Shuru
Apke Nagar Ki App…
ପବିତ୍ର ଅକ୍ଷୟ ତୃତୀୟାରେ ଅକ୍ଷିମୁଠି ଅନୁକୂଳ ଆଜି ସୋମବାର ପବିତ୍ର ଅକ୍ଷୟ ତୃତୀୟା ଅବସର ରେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ଭୋଜପୁର ପଂଚାୟତ ଗୋଦରାପଡ଼ା ମିଲ୍ ଘର୍ ସାମ୍ନା ରେ ବିଜୟ ଲକ୍ଷ୍ମୀ କୃଷକ ସଂଗଠନର ଚାଷୀ ଭାଈ ମାନଙ୍କ ଉପସ୍ଥିତି ରେ ଅକ୍ଷୀ ମୁଠି ଅନୁକୂଳ କରାଯାଇ ଥିଲା। ଏଥିରେ ପୁରୋହିତ ଜୟନ୍ତ ଶର୍ମା ପୂଜା ପାଠ କରିଥିବା ବେଳେ ଚାଷୀ ଅମିୟ ଗଡତିଆ ପୂଜା କାର୍ଯ୍ୟ ନିର୍ବାହ କରିଥିଲେ।
Rajendra Nayak
ପବିତ୍ର ଅକ୍ଷୟ ତୃତୀୟାରେ ଅକ୍ଷିମୁଠି ଅନୁକୂଳ ଆଜି ସୋମବାର ପବିତ୍ର ଅକ୍ଷୟ ତୃତୀୟା ଅବସର ରେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ଭୋଜପୁର ପଂଚାୟତ ଗୋଦରାପଡ଼ା ମିଲ୍ ଘର୍ ସାମ୍ନା ରେ ବିଜୟ ଲକ୍ଷ୍ମୀ କୃଷକ ସଂଗଠନର ଚାଷୀ ଭାଈ ମାନଙ୍କ ଉପସ୍ଥିତି ରେ ଅକ୍ଷୀ ମୁଠି ଅନୁକୂଳ କରାଯାଇ ଥିଲା। ଏଥିରେ ପୁରୋହିତ ଜୟନ୍ତ ଶର୍ମା ପୂଜା ପାଠ କରିଥିବା ବେଳେ ଚାଷୀ ଅମିୟ ଗଡତିଆ ପୂଜା କାର୍ଯ୍ୟ ନିର୍ବାହ କରିଥିଲେ।
More news from ଓଡ଼ିଶା and nearby areas
- ଭାରତ ର ମହା ମହିମ ରାଷ୍ଟ୍ରପତିଙ୍କ ଝାରସୁଗୁଡ଼ା ଗ୍ରସ୍ତ ଥିବାରୁ ଆସନ୍ତା ୨୧ତା ଝାରସୁଗୁଡ଼ା ଡ୍ରୋନ୍ ଉଡାଣ ରେ କଟକଣା ଜାରି କଲା ଝାରସୁଗୁଡ଼ା ପ୍ରସାଶନ ।1
- ଜମନକିରା ବ୍ଲକ୍ ସଦର ମହକୁମା ରେ ଭଲ Patho Labs ଟିଏ ନ ଥିଲା। ଯେଉଁ ହାତ ଗଣତି Patho Labs ଥିଲା ସେଥିରେ ଅଳ୍ପ କିଛି ରକ୍ତ ପରୀକ୍ଷା ହୋଇପାରୁଥିଲା। ଫଳରେ ଉନ୍ନତମାନର ରକ୍ତପରୀକ୍ଷା ପାଇଁ ସମ୍ବଲପୁର ଓ ବୁର୍ଲା ସହର ଉପରେ ନିର୍ଭର କରିବାକୁ ପଡୁଥିଲା। ଆଜି ଠାରୁ Pathkind Labs ହେବା ଫଳରେ ଜମନକିରା ଓ ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ୍ ୧୬ ଗୋଟି ଅଞ୍ଚଳ ର ଲୋକେ ଉପକୃତ ହୋଇପାରିବେ।3
- ଜନତାଙ୍କ ପ୍ରଶ୍ନ ଜନପ୍ରତିନିଧିଙ୍କୁ (ପ୍ରଥମ ଭାଗ)1
- इस तेज गर्मी को देखते हुए हमारे P24NEWS EXPRESS चैनल की और से आम पानी और ठंडा पानी वितरण #bamranews #P24NEWSEXPRESS #sarbatsewa #socialwork #todaybamranews1
- Post by Titu Dehuru1
- ଏହି ଦୃଶ୍ୟଟି ଝାରସୁଗୁଡା ର ନୂଆ ବସ୍ ଷ୍ଟାଣ୍ଡ୍ ଓଭର୍ ବ୍ରିଜ୍ ର ଦୃଶ୍ୟ ଜଣେ ମହିଳା ଯାତ୍ରୀ ଠିଆ ହୋଇଥିବା ଏକ ଓଟୋ ରେ ବସିଦେଲେ ବୋଲି ଜଣେ ବସର କର୍ମଚାରୀ ଓଟୋ driver କୁ ମାଡ଼ ମାରୁଛନ୍ତି କାରଣ ସେହି ସମୟଟି ବସ୍ ର paasenger ଚଢେଇବାର ସମୟ।ଦେଖନ୍ତୁ କେମିତି ବସ କର୍ମଚାରୀ ଅଟୋ ଡ୍ରାଇଭର କୁ ମାରି ଲହୁଲୁହାଣ କରିଛନ୍ତି। ମହିଳା ଯାତ୍ରୀ ଜଣକ ଅନେକ ମନା କରିବା ସତ୍ୱେ ବସ କର୍ମଚାରୀ ମାନି ନଥିଲା। ଏମିତି ଝଗଡ଼ା କରିବା କଣ ଠିକ କି ? ଯାହାର୍ ମନ ଯେମିତି ଲାଗିବ ସେମିତି ଯିବ। ଏଇଟା ବସବାଲା ର ଦାଦାଗିରି ନୁହେଁ କି ? ଅନୁରୋଧ ଏମିତି ବସ କର୍ମଚାରୀଙ୍କୁ ଗିରଫ କରିବାସହିତ ତାଙ୍କୁ ବ୍ୟାନ କରାଯାଉ। ଏବଂ ବସ ମାଲିକଙ୍କୁ ବି ଅନୁରୋଧ ଏଭଳି କର୍ମଚାରୀ ରଖନ୍ତୁ ନାହିଁ କାରଣ ସାଧାରଣ ଜନତା ଯେମିତି ଏବଂ ଯାଉଥିରେ ଚାହିଁବେ ସେମିତି ଯିବେ। କଣ ଜୋରଜବରଜସ୍ତ ଜିବେକି?1
- ବୌଦ୍ଧ ଜିଲ୍ଲା ହରଭଂଗା ବ୍ଲକ ଅନ୍ତର୍ଗତ ଠିଡିକଯୋର୍ ଶ୍ରୀ ଜଗନ୍ନାଥଙ୍କ ପାଈଁ ରଥକାଠ ଅନୁକୂଳ ପର୍ବ ପାଳନ ହୋଇଯାଇଛି । ଏହା ପ୍ରତିବର୍ଷ ଅକ୍ଷୟ ତୃତୀୟା ତିଥିରେ ଅନଷ୍ଠିତ ହୋଇଥାଏ ।1
- ଆଜି ପବିତ୍ର ଅକ୍ଷୟ ତୃତୀୟା ଆଜି ଠାରୁ ମହାପ୍ରଭୁଙ୍କ ରଥଯାତ୍ରା ର ରଥକାଠ ଅନୁକୂଳ ହୋଇଥାଏ ଏବଂ ଚାଷୀ ଭାଇମାନେ କ୍ଷେତରେ ଧାନ ବୁଣା ଆରମ୍ଭ କରିଥାନ୍ତି।1