ଦୟା ନଦୀ ଖନନ କାହା ପାଇଁ ? ଜନତାଙ୍କ ହିତ ପାଇଁ ନା ଠିକାଦାରଙ୍କ ପୋଷଣ ପାଇଁ କଣାସ ବ୍ଲକରେ ପ୍ରବାହିତ ହେଉଥିବା ଦୟା ନଦୀ କୁଆଖାଇ ନଦୀର ସରଦେଇ ପୁର ଠାରୁ ବାହାରି ଧଉଳି ପାହାଡ଼ର ପାଦଦେଶ ଦେଇ ତିରିମଲ, ଘୋରଡ଼ିଆ, କଣାସ, ଗଡ଼ବାଳ ଭଦ୍ରପୁର, ଜଙ୍କିଆ, ବସନ୍ତପୁର, ଗଡିଶା ଗୋଦା, ନୂଆଗାଁ ଦେଇ ଚଳିକାରେ ମିଶିଛି, ତିରିମଲ ଠାରୁ ନୂଆ ଦୋକନ୍ଦା ପର୍ଯ୍ୟନ୍ତ ଦୀର୍ଘ 15 କିଲୋମିଟର ଦୀର୍ଘ ଦିନ ହେଲା ଦୟା ନଦୀ ଶାର୍ଯ୍ୟ ପୋତି ହୋଇ ନାଳରେ ପରିଣତ ହୋଇଯାଇଛି, ଯାହା ଫଳରେ କି ବନ୍ୟା ସମୟରେ ଦୟା ନଦୀ ତାଣ୍ଡବ ଲୀଳା ସୃଷ୍ଟି କରୁଛି, ଦୟା ନଦୀ ଖନନ ପାଇଁ ଅଂଚଳବାସୀ ବାରମ୍ବାର ଦାବୀ ଓ ଆନ୍ଦୋଳନ ପନ୍ଥା ଗ୍ରହଣ କରିବା ପରେ ରାଜ୍ୟ ସରକାର ଦୟାନଦୀ ଖନନ ପାଇଁ ଅର୍ଥ ମଂଜୁର କରି ଠିକାଦାର ନିଯୁକ୍ତି କରିଛନ୍ତି ଦୟା ନଦୀ ର ଶର୍ଯ୍ୟ 40 ମିଟର ଚଉଡାରେ ଖନନ ପାଇଁ ନିର୍ଦ୍ଧେଶ ଥିବା ବେଳେ ଠିକାଦାର ନଦୀକୂଳରେ ହିଟାଚି ରଖି ନଦୀ ଗର୍ଭରୁ ବାଲି ଓ ମାଟି ଟାଣି ଆଣି ନଦୀ କୂଳରେ ଜମା କରି ରଖୁଛି, ଯାହା ଫଳରେ କି ଓସାରଏ ବର୍ଷା ହେଲେ ଖୋଲାଯାଇଥିବା ମାଟି ଗୁଡିକ ପୁନଶ୍ଚ ନଦୀ ଭିତରକୁ ପଶି ଯାଇ ନଦୀ ପୁନଶ୍ଚ ପୋତି ହୋଇପଡିବ, ନଦୀ ଖନନ ଦାୟତ୍ୱ ଡ୍ରେନେଜ ବିଭାଗର ଦାୟିତ୍ୱରେ ଥିବାବେଳେ ନଦୀ ଖନନ ସମୟରେ କୌଣସି ଅଧିକାରୀ ନଥିବା ଦେଖିବାକୁ ମିଳୁଛି, ନଦୀ କୂଳରେ ଜମା ହୋଇ ରହୁଥିବା ଖୋଳା ଯାଇଥିବା ମାଟି ଗୁଡିକୁ ତୁରନ୍ତ ଉଠାଇ ନେବା ପାଇଁ ଜନସାଧାରଣରେ ଦାବୀ ହେଉଛି, ନଦୀ କୂଳରେ ଜମା ହୋଇଥିବା |