logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କଟକରେ ଭୟଙ୍କର ବିସ୍ଫୋରଣ, ଭୟଭୀତ ଲୋକେ। ଗୋପାଳପୁର ନଦୀପଠାରେ ବିସ୍ଫୋରଣ। କଟକରେ ଭୟଙ୍କର ବିସ୍ଫୋରଣ, ଭୟଭୀତ ଲୋକେ। ଖାନନଗରରୁ ବାଦାମବାଡ଼ି ପର୍ଯ୍ୟନ୍ତ ଶୁଭିଲା ପ୍ରଚଣ୍ଡ ଶବ୍ଦ। କଟକ ଗୋପାଳପୁର ନଦୀପଠାରେ ବିସ୍ଫୋରଣ। ସୂଚନା ଥାଉକି କଟକ ସଦର ପୋଲିସ ଦ୍ୱାରା ଜବତ ବାଣ ନିଷ୍କ୍ରିୟ ବେଳେ ହୋଇଥିଲା ବିସ୍ଫୋରଣ।

1 day ago
user_Amrit Prasad Das
Amrit Prasad Das
Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
1 day ago

କଟକରେ ଭୟଙ୍କର ବିସ୍ଫୋରଣ, ଭୟଭୀତ ଲୋକେ। ଗୋପାଳପୁର ନଦୀପଠାରେ ବିସ୍ଫୋରଣ। କଟକରେ ଭୟଙ୍କର ବିସ୍ଫୋରଣ, ଭୟଭୀତ ଲୋକେ। ଖାନନଗରରୁ ବାଦାମବାଡ଼ି ପର୍ଯ୍ୟନ୍ତ ଶୁଭିଲା ପ୍ରଚଣ୍ଡ ଶବ୍ଦ। କଟକ ଗୋପାଳପୁର ନଦୀପଠାରେ ବିସ୍ଫୋରଣ। ସୂଚନା ଥାଉକି କଟକ ସଦର ପୋଲିସ ଦ୍ୱାରା ଜବତ ବାଣ ନିଷ୍କ୍ରିୟ ବେଳେ ହୋଇଥିଲା ବିସ୍ଫୋରଣ।

More news from ଓଡ଼ିଶା and nearby areas
  • ପୋଲସରା ବାର୍ଷିନି ପଞ୍ଚାୟତ ଅଙ୍ଗନବାଡି ଦିଦିଙ୍କୁ ବାଡେ଼ଇଲେ ସେହି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ବିଜେପିର ସକ୍ରିୟ ନେତା। ଅଙ୍ଗନବାଡ଼ି ଦିଦି ଜଣଙ୍କ ଶାରୀରିକ ଓ ମାନସିକ ସ୍ତରରେ ଆଘାତ ପାଇବା ସହ ବାଲିଛାଇ ଫାଣ୍ଡିରେ ଅଭିଯୋଗ କରିଥିବା ନେଇ ସୂଚନା। ପୋଲସରା:- ବର୍ଷିନୀ ପଞ୍ଚାୟତର ଜଣେ ଅଙ୍ଗନବାଡ଼ି ଦିଦିଙ୍କୁ ସେହି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତ‌ଥା ବର୍ତ୍ତମାନର ବିଜେପିର ସକ୍ରିୟ ନେତା କାମ୍ପ ବାଢେଇ ମାନସିକ ନିର୍ଯ୍ୟାତନା କରିବା ନେଇ ବାଲିଛାଇ ଫାଣ୍ଡିରେ ଅଭିଯୋଗ ହୋଇଛି । ଅଙ୍ଗନବାଡ଼ି ଦିଦି ଜଣଙ୍କ ଶାରୀରିକ ଓ ମାନସିକ ସ୍ତରରେ ଆଘାତ ପାଇବା ସହ ବାଲିଛାଇ ଫାଣ୍ଡିରେ ଅଭିଯୋଗ କରିବା ପରେ ଚେତାଶୂନ୍ୟ ହୋଇ ପୋଲସରା ମେଡ଼ିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥ‌ିବା ଦେଖିବାକୁ ମିଳିଛି । ଏନେଇ ଅଙ୍ଗନବାଡ଼ି ଦିଦିଙ୍କ ସ୍ବାମୀ ଆପତ୍ତା ଅଭିଯୋଗ କରିବା ସହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଘଟଣା ନେଇ ସୂଚନା ଦେଲେ ଅଙ୍ଗନବାଡି ଦିଦି ।
    1
    ପୋଲସରା ବାର୍ଷିନି ପଞ୍ଚାୟତ ଅଙ୍ଗନବାଡି ଦିଦିଙ୍କୁ ବାଡେ଼ଇଲେ ସେହି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ବିଜେପିର ସକ୍ରିୟ ନେତା। ଅଙ୍ଗନବାଡ଼ି ଦିଦି ଜଣଙ୍କ ଶାରୀରିକ ଓ ମାନସିକ ସ୍ତରରେ ଆଘାତ ପାଇବା ସହ ବାଲିଛାଇ ଫାଣ୍ଡିରେ ଅଭିଯୋଗ କରିଥିବା ନେଇ ସୂଚନା।
ପୋଲସରା:- ବର୍ଷିନୀ ପଞ୍ଚାୟତର ଜଣେ ଅଙ୍ଗନବାଡ଼ି ଦିଦିଙ୍କୁ ସେହି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତ‌ଥା ବର୍ତ୍ତମାନର ବିଜେପିର ସକ୍ରିୟ ନେତା କାମ୍ପ ବାଢେଇ ମାନସିକ ନିର୍ଯ୍ୟାତନା କରିବା ନେଇ ବାଲିଛାଇ ଫାଣ୍ଡିରେ ଅଭିଯୋଗ ହୋଇଛି । ଅଙ୍ଗନବାଡ଼ି ଦିଦି ଜଣଙ୍କ ଶାରୀରିକ ଓ ମାନସିକ ସ୍ତରରେ ଆଘାତ ପାଇବା ସହ ବାଲିଛାଇ ଫାଣ୍ଡିରେ ଅଭିଯୋଗ କରିବା ପରେ ଚେତାଶୂନ୍ୟ ହୋଇ ପୋଲସରା ମେଡ଼ିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥ‌ିବା ଦେଖିବାକୁ ମିଳିଛି । ଏନେଇ ଅଙ୍ଗନବାଡ଼ି ଦିଦିଙ୍କ ସ୍ବାମୀ ଆପତ୍ତା ଅଭିଯୋଗ କରିବା ସହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଘଟଣା ନେଇ ସୂଚନା ଦେଲେ ଅଙ୍ଗନବାଡି ଦିଦି ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    10 hrs ago
  • Post by Aritkumar Mohapatra
    1
    Post by Aritkumar Mohapatra
    user_Aritkumar Mohapatra
    Aritkumar Mohapatra
    କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    11 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    7 min ago
  • ଘରୋଇ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି..ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଥାଳି ଗିନା ବାଡେଇ ପ୍ରତିବାଦ କଲା ଦଳ l
    1
    ଘରୋଇ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି..ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଥାଳି ଗିନା ବାଡେଇ ପ୍ରତିବାଦ କଲା ଦଳ l
    user_Sibanava Panda
    Sibanava Panda
    Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    6 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    8 hrs ago
  • Post by BL News
    1
    Post by BL News
    user_BL News
    BL News
    Agistment service ଟାଙ୍ଗୀ, କଟକ, ଓଡ଼ିଶା•
    10 hrs ago
  • ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଭଏରପୁର ଗ୍ରାମପଞ୍ଚାୟତର ସାନ୍ତରାପୁର ଗ୍ରାମରେ ଅଷ୍ଟମ ଦୋଳ ମେଲଣ ଉତ୍ସବ ଅନୁଷ୍ଠିତ।ହୋଇଯାଇଛି। ଦୁଇଟି ପଞ୍ଚାୟତ ଭଏରପୁର ଓ ବୁଢ଼ୀବିଲି ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରୁ ୧୩ଟି ବିମାନରେ ଶ୍ରୀଜୀଉ ମାନଙ୍କୁ ପଟୁଆର ସହିତ ଲଉଡି ଖେଳ ସାଙ୍ଗକୁ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ୧୩ଟି ବିମାନରେ ଶ୍ରୀଜୀଉ ମାନଙ୍କୁ ଗ୍ରାମ ପରିକ୍ରମା କରିବା ସହିତ ପ୍ରଭୁଙ୍କର ପୂଜାର୍ଚ୍ଚନା କରାଯାଇଥିଲା।ରୀତିନୀତି ଅନୁଯାୟୀ ଶୋଭାଯାତ୍ରାରେ ଲଉଡ଼ିନୃତ୍ୟ,ସଂକୀର୍ତ୍ତନ ମଣ୍ଡଳୀରେ ଗାଁ ପ୍ରକମ୍ପିତ ହୋଇଥିଲା। ଗ୍ରାମ କମିଟି କର୍ମକର୍ତ୍ତାଙ୍କ ସହ ଗ୍ରାମବାସୀମାନେ ଏହି ଉତ୍ସବ ସହଯୋଗ କରିଥିଲେ ।
    1
    ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ  ଭଏରପୁର ଗ୍ରାମପଞ୍ଚାୟତର ସାନ୍ତରାପୁର ଗ୍ରାମରେ ଅଷ୍ଟମ ଦୋଳ ମେଲଣ ଉତ୍ସବ ଅନୁଷ୍ଠିତ।ହୋଇଯାଇଛି। ଦୁଇଟି ପଞ୍ଚାୟତ ଭଏରପୁର ଓ ବୁଢ଼ୀବିଲି ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରୁ ୧୩ଟି ବିମାନରେ ଶ୍ରୀଜୀଉ ମାନଙ୍କୁ ପଟୁଆର ସହିତ ଲଉଡି ଖେଳ ସାଙ୍ଗକୁ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ୧୩ଟି ବିମାନରେ ଶ୍ରୀଜୀଉ ମାନଙ୍କୁ ଗ୍ରାମ ପରିକ୍ରମା କରିବା ସହିତ ପ୍ରଭୁଙ୍କର ପୂଜାର୍ଚ୍ଚନା କରାଯାଇଥିଲା।ରୀତିନୀତି ଅନୁଯାୟୀ ଶୋଭାଯାତ୍ରାରେ ଲଉଡ଼ିନୃତ୍ୟ,ସଂକୀର୍ତ୍ତନ ମଣ୍ଡଳୀରେ ଗାଁ ପ୍ରକମ୍ପିତ ହୋଇଥିଲା। ଗ୍ରାମ କମିଟି କର୍ମକର୍ତ୍ତାଙ୍କ ସହ ଗ୍ରାମବାସୀମାନେ ଏହି ଉତ୍ସବ ସହଯୋଗ କରିଥିଲେ ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    3 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    34 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.