logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଯାତ୍ରୀ ବସେଇବାକୁ ନେଇ ବସ କର୍ମଚାରିଙ୍କ ଦାଦାଗିରୀ। ମହିଳା ଯାତ୍ରୀ ମନା କଲା ପରେ ବି ଶୁଣିଲେନି ବସ କର୍ମଚାରୀ ଏହି ଦୃଶ୍ୟଟି ଝାରସୁଗୁଡା ର ନୂଆ ବସ୍ ଷ୍ଟାଣ୍ଡ୍ ଓଭର୍ ବ୍ରିଜ୍ ର ଦୃଶ୍ୟ ଜଣେ ମହିଳା ଯାତ୍ରୀ ଠିଆ ହୋଇଥିବା ଏକ ଓଟୋ ରେ ବସିଦେଲେ ବୋଲି ଜଣେ ବସର କର୍ମଚାରୀ ଓଟୋ driver କୁ ମାଡ଼ ମାରୁଛନ୍ତି କାରଣ ସେହି ସମୟଟି ବସ୍ ର paasenger ଚଢେଇବାର ସମୟ।ଦେଖନ୍ତୁ କେମିତି ବସ କର୍ମଚାରୀ ଅଟୋ ଡ୍ରାଇଭର କୁ ମାରି ଲହୁଲୁହାଣ କରିଛନ୍ତି। ମହିଳା ଯାତ୍ରୀ ଜଣକ ଅନେକ ମନା କରିବା ସତ୍ୱେ ବସ କର୍ମଚାରୀ ମାନି ନଥିଲା। ଏମିତି ଝଗଡ଼ା କରିବା କଣ ଠିକ କି ? ଯାହାର୍ ମନ ଯେମିତି ଲାଗିବ ସେମିତି ଯିବ। ଏଇଟା ବସବାଲା ର ଦାଦାଗିରି ନୁହେଁ କି ? ଅନୁରୋଧ ଏମିତି ବସ କର୍ମଚାରୀଙ୍କୁ ଗିରଫ କରିବାସହିତ ତାଙ୍କୁ ବ୍ୟାନ କରାଯାଉ। ଏବଂ ବସ ମାଲିକଙ୍କୁ ବି ଅନୁରୋଧ ଏଭଳି କର୍ମଚାରୀ ରଖନ୍ତୁ ନାହିଁ କାରଣ ସାଧାରଣ ଜନତା ଯେମିତି ଏବଂ ଯାଉଥିରେ ଚାହିଁବେ ସେମିତି ଯିବେ। କଣ ଜୋରଜବରଜସ୍ତ ଜିବେକି?

7 hrs ago
user_Soubhagya Ranjan Sahu
Soubhagya Ranjan Sahu
Belpahar, Jharsuguda•
7 hrs ago

ଯାତ୍ରୀ ବସେଇବାକୁ ନେଇ ବସ କର୍ମଚାରିଙ୍କ ଦାଦାଗିରୀ। ମହିଳା ଯାତ୍ରୀ ମନା କଲା ପରେ ବି ଶୁଣିଲେନି ବସ କର୍ମଚାରୀ ଏହି ଦୃଶ୍ୟଟି ଝାରସୁଗୁଡା ର ନୂଆ ବସ୍ ଷ୍ଟାଣ୍ଡ୍ ଓଭର୍ ବ୍ରିଜ୍ ର ଦୃଶ୍ୟ ଜଣେ ମହିଳା ଯାତ୍ରୀ ଠିଆ ହୋଇଥିବା ଏକ ଓଟୋ ରେ ବସିଦେଲେ ବୋଲି ଜଣେ ବସର କର୍ମଚାରୀ ଓଟୋ driver କୁ ମାଡ଼ ମାରୁଛନ୍ତି କାରଣ ସେହି ସମୟଟି ବସ୍ ର paasenger ଚଢେଇବାର ସମୟ।ଦେଖନ୍ତୁ କେମିତି ବସ କର୍ମଚାରୀ ଅଟୋ ଡ୍ରାଇଭର କୁ ମାରି ଲହୁଲୁହାଣ କରିଛନ୍ତି। ମହିଳା ଯାତ୍ରୀ ଜଣକ ଅନେକ ମନା କରିବା ସତ୍ୱେ ବସ କର୍ମଚାରୀ ମାନି ନଥିଲା। ଏମିତି ଝଗଡ଼ା କରିବା କଣ ଠିକ କି ? ଯାହାର୍ ମନ ଯେମିତି ଲାଗିବ ସେମିତି ଯିବ। ଏଇଟା ବସବାଲା ର ଦାଦାଗିରି ନୁହେଁ କି ? ଅନୁରୋଧ ଏମିତି ବସ କର୍ମଚାରୀଙ୍କୁ ଗିରଫ କରିବାସହିତ ତାଙ୍କୁ ବ୍ୟାନ କରାଯାଉ। ଏବଂ ବସ ମାଲିକଙ୍କୁ ବି ଅନୁରୋଧ ଏଭଳି କର୍ମଚାରୀ ରଖନ୍ତୁ ନାହିଁ କାରଣ ସାଧାରଣ ଜନତା ଯେମିତି ଏବଂ ଯାଉଥିରେ ଚାହିଁବେ ସେମିତି ଯିବେ। କଣ ଜୋରଜବରଜସ୍ତ ଜିବେକି?

More news from Jharsuguda and nearby areas
  • ଏହି ଦୃଶ୍ୟଟି ଝାରସୁଗୁଡା ର ନୂଆ ବସ୍ ଷ୍ଟାଣ୍ଡ୍ ଓଭର୍ ବ୍ରିଜ୍ ର ଦୃଶ୍ୟ ଜଣେ ମହିଳା ଯାତ୍ରୀ ଠିଆ ହୋଇଥିବା ଏକ ଓଟୋ ରେ ବସିଦେଲେ ବୋଲି ଜଣେ ବସର କର୍ମଚାରୀ ଓଟୋ driver କୁ ମାଡ଼ ମାରୁଛନ୍ତି କାରଣ ସେହି ସମୟଟି ବସ୍ ର paasenger ଚଢେଇବାର ସମୟ।ଦେଖନ୍ତୁ କେମିତି ବସ କର୍ମଚାରୀ ଅଟୋ ଡ୍ରାଇଭର କୁ ମାରି ଲହୁଲୁହାଣ କରିଛନ୍ତି। ମହିଳା ଯାତ୍ରୀ ଜଣକ ଅନେକ ମନା କରିବା ସତ୍ୱେ ବସ କର୍ମଚାରୀ ମାନି ନଥିଲା। ଏମିତି ଝଗଡ଼ା କରିବା କଣ ଠିକ କି ? ଯାହାର୍ ମନ ଯେମିତି ଲାଗିବ ସେମିତି ଯିବ। ଏଇଟା ବସବାଲା ର ଦାଦାଗିରି ନୁହେଁ କି ? ଅନୁରୋଧ ଏମିତି ବସ କର୍ମଚାରୀଙ୍କୁ ଗିରଫ କରିବାସହିତ ତାଙ୍କୁ ବ୍ୟାନ କରାଯାଉ। ଏବଂ ବସ ମାଲିକଙ୍କୁ ବି ଅନୁରୋଧ ଏଭଳି କର୍ମଚାରୀ ରଖନ୍ତୁ ନାହିଁ କାରଣ ସାଧାରଣ ଜନତା ଯେମିତି ଏବଂ ଯାଉଥିରେ ଚାହିଁବେ ସେମିତି ଯିବେ। କଣ ଜୋରଜବରଜସ୍ତ ଜିବେକି?
    1
    ଏହି ଦୃଶ୍ୟଟି ଝାରସୁଗୁଡା ର ନୂଆ ବସ୍ ଷ୍ଟାଣ୍ଡ୍ ଓଭର୍ ବ୍ରିଜ୍ ର ଦୃଶ୍ୟ ଜଣେ ମହିଳା ଯାତ୍ରୀ ଠିଆ ହୋଇଥିବା ଏକ ଓଟୋ ରେ ବସିଦେଲେ ବୋଲି ଜଣେ ବସର କର୍ମଚାରୀ ଓଟୋ driver କୁ ମାଡ଼ ମାରୁଛନ୍ତି କାରଣ ସେହି ସମୟଟି ବସ୍ ର paasenger ଚଢେଇବାର ସମୟ।ଦେଖନ୍ତୁ  କେମିତି ବସ କର୍ମଚାରୀ ଅଟୋ ଡ୍ରାଇଭର କୁ ମାରି ଲହୁଲୁହାଣ କରିଛନ୍ତି। ମହିଳା ଯାତ୍ରୀ ଜଣକ ଅନେକ ମନା କରିବା ସତ୍ୱେ ବସ କର୍ମଚାରୀ ମାନି ନଥିଲା। ଏମିତି ଝଗଡ଼ା କରିବା କଣ ଠିକ କି ? ଯାହାର୍ ମନ ଯେମିତି ଲାଗିବ ସେମିତି ଯିବ। ଏଇଟା ବସବାଲା ର ଦାଦାଗିରି ନୁହେଁ କି ? ଅନୁରୋଧ ଏମିତି ବସ କର୍ମଚାରୀଙ୍କୁ ଗିରଫ କରିବାସହିତ ତାଙ୍କୁ ବ୍ୟାନ କରାଯାଉ। ଏବଂ ବସ ମାଲିକଙ୍କୁ ବି ଅନୁରୋଧ ଏଭଳି କର୍ମଚାରୀ ରଖନ୍ତୁ ନାହିଁ କାରଣ ସାଧାରଣ ଜନତା ଯେମିତି ଏବଂ ଯାଉଥିରେ ଚାହିଁବେ ସେମିତି ଯିବେ। କଣ ଜୋରଜବରଜସ୍ତ ଜିବେକି?
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    7 hrs ago
  • #PWDIB #Bamra कलर के नामपर फिर से हो रहा है लाखों का घोटाला #bamranews #CMOOdisha #bdobamra #bamrablock #LatestNews #BreakingNews #todaybamranews #dmsambalpur #panchayatirajministerodisha #pravatiparidabjp #BJPOdisha #nabinpatnaik
    1
    #PWDIB #Bamra कलर के नामपर फिर से हो रहा है लाखों का घोटाला #bamranews #CMOOdisha #bdobamra #bamrablock #LatestNews #BreakingNews #todaybamranews #dmsambalpur #panchayatirajministerodisha #pravatiparidabjp #BJPOdisha #nabinpatnaik
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    3 hrs ago
  • ଜନତାଙ୍କ ପ୍ରଶ୍ନ ଜନପ୍ରତିନିଧିଙ୍କୁ (ପ୍ରଥମ ଭାଗ)
    1
    ଜନତାଙ୍କ ପ୍ରଶ୍ନ ଜନପ୍ରତିନିଧିଙ୍କୁ (ପ୍ରଥମ ଭାଗ)
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    8 hrs ago
  • ସନାତନୀ ବ୍ରାହ୍ମଣ ସମାଜ ତରଫରୁ ପର୍ଶୁରାମ ଜନ୍ମ ମହୋତ୍ସବ ପାଳନ ବରଗଡ଼/ବରପାଲି: ୧୯/୦୪ - ବରପାଲି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସନାତନୀ ବ୍ରାହ୍ମଣ ସମାଜ ତରଫରୁ ଭଗବାନ ପର୍ଶୁରାମଙ୍କ ଜନ୍ମ ମହୋତ୍ସବ ପାଳନ ହୋଇଯାଇଛି। ଏହି ଅବସରରେ ପ୍ରଥମେ ଜଗନ୍ନାଥ ମନ୍ଦିରରୁ ଏକ ଭବ୍ୟ ନଗର ପରିକ୍ରମା ଆୟୋଜିତ ହୋଇଥିଲା। ଏହି ପରିକ୍ରମାରେ ବରପାଲି ବ୍ଲକ ସହିତ ଆଖପାଖ ଗାଁମାନଙ୍କର ପୂଜ୍ୟ ବ୍ରାହ୍ମଣ ଓ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ। ପରିକ୍ରମା ପରେ ମନ୍ଦିର ପରିସରରେ ପଣ୍ଡିତ କୃଷ୍ଣଚନ୍ଦ୍ର ଦେବତାଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଭଗବାନ ପର୍ଶୁରାମଙ୍କ ଆଦର୍ଶକୁ ଅନୁସରଣ କରି ସମାଜରେ ନୀତି, ଶୃଙ୍ଖଳା ଓ ଏକତା ବଢ଼ାଇବାକୁ ବକ୍ତାମାନେ ଆହ୍ୱାନ କରିଥିଲେ।ବିଜେପୁର ବିଧାୟକଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ପାଞ୍ଚ ଲକ୍ଷ ଟଙ୍କାର ଅନୁଦାନ ବିଷୟରେ ମଧ୍ୟ ସଭାରେ ଆଲୋଚନା କରାଯାଇଥିଲା ଏବଂ ଏହାର ସଦ୍ବ୍ୟବହାର ନେଇ ମତବିନିମୟ ହୋଇଥିଲା।ଏହି ସଭାରେ କାର୍ଯ୍ୟକାରୀ ସଭାପତି ନରେନ୍ଦ୍ର ହୋତା, ସଂପାଦକ ଅରୁଣ ପଣ୍ଡା ଓ ପିନାକି ମିଶ୍ର ଓ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।ଶେଷରେ ଉପ-ସଭାପତି ବିଭୂତି ମିଶ୍ର ଧନ୍ୟବାଦ ଜଣାଇଥିଲେ ।
    1
    ସନାତନୀ ବ୍ରାହ୍ମଣ ସମାଜ ତରଫରୁ ପର୍ଶୁରାମ ଜନ୍ମ ମହୋତ୍ସବ ପାଳନ
ବରଗଡ଼/ବରପାଲି:  ୧୯/୦୪ - ବରପାଲି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସନାତନୀ ବ୍ରାହ୍ମଣ ସମାଜ ତରଫରୁ ଭଗବାନ ପର୍ଶୁରାମଙ୍କ ଜନ୍ମ ମହୋତ୍ସବ ପାଳନ ହୋଇଯାଇଛି। ଏହି ଅବସରରେ ପ୍ରଥମେ ଜଗନ୍ନାଥ ମନ୍ଦିରରୁ ଏକ ଭବ୍ୟ ନଗର ପରିକ୍ରମା ଆୟୋଜିତ ହୋଇଥିଲା। ଏହି ପରିକ୍ରମାରେ ବରପାଲି ବ୍ଲକ ସହିତ ଆଖପାଖ ଗାଁମାନଙ୍କର ପୂଜ୍ୟ ବ୍ରାହ୍ମଣ ଓ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ। ପରିକ୍ରମା ପରେ ମନ୍ଦିର ପରିସରରେ ପଣ୍ଡିତ କୃଷ୍ଣଚନ୍ଦ୍ର ଦେବତାଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଭଗବାନ ପର୍ଶୁରାମଙ୍କ ଆଦର୍ଶକୁ ଅନୁସରଣ କରି ସମାଜରେ ନୀତି, ଶୃଙ୍ଖଳା ଓ ଏକତା ବଢ଼ାଇବାକୁ ବକ୍ତାମାନେ ଆହ୍ୱାନ କରିଥିଲେ।ବିଜେପୁର ବିଧାୟକଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ପାଞ୍ଚ ଲକ୍ଷ ଟଙ୍କାର ଅନୁଦାନ ବିଷୟରେ ମଧ୍ୟ ସଭାରେ ଆଲୋଚନା କରାଯାଇଥିଲା ଏବଂ ଏହାର ସଦ୍ବ୍ୟବହାର ନେଇ ମତବିନିମୟ ହୋଇଥିଲା।ଏହି ସଭାରେ କାର୍ଯ୍ୟକାରୀ ସଭାପତି ନରେନ୍ଦ୍ର ହୋତା, ସଂପାଦକ ଅରୁଣ ପଣ୍ଡା ଓ ପିନାକି ମିଶ୍ର ଓ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।ଶେଷରେ ଉପ-ସଭାପତି ବିଭୂତି ମିଶ୍ର ଧନ୍ୟବାଦ ଜଣାଇଥିଲେ ।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    8 hrs ago
  • Post by Shankar Rana
    4
    Post by Shankar Rana
    user_Shankar Rana
    Shankar Rana
    ବରଗଡ଼, ବରଗଡ଼, ଓଡ଼ିଶା•
    9 hrs ago
  • ଭାରତ ର ମହା ମହିମ ରାଷ୍ଟ୍ରପତିଙ୍କ ଝାରସୁଗୁଡ଼ା ଗ୍ରସ୍ତ ଥିବାରୁ ଆସନ୍ତା ୨୧ତା ଝାରସୁଗୁଡ଼ା ଡ୍ରୋନ୍ ଉଡାଣ ରେ କଟକଣା ଜାରି କଲା ଝାରସୁଗୁଡ଼ା ପ୍ରସାଶନ ।
    1
    ଭାରତ ର ମହା ମହିମ ରାଷ୍ଟ୍ରପତିଙ୍କ ଝାରସୁଗୁଡ଼ା ଗ୍ରସ୍ତ ଥିବାରୁ ଆସନ୍ତା ୨୧ତା ଝାରସୁଗୁଡ଼ା  ଡ୍ରୋନ୍ ଉଡାଣ ରେ କଟକଣା ଜାରି କଲା ଝାରସୁଗୁଡ଼ା ପ୍ରସାଶନ ।
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    12 hrs ago
  • ଜମନକିରା ବ୍ଲକ୍ ସଦର ମହକୁମା ରେ ଭଲ Patho Labs ଟିଏ ନ ଥିଲା। ଯେଉଁ ହାତ ଗଣତି Patho Labs ଥିଲା ସେଥିରେ ଅଳ୍ପ କିଛି ରକ୍ତ ପରୀକ୍ଷା ହୋଇପାରୁଥିଲା। ଫଳରେ ଉନ୍ନତମାନର ରକ୍ତପରୀକ୍ଷା ପାଇଁ ସମ୍ବଲପୁର ଓ ବୁର୍ଲା ସହର ଉପରେ ନିର୍ଭର କରିବାକୁ ପଡୁଥିଲା। ଆଜି ଠାରୁ Pathkind Labs ହେବା ଫଳରେ ଜମନକିରା ଓ ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ୍ ୧୬ ଗୋଟି ଅଞ୍ଚଳ ର ଲୋକେ ଉପକୃତ ହୋଇପାରିବେ।
    3
    ଜମନକିରା ବ୍ଲକ୍ ସଦର ମହକୁମା ରେ ଭଲ Patho Labs ଟିଏ ନ ଥିଲା। ଯେଉଁ ହାତ ଗଣତି Patho Labs ଥିଲା ସେଥିରେ ଅଳ୍ପ କିଛି ରକ୍ତ ପରୀକ୍ଷା ହୋଇପାରୁଥିଲା। ଫଳରେ ଉନ୍ନତମାନର ରକ୍ତପରୀକ୍ଷା ପାଇଁ ସମ୍ବଲପୁର ଓ ବୁର୍ଲା ସହର ଉପରେ ନିର୍ଭର କରିବାକୁ ପଡୁଥିଲା। ଆଜି ଠାରୁ Pathkind Labs ହେବା ଫଳରେ ଜମନକିରା ଓ ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ୍ ୧୬ ଗୋଟି ଅଞ୍ଚଳ ର ଲୋକେ ଉପକୃତ ହୋଇପାରିବେ।
    user_Rajendra Nayak
    Rajendra Nayak
    Voice of people ଜମନକିରା, ସମ୍ବଲପୁର, ଓଡ଼ିଶା•
    16 hrs ago
  • ସରକାର ଙ୍କ ନିର୍ଦ୍ଦେଶ ରେ ଦିନ 11 ଟା ରୁ ଦିନ 3ଟା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ : ଜିଲ୍ଲାପାଳ ଝାରସୁଗୁଡା
    1
    ସରକାର ଙ୍କ ନିର୍ଦ୍ଦେଶ ରେ ଦିନ 11 ଟା ରୁ ଦିନ 3ଟା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ : ଜିଲ୍ଲାପାଳ ଝାରସୁଗୁଡା
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    18 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.