Shuru
Apke Nagar Ki App…
ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ଦଳର ତୁଣମୂଳ କର୍ମକର୍ତ୍ତା ମାନଙ୍କୁ ସଂଗଠିତ କରିବାକୁ ବୈଠକ. ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମସ୍ତ କର୍ମକର୍ତ୍ତା ମାନଙ୍କୁ ସଂଗଠିତ କରିବାକୁ ଆଜି ପୂର୍ବତନ ସାଂସଦ ମହେଶ ସାହୁଙ୍କ ନେତୃତ୍ୱରେ ବିଶାଳ କର୍ମୀ ସମିଳନୀ ଅନୁଷ୍ଠିତ. ତୃଣମୂଳ ସ୍ତରରୁ ଦଳକୁ ମଜଭୁତ କରିବାକୁ ଆହ୍ୱାନ.
BIKRAM SAHU

More news from ଓଡ଼ିଶା and nearby areas
- ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମସ୍ତ କର୍ମକର୍ତ୍ତା ମାନଙ୍କୁ ସଂଗଠିତ କରିବାକୁ ଆଜି ପୂର୍ବତନ ସାଂସଦ ମହେଶ ସାହୁଙ୍କ ନେତୃତ୍ୱରେ ବିଶାଳ କର୍ମୀ ସମିଳନୀ ଅନୁଷ୍ଠିତ. ତୃଣମୂଳ ସ୍ତରରୁ ଦଳକୁ ମଜଭୁତ କରିବାକୁ ଆହ୍ୱାନ.1
- Post by Kumar1
- ଅନୁଗୁଳ: “କଙ୍ଗୁଳା” ଫିଲ୍ମରେ ଥିବା “ଅନୁଗୁଳ ଟୁକୁଳି” ଗୀତକୁ ନେଇ ଅନୁଗୁଳରେ ବିବାଦ ଜୋରଦାର ହୋଇଛି। ସ୍ଥାନୀୟ ବାସିନ୍ଦାମାନେ ଏହି ଗୀତର କିଛି ଶବ୍ଦ ଓ ଦୃଶ୍ୟକୁ ଅପସଂସ୍କୃତିକ ଓ ଅଞ୍ଚଳର ସମ୍ମାନକୁ ହାନି କରୁଥିବା ବୋଲି ଅଭିଯୋଗ କରିଛନ୍ତି। ବିଶେଷ କରି “ଅନୁଗୁଳ ଟୁକୁଳି” ନାମକୁ ଗୀତରେ ବ୍ୟବହାର କରାଯାଇଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଏହାକୁ ନେଇ ସ୍ଥାନୀୟ ଲୋକମାନେ ଏକତ୍ରିତ ହୋଇ ବିରୋଧ ପ୍ରଦର୍ଶନ କରିଥିବା ସହ ଗୀତଟିକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି। ବିରୋଧକାରୀମାନଙ୍କ କହିବା ଅନୁସାରେ, ଏପରି ଗୀତ ଯୁବପିଢ଼ୀ ଉପରେ ଖରାପ ପ୍ରଭାବ ପକାଏ ଓ ଓଡ଼ିଆ ସଂସ୍କୃତିକୁ ଅପମାନ କରେ।4
- ଖଣ୍ଡପଡ଼ା ଖବର1
- Post by Ranjan hota1
- ଢେଙ୍କାନାଳ ଜିଲ୍ଲା ସନ୍ଦର ଥାନା କାକୁଡି ଭାଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଇଛାପୁର ଗ୍ରାମ ନିକଟରେ ମୋ ବସ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତରିତ ହୋଇଛନ୍ତି । ସୂଚନା ମୁତାବକ କାଣ୍ଡବିନ୍ଧା ଗ୍ରାମର ଯୁବକ ପ୍ରଶାନ୍ତ ସାହୁ ବାଇକ ଯୋଗେ ଘରକୁ ଯାଉଥିବା ବେଳେ ସମ୍ମୁଖରୁ ଆସୁଥିବା ମୋ ବସ୍ ସହିତ ଦୁର୍ଘଟଣା ଘଟିଥିଲା ।1
- Post by Dhenkanal News1
- Post by Ranjan hota1