Shuru
Apke Nagar Ki App…
ଚଢ଼େଇଭୋଳ ନିକଟରେ ବାଇକ୍ ଦୁର୍ଘଟଣା;ଚାଳକ ଆହତ;ରାସ୍ତାରେ ଯାଉଥିବା ଶିକ୍ଷୟତ୍ରୀ ଉଦ୍ଧାର କଲେ କରଞ୍ଜିଆ,୨୮/୩,(ପାର୍ଥ ପ୍ରଶନ୍ନ ମିଶ୍ର):ଆଜି ସକାଳୁ କରଞ୍ଜିଆ ବ୍ଲକ ଚଢ଼େଇଭୋଳ ନିକଟରେ ବାଇକ୍ ଦୁର୍ଘଟଣାରେ ଚାଳକ ଆହତ ହେଇଥିଲେ। ରାସ୍ତାରେ ଯାଉଥିବା ଶିକ୍ଷୟତ୍ରୀ ମାନେ ତାଙ୍କୁ ଉଦ୍ଧାର କରିବା ସହିତ ପରିବାରବର୍ଗ ଓ ସ୍ଥାନୀୟ ପୋଲିସକୁ ଖବର ଦେବାପରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Partha Prasanna Mishra
ଚଢ଼େଇଭୋଳ ନିକଟରେ ବାଇକ୍ ଦୁର୍ଘଟଣା;ଚାଳକ ଆହତ;ରାସ୍ତାରେ ଯାଉଥିବା ଶିକ୍ଷୟତ୍ରୀ ଉଦ୍ଧାର କଲେ କରଞ୍ଜିଆ,୨୮/୩,(ପାର୍ଥ ପ୍ରଶନ୍ନ ମିଶ୍ର):ଆଜି ସକାଳୁ କରଞ୍ଜିଆ ବ୍ଲକ ଚଢ଼େଇଭୋଳ ନିକଟରେ ବାଇକ୍ ଦୁର୍ଘଟଣାରେ ଚାଳକ ଆହତ ହେଇଥିଲେ। ରାସ୍ତାରେ ଯାଉଥିବା ଶିକ୍ଷୟତ୍ରୀ ମାନେ ତାଙ୍କୁ ଉଦ୍ଧାର କରିବା ସହିତ ପରିବାରବର୍ଗ ଓ ସ୍ଥାନୀୟ ପୋଲିସକୁ ଖବର ଦେବାପରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
More news from ଓଡ଼ିଶା and nearby areas
- Post by Khabar1
- କିଏ ସତ କହୁଛି, ଆଉ କିଏ ମିଛ ! ତଦନ୍ତ ପରେ ଜଣା ପଡ଼ିବ ସବୁ ସତ | ଭୁବନେଶ୍ବର, ଓଡ଼ିଶା #bhubaneswar #odisha1
- Post by AT News1
- କୋରେଇ ବ୍ଲକ ହେଙ୍ଗୁଳା ପୂଜାରେ କାଳ ବୈଶାଖୀର ତାଣ୍ଡବ1
- 04/04/2026 ଗଣ୍ଡିବେଡ଼, ଚକ୍ରଧରପୁର ଶ୍ରୀ ଗଣେଶ ଶିଶୁ ମନ୍ଦିର ରେ ପ୍ରବେଶ ଉତ୍ସବ ପାଳନ ହୋଉଯାଇଛି ବିଦ୍ୟାଳୟ ର ଗୁରୁଜୀ, ଗୁରୁମା, କମିଟି ସଭ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ ଗୁରଜୀ, ଗୁରୁମା ଛୋଟ ଛୋଟ ପିଲାମାନଙ୍କୁ ସୁନ୍ଦର ସୁନ୍ଦର ଗଳ୍ପ, ଖେଳ, ନାଚ ରେ ମଜିଯାଇଥିଲେ2
- Post by ଯାଜପୁର ଖବର ପ୍ରସାରିତ1
- Post by Rajib Behera1
- ଗ୍ରୀଷ୍ମ ର ତାତି ରେ ବର୍ଷାର ମଜା ନିଆରା, ଗ୍ରୀଷ୍ମ ତାତି ରୁ ଟିକେ ଆରାମ ପାଇଁ ପିଲାମାନେ କିପରି କାଳ ବୈଶାଖୀ ର ବର୍ଷା ର ମଜା ନେଉଛନ୍ତି1
- ଏଲ୍ ପି ଜି ରନ୍ଧନ ଗ୍ୟାସ ଓ ଅନ୍ୟାନ ପେଟ୍ରୋଲିୟମ ରନ୍ଧନ ଯୋଗାଣ ଏବଂ ବଣ୍ଟନ ସମ୍ପର୍କରେ ସମନ୍ଵୟ ବୈଠକ। ଦେବଗଡ଼ ତା୦୪.୦୪.୨୦୨୬ ଆଜି ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ରନ୍ଧନ ଗ୍ୟାସ ସିଲିଣ୍ଡର ଓ ଅନ୍ୟାନ ପେଟ୍ରୋଲିୟମ ରନ୍ଧନ ଯୋଗାଣ ଆବଶ୍ୟକତା ଉପରେ ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ଶ୍ରୀ ସାହୁ ଦେବଗଡ଼ ଜିଲ୍ଲାରେ ବର୍ତ୍ତମାନ ସୁଧା ଲୋକମାନେ ଗ୍ୟାସ୍ ସିଲିଣ୍ଡର୍ ଓ ପେଟ୍ରୋଲିୟମ ରନ୍ଧନ ଉପରେ ଗ୍ୟାସ୍ କଳା ବଜାର ରୋକିବା ପାଇଁ ଓ ଗ୍ୟାସ ଅଧିକ ବ୍ୟବହାର ନକରିବା ଉପରେ ସମୀକ୍ଷା କରିଥିଲେ।ସିଲିଣ୍ଡର ଠିକ୍ ଭାବରେ ବ୍ୟବହାର କରିବା ଓ ବିଭିନ୍ନ ହୋଟେଲ ରେଷ୍ଟୁରାଣ୍ଟ ମାଲିକ ମାନେ ଗ୍ୟାସ୍ ବ୍ୟବହାର କରୁଥିବା ରୋଷେଇ ଘର କୁ ଯାଞ୍ଚ କରିବା ଓ ଡାକ୍ତର ଖାନା ଶିକ୍ଷା ପ୍ରତିଷ୍ଠାନ, ଆହାର କେନ୍ଦ୍ର, ଜେଲ୍ ଖାନା ମାନଙ୍କରେ ଗ୍ୟାସ୍ ଯୋଗାଣ ଓ ବ୍ୟବହାରରେ ଯାଞ୍ଚ୍ କରିବା ଉପରେ ଆଲୋକପାତ କରିଥିଲେ।ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଧୀରଜ୍ ଚପରଦାର,ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର,ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରତି ପ୍ରଧାନ ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନି ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ପ୍ରଭାତ୍ କୁମାର ଓଝା,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ଓ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।1