Shuru
Apke Nagar Ki App…
ବହୁତ ଭଲ ଭାବରେ ପିଲାଙ୍କୁ ଆମେ ପଢ଼ାଇଛୁ | ପରିଶ୍ରମ ଓ ନିଷ୍ଠା ସଫଳତାର ମୂଳ ମନ୍ତ୍ର | ବହୁତ ଭଲ ଭାବରେ ପିଲାଙ୍କୁ ଆମେ ପଢ଼ାଇଛୁ | ପରିଶ୍ରମ ଓ ନିଷ୍ଠା ସଫଳତାର ମୂଳ ମନ୍ତ୍ର | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha
Nanda Kishor Naik
ବହୁତ ଭଲ ଭାବରେ ପିଲାଙ୍କୁ ଆମେ ପଢ଼ାଇଛୁ | ପରିଶ୍ରମ ଓ ନିଷ୍ଠା ସଫଳତାର ମୂଳ ମନ୍ତ୍ର | ବହୁତ ଭଲ ଭାବରେ ପିଲାଙ୍କୁ ଆମେ ପଢ଼ାଇଛୁ | ପରିଶ୍ରମ ଓ ନିଷ୍ଠା ସଫଳତାର ମୂଳ ମନ୍ତ୍ର | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha
More news from ଓଡ଼ିଶା and nearby areas
- ଯାତ୍ରାରେ କାହିଁକି ଲଙ୍ଗଳା ନାଚ ! କାହିଁକି ବାରମ୍ବାର ବିବାଦ ! କେବେ ହେବ ଏ ବିବାଦର ସମାଧାନ | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1
- Post by Sendhavai1
- କାଳିଆପାଣି ଥାନା ଅନ୍ତର୍ଗତ ଓସ୍ତିଆ ଗାଁ ନିକରେ ଥିବା OMC ଖାଦାନ ରେ ଗୁରୁଜଙ୍ଗ ଗ୍ରାମ ର ଛୋଟ ପିଲା ଟି ଗାଧଉଥିଲା ବେଳେ ବୁଡି ଯାଇଛି, ଘଟଣା ସ୍ଥଳ ରେ ସୁକିନ୍ଦା ଅଗ୍ନିଶମ ବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି, ଏବଂ ଘଟଣା ସ୍ଥଳରେ କାଳିଆପାଣି ପୋଲିସ ମଧ୍ୟ ପହଁଚିଛି।1
- ସି.ଏମ୍. ଟ୍ରଫି ନିମନ୍ତେ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆରମ୍ଭ । ଢ଼େଙ୍କାନାଳ, ତା. ୧୮.o୪.୨୦୨୬- ଚ଼ଳିତ ବର୍ଷ ସି.ଏମ୍. ଟ୍ରଫି ହାସଲ ନିମନ୍ତେ ଆଜି ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଛିି । କ୍ରୀଡ଼ା ଓ ଯୁବ ସେବା ବିଭାଗ ଓ ଜିଲ୍ଲା ସଂଘର ମିଳିତ ଆନୁକୂଲ୍ୟରେ ଢ଼େଙ୍କାନାଳ ମୂଖ୍ୟ ଷ୍ଟାଡ଼ିୟମ ଠାରେ ଆଜି ସକାଳେ ଆୟୋଜିତ ଏହି ଜିଲ୍ଲା ସ୍ତରୀୟ କ୍ରୀଡା ମହାକୁମ୍ଭକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ଶୁଭାରମ୍ଭ କରିଥିଲେ । ଏହି କ୍ରୀଡା ପ୍ରତିଯୋଗିତା, ଗ୍ରାମାଞ୍ଚଳ ସହିତ ସମଗ୍ର ଜିଲ୍ଲାରେ ଲୁଚି ରହିଥିବା କ୍ରୀଡା ପ୍ରତିଭାର ଉନ୍ମେଷ ଘଟାଇ , ରାଜ୍ୟ ତଥା ଜାତୀୟ ସ୍ତରରେ କ୍ରୀଡାବିତମାନଙ୍କୁ ପ୍ରତିଷ୍ଠିତ କରାଇପାରିବ ବୋଲି ସେ ପ୍ରକାଶ କରିଥିଲେ । ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କ୍ରୀଡା ଅଭ୍ୟାସ ଦ୍ୱାରା ଶାରିରୀକ କ୍ଷମତା ବୃଦ୍ଧି ହେବା ସହ ନିୟମିତ ଅଭ୍ୟାସ ଫଳରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠା ଆଣିଦେବ ବୋଲି ସେ ମତବ୍ୟକ୍ତ କରିଥିଲେ । ନିୟମିତ ଅଭ୍ୟାସ କରି ନିଜକୁ ପ୍ରତିଷ୍ଠିତ କରିବା ପାଇଁ ସେ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରାରମ୍ଭରେ ଜିଲା କ୍ରୀଡା ସଂଘର ସଂପାଦକ ଶ୍ରୀ ନଳିନୀ କୁମାର ଦାଶ, ଏହି କ୍ରୀଡା ସମାରୋହରେ କବାଡ଼ି, ଭଲିବଲ୍, ଖୋ-ଖୋ ଏବଂ ଫୁଟବଲ ଖେଳ ପ୍ରତିଯୋଗିତାରେ ସମସ୍ତ ବ୍ଲକ ଅଞ୍ଚଳର ମୋଟ୍ ୬୨ ଟି ଦଳ ଅଂଶ ଗ୍ରହଣ କରିଛନ୍ତି ଏବଂ ଏହା ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚ଼ନା ଦେଇଛନ୍ତି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉପ-ଜିଲ୍ଲାପାଳ ଶ୍ରୀ ବିବୁଧ ଗଡ଼ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଦୟାନିଧି ପାତ୍ର, ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ଶ୍ରୀମତୀ ସୁଜାତା ପଟ୍ଟନାୟକ ପ୍ରମୂଖ ଯୋଗ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ ।2
- Post by NEWS7ODIA1
- Post by Dhenkanal News1
- ଗତକାଲି ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ,ମହାନ୍ ଜନନାୟକ,ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କର ୨୯ ତମ ତିରୋଧାନ ଦିବସ ଥିଲା। ଯାହାକି କୋଟି ଓଡ଼ିଆଙ୍କ ଜନନାୟକ ବିଜୁ ବାବୁଙ୍କୁ ମନେ ପକାଇ ଥିଲେ ରାଜ୍ୟବାସୀ ।ସେହିପରି ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ଜାରକା ଠାରେ ବିଜୁ ବାବୁଙ୍କୁ ସ୍ମୃତିରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରଦ୍ଧା ଓ ସମ୍ମାନର ସହିତ ବିଜୁ ଜନତା ଦଳର କର୍ମୀ, କର୍ମକର୍ତ୍ତା, ନେତୃବୃନ୍ଦ,ଯୁବ ଛାତ୍ର,ମହିଳା ଶାଖା ତଥା ପ୍ରମୁଖ ଦଳୀୟ ସଂଗଠନର କର୍ମକର୍ତ୍ତା ଏବଂ ସଦସ୍ୟମାନଙ୍କ ଯୋଗଦାନ ହୋଇଥିଲା।ସେହିଭଳି ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ସ୍ଥାନୀୟ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ ।1
- ବହୁତ ଭଲ ଭାବରେ ପିଲାଙ୍କୁ ଆମେ ପଢ଼ାଇଛୁ | ପରିଶ୍ରମ ଓ ନିଷ୍ଠା ସଫଳତାର ମୂଳ ମନ୍ତ୍ର | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1