logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜନ୍ମଦିନ ପାଳିଲେ ବିଧାୟକ ଭାଇରଲ, ଜନ୍ମଦିନରେ କେକ କାଟିବା ଭିଡ଼ିଓ ହେଲା ଭାଇରାଲ ଯାଜପୁର ଜିଲ୍ଲା ଧର୍ମଶାଳା ର ବାଘ କୁହା ଯାଉଥିବା ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ ଭାଇ )ଙ୍କ ଜନ୍ମଦିନ ରେ କେକ କାଟି ଭାଇରାଲ ହେଲେ

7 hrs ago
user_ସୁଧାଂଶୁ ଶେଖର ନାୟକ
ସୁଧାଂଶୁ ଶେଖର ନାୟକ
Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
7 hrs ago

ଜନ୍ମଦିନ ପାଳିଲେ ବିଧାୟକ ଭାଇରଲ, ଜନ୍ମଦିନରେ କେକ କାଟିବା ଭିଡ଼ିଓ ହେଲା ଭାଇରାଲ ଯାଜପୁର ଜିଲ୍ଲା ଧର୍ମଶାଳା ର ବାଘ କୁହା ଯାଉଥିବା ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ ଭାଇ )ଙ୍କ ଜନ୍ମଦିନ ରେ କେକ କାଟି ଭାଇରାଲ ହେଲେ

More news from ଓଡ଼ିଶା and nearby areas
  • ଗତକାଲି ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ,ମହାନ୍ ଜନନାୟକ,ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କର ୨୯ ତମ ତିରୋଧାନ ଦିବସ ଥିଲା। ଯାହାକି କୋଟି ଓଡ଼ିଆଙ୍କ ଜନନାୟକ ବିଜୁ ବାବୁଙ୍କୁ ମନେ ପକାଇ ଥିଲେ ରାଜ୍ୟବାସୀ ।ସେହିପରି ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ଜାରକା ଠାରେ ବିଜୁ ବାବୁଙ୍କୁ ସ୍ମୃତିରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରଦ୍ଧା ଓ ସମ୍ମାନର ସହିତ ବିଜୁ ଜନତା ଦଳର କର୍ମୀ, କର୍ମକର୍ତ୍ତା, ନେତୃବୃନ୍ଦ,ଯୁବ ଛାତ୍ର,ମହିଳା ଶାଖା ତଥା ପ୍ରମୁଖ ଦଳୀୟ ସଂଗଠନର କର୍ମକର୍ତ୍ତା ଏବଂ ସଦସ୍ୟମାନଙ୍କ ଯୋଗଦାନ ହୋଇଥିଲା।ସେହିଭଳି ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ସ୍ଥାନୀୟ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ ।
    1
    ଗତକାଲି ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ,ମହାନ୍ ଜନନାୟକ,ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କର ୨୯ ତମ ତିରୋଧାନ ଦିବସ ଥିଲା। ଯାହାକି କୋଟି ଓଡ଼ିଆଙ୍କ ଜନନାୟକ ବିଜୁ ବାବୁଙ୍କୁ ମନେ ପକାଇ ଥିଲେ ରାଜ୍ୟବାସୀ ।ସେହିପରି ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ଜାରକା ଠାରେ ବିଜୁ ବାବୁଙ୍କୁ ସ୍ମୃତିରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରଦ୍ଧା ଓ ସମ୍ମାନର ସହିତ ବିଜୁ ଜନତା ଦଳର କର୍ମୀ, କର୍ମକର୍ତ୍ତା, ନେତୃବୃନ୍ଦ,ଯୁବ ଛାତ୍ର,ମହିଳା ଶାଖା ତଥା ପ୍ରମୁଖ ଦଳୀୟ ସଂଗଠନର କର୍ମକର୍ତ୍ତା ଏବଂ ସଦସ୍ୟମାନଙ୍କ ଯୋଗଦାନ ହୋଇଥିଲା।ସେହିଭଳି ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ସ୍ଥାନୀୟ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    7 hrs ago
  • Post by ଯାଜପୁର ଖବର ପ୍ରସାରିତ
    1
    Post by ଯାଜପୁର ଖବର ପ୍ରସାରିତ
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    16 hrs ago
  • Post by NEWS7ODIA
    1
    Post by NEWS7ODIA
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    23 hrs ago
  • Post by ନିଷ୍ଠୁର ଦୁନିଆ Live
    1
    Post by ନିଷ୍ଠୁର ଦୁନିଆ Live
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    4 hrs ago
  • ଏ ସିନେମା ଦେଖିଲେ, ଆପଣ ନିଜେ କହିବେ, ମୁଁ ଅଙ୍ଗଦାନ କରିବି | ଏ ସିନେମା ଆଗାମି ଦିନରେ ବଡ଼ ଉଦାହରଣ ସାଜିବ | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha
    1
    ଏ ସିନେମା ଦେଖିଲେ, ଆପଣ ନିଜେ କହିବେ, ମୁଁ ଅଙ୍ଗଦାନ କରିବି | ଏ ସିନେମା ଆଗାମି ଦିନରେ ବଡ଼ ଉଦାହରଣ ସାଜିବ |
ଭୁବନେଶ୍ବର, ଓଡ଼ିଶା 
#Bhubaneswar #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    10 hrs ago
  • କାଳିଆପାଣି ଥାନା ଅନ୍ତର୍ଗତ ଓସ୍ତିଆ ଗାଁ ନିକରେ ଥିବା OMC ଖାଦାନ ରେ ଗୁରୁଜଙ୍ଗ ଗ୍ରାମ ର ଛୋଟ ପିଲା ଟି ଗାଧଉଥିଲା ବେଳେ ବୁଡି ଯାଇଛି, ଘଟଣା ସ୍ଥଳ ରେ ସୁକିନ୍ଦା ଅଗ୍ନିଶମ ବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି, ଏବଂ ଘଟଣା ସ୍ଥଳରେ କାଳିଆପାଣି ପୋଲିସ ମଧ୍ୟ ପହଁଚିଛି।
    1
    କାଳିଆପାଣି ଥାନା ଅନ୍ତର୍ଗତ ଓସ୍ତିଆ ଗାଁ ନିକରେ ଥିବା OMC ଖାଦାନ ରେ ଗୁରୁଜଙ୍ଗ ଗ୍ରାମ ର ଛୋଟ ପିଲା ଟି ଗାଧଉଥିଲା ବେଳେ ବୁଡି ଯାଇଛି, ଘଟଣା ସ୍ଥଳ ରେ ସୁକିନ୍ଦା ଅଗ୍ନିଶମ ବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି, ଏବଂ ଘଟଣା ସ୍ଥଳରେ କାଳିଆପାଣି ପୋଲିସ ମଧ୍ୟ ପହଁଚିଛି।
    user_KALIAPANI UPDATE
    KALIAPANI UPDATE
    କାଳିଆପାଣି, ଯାଜପୁର, ଓଡ଼ିଶା•
    1 hr ago
  • ଶ୍ରୀମନ୍ଦିର ଭିତରକୁ ଫୋନ୍ ନେଲେ । ମନ ଇଚ୍ଛା ଭିଡ଼ିଓ ରେକର୍ଡ କଲେ ଯୁବତୀ । ଶ୍ରୀ ମନ୍ଦିର ଭିତରର ଭିଡ଼ିଓ ଭାଇରାଲ୍ । ପୋଲିସ୍ ଓ ଲୋକେ ଦେଖି କାବା। ଏତେ କଡ଼ା କଡ଼ି ଯାଞ୍ଚ ଭିତରେ କେମିତି ଭିତରକୁ ଗଲା ଫୋନ୍ ?
    1
    ଶ୍ରୀମନ୍ଦିର ଭିତରକୁ ଫୋନ୍ ନେଲେ । ମନ ଇଚ୍ଛା ଭିଡ଼ିଓ ରେକର୍ଡ କଲେ ଯୁବତୀ । ଶ୍ରୀ ମନ୍ଦିର ଭିତରର ଭିଡ଼ିଓ ଭାଇରାଲ୍ । ପୋଲିସ୍ ଓ ଲୋକେ ଦେଖି କାବା। ଏତେ କଡ଼ା କଡ଼ି ଯାଞ୍ଚ ଭିତରେ କେମିତି ଭିତରକୁ ଗଲା ଫୋନ୍ ?
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    8 hrs ago
  • ଯାଜପୁର ଜିଲ୍ଲା ଧର୍ମଶାଳା ର ବାଘ କୁହା ଯାଉଥିବା ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ ଭାଇ )ଙ୍କ ଜନ୍ମଦିନ ରେ କେକ କାଟି ଭାଇରାଲ ହେଲେ
    1
    ଯାଜପୁର ଜିଲ୍ଲା ଧର୍ମଶାଳା ର ବାଘ କୁହା ଯାଉଥିବା ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ ଭାଇ )ଙ୍କ ଜନ୍ମଦିନ ରେ କେକ କାଟି ଭାଇରାଲ ହେଲେ
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.