ଗଜପତି ଜିଲ୍ଲା ନୁଆଗଡ ବ୍ଳକ ବେତରସିଂଠାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ଗଜପତି ଜିଲ୍ଲା ନୁଆଗଡ ବ୍ଳକ ବେତରସିଂ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଡିଓ ଲୋକନାଥ ଶବର , ବ୍ଳକ ଅଧ୍ୟକ୍ଷା ମାଳତୀ ପ୍ରଧାନ, ନିର୍ବାହୀ ଯନ୍ତୀ ପ୍ରଦୁ୍ନ୍ନୁ କୁମାର ଦାସ, ଜିପିଡିଓ ଶସାଙ୍କ ସେଖର ସୁବୁଦ୍ଧି ଏବଂ WEO ପ୍ରମୁଖ ଯୋଗଦେଇ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୯୪ଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ସେଥିରୁ ମଧ୍ୟରୁ ୭୨ଟି ବ୍ୟକ୍ତିଗତ ଅଭିଯୋଗ ଓ ୨୨ଟି ଗ୍ରାମଭିତ୍ତିକ ସମସ୍ୟା ସମ୍ପର୍କିତ ଆସିଥିଲା । ସେଥିରୁ ଆବାସଗୃହ, ସୌଲାଳ ଦ୍ବାରା ଗ୍ରାମ ଜଳଯୋଗାଣ , ପ୍ରଧାନମନ୍ତୀ ସୋଡକ ଯୋଜନା ଗ୍ରାମକୁ ରାସ୍ତା ନିର୍ମାଣ ଓ ଭତ୍ତା ଟଙ୍କାକୁ ହାତଦେବା ସମ୍ପର୍କରେ ଆସିଥିଲା । ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀମାନେଙ୍କୁ ବିଡିଓ ନିର୍ଦେଶ ଦେଇଥିଲେ । ଶିବିରର ବ୍ଳକରେ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀ , ସ୍ଥାନୀୟ ସରପଞ୍ଚ ସେହଲତା ପ୍ରଧାନ, ଓ୍ବାର୍ଡସଭ୍ୟ/ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅଭିଯୋଗ ଶୁଣାଣିକୁ ସ୍ଥାନୀୟ ପଞ୍ଚାୟତ ପିଇଓ ମିନତି ମିଶ୍ର ପରିଚାଳନା କରିଥିବା ବେଳେ ତାଙ୍କୁ ସହଯୋଗ କରିଥିଲେ ପଞ୍ଚାୟତ ଅନ୍ୟ କର୍ମଚାରୀମାନେ ।

- ଦକ୍ଷିଣପୁର ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି live odisha News update1
- ଭୟଙ୍କର ଦୁର୍ଘଟଣା, ବାଇକ୍ ଉପରେ ମାଡିଗଲା ବୋଲେରୋ... ଛଟପଟ ହୋଇ ମ-ରିଗଲେ ୨ ଯୁବକ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ନିଲମ୍ବିତ ବିଧାୟକ ରମେଶ ଜେନାଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଭେଟି ଦାବିପତ୍ର ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ, କଂଗ୍ରେସ ବିଧାୟକ ଦଳନେତା ରାମଚନ୍ଦ୍ର କାଡାମ ଓ ମୁଖ୍ୟ ସଚେତକ ସିଏସ୍ ରାଜନ ଏକ୍କା ଗଣେଶ ପାଣିଗ୍ରାହୀ ରିପୋର୍ଟ1
- Post by HABIL DONGRI1
- Post by Chitaranjan gantayat1
- ଦାମନଯୋଡି ଆମ୍ବେଦକର ଷ୍ଟାଡିୟମରେ ଅନୁଷ୍ଠିତ ମେଡିକାଲ କ୍ରିକେଟ ଲିଗ୍ ଫାଇନାଲରେ ଡିଏଚଏଚ ଜୟପୁର ଦଳ ସିଏଚସି ପଟ୍ଟାଙ୍ଗିକୁ ୭ ଓ୍ବିକେଟରେ ହରାଇ ଚମ୍ପିୟାନ ହୋଇଛି।1
- ନିଲମ୍ବିତ ବିଧାୟକ ରମେଶ ଜେନାଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଭେଟି ଦାବିପତ୍ର ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ, କଂଗ୍ରେସ ବିଧାୟକ ଦଳନେତା ରାମଚନ୍ଦ୍ର କାଡାମ ଓ ମୁଖ୍ୟ ସଚେତକ ସିଏସ୍ ରାଜନ ଏକ୍କା ଗଣେଶ ପାଣିଗ୍ରାହୀ ରିପୋର୍ଟ1
- କୋରାପୁଟ ଓଏସଏପି ତୃତୀୟ ବାଟାଲିୟନ ହାବିଲଦାର ଓ ସିପାହୀ ସଂଘ ନୁତନ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଲେ ମୁନସିପାଲଟି ଚେୟାରମେନ1
- ଅଏଲରେ ଫଗୁ ଜନ1