Shuru
Apke Nagar Ki App…
ବ୍ରହ୍ମପୁରରେ ଅସୁରକ୍ଷିତ ଆଇନଜିବୀ। ଆଇନଜୀବୀଙ୍କ ଘର ଉପରକୁ ବୋମାମାଡ଼ କଲେ ଦୃବୁର୍ତ୍ତ ଆଇନଜୀବୀଙ୍କ ଘର ଉପରକୁ ବୋମାମାଡ଼। ଆଇନଜୀବୀ ମହେଶ ତ୍ରିପାଠୀ (ଜାକି)ଙ୍କ ଘର ଉପରକୁ ବୋମା ମାଡ଼ କରିବା ସହ ଖଣ୍ଡା ଧରି ଆତଙ୍କ ଖେଳାଇଲେ ଦୃବୁର୍ତ୍ତ। ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସିସିଟିଭି ଫୁଟେଜକୁ ଆଧାର କରି ବଡ଼ ବଜାର ଥାନା ପୁଲିସ ତଦନ୍ତ ଜାରି ରଖିଛି । ବର୍ତ୍ତମାନ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।
Amrit Prasad Das

More news from ଓଡ଼ିଶା and nearby areas
- କଟକ ଗଣ୍ଡରପୁରରେ ରୋଡ଼ ଜାମ୍। ଜଗତପୁର ଆଡୁ ଆସୁଥିବା ଅନେକ ଗାଡ଼ି ଘଣ୍ଟା ଘଣ୍ଟା ଧରି ଫସି ରହିଥିବା ଦେଖିବାକୁ ମିଳିଛି। ଗଣ୍ଡରପୁର ରାସ୍ତାରେ ଏକ କଣ୍ଟେନର ଟ୍ରକ ଟି ଖରାପ ହୋଇଯିବା କାରଣରୁ ରୋଡ଼ ଜାମ୍ ହୋଇଥିବା ଦେଖିବାକୁ ମିଳିଛି।1
- ଘଟଣା ବାବଦ ରେ କଣ ଏତେ ଜୋର୍ ରେ ଶବ୍ଦ ହେଲା ବୋଲି ଲୋକେ ଶବ୍ଦ ଉପୁଜିଥିବା ସ୍ଥାନ କୁ ଆସିଲାବେଳକୁ ପୋଲିସ ଏଠାରେ ବେଆଇନ୍ ଜବତ ବାଣ କୁ ନଷ୍ଟ କରାଯାଉଛି ବୋଲି ସ୍ଥାନିୟ ଲୋକ ଙ୍କୁ ପ୍ରତିକ୍ରିୟା ଦେବାପରେ ସ୍ଥାନୀୟ ଅଞ୍ଚଳ ଲୋକ ଙ୍କ ମଧ୍ୟ ରେ ଏ ଘଟଣା କୁ ନେଇ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏ ଭଳି କାର୍ଯ୍ୟ ଏଠାରେ ଜନବସତି ଅଞ୍ଚଳରେ କରିବା ଠିକ୍ ନୁହଁ ବୋଲି ସ୍ଥାନୀୟ ଲୋକ ଖୋଭ ପ୍ରକାଶ କରିଥିଲେ । ଶବ୍ଦ ର ତୀବ୍ରତା ଏତେ ଜୋର୍ ଥିଲା ଯେ ଶବ୍ଦ ହେବା ସ୍ଥାନ ଠାରୁ ୧୦ କିଲୋମିଟର ପର୍ଯ୍ୟନ୍ତ ଶବ୍ଦ ଶୁଣାଯିବା ସହ କିଛି ଲୋକ ଙ୍କ ଘର ର କାଚ ଝରକା ଭାଙ୍ଗି ଯାଇଛି ବୋଲି ଲୋକ ପ୍ରତିକ୍ରିୟା ଦେଇଛନ୍ତି । Byt - ସ୍ଥାନୀୟ ବାସିନ୍ଦା3
- Post by NEWS MANORANJAN1
- Post by Gagan Bhoi1
- Post by Darbar Tv1
- Post by Thabira Majhi1
- Post by Dhenkanal News1
- କଟକରେ ଭୟଙ୍କର ବିସ୍ଫୋରଣ, ଭୟଭୀତ ଲୋକେ। ଖାନନଗରରୁ ବାଦାମବାଡ଼ି ପର୍ଯ୍ୟନ୍ତ ଶୁଭିଲା ପ୍ରଚଣ୍ଡ ଶବ୍ଦ। କଟକ ଗୋପାଳପୁର ନଦୀପଠାରେ ବିସ୍ଫୋରଣ। ସୂଚନା ଥାଉକି କଟକ ସଦର ପୋଲିସ ଦ୍ୱାରା ଜବତ ବାଣ ନିଷ୍କ୍ରିୟ ବେଳେ ହୋଇଥିଲା ବିସ୍ଫୋରଣ।1