logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଶ୍ରମ କୋର୍ଡ ପ୍ରତ୍ୟାହର ପ୍ରତିବାଦରେ ବିକ୍ଷୋଭ। ପୁରୀ, ମୋଦୀ ସରକାର ଙ୍କ କର୍ପୋରେଟ ପ୍ରୀତି ମାଲିକ ସପକ୍ଷରେ ଶ୍ରମ୍ କୋର୍ଡ ଆଣି ଶ୍ରମିକ ର ଅଧୀକାର ଅପହରଣ କଲେ।ଶ୍ରମିକ କର୍ମଚାରୀ ଦରମା ଇପିଏଫ ଇଏସଆଇ ଗ୍ରାଚୁଇଟ ମାଗିଲେ ଛଟେଇ ଧମକ।ଆନ୍ଦୋଳନ ପ୍ରତିବାଦ କଲେ ମିଥ୍ୟା ମାମଲା ରେ ପୋଲିସ ଲଗାଇ ବାନ୍ଧିଛନ୍ତି। ଯାହା ଦିଲ୍ଲୀ ହରିୟାଣା ସମେତ ବିଭିନ୍ନ ସ୍ଥାନରେ ଶ୍ରମିମାନଙ୍କୁ ଗିରଦାରୀକୁ ନିନ୍ଦା କରିଛି ସିଆଇଟିୟୁ। ଆଜି ପୁରୀ ଜିଲ୍ଲା କମିଟ୍ ପକ୍ଷରୁ ଜିଲ୍ଲା ପାଳ ଅଫିସ ରେ ବିକ୍ଷୋଭ ପ୍ରତିବାଦ କରି କୁହାଯାଇଛି ଯେ ଠିକା ପ୍ରଥା ଶ୍ରମିକ ମାନଂକୁ କାମରେ ଲଗାଇ ଶ୍ରମ ଶୋଷଣ କରୁଛି ବିଜେପି ସରକାର। ଏବେ ଆଠ ଘଣ୍ଟା ରୁ ୧୨ଘଣ୍ଟା ଶ୍ରମ ଦିବସ ପାଇଁ ସରକାର୍ ଘୋଷଣା କଲେ।ଦରମା ବଢ଼ିଲା ନାହିଁ। ଶ୍ରମ କୋର୍ଡ ରେ ଇପିଏଫ ଇଏସଆଇ ଶ୍ରମିକ ପାଇଁ ଇଚ୍ଛାଧୀନ ହେଲା। ଫଳରେ ସାମଜିକ ନିରାପତ୍ତା ପାଇବେ ନାହିଁ ଶ୍ରମିକ। ଶ୍ରମ ଅଫିସ ତା ପାଇଁ କେବଳ ବୁଝାମଣା ଅଫିସ ଭାବେ କାର୍ଯ କରିବ।ଆଇନ ଗତ ଭାବେ ମାଲିକ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଏଣୁ ୮ଘଣ୍ଟିଆ ଶ୍ରମ ଦିବସ, ମାସିକ ମଜୁରୀ ୨୬୦୦୦ଟଙ୍କା, ଖାଲି ଥିବା ପଦବୀ ରେ ସ୍ଥାୟୀ ନିଯୁକ୍ତି, ସମାନ କାମକୁ ସମାନ ଦରମା, ଆଉଟ୍ ସୋର୍ସିଂ ପ୍ରଥା ଉଛେଦ, ଶ୍ରମ କୋର୍ଡ ପ୍ରତ୍ୟାହର, ଅଟୋ ଚାଳକ ପାଇଁ କଲ୍ୟାଣ ବୋର୍ଡ, ଚାଳକ ମାନଙ୍କ ଉପରେ ବେଆଇନ୍ ଜୋରିମାନା ବନ୍ଦ, ଦିଲ୍ଲୀ ହରିୟାଣା ରେ ଗିରଫ ଶ୍ରମିକ କର୍ମଚାରୀ ଙ୍କୁ ଖଲାସ ସହ ମିଥ୍ୟା ମକଦ୍ଦମା ପ୍ରତ୍ୟାହର, ପ୍ରବାସୀ ଶ୍ରମିକ ମାନଂକୁ ଏଲପିଜି ସିଲିଣ୍ଡର ଯୋଗାଇବା ପାଇଁ ଦାବୀ ପତ୍ର ଜିଲ୍ଲା ପାଳ ଙ୍କ ମାଧ୍ୟମରେ ମୁଖ୍ୟ ମନ୍ତ୍ରୀ ଙ୍କୁ ଦିଆଯାଇଛି।ଏଥିରେ ସିଆଇଟିୟୁ ପୂରୀ ଜିଲ୍ଲା ସମ୍ପାଦକ ଶରତ କୁମାର ରାୟଗୁରୁ,ଜଗନ୍ନାଥ ଦେଓ, ଟୁନା ନାୟକ, ସୁନୀଲ ମହାରଣା, ଟୁନା ବାରିକ, ଦାଶରଥି ସାହୁ, ରଶ୍ମୀତା ଗୋଛିକାର, ପୂର୍ଣ୍ଣ ମୁଦୁଲି, ବାହନ ପରିଡା, ଅନୀଲ ସୁବୁଦ୍ଧି, ସୁଜାତା ବିଶ୍ୱାସ ପ୍ରମୂଖ ଡବଲ ଇଞ୍ଜିନ ସରକାର ଙ୍କ ଜନ ବିରୋଧୀ ଓ ଶ୍ରମିକ ବିରୋଧୀ ଆଇନ କୁ ସମାଲୋଚନା କରିଥଲେ।

19 hrs ago
user_Manoj kumar baliyarsingh
Manoj kumar baliyarsingh
ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
19 hrs ago

ଶ୍ରମ କୋର୍ଡ ପ୍ରତ୍ୟାହର ପ୍ରତିବାଦରେ ବିକ୍ଷୋଭ। ପୁରୀ, ମୋଦୀ ସରକାର ଙ୍କ କର୍ପୋରେଟ ପ୍ରୀତି ମାଲିକ ସପକ୍ଷରେ ଶ୍ରମ୍ କୋର୍ଡ ଆଣି ଶ୍ରମିକ ର ଅଧୀକାର ଅପହରଣ କଲେ।ଶ୍ରମିକ କର୍ମଚାରୀ ଦରମା ଇପିଏଫ ଇଏସଆଇ ଗ୍ରାଚୁଇଟ ମାଗିଲେ ଛଟେଇ ଧମକ।ଆନ୍ଦୋଳନ ପ୍ରତିବାଦ କଲେ ମିଥ୍ୟା ମାମଲା ରେ ପୋଲିସ ଲଗାଇ ବାନ୍ଧିଛନ୍ତି। ଯାହା ଦିଲ୍ଲୀ ହରିୟାଣା ସମେତ ବିଭିନ୍ନ ସ୍ଥାନରେ ଶ୍ରମିମାନଙ୍କୁ ଗିରଦାରୀକୁ ନିନ୍ଦା କରିଛି ସିଆଇଟିୟୁ। ଆଜି ପୁରୀ ଜିଲ୍ଲା କମିଟ୍ ପକ୍ଷରୁ ଜିଲ୍ଲା ପାଳ ଅଫିସ ରେ ବିକ୍ଷୋଭ

ପ୍ରତିବାଦ କରି କୁହାଯାଇଛି ଯେ ଠିକା ପ୍ରଥା ଶ୍ରମିକ ମାନଂକୁ କାମରେ ଲଗାଇ ଶ୍ରମ ଶୋଷଣ କରୁଛି ବିଜେପି ସରକାର। ଏବେ ଆଠ ଘଣ୍ଟା ରୁ ୧୨ଘଣ୍ଟା ଶ୍ରମ ଦିବସ ପାଇଁ ସରକାର୍ ଘୋଷଣା କଲେ।ଦରମା ବଢ଼ିଲା ନାହିଁ। ଶ୍ରମ କୋର୍ଡ ରେ ଇପିଏଫ ଇଏସଆଇ ଶ୍ରମିକ ପାଇଁ ଇଚ୍ଛାଧୀନ ହେଲା। ଫଳରେ ସାମଜିକ ନିରାପତ୍ତା ପାଇବେ ନାହିଁ ଶ୍ରମିକ। ଶ୍ରମ ଅଫିସ ତା ପାଇଁ କେବଳ ବୁଝାମଣା ଅଫିସ ଭାବେ କାର୍ଯ କରିବ।ଆଇନ ଗତ ଭାବେ ମାଲିକ

ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଏଣୁ ୮ଘଣ୍ଟିଆ ଶ୍ରମ ଦିବସ, ମାସିକ ମଜୁରୀ ୨୬୦୦୦ଟଙ୍କା, ଖାଲି ଥିବା ପଦବୀ ରେ ସ୍ଥାୟୀ ନିଯୁକ୍ତି, ସମାନ କାମକୁ ସମାନ ଦରମା, ଆଉଟ୍ ସୋର୍ସିଂ ପ୍ରଥା ଉଛେଦ, ଶ୍ରମ କୋର୍ଡ ପ୍ରତ୍ୟାହର, ଅଟୋ ଚାଳକ ପାଇଁ କଲ୍ୟାଣ ବୋର୍ଡ, ଚାଳକ ମାନଙ୍କ ଉପରେ ବେଆଇନ୍ ଜୋରିମାନା ବନ୍ଦ, ଦିଲ୍ଲୀ ହରିୟାଣା ରେ ଗିରଫ ଶ୍ରମିକ କର୍ମଚାରୀ ଙ୍କୁ ଖଲାସ ସହ ମିଥ୍ୟା ମକଦ୍ଦମା ପ୍ରତ୍ୟାହର, ପ୍ରବାସୀ ଶ୍ରମିକ ମାନଂକୁ

ଏଲପିଜି ସିଲିଣ୍ଡର ଯୋଗାଇବା ପାଇଁ ଦାବୀ ପତ୍ର ଜିଲ୍ଲା ପାଳ ଙ୍କ ମାଧ୍ୟମରେ ମୁଖ୍ୟ ମନ୍ତ୍ରୀ ଙ୍କୁ ଦିଆଯାଇଛି।ଏଥିରେ ସିଆଇଟିୟୁ ପୂରୀ ଜିଲ୍ଲା ସମ୍ପାଦକ ଶରତ କୁମାର ରାୟଗୁରୁ,ଜଗନ୍ନାଥ ଦେଓ, ଟୁନା ନାୟକ, ସୁନୀଲ ମହାରଣା, ଟୁନା ବାରିକ, ଦାଶରଥି ସାହୁ, ରଶ୍ମୀତା ଗୋଛିକାର, ପୂର୍ଣ୍ଣ ମୁଦୁଲି, ବାହନ ପରିଡା, ଅନୀଲ ସୁବୁଦ୍ଧି, ସୁଜାତା ବିଶ୍ୱାସ ପ୍ରମୂଖ ଡବଲ ଇଞ୍ଜିନ ସରକାର ଙ୍କ ଜନ ବିରୋଧୀ ଓ ଶ୍ରମିକ ବିରୋଧୀ ଆଇନ କୁ ସମାଲୋଚନା କରିଥଲେ।

More news from ଓଡ଼ିଶା and nearby areas
  • Post by ଦେବ ବେହେରା
    1
    Post by ଦେବ ବେହେରା
    user_ଦେବ ବେହେରା
    ଦେବ ବେହେରା
    ସତ୍ୟବାଦୀ, ପୁରୀ, ଓଡ଼ିଶା•
    4 hrs ago
  • Post by ମନୋଜ କୁମାର ପୁଣ୍ଟିଆ
    1
    Post by ମନୋଜ କୁମାର ପୁଣ୍ଟିଆ
    user_ମନୋଜ କୁମାର ପୁଣ୍ଟିଆ
    ମନୋଜ କୁମାର ପୁଣ୍ଟିଆ
    ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା•
    9 hrs ago
  • Post by Brajakishore Parhi
    1
    Post by Brajakishore Parhi
    user_Brajakishore Parhi
    Brajakishore Parhi
    ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା•
    22 hrs ago
  • କଟକ ସି ଡି ଏ ଅଞ୍ଚଳରେ ଆଜି ପୁନର୍ବାର କଟକ ମହାନଗର ନିଗମ ପକ୍ଷରୁ ଜବର ଦଖଲ ଉଚ୍ଛେଦ କରାଯାଇଛି।
    1
    କଟକ ସି ଡି ଏ ଅଞ୍ଚଳରେ ଆଜି ପୁନର୍ବାର କଟକ ମହାନଗର ନିଗମ ପକ୍ଷରୁ ଜବର ଦଖଲ ଉଚ୍ଛେଦ କରାଯାଇଛି।
    user_SOUMYA RANJAN
    SOUMYA RANJAN
    Extended stay hotel Balianta, Khordha•
    1 hr ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    18 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    20 hrs ago
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel Balianta, Khordha•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.