Shuru
Apke Nagar Ki App…
ଜନଶୁଣାଣୀ ବିରୋଧରେ କୋଡୀଙ୍ଗାମାଳି ଅଞ୍ଚଳବାସୀଙ୍କ ଗର୍ଜନ, ଜନଶୁଣାଣିକୁ ନେଇ ତୀବ୍ର ପ୍ରତିବାଦ ଜନଶୁଣାଣୀ ବିରୋଧରେ କୋଡୀଙ୍ଗାମାଳି ଅଞ୍ଚଳବାସୀଙ୍କ ଗର୍ଜନ, ଜନଶୁଣାଣିକୁ ନେଇ ତୀବ୍ର ପ୍ରତିବାଦ
Tuna Behera
ଜନଶୁଣାଣୀ ବିରୋଧରେ କୋଡୀଙ୍ଗାମାଳି ଅଞ୍ଚଳବାସୀଙ୍କ ଗର୍ଜନ, ଜନଶୁଣାଣିକୁ ନେଇ ତୀବ୍ର ପ୍ରତିବାଦ ଜନଶୁଣାଣୀ ବିରୋଧରେ କୋଡୀଙ୍ଗାମାଳି ଅଞ୍ଚଳବାସୀଙ୍କ ଗର୍ଜନ, ଜନଶୁଣାଣିକୁ ନେଇ ତୀବ୍ର ପ୍ରତିବାଦ
More news from ଓଡ଼ିଶା and nearby areas
- ଜନଶୁଣାଣୀ ବିରୋଧରେ କୋଡୀଙ୍ଗାମାଳି ଅଞ୍ଚଳବାସୀଙ୍କ ଗର୍ଜନ, ଜନଶୁଣାଣିକୁ ନେଇ ତୀବ୍ର ପ୍ରତିବାଦ1
- ରାୟଗଡା ଜିଲ୍ଲାର ବୁଦ୍ରାବାଲସା ସରକାରୀ ପ୍ରାଥମିକ ବିଦ୍ୟାଳୟ, ଯାହା ୧୬ ଅକ୍ଟୋବର ୧୯୭୧ ରେ ସ୍ଥାପିତ, ସେଠାରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଗଭୀର ପ୍ରଶ୍ନ ଉଠିଛି। ଆଜି ସକାଳ ୮ଟା ସମୟରେ ଏକ ଅଚମ୍କା ଦର୍ଶନ ସମୟରେ ଦେଖାଯାଇଥିଲା ଯେ, ଛାତ୍ରଛାତ୍ରୀମାନେ କ୍ଲାସ୍ ରୁମ୍ ଭିତରେ ନୁହେଁ, ବରଂ ବାହାରେ ବସି ପଢୁଛନ୍ତି। ବିଦ୍ୟାଳୟରେ ଥିବା ଶିକ୍ଷୟିତ୍ରୀ ବିନା ୟୁନିଫର୍ମରେ କ୍ଲାସ୍ ନେଉଥିବା ଦେଖାଯାଇଥିଲା, ଯାହା ନିୟମ ଉଲ୍ଲଂଘନ କୁ ସୂଚିତ କରୁଛି। ଏହା ସହ ଏସିସ୍ଟାଣ୍ଟ ଶିକ୍ଷକଙ୍କ ଅନୁପସ୍ଥିତି ମଧ୍ୟ ପ୍ରଶ୍ନ ଉଠାଇଛି। ଅନ୍ୟପଟେ, କିଛି ଛାତ୍ରଛାତ୍ରୀ ୟୁନିଫର୍ମରେ ଥିଲେ ମଧ୍ୟ, ଅନେକ ଛାତ୍ରଛାତ୍ରୀ ୟୁନିଫର୍ମ ବିହୀନ ଅବସ୍ଥାରେ ଦେଖାଯାଇଥିଲେ। ସବୁଠୁ ଚମତ୍କାର କଥା ହେଉଛି, ବିଦ୍ୟାଳୟରେ ନବୀକରଣ କରାଯାଇଥିବା ଦୁଇଟି କ୍ଲାସ୍ ରୁମ୍ ତାଲା ପଡିଥିବା ଅବସ୍ଥାରେ ଥିଲା। ଶିକ୍ଷୟିତ୍ରୀଙ୍କୁ ପଚାରିବା ପରେ ଘର ଖୋଲାଯାଇଥିଲା, ଯେଉଁଠାରେ ଗୋଟିଏ ଘରରେ ପୁସ୍ତକ ଓ ଅନ୍ୟ ଘରରେ ପ୍ଲାଷ୍ଟିକ ଚେୟାର ରଖାଯାଇଥିଲା। ଏଥିରୁ ସ୍ପଷ୍ଟ ଯେ, ପାଠପାଠନ ପାଇଁ ଥିବା କ୍ଲାସ୍ ରୁମ୍ ଗୁଡିକୁ ଷ୍ଟୋର ରୁମ୍ ଭାବେ ବ୍ୟବହାର କରାଯାଉଛି। ତେବେ ପ୍ରଶ୍ନ ଉଠୁଛି— ୧: କ୍ଲାସ୍ ରୁମ୍ ଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ବାହାରେ କାହିଁକି ପଢୁଛନ୍ତି? ୨: ଶିକ୍ଷକ ମାନଙ୍କ ଅନୁପସ୍ଥିତି ଓ ନିୟମ ଉଲ୍ଲଂଘନ କାହିଁକି? ୩: ଶିକ୍ଷା ବ୍ୟବସ୍ଥା ଉପରେ କାହାର ନଜର ନାହିଁ କି? ଏହି ଘଟଣାକୁ ନେଇ ଅଭିଭାବକ ଓ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ସମ୍ବନ୍ଧିତ ଶିକ୍ଷା ବିଭାଗ ଏହାକୁ ଗମ୍ଭୀରତାର ସହ ନେଇ ତତ୍କାଳ କାର୍ଯ୍ୟନୁଷ୍ଠାନ ନେବେ କି ନାହିଁ, ସେଥିରେ ସମସ୍ତଙ୍କ ନଜର ରହିଛି।3
- ସ୍ଥାନୀୟ ମାଥାଲପୁଟ ରାଧାକୃଷ୍ଣ ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ ପାଳିତ ହୋଇଛି।୨ ଦିନ ଧରି ଏହି ଉତ୍ସବରେ କଳଶ ଶୋଭାଯାତ୍ରା,ଘୃତ ଯଜ୍ଞ, ଅନ୍ନ ଯଜ୍ଞ ଏବଂ ଅଷ୍ଟମପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା।ସ୍ଥାନୀୟ ମରିଚମାଳ ନଦୀରୁ ଶତାଧିକ ମହିଳା ଶ୍ରଦ୍ଧାଳୁ କଳଶ ଧରି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।ସୁନାବେଡ଼ା ର ପର୍ବତ ମହାରାଜ ନାମଯଜ୍ଞ କରିଥିଲା ବେଳେ ମନ୍ଦିରର ଦୈନନ୍ଦିନ ପୂଜକ ପ୍ରତାପ ପଣ୍ଡା ଓ ପ୍ରଣୟ ଦେବତାଙ୍କ ସହ ସୀମାଞ୍ଚଳ କର ରାଧାକୃଷ୍ଣଙ୍କ ପୂଜାର୍ଚ୍ଚନା ଓ ଘୃତ ଯଜ୍ଞ କରିଥିଲେ। ମନ୍ଦିର ପରିଚାଳନା କମିଟି ପକ୍ଷରୁ ହରିବନ୍ଧୁ ବିଶ୍ବାଳ,କାଳୀ ପାଟ୍ଟଯୋଶୀ,ଆକୁଳ ଜେନା,ସୁଦାମ ବାରିକ,କେ ଶଙ୍କର ପାତ୍ର,କେଶବ ଚୌଧୁରୀ, ବିଶ୍ବନାଥ ଚୌଧୁରୀ,ବେଣୁପାଣି ସାହୁ,ସଞ୍ଜୟ ବିଶ୍ବାଳ ମାର୍କେଟର ବ୍ୟବସାୟୀ ଓ ଗ୍ରାମ ଲୋକେ ଉତ୍ସବ ପରିଚାଳନା କରିଥିଲେ।1
- ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ସିଙ୍ଗିପୁଟ ତହସିଲ ସମ୍ମୁଖ ପଡିଆରେ ବ୍ଲକସ୍ତରୀୟ ବାବାସାହେବ ଡ଼ା ଭୀମରାଓ ଆମ୍ବେଦକରଙ୍କ ୧୩୫ ତମ ଜୟନ୍ତୀ ଧୂମଧାମ ରେ ପାଳିତ ହୋଇଯାଇଛି।1
- ଗ୍ରାମ ମାରଲାଙ୍ଗା ଗାଁ ଦୁରିକୁପୁଡ଼ା ମହୁଲ ଭଜା ଜାତରା ହଇ ଥିଲା ଅପଣଙ୍କ ଦେଖାଉ ଛି1
- କୋଟପାଡ଼ : ପରିଣତ ବୟସ ଓ ଶାରୀରିକ ଅକ୍ଷମତା ହାର୍ ମାନିଛି 75 ବର୍ଷ ବୟସ୍କ ହରିନାଥଙ୍କ ପରିଶ୍ରମ ଆଗରେ1
- 💋💋💋💋💋💋🤭💋💋💋1
- ଜୟପୁର ଚେମ୍ବର ଅଫ୍ କମର୍ସର ନୂତନ କାର୍ଯ୍ୟକାରୀ କମିଟି ଗଠିତ ସୂଚନା ଦେଲେ SANJAY KUMAR JAIN ଜୟପୁର ଚାମ୍ବର ଅଫ କୋମର୍ସର ନୂତନ ସଭାପତି1