logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଭଦ୍ରକ ଜିଲ୍ଲାରେ ସିବିଏସସି ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଜିଲ୍ଲା ଟପ୍ପର ଅଂଶୁମାନ ମୋହନ ନାୟକଙ୍କୁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା l

1 hr ago
user_AT News
AT News
Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
1 hr ago

ଭଦ୍ରକ ଜିଲ୍ଲାରେ ସିବିଏସସି ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଜିଲ୍ଲା ଟପ୍ପର ଅଂଶୁମାନ ମୋହନ ନାୟକଙ୍କୁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା l

More news from ଓଡ଼ିଶା and nearby areas
  • Post by AT News
    1
    Post by AT News
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    1 hr ago
  • Post by Prahallad pradhan
    1
    Post by Prahallad pradhan
    user_Prahallad pradhan
    Prahallad pradhan
    ଆଗରପଡା, ଭଦ୍ରକ, ଓଡ଼ିଶା•
    10 hrs ago
  • Post by Mamatajeha
    2
    Post by Mamatajeha
    user_Mamatajeha
    Mamatajeha
    ଯାଜପୁର, ଯାଜପୁର, ଓଡ଼ିଶା•
    9 hrs ago
  • Post by ଯାଜପୁର ଖବର ପ୍ରସାରିତ
    1
    Post by ଯାଜପୁର ଖବର ପ୍ରସାରିତ
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    23 hrs ago
  • Post by NEWS7ODIA
    1
    Post by NEWS7ODIA
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    23 hrs ago
  • ଘଟଣା ଟି ନିର୍ଦ୍ଧିଷ୍ଟ ଯାଜପୁର ଜିଲ୍ଲା ଧର୍ମଶାଳା ର ଗଡ଼ ମଧୁପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘର ଭଙ୍ଗା ଯିବା ଘଟଣା ସମ୍ପର୍କ ରେ, ବ୍ୟକ୍ତି ଜଣଙ୍କ ଦେଉଛନ୍ତି ଅଭିଶାପ ।
    1
    ଘଟଣା ଟି ନିର୍ଦ୍ଧିଷ୍ଟ ଯାଜପୁର ଜିଲ୍ଲା ଧର୍ମଶାଳା ର ଗଡ଼ ମଧୁପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘର ଭଙ୍ଗା ଯିବା ଘଟଣା ସମ୍ପର୍କ ରେ, ବ୍ୟକ୍ତି ଜଣଙ୍କ ଦେଉଛନ୍ତି ଅଭିଶାପ ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    12 hrs ago
  • ଶିବସେନା କ୍ଲବ ପକ୍ଷରୁ ରାତ୍ର କାଳିନ ଗ୍ରାଉଣ୍ଡ ଶର୍ଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆକର୍ଷଣ କେନ୍ଦ୍ରବିନ୍ଦୁ ଥିଲେ ପଟ୍ଟାମୁଣ୍ଡାଇ ରୁ ଆସିଥିବା ଡ୍ୟାନସିଂହ ଅମ୍ପେୟାର ଵିଠୁଲ କେନ୍ଦ୍ରାପଡ଼ା ସହର ସର୍ବପୁରାତନ କ୍ଲବ ଭାବରେ ସୁପରିଚିତ ଶ୍ରୀ ଶ୍ରୀ ଶିବସେନା କ୍ଲବ ଆନୁକୂଲ୍ୟରେ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ୧୬ ଗୋଟି କ୍ରିକେଟ ଟିମ ମଧ୍ୟରେ ଏକ ରାତ୍ର କାଳିନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା I ସବୁଠାରୁ ଆକର୍ଷଣ ର କେନ୍ଦ୍ରବିନ୍ଦୁ ଥିଲା ପଟ୍ଟାମୁଣ୍ଡାଇ ରୁ ଆସିଥିବା ଡ୍ୟାନସିଂହ ଅମ୍ପପେୟାର ଵିଠୁଲ ଙ୍କ ବ୍ୟଙ୍ଗାତ୍ମକ ନୃତ୍ୟ ଏବଂ ଇଙ୍ଗିତ ଯାହା ଖେଳ ପଡିଆ ଚାରିକଡେ ଥିବା ଦର୍ଶକ ମାନଙ୍କ ମନ ମୋହିବା ସଙ୍ଗେ ସଙ୍ଗେ ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲା I ଶିବସେନା କ୍ଳବ ଯୁବକ ମାନଙ୍କ ପ୍ରଚେଷ୍ଟାରେ କଳ୍ପନା କରାଯାଇଥିବା ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ କୁ ସାଧାରଣ ରେ ବେଶ ପ୍ରଶଂସା କରାଯାଉଛି I ଏହି ପ୍ରତିଯୋଗିତା ରେ ଜିଲ୍ଲା କୋଣ ଅନୁକୋଣ ସମେତ ଜିଲ୍ଲା ବାହାରୁ ମଧ୍ୟ ଟିମ ଗୁଡିକ ନିମନ୍ତ୍ରିତ ହୋଇଥିଲେ I ସମସ୍ତଙ୍କ ମିଶ୍ରଣ ରେ ଏକ ସୁନ୍ଦର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ମିଳିଥିଲା,ଶ୍ରୀ ଶିବ ସେନା କ୍ଲବ ର ଯୁବକ ମାନଙ୍କ ଦ୍ୱାରା ଆୟୋଜିତ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଶତାଧିକ ଦର୍ଶକ ମାନଙ୍କ ଭିଡ ଦେଖିବାକୁ ମିଳିଥିଲା I କ୍ରିକେଟ ଗୋଟିଏ ଭଦ୍ରଲୋକଙ୍କ ଖେଳ ଏବଂ ଯାହାର ପରିଚୟ ଏହି ସୁନ୍ଦର ଖେଳାଳି ମାନେ ଦେଇଥିଲେ I ଶାନ୍ତି ଶୃଙ୍ଖଳାର ସହ ପରସ୍ପର ମଧ୍ୟରେ ଭାତୃଭାବନାର ଖେଳ ପଡିଆ ମଧ୍ୟରେ ପରିଲକ୍ଷିତ ହୋଇଥିଲା I ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ବିଧାୟକ ଶ୍ରୀ ଗଣେଶ୍ୱର ବେହେରା ପହଁଞ୍ଚିଥିବା ବେଳେ ଯୁବ ନେତା ରାଜେଶ ଦାସ,କାଉଁସିଲର ଉମେଶ ନାୟକ, କାଉଁସିଲର ଚୌଧୁରୀ ସୁକୁମାର ପ୍ରମୁଖ ଉପସ୍ଥିତ ଥିଲେ I କ୍ରିକେଟ ଏକ ଏହିପରି ଖେଳ ଯାହା ପରସ୍ପର ମଧ୍ୟରେ ଥିବା ଦୂରତାକୁ କମ କରିବା ସହ ପରସ୍ପର ପ୍ରତି ସଂମ୍ମାନ ବଢ଼ାଇ ଥାଏ I ପ୍ରତ୍ୟକ ମଣିଷ ତାର ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ କାଢି ଖେଳକୁଦ କରିବା ଅତ୍ୟନ୍ତ ଜରୁରୀ ଅଟେ,କାରଣ ଶରୀରରେ ନିଗ୍ରତ ହେଉଥିବା ଯାବତୀୟ ମସଲା ମିଶ୍ରିତ ଖାଦ୍ୟ କୁ ଶରୀର ମଧ୍ୟରୁ ବାହାର କରିବା ନିମନ୍ତେ, ମନୁଷ୍ୟ ତାର ଦୈନ ଦିନ ଜୀବନରେ ଖେଳ କୁଦ କରିବା ଏକାନ୍ତ ଆବଶ୍ୟକ I
    1
    ଶିବସେନା କ୍ଲବ ପକ୍ଷରୁ ରାତ୍ର କାଳିନ ଗ୍ରାଉଣ୍ଡ ଶର୍ଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ
ଆକର୍ଷଣ କେନ୍ଦ୍ରବିନ୍ଦୁ ଥିଲେ ପଟ୍ଟାମୁଣ୍ଡାଇ ରୁ ଆସିଥିବା ଡ୍ୟାନସିଂହ ଅମ୍ପେୟାର ଵିଠୁଲ
କେନ୍ଦ୍ରାପଡ଼ା ସହର ସର୍ବପୁରାତନ କ୍ଲବ ଭାବରେ ସୁପରିଚିତ ଶ୍ରୀ ଶ୍ରୀ ଶିବସେନା କ୍ଲବ ଆନୁକୂଲ୍ୟରେ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ୧୬ ଗୋଟି କ୍ରିକେଟ ଟିମ ମଧ୍ୟରେ ଏକ ରାତ୍ର କାଳିନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା I ସବୁଠାରୁ ଆକର୍ଷଣ ର କେନ୍ଦ୍ରବିନ୍ଦୁ ଥିଲା ପଟ୍ଟାମୁଣ୍ଡାଇ ରୁ ଆସିଥିବା ଡ୍ୟାନସିଂହ ଅମ୍ପପେୟାର ଵିଠୁଲ ଙ୍କ ବ୍ୟଙ୍ଗାତ୍ମକ ନୃତ୍ୟ ଏବଂ ଇଙ୍ଗିତ ଯାହା ଖେଳ ପଡିଆ ଚାରିକଡେ ଥିବା ଦର୍ଶକ ମାନଙ୍କ ମନ ମୋହିବା ସଙ୍ଗେ ସଙ୍ଗେ ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲା I ଶିବସେନା କ୍ଳବ ଯୁବକ ମାନଙ୍କ ପ୍ରଚେଷ୍ଟାରେ କଳ୍ପନା କରାଯାଇଥିବା ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ କୁ ସାଧାରଣ ରେ ବେଶ ପ୍ରଶଂସା କରାଯାଉଛି I  ଏହି ପ୍ରତିଯୋଗିତା ରେ ଜିଲ୍ଲା କୋଣ ଅନୁକୋଣ ସମେତ ଜିଲ୍ଲା ବାହାରୁ ମଧ୍ୟ ଟିମ ଗୁଡିକ ନିମନ୍ତ୍ରିତ ହୋଇଥିଲେ I ସମସ୍ତଙ୍କ ମିଶ୍ରଣ ରେ ଏକ ସୁନ୍ଦର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ମିଳିଥିଲା,ଶ୍ରୀ ଶିବ ସେନା କ୍ଲବ ର ଯୁବକ ମାନଙ୍କ ଦ୍ୱାରା ଆୟୋଜିତ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଶତାଧିକ ଦର୍ଶକ ମାନଙ୍କ ଭିଡ ଦେଖିବାକୁ ମିଳିଥିଲା I କ୍ରିକେଟ ଗୋଟିଏ ଭଦ୍ରଲୋକଙ୍କ ଖେଳ ଏବଂ ଯାହାର ପରିଚୟ ଏହି ସୁନ୍ଦର ଖେଳାଳି ମାନେ ଦେଇଥିଲେ I ଶାନ୍ତି ଶୃଙ୍ଖଳାର ସହ ପରସ୍ପର ମଧ୍ୟରେ ଭାତୃଭାବନାର ଖେଳ ପଡିଆ ମଧ୍ୟରେ ପରିଲକ୍ଷିତ ହୋଇଥିଲା I ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ବିଧାୟକ ଶ୍ରୀ ଗଣେଶ୍ୱର ବେହେରା ପହଁଞ୍ଚିଥିବା ବେଳେ ଯୁବ ନେତା ରାଜେଶ ଦାସ,କାଉଁସିଲର ଉମେଶ ନାୟକ, କାଉଁସିଲର ଚୌଧୁରୀ ସୁକୁମାର ପ୍ରମୁଖ ଉପସ୍ଥିତ ଥିଲେ I କ୍ରିକେଟ ଏକ ଏହିପରି ଖେଳ ଯାହା ପରସ୍ପର ମଧ୍ୟରେ ଥିବା ଦୂରତାକୁ କମ କରିବା ସହ ପରସ୍ପର ପ୍ରତି ସଂମ୍ମାନ ବଢ଼ାଇ ଥାଏ I ପ୍ରତ୍ୟକ ମଣିଷ ତାର ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ କାଢି ଖେଳକୁଦ କରିବା ଅତ୍ୟନ୍ତ ଜରୁରୀ ଅଟେ,କାରଣ ଶରୀରରେ ନିଗ୍ରତ ହେଉଥିବା ଯାବତୀୟ ମସଲା ମିଶ୍ରିତ ଖାଦ୍ୟ କୁ ଶରୀର ମଧ୍ୟରୁ ବାହାର କରିବା ନିମନ୍ତେ, ମନୁଷ୍ୟ ତାର ଦୈନ ଦିନ ଜୀବନରେ ଖେଳ କୁଦ କରିବା ଏକାନ୍ତ ଆବଶ୍ୟକ I
    user_Alekh Nayak ,I am a professional journalist, my job is to collect news and deliver it to people
    Alekh Nayak ,I am a professional journalist, my job is to collect news and deliver it to people
    ସାମ୍ବାଦିକ କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    9 hrs ago
  • Post by AT News
    1
    Post by AT News
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.