Shuru
Apke Nagar Ki App…
ସାନ୍ତରାପୁର ଗ୍ରାମରେ ପ୍ରଭୁ ରାଧାକୃଷ୍ଣଙ୍କ ଅଷ୍ଟମ ଦୋଳ ମେଲଣ ଉତ୍ସବ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଭଏରପୁର ଗ୍ରାମପଞ୍ଚାୟତର ସାନ୍ତରାପୁର ଗ୍ରାମରେ ଅଷ୍ଟମ ଦୋଳ ମେଲଣ ଉତ୍ସବ ଅନୁଷ୍ଠିତ।ହୋଇଯାଇଛି। ଦୁଇଟି ପଞ୍ଚାୟତ ଭଏରପୁର ଓ ବୁଢ଼ୀବିଲି ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରୁ ୧୩ଟି ବିମାନରେ ଶ୍ରୀଜୀଉ ମାନଙ୍କୁ ପଟୁଆର ସହିତ ଲଉଡି ଖେଳ ସାଙ୍ଗକୁ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ୧୩ଟି ବିମାନରେ ଶ୍ରୀଜୀଉ ମାନଙ୍କୁ ଗ୍ରାମ ପରିକ୍ରମା କରିବା ସହିତ ପ୍ରଭୁଙ୍କର ପୂଜାର୍ଚ୍ଚନା କରାଯାଇଥିଲା।ରୀତିନୀତି ଅନୁଯାୟୀ ଶୋଭାଯାତ୍ରାରେ ଲଉଡ଼ିନୃତ୍ୟ,ସଂକୀର୍ତ୍ତନ ମଣ୍ଡଳୀରେ ଗାଁ ପ୍ରକମ୍ପିତ ହୋଇଥିଲା। ଗ୍ରାମ କମିଟି କର୍ମକର୍ତ୍ତାଙ୍କ ସହ ଗ୍ରାମବାସୀମାନେ ଏହି ଉତ୍ସବ ସହଯୋଗ କରିଥିଲେ ।
Amani Sahoo

More news from ଓଡ଼ିଶା and nearby areas
- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଭଏରପୁର ଗ୍ରାମପଞ୍ଚାୟତର ସାନ୍ତରାପୁର ଗ୍ରାମରେ ଅଷ୍ଟମ ଦୋଳ ମେଲଣ ଉତ୍ସବ ଅନୁଷ୍ଠିତ।ହୋଇଯାଇଛି। ଦୁଇଟି ପଞ୍ଚାୟତ ଭଏରପୁର ଓ ବୁଢ଼ୀବିଲି ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରୁ ୧୩ଟି ବିମାନରେ ଶ୍ରୀଜୀଉ ମାନଙ୍କୁ ପଟୁଆର ସହିତ ଲଉଡି ଖେଳ ସାଙ୍ଗକୁ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ୧୩ଟି ବିମାନରେ ଶ୍ରୀଜୀଉ ମାନଙ୍କୁ ଗ୍ରାମ ପରିକ୍ରମା କରିବା ସହିତ ପ୍ରଭୁଙ୍କର ପୂଜାର୍ଚ୍ଚନା କରାଯାଇଥିଲା।ରୀତିନୀତି ଅନୁଯାୟୀ ଶୋଭାଯାତ୍ରାରେ ଲଉଡ଼ିନୃତ୍ୟ,ସଂକୀର୍ତ୍ତନ ମଣ୍ଡଳୀରେ ଗାଁ ପ୍ରକମ୍ପିତ ହୋଇଥିଲା। ଗ୍ରାମ କମିଟି କର୍ମକର୍ତ୍ତାଙ୍କ ସହ ଗ୍ରାମବାସୀମାନେ ଏହି ଉତ୍ସବ ସହଯୋଗ କରିଥିଲେ ।1
- ଢେଙ୍କାନାଳ ସହରର ଜୁବୁଲି ଟାଉନ ସ୍ଥିତ ଯଦୁପତି ବି ହାର ଠାରେ ଅବସ୍ଥିତ ରାଧା କୣଷ୍ଣ ମନ୍ଦିର ବ୍ରହ୍ମଣୀ ଦେଇ ଠାରୁ ଐକ ବିରାଟ ଶେଭାଯାତ୍ରା ସହର ପରିକ୍ରମା କରି ବଡ ଧୁମ ଧାମ ସହ ସହର ପରିକ୍ରମା କରିଥିଲେ ଐଥିରେ ଡିଜେ ବାଜା ସଂକିତ୍ତନ ମଣ୍ଢଳୀ ପ୍ରାୟ ସତର ଟି ଲଉଡି ଦଳ ଯେଗଦାନ କରିଥିଲେ ରାଧାରାଣୀ କୣଣ୍ଣଙ୍କ ଜୟ ଜୟକାର ରାମନାମ ରେ ସହରରେ ଏକ ମଧୁର ପରିବେଶ ସ୍ତଷ୍ଟି ହୋଇଥିଲା1
- Post by Dhenkanal News1
- ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଅଞ୍ଚଳ ର ମହିମାଗlଦି ପୋଖରୀ ନୁର୍ତନ ନିର୍ମାଣ ସକାଶେ ପୋଖରୀକୁ ହୁଡ଼ା କଟାଯାଇଛି ଏବେ ଦେଖିବାର ଅଛି କେବେ କାମ ହେଉଛି1
- Post by BL News1
- ପୋଲସରା ବାର୍ଷିନି ପଞ୍ଚାୟତ ଅଙ୍ଗନବାଡି ଦିଦିଙ୍କୁ ବାଡେ଼ଇଲେ ସେହି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ବିଜେପିର ସକ୍ରିୟ ନେତା। ଅଙ୍ଗନବାଡ଼ି ଦିଦି ଜଣଙ୍କ ଶାରୀରିକ ଓ ମାନସିକ ସ୍ତରରେ ଆଘାତ ପାଇବା ସହ ବାଲିଛାଇ ଫାଣ୍ଡିରେ ଅଭିଯୋଗ କରିଥିବା ନେଇ ସୂଚନା। ପୋଲସରା:- ବର୍ଷିନୀ ପଞ୍ଚାୟତର ଜଣେ ଅଙ୍ଗନବାଡ଼ି ଦିଦିଙ୍କୁ ସେହି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ବର୍ତ୍ତମାନର ବିଜେପିର ସକ୍ରିୟ ନେତା କାମ୍ପ ବାଢେଇ ମାନସିକ ନିର୍ଯ୍ୟାତନା କରିବା ନେଇ ବାଲିଛାଇ ଫାଣ୍ଡିରେ ଅଭିଯୋଗ ହୋଇଛି । ଅଙ୍ଗନବାଡ଼ି ଦିଦି ଜଣଙ୍କ ଶାରୀରିକ ଓ ମାନସିକ ସ୍ତରରେ ଆଘାତ ପାଇବା ସହ ବାଲିଛାଇ ଫାଣ୍ଡିରେ ଅଭିଯୋଗ କରିବା ପରେ ଚେତାଶୂନ୍ୟ ହୋଇ ପୋଲସରା ମେଡ଼ିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି । ଏନେଇ ଅଙ୍ଗନବାଡ଼ି ଦିଦିଙ୍କ ସ୍ବାମୀ ଆପତ୍ତା ଅଭିଯୋଗ କରିବା ସହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଘଟଣା ନେଇ ସୂଚନା ଦେଲେ ଅଙ୍ଗନବାଡି ଦିଦି ।1
- Post by Aritkumar Mohapatra1
- ଢେଙ୍କାନାଳ ସଦର ଥାନା ଦୁଦୁକାଟେଣୀ ଗ୍ରାମ ନିକଟରେ ମହୁମାଛି ଆକ୍ରମଣରେ ଜଣେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ଗାଇ ଜଗୁଆଳୀ ବଟକୃଷ୍ଣ ସାହୁ ବୋଲି ଜଣାପଡିଛି।1