logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସୌମ୍ୟ ଓ ଦୀପକ ହେଲେ ସୁବର୍ଣ୍ଣ ରକ୍ତବୀର ---------------------------------------------------- ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଓ ସମର୍ପଣ ର ରକ୍ତଦାନ ଶିବିର --------------------------------------------------- ସମର୍ପଣ ଅନୁଷ୍ଠାନ ର ରକ୍ତଦାନ ପରିଚାଳକ ସୌମ୍ୟରଞ୍ଜନ ପାତ୍ର ଓ ଦୀପକ୍ କୁମାର ପାତ୍ରଙ୍କୁ ସୁବର୍ଣ୍ଣ ରକ୍ତବୀର ସମ୍ମାନ ରେ ସମ୍ମାନିତ କରାଯାଇଛି। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଘୋଡ଼ା ବଜାର ଶାଖା ଓ ସମର୍ପଣ ଅନୁଷ୍ଠାନ ର ମିଳିତ ସହଯୋଗ ରେ ଘୋଡାବଜାର ସ୍କୁଲ ପରିସରରେ ଅନୁଷ୍ଠିତ ରକ୍ତଦାନ ଶିବିର କୁ ପ୍ରାନ୍ତ ସଂଘ ସେବା ପ୍ରମୁଖ ଶାନ୍ତନୁ କୁମାର ମାଝୀ, ଜଗନ୍ନାଥ ସଂସ୍କୃତି ପ୍ରଚାର ସମିତି ର ସଂପାଦକ ଅରବିନ୍ଦ ଶତପଥୀ, ସରସ୍ବତୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଅରବିନ୍ଦ ଦାସ, ସମର୍ପଣ ର ସଭାପତି ଡକ୍ଟର ଅଭିମନ୍ୟୁ ଭୂୟାଁ,ଶତକ ରକ୍ତଦାତା ଡକ୍ଟର ବଦ୍ରି ମିଶ୍ର, ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ପ୍ରସନ୍ନ କୁମାର ପ୍ରଧାନ, ସଂପାଦିକା ଜୟନ୍ତୀ ମହାପାତ୍ର,ମିଶନ ଓଡ଼ିଶା ସଂପାଦକ ମଧୁସୂଦନ ମିଶ୍ର, ପ୍ରାକ୍ତନ ରେଡକ୍ରସ ଅଫିସର ପଦ୍ମନାଭ ପଣ୍ଡା , ଶ୍ରୀବତ୍ସ ଦାଶ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସୌମ୍ୟରଞ୍ଜନ ଓ ଦୀପକ୍ କୁମାରଙ୍କୁ ସମ୍ମାନିତ କରିଥିଲେ। ଶିବନାରାୟଣ ସେନାପତି,ବିଭୁ ସୁବୁଦ୍ଧି,ଗୋବିନ୍ଦ ପାତ୍ର ଓ ମଧୁମିତା ମହାପାତ୍ରଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିର ରେ ସହଯୋଗ କରିଥିଲେ ସାଗରିକା ରଥ, ହୃଷୀକେଶ ପ୍ରଧାନ, ମାନ୍ନା ନାୟକ, ଅଜୟ ପ୍ରଧାନ, ବଳରାମ ପାତ୍ର, ବିଶ୍ମିତା ମହାନ୍ତି,ଚାରୁଵାଳା ଦାଶ,ରଶ୍ମୀତା ମହାରଣା, ଶାନ୍ତିଲତା ପ୍ରଧାନ ଓ ଓମପ୍ରକାଶ ମହାନ୍ତି। ରାଜ୍ୟ ରେଡକ୍ରସ ପକ୍ଷରୁ ଆୟୋଜିତ ଏହି ଶିବିର ରେ ୭୦ ୟୁନିଟ୍ ବ୍ଲଡ଼ ସଂଗୃହିତ ହୋଇଥିଲା।

3 hrs ago
user_Manoj kumar baliyarsingh
Manoj kumar baliyarsingh
Journalist ପୁରୀ (M), ପୁରୀ, ଓଡ଼ିଶା•
3 hrs ago
11f2e089-8f41-490a-8df6-7604cbbd5f32

ସୌମ୍ୟ ଓ ଦୀପକ ହେଲେ ସୁବର୍ଣ୍ଣ ରକ୍ତବୀର ---------------------------------------------------- ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଓ ସମର୍ପଣ ର ରକ୍ତଦାନ ଶିବିର --------------------------------------------------- ସମର୍ପଣ ଅନୁଷ୍ଠାନ ର ରକ୍ତଦାନ ପରିଚାଳକ ସୌମ୍ୟରଞ୍ଜନ ପାତ୍ର ଓ ଦୀପକ୍ କୁମାର ପାତ୍ରଙ୍କୁ ସୁବର୍ଣ୍ଣ ରକ୍ତବୀର ସମ୍ମାନ ରେ ସମ୍ମାନିତ କରାଯାଇଛି। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଘୋଡ଼ା ବଜାର ଶାଖା ଓ ସମର୍ପଣ ଅନୁଷ୍ଠାନ ର ମିଳିତ ସହଯୋଗ ରେ ଘୋଡାବଜାର ସ୍କୁଲ ପରିସରରେ ଅନୁଷ୍ଠିତ ରକ୍ତଦାନ ଶିବିର କୁ ପ୍ରାନ୍ତ ସଂଘ ସେବା ପ୍ରମୁଖ ଶାନ୍ତନୁ କୁମାର ମାଝୀ, ଜଗନ୍ନାଥ ସଂସ୍କୃତି ପ୍ରଚାର ସମିତି ର ସଂପାଦକ ଅରବିନ୍ଦ ଶତପଥୀ, ସରସ୍ବତୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଅରବିନ୍ଦ ଦାସ, ସମର୍ପଣ ର ସଭାପତି ଡକ୍ଟର ଅଭିମନ୍ୟୁ ଭୂୟାଁ,ଶତକ ରକ୍ତଦାତା ଡକ୍ଟର ବଦ୍ରି ମିଶ୍ର, ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ପ୍ରସନ୍ନ କୁମାର ପ୍ରଧାନ, ସଂପାଦିକା ଜୟନ୍ତୀ ମହାପାତ୍ର,ମିଶନ ଓଡ଼ିଶା ସଂପାଦକ ମଧୁସୂଦନ ମିଶ୍ର, ପ୍ରାକ୍ତନ ରେଡକ୍ରସ ଅଫିସର ପଦ୍ମନାଭ ପଣ୍ଡା , ଶ୍ରୀବତ୍ସ ଦାଶ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସୌମ୍ୟରଞ୍ଜନ ଓ ଦୀପକ୍ କୁମାରଙ୍କୁ ସମ୍ମାନିତ କରିଥିଲେ। ଶିବନାରାୟଣ ସେନାପତି,ବିଭୁ ସୁବୁଦ୍ଧି,ଗୋବିନ୍ଦ ପାତ୍ର ଓ ମଧୁମିତା ମହାପାତ୍ରଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିର ରେ ସହଯୋଗ କରିଥିଲେ ସାଗରିକା ରଥ, ହୃଷୀକେଶ ପ୍ରଧାନ, ମାନ୍ନା ନାୟକ, ଅଜୟ ପ୍ରଧାନ, ବଳରାମ ପାତ୍ର, ବିଶ୍ମିତା ମହାନ୍ତି,ଚାରୁଵାଳା ଦାଶ,ରଶ୍ମୀତା ମହାରଣା, ଶାନ୍ତିଲତା ପ୍ରଧାନ ଓ ଓମପ୍ରକାଶ ମହାନ୍ତି। ରାଜ୍ୟ ରେଡକ୍ରସ ପକ୍ଷରୁ ଆୟୋଜିତ ଏହି ଶିବିର ରେ ୭୦ ୟୁନିଟ୍ ବ୍ଲଡ଼ ସଂଗୃହିତ ହୋଇଥିଲା।

More news from Puri and nearby areas
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Sadar, Puri•
    2 hrs ago
  • ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଓ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର। ଅଦ୍ୟ ତା ୧୨/୦୧/୨୬ ରିଖ (ସୋମ‌ବାର‌) ଦିନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଘୋଡ଼ାବଜାର,ପୁରୀ ପରିସରରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ମହାସମାରୋହରେ ପାଳିତ ହେବା ସହିତ ଶୁଭେଚ୍ଛୁ, ଅବିଭାବକ ଅଭିଭାବିକା, ପୂର୍ବଛାତ୍ର,ଆଚାର୍ଯ୍ୟ,ଆଚାର୍ଯ୍ୟ। ମାନଙ୍କୁ ନେଇ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସମିତି, ପୁରୀ ଓ ସମର୍ପଣ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସହପ୍ରଧାନାଚାର୍ଯ୍ୟ ପ୍ରଫୁଲ କୁମାର ମିଶ୍ର ଅତିଥୀମାନଙ୍କ ପରିଚୟ ପ୍ରଦାନ କରିଥିଲେ ।ଶାନ୍ତନୁ କୁମାର ମାଝୀ (ପ୍ରାନ୍ତ ସେବା ପ୍ରମୁଖ ) ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମା’ ଶାରଦାଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ସମସ୍ତଙ୍କ ପାଇଁ ଆଶିଷ ଭିକ୍ଷା କରିଥିଲେ । ତତ୍ ସହିତ ବିଦ୍ୟାଳୟର ସଭାପତି ଡଃ ଅଭିମନ୍ୟୁ ଭୂୟାଁ, ସମ୍ପାଦକ ଅରବିନ୍ଦ ଶତପଥୀ, ଏବଂ ପ୍ରଧାନ ଆଚାର୍ଯ୍ୟ ପ୍ରସନ୍ନ କୁମାର ପ୍ରଧାନ ଉପସ୍ଥିତ ଥିଲେ । ସମସ୍ତ ଶିଶୁ ଏବଂ ମଂଚାସୀନ ଅତିଥି ସ୍ୱାମୀ ବିବେକାନନ୍ଦଙ୍କ ଫଟୋରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଶିଶୁମାନେ ମାତୃଭାଷା, ରାଷ୍ଟ୍ରଭାଷା ଏବଂ ଅନ୍ତଃରାଷ୍ଟ୍ରୀୟ ଭାଷାରେ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଶିଶୁମାନଙ୍କୁ ଭବିଷ୍ୟ ପ୍ରେରଣା ପୂର୍ବକ ସ୍ୱାମୀ ବିବେକାନନ୍ଦଙ୍କ ଜୀବନରେ ସଫଳତାର ଶୀର୍ଷକ ଆଧାରିତ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ସମ୍ପାଦକ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ଆଚାର୍ଯ୍ୟ/ ଆଚାର୍ଯ୍ୟା ଶିଶୁମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ୱାମୀ ବିବେକାନନ୍ଦ ଅମର ରହେ ଉଦ୍ଦେଶ୍ୟରେ ସମସ୍ତ ଶୁଭେଛୁ ଯୁବ ଭାଇଭଉଣୀ ଏବଂ ଆଚାର୍ଯ୍ୟ/ଆଚାର୍ଯ୍ୟା ରକ୍ତଦାନ କରିଥିଲେ ।ବନ୍ଦେ ମାତରମ ର ୧୫୦ତମ ପୂର୍ତ୍ତି ଉପଲକ୍ଷେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଭାଇ ଭଉଣୀ ମାନଙ୍କ ଦ୍ୱାରା ସମୂହ ସଙ୍ଗୀତ ଗାନ କରାଯାଇଥିଲା।
    4
    ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଓ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର।
ଅଦ୍ୟ ତା ୧୨/୦୧/୨୬ ରିଖ (ସୋମ‌ବାର‌) ଦିନ  ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଘୋଡ଼ାବଜାର,ପୁରୀ ପରିସରରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ମହାସମାରୋହରେ ପାଳିତ ହେବା ସହିତ ଶୁଭେଚ୍ଛୁ, ଅବିଭାବକ ଅଭିଭାବିକା, ପୂର୍ବଛାତ୍ର,ଆଚାର୍ଯ୍ୟ,ଆଚାର୍ଯ୍ୟ। ମାନଙ୍କୁ ନେଇ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସମିତି, ପୁରୀ ଓ ସମର୍ପଣ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସହପ୍ରଧାନାଚାର୍ଯ୍ୟ  ପ୍ରଫୁଲ କୁମାର ମିଶ୍ର ଅତିଥୀମାନଙ୍କ ପରିଚୟ ପ୍ରଦାନ କରିଥିଲେ ।ଶାନ୍ତନୁ କୁମାର ମାଝୀ (ପ୍ରାନ୍ତ ସେବା ପ୍ରମୁଖ ) ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମା’ ଶାରଦାଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ସମସ୍ତଙ୍କ ପାଇଁ ଆଶିଷ ଭିକ୍ଷା କରିଥିଲେ । ତତ୍ ସହିତ ବିଦ୍ୟାଳୟର ସଭାପତି ଡଃ ଅଭିମନ୍ୟୁ ଭୂୟାଁ, ସମ୍ପାଦକ  ଅରବିନ୍ଦ ଶତପଥୀ, ଏବଂ ପ୍ରଧାନ ଆଚାର୍ଯ୍ୟ ପ୍ରସନ୍ନ କୁମାର ପ୍ରଧାନ ଉପସ୍ଥିତ ଥିଲେ । ସମସ୍ତ ଶିଶୁ ଏବଂ ମଂଚାସୀନ ଅତିଥି ସ୍ୱାମୀ ବିବେକାନନ୍ଦଙ୍କ ଫଟୋରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଶିଶୁମାନେ ମାତୃଭାଷା, ରାଷ୍ଟ୍ରଭାଷା ଏବଂ ଅନ୍ତଃରାଷ୍ଟ୍ରୀୟ ଭାଷାରେ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଶିଶୁମାନଙ୍କୁ ଭବିଷ୍ୟ ପ୍ରେରଣା ପୂର୍ବକ ସ୍ୱାମୀ ବିବେକାନନ୍ଦଙ୍କ ଜୀବନରେ ସଫଳତାର ଶୀର୍ଷକ ଆଧାରିତ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ସମ୍ପାଦକ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ଆଚାର୍ଯ୍ୟ/ ଆଚାର୍ଯ୍ୟା ଶିଶୁମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ୱାମୀ ବିବେକାନନ୍ଦ ଅମର ରହେ ଉଦ୍ଦେଶ୍ୟରେ ସମସ୍ତ ଶୁଭେଛୁ ଯୁବ ଭାଇଭଉଣୀ ଏବଂ ଆଚାର୍ଯ୍ୟ/ଆଚାର୍ଯ୍ୟା ରକ୍ତଦାନ କରିଥିଲେ ।ବନ୍ଦେ ମାତରମ ର ୧୫୦ତମ ପୂର୍ତ୍ତି ଉପଲକ୍ଷେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଭାଇ ଭଉଣୀ ମାନଙ୍କ ଦ୍ୱାରା ସମୂହ ସଙ୍ଗୀତ ଗାନ କରାଯାଇଥିଲା।
    user_Manoj kumar baliyarsingh
    Manoj kumar baliyarsingh
    Journalist ପୁରୀ (M), ପୁରୀ, ଓଡ଼ିଶା•
    3 hrs ago
  • Post by User5115 Susanta Kumar Pattnaik
    1
    Post by User5115 Susanta Kumar Pattnaik
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    19 hrs ago
  • Post by Jay kala _ jay Kalinga
    1
    Post by Jay kala _ jay Kalinga
    user_Jay kala _ jay Kalinga
    Jay kala _ jay Kalinga
    Banapur, Khordha•
    6 hrs ago
  • ରାଜକନିକା ବ୍ଲକ ଅନ୍ତର୍ଗତ ପେଗରପଡା ଠାରେ ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l କେନ୍ଦ୍ରାପଡ଼ା ଜିଲ୍ଲା ଏସିସି ମୋର୍ଚ୍ଚାର ଉପ ସଭାପତି ତଥା ସମିତି ସଭ୍ୟ ପ୍ରବେଶନ ମଲିକଙ୍କ ନେତୃତ୍ୱରେ ୨୦ ପରିବାର ବିଜେଡି ଓ କଂଗ୍ରେସ ଛାଡି ବିଜେପି ରେ ସାମିଲ ହୋଇଥିବା ସୂଚନା..!
    1
    ରାଜକନିକା ବ୍ଲକ ଅନ୍ତର୍ଗତ ପେଗରପଡା ଠାରେ ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l କେନ୍ଦ୍ରାପଡ଼ା ଜିଲ୍ଲା ଏସିସି ମୋର୍ଚ୍ଚାର ଉପ ସଭାପତି ତଥା ସମିତି ସଭ୍ୟ ପ୍ରବେଶନ ମଲିକଙ୍କ ନେତୃତ୍ୱରେ ୨୦ ପରିବାର ବିଜେଡି ଓ କଂଗ୍ରେସ ଛାଡି ବିଜେପି ରେ ସାମିଲ ହୋଇଥିବା ସୂଚନା..!
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    28 min ago
  • କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି | ଆଜିର ଶିବିରରେ ମୋଟ ୧୩୭ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ ୧୨୫ଟି ବ୍ୟକ୍ତିଗତ ଏବଂ ୧୨ ଟି ସାମୁହିକ ଅଭିଯୋଗ ପଞ୍ଜିକୃତ ହୋଇଥିଲା | ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୪ ଜଣଙ୍କୁ ୫୨ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି | ୧୯ ଟି ଅଭିଯୋଗ ତୁରନ୍ତ ସମାଧାନ ହୋଇଥିଲା | ପଞ୍ଜିକୃତ ଅଭିଯୋଗ ଗୁଡିକରେ ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ପରେ ଜିଲ୍ଲାପାଳ ପୂର୍ବରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ପଞ୍ଜିକୃତ ହୋଇଥିବା ଅଭିଯୋଗ ଗୁଡିକ ସମୀକ୍ଷା କରିଥିଲେ | ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ରଘୁରାମ ଆର ଆୟର,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତି ରଞ୍ଜନ ଗୌଡ଼ଙ୍କ ସମେତ ବିଡ଼ିଓ ଅଭିଷେକ ସ୍ୱାଇଁ ତହସିଲଦାର କୁଇନି ଜେନା ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ | ସୂଚନା ଯେ, ଆସନ୍ତା ସୋମବାର ଅର୍ଥାତ ୧୯ ତାରିଖ ଦିନ ରାଜକନିକା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ |
    1
    କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ  ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି | ଆଜିର ଶିବିରରେ ମୋଟ ୧୩୭  ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ ୧୨୫ଟି ବ୍ୟକ୍ତିଗତ ଏବଂ ୧୨ ଟି ସାମୁହିକ ଅଭିଯୋଗ ପଞ୍ଜିକୃତ ହୋଇଥିଲା | ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୪ ଜଣଙ୍କୁ ୫୨ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି | ୧୯ ଟି ଅଭିଯୋଗ ତୁରନ୍ତ ସମାଧାନ ହୋଇଥିଲା | ପଞ୍ଜିକୃତ ଅଭିଯୋଗ ଗୁଡିକରେ ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ପରେ ଜିଲ୍ଲାପାଳ ପୂର୍ବରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ପଞ୍ଜିକୃତ ହୋଇଥିବା ଅଭିଯୋଗ  ଗୁଡିକ ସମୀକ୍ଷା କରିଥିଲେ |  ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ରଘୁରାମ ଆର ଆୟର,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତି ରଞ୍ଜନ ଗୌଡ଼ଙ୍କ ସମେତ  ବିଡ଼ିଓ ଅଭିଷେକ ସ୍ୱାଇଁ ତହସିଲଦାର କୁଇନି ଜେନା ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ | ସୂଚନା ଯେ, ଆସନ୍ତା ସୋମବାର ଅର୍ଥାତ ୧୯ ତାରିଖ ଦିନ ରାଜକନିକା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ |
    user_Prafulla Kumar Malla
    Prafulla Kumar Malla
    Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    1 hr ago
  • Post by Tapasdas 6372788705
    1
    Post by Tapasdas 6372788705
    user_Tapasdas 6372788705
    Tapasdas 6372788705
    Journalist Dhenkanal Sadar, Odisha•
    1 hr ago
  • କ୍ରୀଡା ଛାତ୍ରାବାସରେ ଜାତୀୟ ଯୁବ ଦିବସ ପାଳିତ ପୁରୀ ୧୨/୧ ପ୍ରତ୍ୟେକ ବର୍ଷ ଜାନୁଆରୀ ୧୨ ତାରିଖ କୁ ଦେଶ ପାଳନ କରିଥାଏ ଜାତୀୟ ଯୁବ ଦିବସ।ଯୁବ ଶକ୍ତି ର ପ୍ରତୀକ ସ୍ବାମୀ ବିବେକାନନ୍ଦ ଙ୍କୁ ସ୍ମରଣ ଓ ତାଙ୍କ ଆଦର୍ଶ ସମ୍ପର୍କରେ ସ୍ମୃତି ଚାରଣ କରି ଆଜି ପୂର୍ବାହ୍ନରେ ପୁରୀ ଶ୍ରୀଜଗନ୍ନାଥ ଷ୍ଟାଡିୟମସ୍ଥିତ କ୍ରୀଡା ଛାତ୍ରାବାସରେ ପାଳିତ ହୋଇଥିଲା ଜାତୀୟ ଯୁବ ଦିବସ।ଏଥିରେ ଯୋଗ ଦେଇ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ସ୍ବାମୀ ବିବେକାନନ୍ଦ ଜଣେ ଦୃଢ଼ମନା, ଶୃଙ୍ଖଳିତ ଜୀବନ ଚର୍ଯ୍ୟା,ଆଦର୍ଶ ଓ ଚରିତ୍ରବାନ ବ୍ୟକ୍ତି ଭାବେ ବିଶ୍ବ ରେ ପରିଚିତ।ଯୁବବର୍ଗ ବିବେକାନନ୍ଦ ଙ୍କ ଜୀବନ ରୁ ଶିକ୍ଷା ଲାଭ କରି ନିଷ୍ଠାପର ଭାବେ ନିଜ ଲକ୍ଷ୍ୟ ରେ ଆଗେଇ ସଫଳ ହେବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।ଏଥିରେ ଖୋ ଖୋ କୋଚ ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର, ଛାତ୍ରାବାସ ର କର୍ମଚାରୀ, ଅନ୍ତେବାସୀ ମାନେ ଯୋଗ ଦେଇଥିଲେ।
    2
    କ୍ରୀଡା ଛାତ୍ରାବାସରେ ଜାତୀୟ ଯୁବ ଦିବସ ପାଳିତ
ପୁରୀ ୧୨/୧ ପ୍ରତ୍ୟେକ ବର୍ଷ ଜାନୁଆରୀ ୧୨ ତାରିଖ କୁ ଦେଶ ପାଳନ କରିଥାଏ ଜାତୀୟ ଯୁବ ଦିବସ।ଯୁବ ଶକ୍ତି ର ପ୍ରତୀକ ସ୍ବାମୀ ବିବେକାନନ୍ଦ ଙ୍କୁ ସ୍ମରଣ ଓ ତାଙ୍କ ଆଦର୍ଶ ସମ୍ପର୍କରେ ସ୍ମୃତି ଚାରଣ କରି ଆଜି ପୂର୍ବାହ୍ନରେ ପୁରୀ ଶ୍ରୀଜଗନ୍ନାଥ ଷ୍ଟାଡିୟମସ୍ଥିତ କ୍ରୀଡା ଛାତ୍ରାବାସରେ ପାଳିତ ହୋଇଥିଲା ଜାତୀୟ ଯୁବ ଦିବସ।ଏଥିରେ ଯୋଗ ଦେଇ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ସ୍ବାମୀ ବିବେକାନନ୍ଦ ଜଣେ ଦୃଢ଼ମନା, ଶୃଙ୍ଖଳିତ ଜୀବନ ଚର୍ଯ୍ୟା,ଆଦର୍ଶ ଓ ଚରିତ୍ରବାନ ବ୍ୟକ୍ତି ଭାବେ ବିଶ୍ବ ରେ ପରିଚିତ।ଯୁବବର୍ଗ ବିବେକାନନ୍ଦ ଙ୍କ ଜୀବନ ରୁ ଶିକ୍ଷା ଲାଭ କରି ନିଷ୍ଠାପର ଭାବେ ନିଜ ଲକ୍ଷ୍ୟ ରେ ଆଗେଇ ସଫଳ ହେବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।ଏଥିରେ ଖୋ ଖୋ କୋଚ ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର, ଛାତ୍ରାବାସ ର କର୍ମଚାରୀ, ଅନ୍ତେବାସୀ ମାନେ ଯୋଗ ଦେଇଥିଲେ।
    user_Manoj kumar baliyarsingh
    Manoj kumar baliyarsingh
    Journalist ପୁରୀ (M), ପୁରୀ, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.