Shuru
Apke Nagar Ki App…
ବଦଳିଲେ ବରୀ ବିଡିଓ ଅସିତ୍ କୁମାର ମହାନ୍ତି ନୂତନ ଭାବେ ଆସିବେ ବନ୍ଧୁଗାଁ ବିଡିଓ ମିନତୀ ଜଗଦେବ
ଅନିଲ କୁମାର ପଣ୍ଡା
ବଦଳିଲେ ବରୀ ବିଡିଓ ଅସିତ୍ କୁମାର ମହାନ୍ତି ନୂତନ ଭାବେ ଆସିବେ ବନ୍ଧୁଗାଁ ବିଡିଓ ମିନତୀ ଜଗଦେବ
More news from ଓଡ଼ିଶା and nearby areas
- Post by Mamatajeha2
- ଘଟଣା ଟି ନିର୍ଦ୍ଧିଷ୍ଟ ଯାଜପୁର ଜିଲ୍ଲା ଧର୍ମଶାଳା ର ଗଡ଼ ମଧୁପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘର ଭଙ୍ଗା ଯିବା ଘଟଣା ସମ୍ପର୍କ ରେ, ବ୍ୟକ୍ତି ଜଣଙ୍କ ଦେଉଛନ୍ତି ଅଭିଶାପ ।1
- Post by AT News1
- ଶିବସେନା କ୍ଲବ ପକ୍ଷରୁ ରାତ୍ର କାଳିନ ଗ୍ରାଉଣ୍ଡ ଶର୍ଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆକର୍ଷଣ କେନ୍ଦ୍ରବିନ୍ଦୁ ଥିଲେ ପଟ୍ଟାମୁଣ୍ଡାଇ ରୁ ଆସିଥିବା ଡ୍ୟାନସିଂହ ଅମ୍ପେୟାର ଵିଠୁଲ କେନ୍ଦ୍ରାପଡ଼ା ସହର ସର୍ବପୁରାତନ କ୍ଲବ ଭାବରେ ସୁପରିଚିତ ଶ୍ରୀ ଶ୍ରୀ ଶିବସେନା କ୍ଲବ ଆନୁକୂଲ୍ୟରେ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ୧୬ ଗୋଟି କ୍ରିକେଟ ଟିମ ମଧ୍ୟରେ ଏକ ରାତ୍ର କାଳିନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା I ସବୁଠାରୁ ଆକର୍ଷଣ ର କେନ୍ଦ୍ରବିନ୍ଦୁ ଥିଲା ପଟ୍ଟାମୁଣ୍ଡାଇ ରୁ ଆସିଥିବା ଡ୍ୟାନସିଂହ ଅମ୍ପପେୟାର ଵିଠୁଲ ଙ୍କ ବ୍ୟଙ୍ଗାତ୍ମକ ନୃତ୍ୟ ଏବଂ ଇଙ୍ଗିତ ଯାହା ଖେଳ ପଡିଆ ଚାରିକଡେ ଥିବା ଦର୍ଶକ ମାନଙ୍କ ମନ ମୋହିବା ସଙ୍ଗେ ସଙ୍ଗେ ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲା I ଶିବସେନା କ୍ଳବ ଯୁବକ ମାନଙ୍କ ପ୍ରଚେଷ୍ଟାରେ କଳ୍ପନା କରାଯାଇଥିବା ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ କୁ ସାଧାରଣ ରେ ବେଶ ପ୍ରଶଂସା କରାଯାଉଛି I ଏହି ପ୍ରତିଯୋଗିତା ରେ ଜିଲ୍ଲା କୋଣ ଅନୁକୋଣ ସମେତ ଜିଲ୍ଲା ବାହାରୁ ମଧ୍ୟ ଟିମ ଗୁଡିକ ନିମନ୍ତ୍ରିତ ହୋଇଥିଲେ I ସମସ୍ତଙ୍କ ମିଶ୍ରଣ ରେ ଏକ ସୁନ୍ଦର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ମିଳିଥିଲା,ଶ୍ରୀ ଶିବ ସେନା କ୍ଲବ ର ଯୁବକ ମାନଙ୍କ ଦ୍ୱାରା ଆୟୋଜିତ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଶତାଧିକ ଦର୍ଶକ ମାନଙ୍କ ଭିଡ ଦେଖିବାକୁ ମିଳିଥିଲା I କ୍ରିକେଟ ଗୋଟିଏ ଭଦ୍ରଲୋକଙ୍କ ଖେଳ ଏବଂ ଯାହାର ପରିଚୟ ଏହି ସୁନ୍ଦର ଖେଳାଳି ମାନେ ଦେଇଥିଲେ I ଶାନ୍ତି ଶୃଙ୍ଖଳାର ସହ ପରସ୍ପର ମଧ୍ୟରେ ଭାତୃଭାବନାର ଖେଳ ପଡିଆ ମଧ୍ୟରେ ପରିଲକ୍ଷିତ ହୋଇଥିଲା I ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ବିଧାୟକ ଶ୍ରୀ ଗଣେଶ୍ୱର ବେହେରା ପହଁଞ୍ଚିଥିବା ବେଳେ ଯୁବ ନେତା ରାଜେଶ ଦାସ,କାଉଁସିଲର ଉମେଶ ନାୟକ, କାଉଁସିଲର ଚୌଧୁରୀ ସୁକୁମାର ପ୍ରମୁଖ ଉପସ୍ଥିତ ଥିଲେ I କ୍ରିକେଟ ଏକ ଏହିପରି ଖେଳ ଯାହା ପରସ୍ପର ମଧ୍ୟରେ ଥିବା ଦୂରତାକୁ କମ କରିବା ସହ ପରସ୍ପର ପ୍ରତି ସଂମ୍ମାନ ବଢ଼ାଇ ଥାଏ I ପ୍ରତ୍ୟକ ମଣିଷ ତାର ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ କାଢି ଖେଳକୁଦ କରିବା ଅତ୍ୟନ୍ତ ଜରୁରୀ ଅଟେ,କାରଣ ଶରୀରରେ ନିଗ୍ରତ ହେଉଥିବା ଯାବତୀୟ ମସଲା ମିଶ୍ରିତ ଖାଦ୍ୟ କୁ ଶରୀର ମଧ୍ୟରୁ ବାହାର କରିବା ନିମନ୍ତେ, ମନୁଷ୍ୟ ତାର ଦୈନ ଦିନ ଜୀବନରେ ଖେଳ କୁଦ କରିବା ଏକାନ୍ତ ଆବଶ୍ୟକ I1
- Post by ନିଷ୍ଠୁର ଦୁନିଆ Live1
- Post by Prahallad pradhan1
- ଚେନ ଲୁଟେରାଙ୍କୁ ବାନ୍ଧିଲା ପୋଲିସ | ଲୋକଙ୍କୁ ହସ୍ତାନ୍ତର କରାଗଲା ଚେନ | ଭୁବନେଶ୍ବର, ଓଡ଼ିଶା #Bhubabeswar #Odisha1
- Post by AT News1