Shuru
Apke Nagar Ki App…
ଏ ସିନେମା ଦେଖିଲେ, ଆପଣ ନିଜେ କହିବେ, ମୁଁ ଅଙ୍ଗଦାନ କରିବି | ଏ ସିନେମା ଆଗାମି ଦିନରେ ବଡ଼ ଉଦାହରଣ ସାଜିବ ଏ ସିନେମା ଦେଖିଲେ, ଆପଣ ନିଜେ କହିବେ, ମୁଁ ଅଙ୍ଗଦାନ କରିବି | ଏ ସିନେମା ଆଗାମି ଦିନରେ ବଡ଼ ଉଦାହରଣ ସାଜିବ | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha
Nanda Kishor Naik
ଏ ସିନେମା ଦେଖିଲେ, ଆପଣ ନିଜେ କହିବେ, ମୁଁ ଅଙ୍ଗଦାନ କରିବି | ଏ ସିନେମା ଆଗାମି ଦିନରେ ବଡ଼ ଉଦାହରଣ ସାଜିବ ଏ ସିନେମା ଦେଖିଲେ, ଆପଣ ନିଜେ କହିବେ, ମୁଁ ଅଙ୍ଗଦାନ କରିବି | ଏ ସିନେମା ଆଗାମି ଦିନରେ ବଡ଼ ଉଦାହରଣ ସାଜିବ | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha
More news from ଓଡ଼ିଶା and nearby areas
- ଏ ସିନେମା ଦେଖିଲେ, ଆପଣ ନିଜେ କହିବେ, ମୁଁ ଅଙ୍ଗଦାନ କରିବି | ଏ ସିନେମା ଆଗାମି ଦିନରେ ବଡ଼ ଉଦାହରଣ ସାଜିବ | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1
- କାଳିଆପାଣି ଥାନା ଅନ୍ତର୍ଗତ ଓସ୍ତିଆ ଗାଁ ନିକରେ ଥିବା OMC ଖାଦାନ ରେ ଗୁରୁଜଙ୍ଗ ଗ୍ରାମ ର ଛୋଟ ପିଲା ଟି ଗାଧଉଥିଲା ବେଳେ ବୁଡି ଯାଇଛି, ଘଟଣା ସ୍ଥଳ ରେ ସୁକିନ୍ଦା ଅଗ୍ନିଶମ ବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି, ଏବଂ ଘଟଣା ସ୍ଥଳରେ କାଳିଆପାଣି ପୋଲିସ ମଧ୍ୟ ପହଁଚିଛି।1
- Post by Dipak Kumar Nayak1
- Post by Dhenkanal News1
- ଗତକାଲି ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ,ମହାନ୍ ଜନନାୟକ,ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କର ୨୯ ତମ ତିରୋଧାନ ଦିବସ ଥିଲା। ଯାହାକି କୋଟି ଓଡ଼ିଆଙ୍କ ଜନନାୟକ ବିଜୁ ବାବୁଙ୍କୁ ମନେ ପକାଇ ଥିଲେ ରାଜ୍ୟବାସୀ ।ସେହିପରି ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ଜାରକା ଠାରେ ବିଜୁ ବାବୁଙ୍କୁ ସ୍ମୃତିରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରଦ୍ଧା ଓ ସମ୍ମାନର ସହିତ ବିଜୁ ଜନତା ଦଳର କର୍ମୀ, କର୍ମକର୍ତ୍ତା, ନେତୃବୃନ୍ଦ,ଯୁବ ଛାତ୍ର,ମହିଳା ଶାଖା ତଥା ପ୍ରମୁଖ ଦଳୀୟ ସଂଗଠନର କର୍ମକର୍ତ୍ତା ଏବଂ ସଦସ୍ୟମାନଙ୍କ ଯୋଗଦାନ ହୋଇଥିଲା।ସେହିଭଳି ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ସ୍ଥାନୀୟ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ ।1
- Post by NEWS7ODIA1
- ଯୋରନ୍ଦା ସତ୍ୟlଗ୍ରହ #ଢେ଼ଙ୍କାନାଳ ଜିଲ୍ଲାର #ବିଜୁଜନତା ଦଳ ତରଫରୁ "ପ୍ରବାଦ ପୁରୁଷ ଦିବସ" ମହାନ ଜନନାୟକ, ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ, ଦେଶର ବରପୁତ୍ର, #ବିଜୁ ପଟ୍ଟନାୟକଙ୍କ ୨୯ ତମ ତିରୋଧାନ ଦିବସ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି ।।🙏🙏🙏 ।।1
- ଆମ ମେଡିକାଲରେ ରୋଗ ଦେଖାଯାଏ, କାହା ପକେଟ୍ ଦେଖା ଯାଏନାହିଁ | ଓଡ଼ିଆ ଫିଲ୍ମ ଆଫା' ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1