logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଭାରତମାତା କି ଜୟ ସ୍ଲୋଗାନକୁ ନେଇ କୋର୍ଟ ପରିସର ପାଲଟିଥିଲା ରଣକ୍ଷେତ୍ର। ଭାରତମାତା କି ଜୟ ସ୍ଲୋଗାନକୁ ନେଇ କୋର୍ଟ ପରିସର ପାଲଟିଥିଲା ରଣକ୍ଷେତ୍ର। ଜଗତସିଂହପୁର ଓକିଲ ସଂଘ ନିର୍ବାଚନ ଫଳାଫଳ ବାହାରିବା ପର ର ଦୃଶ୍ୟ। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିଲେ ହାତାହାତି I ଗୋଟିଏ ଗୋଷ୍ଠୀର କିଛି ଯୁବକ ଭାରତମାତା କି ଜୟ ସ୍ଲୋଗାନ ଦେଇଥିଲେ । ଅନ୍ୟ ଗୋଷ୍ଠୀ ଏହାକୁ ମନା କରିଥିଲେ | ଶେଷରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ହୋଇଥିଲେ | ଯାହା ସମଗ୍ର ଜଗତସିଂହପୁର ଅଂଚଳରେ ଚର୍ଚ୍ଚାର ଖୋରାକ ଯୋଗାଇଛି ।

17 hrs ago
user_Amrit Prasad Das
Amrit Prasad Das
Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
17 hrs ago

ଭାରତମାତା କି ଜୟ ସ୍ଲୋଗାନକୁ ନେଇ କୋର୍ଟ ପରିସର ପାଲଟିଥିଲା ରଣକ୍ଷେତ୍ର। ଭାରତମାତା କି ଜୟ ସ୍ଲୋଗାନକୁ ନେଇ କୋର୍ଟ ପରିସର ପାଲଟିଥିଲା ରଣକ୍ଷେତ୍ର। ଜଗତସିଂହପୁର ଓକିଲ ସଂଘ ନିର୍ବାଚନ ଫଳାଫଳ ବାହାରିବା ପର ର ଦୃଶ୍ୟ। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିଲେ ହାତାହାତି I ଗୋଟିଏ ଗୋଷ୍ଠୀର କିଛି ଯୁବକ ଭାରତମାତା କି ଜୟ ସ୍ଲୋଗାନ ଦେଇଥିଲେ । ଅନ୍ୟ ଗୋଷ୍ଠୀ ଏହାକୁ ମନା କରିଥିଲେ | ଶେଷରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ହୋଇଥିଲେ | ଯାହା ସମଗ୍ର ଜଗତସିଂହପୁର ଅଂଚଳରେ ଚର୍ଚ୍ଚାର ଖୋରାକ ଯୋଗାଇଛି ।

More news from ଓଡ଼ିଶା and nearby areas
  • ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଜାରକା ବାସଭବନରେ ଦୁର୍ବୃତ୍ତଙ୍କ ଆକ୍ରମଣ। କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଆତଙ୍କ ସୃଷ୍ଟି କରିଛନ୍ତି। ଅସାମାଜିକ ଯୁବକଙ୍କ ଗୁଣ୍ଡାଗିରି। ଯାଜପୁର ଜିଲ୍ଲା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ବାସଭବନରେ ରାତିରେ କିଛି ଦୁର୍ବୃତ୍ତ ପଶି କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଆତଙ୍କ ସୃଷ୍ଟି କରିଛନ୍ତି । ଏକ ବୋଲେରୋରେ ୨ ରୁ ୩ ଜଣ ଅସାମାଜିକ ଯୁବକ ଆସି ଜାରକାଠାରେ ଥ‌ିବା ତାଙ୍କ ବାସଭବନରେ ବଳପୂର୍ବକ ପ୍ରବେଶ କରିଥିଲେ। ଗୁଣ୍ଡାଗିରି କରୁଥିବା ଏ ଲୋକମାନେ କିଏ ? ଏମାନଙ୍କ ପଛରେ କିଏ ଅଛି ?
    1
    ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଜାରକା ବାସଭବନରେ ଦୁର୍ବୃତ୍ତଙ୍କ ଆକ୍ରମଣ। କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଆତଙ୍କ ସୃଷ୍ଟି କରିଛନ୍ତି। ଅସାମାଜିକ ଯୁବକଙ୍କ ଗୁଣ୍ଡାଗିରି। ଯାଜପୁର ଜିଲ୍ଲା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ବାସଭବନରେ ରାତିରେ କିଛି ଦୁର୍ବୃତ୍ତ ପଶି କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଆତଙ୍କ ସୃଷ୍ଟି କରିଛନ୍ତି । ଏକ ବୋଲେରୋରେ ୨ ରୁ ୩ ଜଣ ଅସାମାଜିକ ଯୁବକ ଆସି ଜାରକାଠାରେ ଥ‌ିବା ତାଙ୍କ ବାସଭବନରେ ବଳପୂର୍ବକ ପ୍ରବେଶ କରିଥିଲେ। ଗୁଣ୍ଡାଗିରି କରୁଥିବା ଏ ଲୋକମାନେ କିଏ ? ଏମାନଙ୍କ ପଛରେ କିଏ ଅଛି ?
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    9 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • NAKHARA NH 33 TRAFFIC 🚦JAM
    1
    NAKHARA NH 33 TRAFFIC 🚦JAM
    user_DIBYA PATTANAIK REAL ESTATE BUSINESSES
    DIBYA PATTANAIK REAL ESTATE BUSINESSES
    ମଞ୍ଚେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    9 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    14 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    3 hrs ago
  • Post by Dipak Kumar Nayak
    1
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    7 hrs ago
  • ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଜମୁନା କୋଟ ନିକଟ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସୁଚନା ମୁତାବକ ବାରୁଆଁ ବି ଗ୍ରାମର ଯୁବକ ଭାବଗ୍ରାହୀ ଖୁଣ୍ଟିଆ ଜମୁନାକୋଟ ନିକଟରେ ଚାଲିଚାଲି ଯାଉଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ଭାବଗ୍ରାହୀ ଗୁରୁତର ହୋଇ ପଡିଥିଲେ । ତାଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ହେଲେ ଅଧିକ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ ।
    1
    ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଜମୁନା କୋଟ ନିକଟ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସୁଚନା ମୁତାବକ ବାରୁଆଁ ବି ଗ୍ରାମର ଯୁବକ ଭାବଗ୍ରାହୀ ଖୁଣ୍ଟିଆ ଜମୁନାକୋଟ ନିକଟରେ ଚାଲିଚାଲି ଯାଉଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ଭାବଗ୍ରାହୀ ଗୁରୁତର ହୋଇ ପଡିଥିଲେ । ତାଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ହେଲେ ଅଧିକ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    7 hrs ago
  • ଭାରତମାତା କି ଜୟ ସ୍ଲୋଗାନକୁ ନେଇ କୋର୍ଟ ପରିସର ପାଲଟିଥିଲା ରଣକ୍ଷେତ୍ର। ଜଗତସିଂହପୁର ଓକିଲ ସଂଘ ନିର୍ବାଚନ ଫଳାଫଳ ବାହାରିବା ପର ର ଦୃଶ୍ୟ। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିଲେ ହାତାହାତି I ଗୋଟିଏ ଗୋଷ୍ଠୀର କିଛି ଯୁବକ ଭାରତମାତା କି ଜୟ ସ୍ଲୋଗାନ ଦେଇଥିଲେ । ଅନ୍ୟ ଗୋଷ୍ଠୀ ଏହାକୁ ମନା କରିଥିଲେ | ଶେଷରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ହୋଇଥିଲେ | ଯାହା ସମଗ୍ର ଜଗତସିଂହପୁର ଅଂଚଳରେ ଚର୍ଚ୍ଚାର ଖୋରାକ ଯୋଗାଇଛି ।
    1
    ଭାରତମାତା କି ଜୟ ସ୍ଲୋଗାନକୁ ନେଇ କୋର୍ଟ ପରିସର ପାଲଟିଥିଲା ରଣକ୍ଷେତ୍ର। ଜଗତସିଂହପୁର ଓକିଲ ସଂଘ ନିର୍ବାଚନ ଫଳାଫଳ ବାହାରିବା ପର ର ଦୃଶ୍ୟ। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିଲେ ହାତାହାତି I ଗୋଟିଏ ଗୋଷ୍ଠୀର କିଛି ଯୁବକ ଭାରତମାତା କି ଜୟ ସ୍ଲୋଗାନ ଦେଇଥିଲେ । ଅନ୍ୟ ଗୋଷ୍ଠୀ ଏହାକୁ ମନା କରିଥିଲେ | ଶେଷରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ହୋଇଥିଲେ | ଯାହା ସମଗ୍ର ଜଗତସିଂହପୁର ଅଂଚଳରେ ଚର୍ଚ୍ଚାର ଖୋରାକ ଯୋଗାଇଛି ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    17 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.