logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଭଦ୍ରକ ଜିଲ୍ଲା ତିହିଡି ଅଧିନ ସିନ୍ଦୋଳ ପଞ୍ଚାୟତ ନୂଆସାହି ଗ୍ରାମରେ ଅଭାବନୀୟ ଘଟଣା l ଚାଷ ବିଲରେ ବିଦ୍ୟୁତ୍ ଝଟକା ଖାଇ ପ୍ରାଣ ହରାଇଲେ ମା' l ଦୁଇ ସନ୍ତାନ ହେଲେ ମାଆ ଛେଉଣ୍ଡ। ପିରହାଟ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ l ଶେଷରେ ନ୍ୟାୟ ପାଇବା ଆଶାରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ପରିବାରବର୍ଗ l

4 hrs ago
user_AT News
AT News
Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
4 hrs ago

ଭଦ୍ରକ ଜିଲ୍ଲା ତିହିଡି ଅଧିନ ସିନ୍ଦୋଳ ପଞ୍ଚାୟତ ନୂଆସାହି ଗ୍ରାମରେ ଅଭାବନୀୟ ଘଟଣା l ଚାଷ ବିଲରେ ବିଦ୍ୟୁତ୍ ଝଟକା ଖାଇ ପ୍ରାଣ ହରାଇଲେ ମା' l ଦୁଇ ସନ୍ତାନ ହେଲେ ମାଆ ଛେଉଣ୍ଡ। ପିରହାଟ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ l ଶେଷରେ ନ୍ୟାୟ ପାଇବା ଆଶାରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ପରିବାରବର୍ଗ l

More news from ଓଡ଼ିଶା and nearby areas
  • Post by AT News
    1
    Post by AT News
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    4 hrs ago
  • ଦୁନିଆରେ ଅନେକ ସହର ଅଛି, ଅନେକ ସୁନ୍ଦର ଜାଗା ଅଛି… କିନ୍ତୁ ମୋ ହୃଦୟର ସବୁଠୁ ନିକଟରେ ଅଛି ମୋ ଛୋଟ ଗାଁ… ସେଇ ଗାଁର ମାଟିର ବାସ୍ନା , ଗଛଗୁଡ଼ିକର ଛାୟା, ରେବ ନଦୀ କୁଳର ଶୀତଳ ପବନ ଆଉ ଲୋକମାନଙ୍କର ସ୍ନେହ… ଏ ସବୁ ମୋ ଜୀବନର ସବୁଠୁ ମୂଲ୍ୟବାନ ସ୍ମୃତି। ସେଇ ପ୍ରିୟ ଗାଁର ନାଁ… ବୋଡ଼କ। ଏହା ହେଉଛି ମୋ ହୃଦୟର ଗୀତ… ‘ମୋ ଗାଁ ବୋଡ଼କ’…”
    1
    ଦୁନିଆରେ ଅନେକ ସହର ଅଛି, ଅନେକ ସୁନ୍ଦର ଜାଗା ଅଛି…
କିନ୍ତୁ ମୋ ହୃଦୟର ସବୁଠୁ ନିକଟରେ ଅଛି ମୋ ଛୋଟ ଗାଁ…
ସେଇ ଗାଁର ମାଟିର ବାସ୍ନା , ଗଛଗୁଡ଼ିକର ଛାୟା, ରେବ ନଦୀ କୁଳର ଶୀତଳ ପବନ ଆଉ ଲୋକମାନଙ୍କର ସ୍ନେହ…
ଏ ସବୁ ମୋ ଜୀବନର ସବୁଠୁ ମୂଲ୍ୟବାନ ସ୍ମୃତି।
ସେଇ ପ୍ରିୟ ଗାଁର ନାଁ… ବୋଡ଼କ।
ଏହା ହେଉଛି ମୋ ହୃଦୟର ଗୀତ…
‘ମୋ ଗାଁ ବୋଡ଼କ’…”
    user_Paritran times
    Paritran times
    ତିହିଡ଼ି, ଭଦ୍ରକ, ଓଡ଼ିଶା•
    15 hrs ago
  • Post by ଯାଜପୁର ଖବର ପ୍ରସାରିତ
    1
    Post by ଯାଜପୁର ଖବର ପ୍ରସାରିତ
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    3 hrs ago
  • କୋରେଇ ବ୍ଲକ ହେଙ୍ଗୁଳା ପୂଜାରେ କାଳ ବୈଶାଖୀର ତାଣ୍ଡବ
    1
    କୋରେଇ ବ୍ଲକ ହେଙ୍ଗୁଳା ପୂଜାରେ କାଳ ବୈଶାଖୀର ତାଣ୍ଡବ
    user_ଯାଜପୁର ବୁଲେଟିନ
    ଯାଜପୁର ବୁଲେଟିନ
    Photographer କୋରାଇ, ଯାଜପୁର, ଓଡ଼ିଶା•
    9 hrs ago
  • ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟ କେଲୁଅ ନଦୀରେ ଗାଧୋଇବା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ସୂଚନା ମୁତାବକ କୁଆଖିଆ ଥାନା ଅନ୍ତର୍ଗତ ଢିଅ କୁରାନ୍ସ ଗ୍ରାମର ଆସିଫ ଖାଁ ଧର୍ମଶାଳା ଥାନା ନେଉଳ ପୁର ଗ୍ରାମକୁ ବିବାହ ଉତ୍ସବରେ ଆସିଥିଲା l ସେ ଓ ତାଙ୍କ ସାଙ୍ଗମାନେ ମିର୍ଜାପୁର ନିକଟ କେଲୁଅ ନଦୀରେ ଗାଧୋଇବା ପାଇଁ ଯାଇଥିଲେl ସେଠାରେ ଗାଧୋଇବା ସମୟରେ ତୁଠ ପଥରରେ ଗୋଡ଼ ଖସି ଯାଇଥିଲା...
    1
    ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟ କେଲୁଅ ନଦୀରେ ଗାଧୋଇବା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ସୂଚନା ମୁତାବକ କୁଆଖିଆ ଥାନା ଅନ୍ତର୍ଗତ ଢିଅ କୁରାନ୍ସ ଗ୍ରାମର ଆସିଫ ଖାଁ ଧର୍ମଶାଳା ଥାନା ନେଉଳ ପୁର ଗ୍ରାମକୁ ବିବାହ ଉତ୍ସବରେ ଆସିଥିଲା l ସେ ଓ ତାଙ୍କ ସାଙ୍ଗମାନେ ମିର୍ଜାପୁର ନିକଟ କେଲୁଅ ନଦୀରେ ଗାଧୋଇବା ପାଇଁ ଯାଇଥିଲେl ସେଠାରେ ଗାଧୋଇବା ସମୟରେ ତୁଠ ପଥରରେ ଗୋଡ଼ ଖସି ଯାଇଥିଲା...
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    22 hrs ago
  • ଗ୍ରୀଷ୍ମ ର ତାତି ରେ ବର୍ଷାର ମଜା ନିଆରା, ଗ୍ରୀଷ୍ମ ତାତି ରୁ ଟିକେ ଆରାମ ପାଇଁ ପିଲାମାନେ କିପରି କାଳ ବୈଶାଖୀ ର ବର୍ଷା ର ମଜା ନେଉଛନ୍ତି
    1
    ଗ୍ରୀଷ୍ମ ର ତାତି ରେ ବର୍ଷାର ମଜା ନିଆରା, ଗ୍ରୀଷ୍ମ ତାତି ରୁ ଟିକେ ଆରାମ ପାଇଁ ପିଲାମାନେ କିପରି କାଳ ବୈଶାଖୀ ର ବର୍ଷା ର ମଜା ନେଉଛନ୍ତି
    user_RAKESH KUMAR MOHANTY
    RAKESH KUMAR MOHANTY
    Teacher ଖଇରା, ବାଲେଶ୍ୱର, ଓଡ଼ିଶା•
    5 hrs ago
  • 📌 ୧୫ ଏପ୍ରିଲ୍ ପର୍ଯ୍ୟନ୍ତ ସ୍ୱୟଂ ଜନଗଣନା – ବାଲେଶ୍ୱରବାସୀଙ୍କୁ ଅନଲାଇନ୍ ତଥ୍ୟ ଦେବାକୁ ଆହ୍ୱାନ। 📌 ବାଲେଶ୍ୱର ଜିଲ୍ଲାପାଳଙ୍କ ଆହ୍ୱାନ – ସ୍ୱୟଂ ଗଣନା ପୋର୍ଟାଲରେ ଦିଅନ୍ତୁ ସଠିକ ତଥ୍ୟ।
    1
    📌 ୧୫ ଏପ୍ରିଲ୍ ପର୍ଯ୍ୟନ୍ତ ସ୍ୱୟଂ ଜନଗଣନା – ବାଲେଶ୍ୱରବାସୀଙ୍କୁ ଅନଲାଇନ୍ ତଥ୍ୟ ଦେବାକୁ ଆହ୍ୱାନ।
📌 ବାଲେଶ୍ୱର ଜିଲ୍ଲାପାଳଙ୍କ ଆହ୍ୱାନ – ସ୍ୱୟଂ ଗଣନା ପୋର୍ଟାଲରେ ଦିଅନ୍ତୁ ସଠିକ ତଥ୍ୟ।
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    9 hrs ago
  • କର୍ମୀଙ୍କ ପ୍ରତି ଅନ୍ୟାୟ କୁ ପ୍ରତିବାଦ କରି ଏସପି ଙ୍କୁ ଭେଟିଲେ ମହାକାଳପଡ଼ା ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ
    1
    କର୍ମୀଙ୍କ ପ୍ରତି ଅନ୍ୟାୟ କୁ ପ୍ରତିବାଦ କରି ଏସପି ଙ୍କୁ ଭେଟିଲେ ମହାକାଳପଡ଼ା ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ
    user_Alekh Nayak ,I am a professional journalist, my job is to collect news and deliver it to people
    Alekh Nayak ,I am a professional journalist, my job is to collect news and deliver it to people
    ସାମ୍ବାଦିକ କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    10 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.