓ ଜରୁରୀ ସମୟରେ ଏହାର ପ୍ରୟୋଗ ସମ୍ପର୍କରେ ଏକ ସଚେତନତାମୂଳକ ଶ୍ରେଣୀ ଶିକ୍ଷାଦାନ କରିଥିଲେ। ଶ୍ରୀ ମଲ୍ଲିକ୍ ଶ୍ରେଣୀ ଶିକ୍ଷାଦାନ ମାଧ୍ୟମରେ ଆଘାତ ଓ ରକ୍ତସ୍ରାବ ସମୟରେ ପ୍ରାଥମିକ ସହାୟତା, ସାପ କାମୁଡ଼ିଲେ ତୁରନ୍ତ କଣ କରିବା ଓ କଣ ନକରିବା, ପୋଡ଼ାଜନିତ ଆଘାତ,ହାଡ଼ ଭାଙ୍ଗିବା,ଅଚେତ ହେବା, ଶ୍ୱାସକ୍ରିୟାରେ ସମସ୍ୟା ଏବଂ ବିଭିନ୍ନ ଜରୁରୀ ପରିସ୍ଥିତିରେ ଆହତଙ୍କୁ କିପରି ପ୍ରାଥମିକ ସହାୟତା ଯୋଗାଇ ଦିଆଯାଇପାରିବ,ସେ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ଏଥିସହ ଜରୁରୀ ସମୟରେ ଭୟଭୀତ ନହୋଇ ଶାନ୍ତ ଭାବରେ ପରିସ୍ଥିତିର ମୁକାବିଲା କରିବା,ଆହତ ବ୍ୟକ୍ତିଙ୍କୁ ଆବଶ୍ୟକ ପ୍ରାଥମିକ ସହାୟତା ଦେବା ଏବଂ ଗୁରୁତର ଅବସ୍ଥାରେ ତୁରନ୍ତ ଚିକିତ୍ସା ସହାୟତା ନେବା ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା। “ଅସମୟରେ ବନ୍ଧୁ ହିଁ ପ୍ରକୃତ ବନ୍ଧୁ” — ଏହି ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତାକୁ ଆଧାର କରି ଜରୁରୀ ସମୟରେ ଅନ୍ୟର ଜୀବନ ରକ୍ଷା ପାଇଁ ପ୍ରାଥମିକ ଚିକିତ୍ସା ଜ୍ଞାନର ଆବଶ୍ୟକତା ଉପରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା। ପ୍ରତ୍ୟେକ ଛାତ୍ରଛାତ୍ରୀ ପ୍ରାଥମିକ ଚିକିତ୍ସାର ମୌଳିକ ଜ୍ଞାନ ହାସଲ କରି ଆବଶ୍ୟକ ସମୟରେ ଅନ୍ୟର ସହାୟତାରେ ଆଗେଇ ଆସିବା ଉଚିତ ବୋଲି ଶ୍ରୀ ମଲ୍ଲିକ୍ କହିଥିଲେ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଯୋଗଦେଇ ପ୍ରାଥମିକ ଚିକିତ୍ସାର ବିଭିନ୍ନ କୌଶଳ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ। ଆର , ଉଦୟଗିରି ରୁ ମନୋଜ କୁମାର ପାଢୀଙ୍କ ରିପୋର୍ଟ ଖବର ତରଙ୍ଗ1
- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଶ୍ରୀ ଶ୍ରୀ ଗଣେଶ ପୂଜା ଅବସରରେ ଏକ ସମ୍ବଲପୁରୀ ଡ଼ଙ୍ଗ ରେ ସଂକୀର୍ତ୍ତନ କରାଯାଉଛି1
- ପୁରୁଣା ଗଞ୍ଜେଇ ମାମଲା ରେ ଦୁଇ ଅଭିଯୁକ୍ତ କୁ କୋର୍ଟ ଚାଲାଣ କଲା ମୋହନା ପୋଲିସ ଗଜପତି ଜିଲ୍ଲା ମୋହନା ଥାନା ଅଂଚଳ ରେ ପୂର୍ବରୁ ରହିଥିବା ଦୁଇଟି ଗଞ୍ଜେଇ କେଶ ମାମଲା ରେ ଆଜି ମୋହନା ପୋଲିସ ଦୁଇ ଅଭିଯୁକ୍ତ ଙ୍କୁ ଧରି କୋର୍ଟ ଚାଲାଣ କରିଛି ଦୁଇ ଜଣ ହେଲେ ସିଙ୍ଗୁପୁର ଗ୍ରାମ ଓ ଗଜପତି ଜିଲ୍ଲା ସୁନ୍ଦରଡାଙ୍ଗ ର3
- ସୁରକ୍ଷାକୁ ନେଇ ପୋଲିସ ପ୍ରଶାସନ ଓ ବିଧାୟକଙ୍କୁ କରିଛନ୍ତି ପ୍ରଶ୍ନ କୁକୁଡ଼ାଖଣ୍ତି ଠାରେ ବୋମାମାଡ଼ ଘଟଣାରେ ଧଳାଜହର ଲିଙ୍କ୍,ସମାଧାନ କରିବାକୁ ପହଞ୍ଚିଲେ ବିଧାୟକ ସୁରକ୍ଷାକୁ ନେଇ ପୋଲିସ ପ୍ରଶାସନ ଓ ବିଧାୟକଙ୍କୁ କରିଛନ୍ତି ପ୍ରଶ୍ନ କୁକୁଡ଼ାଖଣ୍ତି ଠାରେ ବୋମାମାଡ଼ ଘଟଣାରେ ଧଳାଜହର ଲିଙ୍କ୍,ସମାଧାନ କରିବାକୁ ପହଞ୍ଚିଲେ ବିଧାୟକ1
- ପାଟି ଫିଟାଇ କଥା କହିପାରୁନଥିବା ଏ ମାଙ୍କଡ଼ ଗୁଡ଼ାକ ଏମିତି କାହିଁ କେତେ କଥା କହି ମଣିଷଙ୍କୁ ଅଭିଶାପ ଦେଉଥିବେ । କାରଣ ଖଣି ଖୋଳାଯାଏ ବିକାଶ ପାଇଁ । କିନ୍ତୁ ଏମାନଙ୍କର ବିନାଶ ହୋଇଯାଇଛି । aheartbreaking wildlife situation has emerged from the Tensa–Barsua Ghat area under the Koida mining circle in Odisha. A mother monkey carrying her young one is seen struggling for food and shelter after forests and hills were cleared for mining and development. Wildlife is reportedly being forced towards human settlements in search of food and habitat1
- my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha breaking news Mota Badi panchayat my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha4
- breaking news Mota Badi panchayat my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha breaking news Mota vadi panchayat4
- my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha1