Shuru
Apke Nagar Ki App…
ବ୍ୟାସନଗର ତହସିଲଦାରଙ୍କ ଉପରେ ଚଡିଗଲା ମାଟି ବୋଝେଇ ଟ୍ରାକ୍ଟର। ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦରେ ଭର୍ତ୍ତି। କୋରେଇ ପୋଲିସ ପଂହଁଚି ଘଟଣାର ତଦନ୍ତ l #followersシ゚ #news7ଓଡ଼ିଆ #OdishaNews #କୋରେଇ #jajpur #BreakingNews #JajpurPolice
NEWS7ODIA
ବ୍ୟାସନଗର ତହସିଲଦାରଙ୍କ ଉପରେ ଚଡିଗଲା ମାଟି ବୋଝେଇ ଟ୍ରାକ୍ଟର। ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦରେ ଭର୍ତ୍ତି। କୋରେଇ ପୋଲିସ ପଂହଁଚି ଘଟଣାର ତଦନ୍ତ l #followersシ゚ #news7ଓଡ଼ିଆ #OdishaNews #କୋରେଇ #jajpur #BreakingNews #JajpurPolice
More news from ଓଡ଼ିଶା and nearby areas
- Post by NEWS7ODIA1
- Post by ଯାଜପୁର ଖବର ପ୍ରସାରିତ1
- ଗତକାଲି ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ,ମହାନ୍ ଜନନାୟକ,ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କର ୨୯ ତମ ତିରୋଧାନ ଦିବସ ଥିଲା। ଯାହାକି କୋଟି ଓଡ଼ିଆଙ୍କ ଜନନାୟକ ବିଜୁ ବାବୁଙ୍କୁ ମନେ ପକାଇ ଥିଲେ ରାଜ୍ୟବାସୀ ।ସେହିପରି ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ଜାରକା ଠାରେ ବିଜୁ ବାବୁଙ୍କୁ ସ୍ମୃତିରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରଦ୍ଧା ଓ ସମ୍ମାନର ସହିତ ବିଜୁ ଜନତା ଦଳର କର୍ମୀ, କର୍ମକର୍ତ୍ତା, ନେତୃବୃନ୍ଦ,ଯୁବ ଛାତ୍ର,ମହିଳା ଶାଖା ତଥା ପ୍ରମୁଖ ଦଳୀୟ ସଂଗଠନର କର୍ମକର୍ତ୍ତା ଏବଂ ସଦସ୍ୟମାନଙ୍କ ଯୋଗଦାନ ହୋଇଥିଲା।ସେହିଭଳି ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ସ୍ଥାନୀୟ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ ।1
- ବହୁତ ଭଲ ଭାବରେ ପିଲାଙ୍କୁ ଆମେ ପଢ଼ାଇଛୁ | ପରିଶ୍ରମ ଓ ନିଷ୍ଠା ସଫଳତାର ମୂଳ ମନ୍ତ୍ର | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1
- Post by AT News1
- Post by Sendhavai1
- କାଳିଆପାଣି ଥାନା ଅନ୍ତର୍ଗତ ଓସ୍ତିଆ ଗାଁ ନିକରେ ଥିବା OMC ଖାଦାନ ରେ ଗୁରୁଜଙ୍ଗ ଗ୍ରାମ ର ଛୋଟ ପିଲା ଟି ଗାଧଉଥିଲା ବେଳେ ବୁଡି ଯାଇଛି, ଘଟଣା ସ୍ଥଳ ରେ ସୁକିନ୍ଦା ଅଗ୍ନିଶମ ବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି, ଏବଂ ଘଟଣା ସ୍ଥଳରେ କାଳିଆପାଣି ପୋଲିସ ମଧ୍ୟ ପହଁଚିଛି।1
- ଯାଜପୁର ଜିଲ୍ଲା ଧର୍ମଶାଳା ର ବାଘ କୁହା ଯାଉଥିବା ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ ଭାଇ )ଙ୍କ ଜନ୍ମଦିନ ରେ କେକ କାଟି ଭାଇରାଲ ହେଲେ1