Shuru
Apke Nagar Ki App…
Jay kala _ jay Kalinga
More news from Khordha and nearby areas
- Post by Jay kala _ jay Kalinga1
- #ଗଞ୍ଜାମ_ପାଇଁ_ନବୀନ_CMରୁ_ବଞ୍ଚିତ: #ଲତିକା -ଗଞ୍ଜାମରେ ବିଜେଡି ସ୍ଥିତି ଦୁର୍ବଳ ହେଉଛି କହିଲେ ଲତିକା ପ୍ରଧାନ1
- Post by Chocolate boy Kumar1
- gahangu gaa kadli gacha holitipodichi🥺🥺❌🤣🤣🤣1
- ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ 'ଦେବଦୂତ ସେବା ପରିଷଦ' ପକ୍ଷରୁ ପ୍ରତାପପ୍ରସାଦ ସ୍ଥିତ ମା' ଭୈରବୀଙ୍କ ପୀଠରେ ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି । ଏହି ଅନୁଷ୍ଠାନ ନିଜର ବିଭିନ୍ନ ସେବାମୂଳକ କାର୍ଯ୍ୟ ପାଇଁ ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି: ସମାଜ ସେବା ଓ ରୋଗୀ ସେବା: ଅସହାୟ ଲୋକଙ୍କ ସହାୟତା ଏବଂ ରୋଗୀଙ୍କ ସେବା କ୍ଷେତ୍ରରେ ଏହି ଅନୁଷ୍ଠାନ ସର୍ବଦା ଆଗଧାଡ଼ିରେ ରହିଥାଏ 🤝। ରକ୍ତଦାନ: ବିଭିନ୍ନ ସମୟରେ ରକ୍ତଦାନ ଶିବିର ଆୟୋଜନ କରି ଜୀବନ ରକ୍ଷା କରିବା ପାଇଁ ଅନୁଷ୍ଠାନର ସଦସ୍ୟମାନେ ଚେଷ୍ଟା କରନ୍ତି 🩸। ଗୋ ସେବା: ବିଶେଷ କରି ଗୋମାତାଙ୍କ ସେବା ଓ ସୁରକ୍ଷା କ୍ଷେତ୍ରରେ ଏହି ପରିଷଦ ନୟାଗଡ଼ ଜିଲ୍ଲାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି 🐄।3
- ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀର ନଗରଢିଅ ଠାରେ ଇଂରାଜୀ ନବବର୍ଷ ୨୦୨୬ ଅବସରରେ ଆୟୋଜିତ ହୋଇଥିବା ଆଞ୍ଚଳିକ ସେବାନିବୃତ୍ତ ଶିକ୍ଷକ କର୍ମଚାରୀଙ୍କୁ ସମର୍ଦ୍ଧନା ଉତ୍ସବରେ ରମେଶ ଭାଇ ଜେନା ଗଞ୍ଜାମ ସଭାପତି କଂଗ୍ରେସ ଯୋଗଦାନ । ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଅଭିଭାବକ ବୈଠକ ଓ ମାତୃସମୀଳନି ସରସ୍ୱତୀ ବିଦ୍ୟାମନ୍ଦିର କର୍ତ୍ତି ସାହି ପୁରୀ । ବିଦ୍ୟାଳୟ ପରିସରରେ ଚଳିତ ଶିକ୍ଷା ବର୍ଷର ଶେଷ ଅଭିଭାବକ ବୈଠକ ଓ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ରୂପେ ବିଶ୍ୱମ୍ଭର ବିଦ୍ୟାପୀଠର ଅବସରପ୍ରାପ୍ତ ଶିକ୍ଷକ ଚନ୍ଦ୍ରଶେଖର ମିଶ୍ର ଯୋଗଦେଇଥିଲେ ।ଅନୁଷ୍ଠାନର ସମ୍ପାଦକ ମୋହଦୟ ,ଗୌରହରି ସାହୁ ଏବଂ ସହସମ୍ପାଦକ ବ୍ରଜକିଶୋର ସାହୁ ଏବଂ ପ୍ରାକ୍ତନ ସମ୍ପାଦକ କୃଷ୍ଣଚନ୍ଦ୍ର ମହାନ୍ତି ତତ୍ୱବଧାରକ ସରତ ଚନ୍ଦ୍ର ମିଶ୍ର ପ୍ରଧାନ ଆଚାର୍ଯ୍ୟ ଦୀପ୍ତିମୟୀ ଦାସ ଅତିଥିରୁପେ ଆସନ ଅଳଙ୍କୃତ କରିଥିଲେ ।ସର୍ବପ୍ରଥମେ ବାଗ୍ଦେବୀ ମାଆ ସରସ୍ୱତଙ୍କ ଫୋଟ ରେ ଧୂପଦୀପ ଓ ମାଲ୍ୟାର୍ପଣ କରାଯାଇ ବୈଠକ କୁ ଉଦ୍ଘାଟନ କରାଯାଇଥିଲା।ଆଚାର୍ଯ୍ୟ। ସୁଭଲକ୍ଷ୍ମୀ ସାହୁଙ୍କ ଦ୍ୱାରା ବନ୍ଦନା ଗାନ କରାଯାଇ ପରିବେଶ କୁ ଭକ୍ତିପୂତ କରାଯାଇଥିଲା ।ଆଚାର୍ଯ୍ୟ। ଶର୍ମିଷ୍ଠା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।ଆଚାର୍ଯ୍ୟ। କଳ୍ପନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ବିଦ୍ୟାଳୟର ଆଚାର୍ଯ୍ୟ। ମିନା ମହାପାତ୍ର,ରୋଜାଲୀନ ପଟନାୟକ ,ରିନିବାଳା ପ୍ରଧାନ ,ପୂର୍ଣ୍ଣିମା ସାହୁ,ଜୟନ୍ତୀ ଖଣ୍ଡାୟତ ରାୟ,ସଂଧ୍ୟାରଣୀ ପଣ୍ଡା,ସୁପ୍ରିୟା ସେଠି,ଚନ୍ଦ୍ରଶେଖର ପାଢ଼ୀ ଓ ରୁବି ସେନାପତି, ଅନୁସାୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।4
- Post by Jay kala _ jay Kalinga1