କୁସୁମୁଣ୍ତିଆ ଗ୍ରାମ ନିକଟରେ ରାସ୍ତାକଡ଼ରେ ପଡ଼ିଛି ସରକାରୀ ଔଷଧ! BREAKING NEWS କୁସୁମୁଣ୍ତିଆ ଗ୍ରାମ ନିକଟରେ ଥିବା ପଡ଼ିଆ ରାସ୍ତାକଡ଼ରେ ପାଞ୍ଚ ପେଟିରୁ ଅଧିକ Iron & Folic Acid ଟାବଲେଟ୍ ଅବ୍ୟବହୃତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଛି। ଏହା ସହିତ ଛାତ୍ରଛାତ୍ରୀଙ୍କ ଜବାହରଲାଲ ନେହେରୁ ବ୍ୟାନର ଏବଂ କିଛି ପରୀକ୍ଷା କୋଚିଂ ସମ୍ବନ୍ଧୀୟ ସାମଗ୍ରୀ ମଧ୍ୟ ସେଠାରେ ପଡ଼ିରହିଛି। ବ୍ୟାନରେଲେଖା ହୋଇଛି କାଳିଆପାଣି ଗ୍ରାମ ପଞ୍ଚାୟତ ନାମ ଲେଖା ଥିବା ଦେଖାଯାଉଛି। 👉 ଲୋକଙ୍କ ପାଇଁ ବ୍ୟବହାର ହେବାକୁ ଥିବା ଔଷଧ ଏଭଳି ରାସ୍ତାକଡ଼ରେ କାହିଁକି ପଡ଼ିଛି? 👉 ଏହି ଔଷଧ କେଉଁଠାରୁ ଆସିଲା ଏବଂ କାହିଁକି ବ୍ୟବହାର ହେଲା ନାହିଁ? 👉 ଏହାର ଦାୟିତ୍ୱ କାହାର? ସମ୍ପୃକ୍ତ ବିଭାଗ ଘଟଣାର ତଦନ୍ତ କରି ଔଷଧଗୁଡ଼ିକର ସଠିକ୍ ଉତ୍ସ ଓ ଏଭଳି ଅବସ୍ଥାରେ ପଡ଼ିବାର କାରଣ ସ୍ପଷ୍ଟ କରିବା ଆବଶ୍ୟକ। 🙏 #କୁଶୁମୁଣ୍ତିଆ #କାଳିଆପାଣି #ଔଷଧ #IronAndFolicAcid #ସରକାରୀଔଷଧ #ସ୍ୱାସ୍ଥ୍ୟବିଭାଗ #ଛାତ୍ରଛାତ୍ରୀ #ଜବାହରଲାଲନେହେରୁ #କୋଚିଂ #ଯାଜପୁର #ସୁକିନ୍ଦା #OdishaNews #LocalNews

- Slug: ଚୁକ୍ତିନାମା ଖିଲାପ କରି କାରଖାନା ଚଳାଇବାକୁ ଧମକ ଅଭିଯୋଗ.. Anchor: ଢେଙ୍କାନାଳର କଳିଙ୍ଗ ଝୁଟ୍ ପ୍ରଡକ୍ଟସ୍ କାରଖାନା ବିରୋଧରେ ଶ୍ରମିକ ସଂଘ ଆଣିଛି ସଙ୍ଗୀନ ଅଭିଯୋଗ, ଚୁକ୍ତିନାମାର ସମାଧାନ ନକରି ଏବଂ ଶ୍ରମିକଙ୍କ ବକେୟା ଇପିଏଫ୍ ପୈଠ ନକରି କାରଖାନା ଚଳାଇବାକୁ ଧମକ ଦିଆଯାଉଥିବା ସଂଘ ଅଭିଯୋଗ କରିଛି। ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି କଳିଙ୍ଗ ଝୁଟ୍ ପ୍ରଡକ୍ଟସ୍ ଲେବର ୟୁନିୟନ ସଂଘ ପକ୍ଷରୁ ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ସେଠୀଙ୍କୁ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘର ଅଭିଯୋଗ ଅନୁଯାୟୀ, ଗତ ଜାନୁଆରୀ ୬ ତାରିଖରୁ କାରଖାନାରେ ତାଲାବନ୍ଦ ରହିଛି, ଚୁକ୍ତିନାମାକୁ ୧୧ ମାସ ବିତିଥିଲେ ମଧ୍ୟ ଏହାର ସମାଧାନ ହୋଇନାହିଁ,ଏହା ସହିତ ଶ୍ରମିକଙ୍କ ୭ ମାସର ଇପିଏଫ୍ ପୈଠ ହୋଇନଥିବା ଅଭିଯୋଗ କରିଛି ସଂଘ, ତାଲାବନ୍ଦ ଉଠାଯାଇନଥିବା ସତ୍ତ୍ୱେ ବାହାର ଶ୍ରମିକଙ୍କୁ ନେଇ କାରଖାନା ଭିତରେ ମେସିନ୍ ମରାମତି କରାଯାଇଥିବା ମଧ୍ୟ ସଂଘ ଅଭିଯୋଗ କରିଛି। ଏହା ସହିତ କାରଖାନା ସମ୍ପର୍କିତ ବିବାଦରେ ଜିଲା ଶ୍ରମ ଅଧିକାରୀ ଶ୍ରମିକଙ୍କ ସ୍ୱାର୍ଥ ବିରୋଧରେ କାରଖାନା କର୍ତ୍ତୃପକ୍ଷଙ୍କୁ ସମର୍ଥନ କରୁଥିବା ସଂଘ ଅଭିଯୋଗ କରିଛି, ଶ୍ରମିକଙ୍କ ବକେୟା ଇପିଏଫ୍ ପୈଠ, ଚୁକ୍ତିନାମାର ସମାଧାନ ଏବଂ କାରଖାନା ପରିଚାଳନା ସମ୍ପର୍କିତ ବିବାଦର ଆଇନସମ୍ମତ ସମାଧାନ ପାଇଁ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରୁ ବୋଲି ସଂଘ ଦାବି କରିଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି, ତେବେ ଏହି ଅଭିଯୋଗ ନେଇ କାରଖାନା କର୍ତ୍ତୃପକ୍ଷ ଏବଂ ଜିଲା ଶ୍ରମ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ, #tag #DhenkanalNews #Dhenkanal #KalingaJuteProducts #LabourUnion #WorkerProtest #EPF #FactoryDispute #LabourIssue #DhenkanalNewsOdisha #OdishaNews #BreakingNews #OdiaNews #WorkersRights #LabourNews1
- ❤️❤️❤️🌺🌺🌺🙏🙏🙏ଓଁ ଜୟ ଜଗଦୀଶ ହରେ. 🙏🙏🙏🌺🌺🌺❤️❤️❤️..1
- ରିଲିଫ କୁ ନେଇ ପ୍ରମିଳା ଓ ବବିତା ମୁହାଁମୁହିଁ, ବନ୍ୟା ବେଳେ ବାଦିପାଲା,ନେତାମାନଙ୍କ ମଧ୍ୟରେ ଥମିବାର ନାଁ ଧରୁନି ବାକ୍ ଯୁଦ୍ଧ । ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ବନ୍ୟା ଓ ରିଲିଫ ବଣ୍ଟନକୁ ନେଇ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଏବଂ ବିଜେପି ନେତ୍ରୀ ବବିତା ମଲ୍ଲିକଙ୍କ ମଧ୍ୟରେ ରାଜନୈତିକ ତର୍କ ଏବଂ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି।ପ୍ରମିଳା ବନ୍ୟା ଓ ରିଲିଫ ବଣ୍ଟନରେ ଅବହେଳା ଏବଂ ପ୍ରଶାସନିକ ବିଳମ୍ବ ପ୍ରସଙ୍ଗରେ ବିଜେଡି MLA ପ୍ରମିଳା ମଲ୍ଲିକ ସରକାର ତଥା କର୍ତ୍ତୃପକ୍ଷଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।ଅନ୍ୟପକ୍ଷରେ ବିଜେପି ନେତ୍ରୀ ବବିତା ମଲ୍ଲିକ ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରମିଳା ମଲ୍ଲିକଙ୍କ ରାଜନୀତିକୁ ଟାର୍ଗେଟ କରି କଡ଼ା ଜବାବ ଦେଇଛନ୍ତି1
- ଢେଙ୍କାନାଳ ମେଡିକାଲ ରେ ଏକ ବ୍ଳଡ ଆନାଲାଇଜର ମେସିନ ଜିଲ୍ଲା ସାମ୍ବାଦିକ ସଭାପତି ଶ୍ରୀଯୁକ୍ତ ପ୍ରଶ୍ନନ ପଟ୍ଟନାୟକ ଏବଂ ଅନ୍ୟ ସାମ୍ବାଦିକ ଙ୍କ ଉପସ୍ଥିତି ରେ ମେଡିକାଲ କୁ ପ୍ରଦାନ କରାଗଲା ଏହି କାଯ୍ୟକ୍ରମ ରେ ନଗରପାଳ ଶ୍ରୀମତୀ ଜୟନ୍ତୀ ପାତ୍ର ଅତିରିକ୍ତ ଜିଲ୍ଲା ପାଳ ଶ୍ରୀଯୁକ୍ତ ରମେଶ ସେଠୀ ଜିଲ୍ଲା ମୣଖ୍ୟ ଚିକିତ୍ସା ଅଧିକାରୀ ଡା ଏନ୍ ଡି ସି ବେହେରା ଡା ରାଜକିଶୋର ସେଠୀ, ବରିଷ୍ଠ ସାମ୍ବାଦିକ ପ୍ରଶ୍ନନ ପଟ୍ଟନାୟକ, ଅଥୟ ସାହୁ, ଦୀପକ ନାୟକ, ବିନେଦ ମହାନ୍ତି, ଲକ୍ଷ୍ମୀକାନ୍ତ ସାହୁ ରାଜଶ୍ରୀ ଶତପଥି ଏବଂ ଅନ୍ୟମାନେ ଯୋଗ ଦେଇଥିଲେ2
- ଚୋରା ନିଶାଦ୍ରବ୍ୟ କାରବାର ବିରୋଧରେ ରାଷ୍ଟ୍ରୀୟ ବଜରଂଗ ଦଳ ଘେରୋଉ କଲେ ଅବକାରୀ ଅଫିସ। ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚୋରା ନିଶାଦ୍ରବ୍ୟ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଛି। ଆଜିର ଦିନରେ ଗାଁ ଗଣ୍ଡାରେ ଯୁବ ପିଢିଙ୍କୁ ପଥଭ୍ରଷ୍ଟ କରୁଛି ବିଭିନ୍ନ ପ୍ରକାରର ନିଶା । ଏହି ନିଶା ବେପାରୀଙ୍କ ବିରୋଧରେ ରାଷ୍ଟ୍ରୀୟ ବଜରଂଗ ଦଳ ଘେରାଉ କଲେ ଅବକାରୀ ଅଫିସ ।1
- ବନ୍ତ ପୋଲିସ ର ବଡ ସଫଳତା କୁଖ୍ୟାତ ଡକାୟତଙ୍କୁ ଧରିବାରେ ସଫଳ ହେଲା ବନ୍ତ ପୋଲିସ। ବନ୍ତ ପୋଲିସ ର ବଡ ସଫଳତା କୁଖ୍ୟାତ ଡକାୟତଙ୍କୁ ଧରିବାରେ ସଫଳ ହେଲା ବନ୍ତ ପୋଲିସ। ରାତି ଅନ୍ଧାର ର ସୁଜଗ ନେଇ ଚୋରି କରୁଥିଲେ ଟ୍ରାନସଫର୍ମର ରୁ ମୂଲ୍ୟବାନ କଏଲ ଓ ଲାଇନ୍ ତାର ।1
- 🌺🌺🌺🌺🌺🙏🙏🙏🙏🙏ଜୟ ଶ୍ରୀରାମ 🙏🙏🙏🙏🙏🌺🌺🌺🌺🌺.....1
- ଖମାର ମାର୍କେଟ ରେ ଟ୍ରକ୍ ଦୁର୍ଘଟଣା ରେ ଛାତ୍ର ମୃତ ............1