logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜୟପାଟଣା ବିମଳା ଗ୍ରାମ ରେ ଏକ ଚାଞ୍ଚଲ୍ୟ ଘଟଣା ଏକ ପୋଖରୀ ରୁ କଙ୍କାଳ ଉଦ୍ଧାର, ,,,,,,,,,,,,,,,,,,,,,,,,, କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବିମଳା ଗ୍ରାମ ର ବାଗବନ୍ଧ ପୋଖରୀ ରୁ ଏକ ଗଳିତ ମଣିଷ ର ଅଣ୍ଟା ରୁ ଗୋଡ ପର୍ଯ୍ୟନ୍ତ ଥିବା ଏକ ଶବ ଉଦ୍ଧାର କରାଯାଇଛି ଗ୍ରାମ ବାସୀଙ୍କ କହିବା ଅନୁଯାୟୀ ଗତ ବର୍ଷ ଅଗଷ୍ଟ ମାସରେ ଆମ ବିମଳା ଗ୍ରାମରୁ ଜଣେ ଯୁବତୀ ନିଖୋଜ ହୋଇଯାଇଥିଲେ। ସେ ଯୁବତୀଙ୍କୁ ଖୋଜିବା ପାଇଁ ପରିବାର ଓ ଗ୍ରାମବାସୀମାନେ ଅନେକ ଜାଗାରେ ଖୋଜଖବର କରିଥିଲେ ଏବଂ ଅନେକ ଲୋକଙ୍କ ସହ ଯୋଗାଯୋଗ ମଧ୍ୟ କରାଯାଇଥିଲା। ଏହା ସହିତ ଥାନାରେ ମଧ୍ୟ ନିଖୋଜ ହୋଇଥିବା ବୋଲି ଦରଖାସ୍ତ ଦିଆଯାଇଥିଲା। କିନ୍ତୁ ଦୁଃଖର ବିଷୟ, ଏପର୍ଯ୍ୟନ୍ତ ସେ ଯୁବତୀଙ୍କର କିଛି ଖବର ମିଳି ପାରିନଥିଲା। ଆଜି ପ୍ରାୟ ୮ ମାସ ପରେ ହଠାତ୍ ଏକ ଅଜବ ଘଟଣା ସମ୍ମୁଖରେ ଆସିଛି। ଆଜି ଆମ ଗ୍ରାମର ପରିଚୟ ସ୍ଥଳ ବାଘ ବନ୍ଦ ନିକଟକୁ କିଛି ଯୁବକ ମାଛ ଧରିବା ପାଇଁ ଯାଇଥିଲେ। ସେଠାରେ ସେମାନେ ଏକ ମଣିଷର ଗଣ୍ଡି ବା ହାଡ଼ ଖଙ୍କାଳ ଦେଖିଥିଲେ। ଏହା ଦେଖି ସେମାନେ ଭୟଭୀତ ହୋଇ ତୁରନ୍ତ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ପରେ ଗ୍ରାମର ଲୋକମାନେ ସେଠାରେ ପହଞ୍ଚି ଜୟପାଟଣା ପୋଲିସ କୁ ଖବର ଦେଇଥିଲେ। ପୋଲିସ ଓ ଦମକଳ ବିଭାଗ ଘଟଣାସ୍ଥଳକୁ ପହଞ୍ଚି ସେହି ହାଡ଼ ଖଙ୍କାଳକୁ ଉଦ୍ଧାର କରି ଜୟପାଟଣା ହସ୍ପିଟାଲ କୁ ନେଇଯାଇଛନ୍ତି। ପୋଲିସର ସୂଚନା ଅନୁଯାୟୀ, ଆସନ୍ତା କାଲି ତଦନ୍ତ ପରେ ସ୍ପଷ୍ଟ ହେବ ଯେ ଏହି ହାଡ଼ ଖଙ୍କାଳ କାହାର। ଏବେ ସମସ୍ତ ଗ୍ରାମବାସୀଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିଛି — ଏହା କଣ ଗତ ବର୍ଷ ନିଖୋଜ ହୋଇଥିବା ସେଇ ଯୁବତୀଙ୍କର ନୁହେଁ କି???? ସମସ୍ତେ ଏବେ ପୋଲିସର ଆଗାମୀ ସୂଚନାକୁ ଅପେକ୍ଷା କରୁଛନ୍ତି. ଜୟପାଟଣା ବିମଳା ଗ୍ରାମ ରେ ଏକ ଚାଞ୍ଚଲ୍ୟ ଘଟଣା ଏକ ପୋଖରୀ ରୁ କଙ୍କାଳ ଉଦ୍ଧାର, ,,,,,,,,,,,,,,,,,,,,,,,,, କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବିମଳା ଗ୍ରାମ ର ବାଗବନ୍ଧ ପୋଖରୀ ରୁ ଏକ ଗଳିତ ମଣିଷ ର ଅଣ୍ଟା ରୁ ଗୋଡ ପର୍ଯ୍ୟନ୍ତ ଥିବା ଏକ ଶବ ଉଦ୍ଧାର କରାଯାଇଛି ଗ୍ରାମ ବାସୀଙ୍କ କହିବା ଅନୁଯାୟୀ ଗତ ବର୍ଷ ଅଗଷ୍ଟ ମାସରେ ଆମ ବିମଳା ଗ୍ରାମରୁ ଜଣେ ଯୁବତୀ ନିଖୋଜ ହୋଇଯାଇଥିଲେ। ସେ ଯୁବତୀଙ୍କୁ ଖୋଜିବା ପାଇଁ ପରିବାର ଓ ଗ୍ରାମବାସୀମାନେ ଅନେକ ଜାଗାରେ ଖୋଜଖବର କରିଥିଲେ ଏବଂ ଅନେକ ଲୋକଙ୍କ ସହ ଯୋଗାଯୋଗ ମଧ୍ୟ କରାଯାଇଥିଲା। ଏହା ସହିତ ଥାନାରେ ମଧ୍ୟ ନିଖୋଜ ହୋଇଥିବା ବୋଲି ଦରଖାସ୍ତ ଦିଆଯାଇଥିଲା। କିନ୍ତୁ ଦୁଃଖର ବିଷୟ, ଏପର୍ଯ୍ୟନ୍ତ ସେ ଯୁବତୀଙ୍କର କିଛି ଖବର ମିଳି ପାରିନଥିଲା। ଆଜି ପ୍ରାୟ ୮ ମାସ ପରେ ହଠାତ୍ ଏକ ଅଜବ ଘଟଣା ସମ୍ମୁଖରେ ଆସିଛି। ଆଜି ଆମ ଗ୍ରାମର ପରିଚୟ ସ୍ଥଳ ବାଘ ବନ୍ଦ ନିକଟକୁ କିଛି ଯୁବକ ମାଛ ଧରିବା ପାଇଁ ଯାଇଥିଲେ। ସେଠାରେ ସେମାନେ ଏକ ମଣିଷର ଗଣ୍ଡି ବା ହାଡ଼ ଖଙ୍କାଳ ଦେଖିଥିଲେ। ଏହା ଦେଖି ସେମାନେ ଭୟଭୀତ ହୋଇ ତୁରନ୍ତ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ପରେ ଗ୍ରାମର ଲୋକମାନେ ସେଠାରେ ପହଞ୍ଚି ଜୟପାଟଣା ପୋଲିସ କୁ ଖବର ଦେଇଥିଲେ। ପୋଲିସ ଓ ଦମକଳ ବିଭାଗ ଘଟଣାସ୍ଥଳକୁ ପହଞ୍ଚି ସେହି ହାଡ଼ ଖଙ୍କାଳକୁ ଉଦ୍ଧାର କରି ଜୟପାଟଣା ହସ୍ପିଟାଲ କୁ ନେଇଯାଇଛନ୍ତି। ପୋଲିସର ସୂଚନା ଅନୁଯାୟୀ, ଆସନ୍ତା କାଲି ତଦନ୍ତ ପରେ ସ୍ପଷ୍ଟ ହେବ ଯେ ଏହି ହାଡ଼ ଖଙ୍କାଳ କାହାର। ଏବେ ସମସ୍ତ ଗ୍ରାମବାସୀଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିଛି — ଏହା କଣ ଗତ ବର୍ଷ ନିଖୋଜ ହୋଇଥିବା ସେଇ ଯୁବତୀଙ୍କର ନୁହେଁ କି???? ସମସ୍ତେ ଏବେ ପୋଲିସର ଆଗାମୀ ସୂଚନାକୁ ଅପେକ୍ଷା କରୁଛନ୍ତି.

on 13 March
user_ରିତେଶ ମୁଣ୍ଡ କୋକସରା ମେଡ଼ିଆ
ରିତେଶ ମୁଣ୍ଡ କୋକସରା ମେଡ଼ିଆ
Press advisory Kokasara, Kalahandi•
on 13 March
e3cdfbb8-3083-4e83-9ea8-540a48d86fd2

More news from ଓଡ଼ିଶା and nearby areas
  • ଜନଶୁଣାଣୀ ବିରୋଧରେ କୋଡୀଙ୍ଗାମାଳି ଅଞ୍ଚଳବାସୀଙ୍କ ଗର୍ଜନ, ଜନଶୁଣାଣିକୁ ନେଇ ତୀବ୍ର ପ୍ରତିବାଦ
    1
    ଜନଶୁଣାଣୀ ବିରୋଧରେ କୋଡୀଙ୍ଗାମାଳି ଅଞ୍ଚଳବାସୀଙ୍କ ଗର୍ଜନ, ଜନଶୁଣାଣିକୁ ନେଇ ତୀବ୍ର ପ୍ରତିବାଦ
    user_Tuna Behera
    Tuna Behera
    କାଶୀପୁର, ରାୟଗଡା, ଓଡ଼ିଶା•
    5 hrs ago
  • ଧର୍ମାନ୍ତୀକରଣ ର ଅଜବ ପରିସ୍ଥିତି, ଶବ କୁ ମଶାଣି ମନା ଚାଳିଶ ଘଣ୍ଟା ଧରି ଘରେ ପଡି ରହିଲା ଶବ,
    1
    ଧର୍ମାନ୍ତୀକରଣ ର ଅଜବ ପରିସ୍ଥିତି, ଶବ କୁ ମଶାଣି ମନା ଚାଳିଶ ଘଣ୍ଟା ଧରି ଘରେ ପଡି ରହିଲା ଶବ,
    user_Jitendra mohanty
    Jitendra mohanty
    Agricultural machinery manufacturer ଉମରକୋଟ, ନବରଙ୍ଗପୁର, ଓଡ଼ିଶା•
    18 hrs ago
  • କୋଟପାଡ଼ : ପରିଣତ ବୟସ ଓ ଶାରୀରିକ ଅକ୍ଷମତା ହାର୍ ମାନିଛି 75 ବର୍ଷ ବୟସ୍କ ହରିନାଥଙ୍କ ପରିଶ୍ରମ ଆଗରେ
    1
    କୋଟପାଡ଼ : ପରିଣତ ବୟସ ଓ ଶାରୀରିକ ଅକ୍ଷମତା ହାର୍ ମାନିଛି 75 ବର୍ଷ ବୟସ୍କ ହରିନାଥଙ୍କ ପରିଶ୍ରମ ଆଗରେ
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    18 hrs ago
  • ରଜାମରା କୀର୍ତ୍ତନ ମଣ୍ଡଳୀ, ଶ୍ରୀ, ଗୁରୁ ମନୋଜ ପାଣ୍ଡତ୍ଥ
    1
    ରଜାମରା କୀର୍ତ୍ତନ ମଣ୍ଡଳୀ, ଶ୍ରୀ, ଗୁରୁ  ମନୋଜ ପାଣ୍ଡତ୍ଥ
    user_ରଜାମରା କୀର୍ତ୍ତନ ମଣ୍ଡଳୀ
    ରଜାମରା କୀର୍ତ୍ତନ ମଣ୍ଡଳୀ
    କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    2 hrs ago
  • ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ସିଙ୍ଗିପୁଟ ତହସିଲ ସମ୍ମୁଖ ପଡିଆରେ ବ୍ଲକସ୍ତରୀୟ ବାବାସାହେବ ଡ଼ା ଭୀମରାଓ ଆମ୍ବେଦକରଙ୍କ ୧୩୫ ତମ ଜୟନ୍ତୀ ଧୂମଧାମ ରେ ପାଳିତ ହୋଇଯାଇଛି।
    1
    ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ସିଙ୍ଗିପୁଟ ତହସିଲ ସମ୍ମୁଖ ପଡିଆରେ ବ୍ଲକସ୍ତରୀୟ ବାବାସାହେବ ଡ଼ା ଭୀମରାଓ ଆମ୍ବେଦକରଙ୍କ ୧୩୫ ତମ ଜୟନ୍ତୀ ଧୂମଧାମ ରେ ପାଳିତ ହୋଇଯାଇଛି।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    6 hrs ago
  • ତା.15/04/2026 ରିଖ ମହାପ୍ରଭୁଙ୍କ ଚଳିତ ବର୍ଷ ର ଚନ୍ଦନ ଯାତ୍ରା କୁ ପରମ୍ପରା ଅନୁଯାୟୀ ଓ ଶୃଙ୍ଖଳିତ ଭାବେ ସମ୍ପର୍ଣ୍ଣ ପାଇଁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ପରାମର୍ଶ ଦେଇଛନ୍ତି।ଆଜି ଅପରାହ୍ନ ରେ ଜିଲ୍ଲାପାଳ ନରେନ୍ଦ୍ର ପୁଷ୍କରିଣୀ ର ଚନ୍ଦନ ଚକଡା ଓ ମହାପ୍ରଭୁଙ୍କ ଚାପ ସ୍ଥଳକୁ ଜିଲ୍ଲାପାଳ ପରିଦର୍ଶନ କରିଥିଲେ।ଚନ୍ଦନ ଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ଗାଡି ଚଳାଚଳ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା,ଭିଡ ନିୟନ୍ତ୍ରଣ, ଆଲୋକ ବ୍ୟବସ୍ଥା, ସ୍ବଛତା ଓ ପରିଷ୍କାର ପରିଛନ୍ନତା,ସୂଚନା କେନ୍ଦ୍ର ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟବସ୍ଥା,ସ୍ବାସ୍ଥ୍ୟ ବ୍ୟବସ୍ଥା ଇତ୍ୟାଦି ର ସୁବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହି କ୍ଷେତ୍ର ପରିଦର୍ଶନ ରେ ଜିଲ୍ଲା ପରିଷଦର ଉନ୍ନୟନ ଅଧିକାରୀ ତଥା ମୁନିସିପାଲ କର୍ପୋରେସନ ର କମିଶନର ଅରୁଗୁଳା ସ୍ନେହା,ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ,ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ସିଟି ଡିଏସପି ରଶ୍ମିରଞ୍ଜନ ମହାପାତ୍ର ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା, ଭୁବନେଶ୍ୱର
    1
    ତା.15/04/2026 ରିଖ ମହାପ୍ରଭୁଙ୍କ ଚଳିତ ବର୍ଷ ର ଚନ୍ଦନ ଯାତ୍ରା କୁ ପରମ୍ପରା ଅନୁଯାୟୀ ଓ ଶୃଙ୍ଖଳିତ ଭାବେ ସମ୍ପର୍ଣ୍ଣ ପାଇଁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ପରାମର୍ଶ ଦେଇଛନ୍ତି।ଆଜି ଅପରାହ୍ନ ରେ ଜିଲ୍ଲାପାଳ ନରେନ୍ଦ୍ର ପୁଷ୍କରିଣୀ ର ଚନ୍ଦନ ଚକଡା ଓ ମହାପ୍ରଭୁଙ୍କ ଚାପ ସ୍ଥଳକୁ ଜିଲ୍ଲାପାଳ ପରିଦର୍ଶନ କରିଥିଲେ।ଚନ୍ଦନ ଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ଗାଡି ଚଳାଚଳ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା,ଭିଡ ନିୟନ୍ତ୍ରଣ, ଆଲୋକ ବ୍ୟବସ୍ଥା, ସ୍ବଛତା ଓ ପରିଷ୍କାର ପରିଛନ୍ନତା,ସୂଚନା କେନ୍ଦ୍ର ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟବସ୍ଥା,ସ୍ବାସ୍ଥ୍ୟ ବ୍ୟବସ୍ଥା ଇତ୍ୟାଦି ର ସୁବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହି କ୍ଷେତ୍ର ପରିଦର୍ଶନ ରେ ଜିଲ୍ଲା ପରିଷଦର ଉନ୍ନୟନ ଅଧିକାରୀ ତଥା ମୁନିସିପାଲ କର୍ପୋରେସନ ର କମିଶନର ଅରୁଗୁଳା ସ୍ନେହା,ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ,ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ସିଟି ଡିଏସପି ରଶ୍ମିରଞ୍ଜନ ମହାପାତ୍ର ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।
ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା, ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    1 hr ago
  • ଗ୍ରାମ ମାରଲାଙ୍ଗା ଗାଁ ଦୁରିକୁପୁଡ଼ା ମହୁଲ ଭଜା ଜାତରା ହଇ ଥିଲା ଅପଣଙ୍କ ଦେଖାଉ ଛି
    1
    ଗ୍ରାମ ମାରଲାଙ୍ଗା ଗାଁ ଦୁରିକୁପୁଡ଼ା ମହୁଲ ଭଜା ଜାତରା ହଇ ଥିଲା ଅପଣଙ୍କ ଦେଖାଉ ଛି
    user_ଅଜିତ ପାତ୍ର
    ଅଜିତ ପାତ୍ର
    Kotagarh, Kandhamal•
    7 hrs ago
  • 💋💋💋💋💋💋🤭💋💋💋
    1
    💋💋💋💋💋💋🤭💋💋💋
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.