Shuru
Apke Nagar Ki App…
ଉଲୁଣ୍ଡା ଧନୁଯାତ୍ରା ସହୋତ୍ସଵ ରେ ଯୋଗଦେଲେ ବିରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା । #raghunathjagadala #MLA #Birmaharajpur #BJPGovernment #ulunda #SonepurNews
Ajira Samachar
ଉଲୁଣ୍ଡା ଧନୁଯାତ୍ରା ସହୋତ୍ସଵ ରେ ଯୋଗଦେଲେ ବିରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା । #raghunathjagadala #MLA #Birmaharajpur #BJPGovernment #ulunda #SonepurNews
More news from ଓଡ଼ିଶା and nearby areas
- Post by Sonepur news khulasa1
- Recently, one farmer was killed by an elephant in Andharipali village near Larambha. Because of such incidents, the Forest Department has taken a good initiative to conduct awareness programmes in the villages surrounding Andharipali. I am happy to tell you that I am a part of this awareness campaign.really Beautiful initiative by Forest department.👏4
- ଆଜି ସନ୍ଧ୍ୟାରେ ମିଶନ ଶକ୍ତି ବିଭାଗ ଓ ଜ଼ିଲ୍ଲା ପ୍ରଶାସନ, ବୌଦ୍ଧଙ୍କ ମିଳିତ ଆନୁକୂଲ୍ୟରେ ଜ଼ିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳାର ଷଷ୍ଠ ସନ୍ଧ୍ୟାର କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି l ଏହି ମେଳା ମାର୍ଚ୍ଚ 6 ତାରିଖ ଠାରୁ ଆରମ୍ଭ ହୋଇ 12 ମାର୍ଚ୍ଚ ପର୍ଯ୍ୟନ୍ତ କଚେରୀ ପଡିଆ ଠାରେ ଅନୁଷ୍ଠିତ ହେଉଛି l ଏହି ଉପଲକ୍ଷେ ମୋଟ 120 ଟି ଷ୍ଟଲ ଖୋଲା ଯାଇଛି l ଆଜିର ଷଷ୍ଠ ସନ୍ଧ୍ୟା କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଜ଼ିଲ୍ଲାପାଳ ବିଭୁତି ଭୂଷଣ ନାୟକ1
- Post by Giri sahu1
- ସରସରା ଗ୍ରାମରେ ପହଂଚି ବୃଦ୍ଧାଙ୍କ ଘର ପରିଦର୍ଶନ କଲେ ଜିଲ୍ଲାପାଳ :-ଅଦ୍ୟ ତା. 11.3.2016 ରିଖ (ବୁଧବାର )ଦିନ ଦିବା 11 ଘଟିକା ସମୟରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ବିଭୁତି ଭୂଷଣ ନାୟକ ହରଭଙ୍ଗା ବ୍ଲକ ସରସରା ଗ୍ରାମରେ ଯାଇ ପହଂଚି ଥିଲେ l ପ୍ରଥମେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ନାୟକ ସରସରା ପଞ୍ଚାୟତ କାର୍ଯ୍ୟାଳୟ ରେ ପହଂଚି, ପଞ୍ଚାୟତ କାର୍ଯ୍ୟାଳୟ ର ସୁବିଧା, ଅସୁବିଧା ପଚାରି ବୁଝିଥିଲେ l ପରେ ପରେ ଅସହାୟ ବୃଦ୍ଧା ଗାମା କହଁରଙ୍କ ଘରେ ପହଂଚି ଥିଲେ l କଟକ ଜିଲ୍ଲାରୁ ଆସି ଏକ ବର୍ଷ ହେଲା ସରସରା ରେ ନିଜ ଭାଇ ଘରେ ରହୁଥିବା 60 ବର୍ଷୀୟା ବୃଦ୍ଧା ଗାମା ସରକାର ଙ୍କ କୌଣସି ସରକାରୀ ଯୋଜନାର ହିତାଧିକାରୀ ହୋଇ ପାରିନଥିବା ବିଷୟରେ ଜିଲ୍ଲାପାଳଙ୍କୁ ବାରମ୍ବାର ଜନଶୁଣାଣୀ ରେ ଅଭିଯୋଗ କରିଥିଲେ l ସେଥିପାଇଁ ଜିଲ୍ଲାପାଳ ନିଜେ ଗାମା ରହୁଥିବା ତାଙ୍କ ଭାଇଙ୍କ ଘରେ ପହଞ୍ଚି ସ୍ଥିତି ଆକଳନ କରିଥିଲେ | ଅନ୍ତୋଦୟ ଗୃହ ଯୋଜନା, ଅନ୍ତୋଦୟ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା, ଆୟୁଷ୍ମାନ୍ କାର୍ଡରେ ଗାମାଙ୍କୁ ହିତାଧିକାରୀ କରାଇବା ପାଇଁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ, ଆଧାର କାର୍ଡ ର ପରିବର୍ତ୍ତନ ପାଇଁ ଗାମା ଙ୍କୁ ବୁଝାଇବା ଜିଲ୍ଲାପାଳ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ଙ୍କୁ ନିର୍ଦ୍ଦେଶ ଦେଇଥିଲେ | ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ହରଭଙ୍ଗା ବିଡ଼ିଓ ବିଜୟ କୁମାର ପ୍ରଧାନ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀମନ୍ତ ପ୍ରଧାନ, ରାଜସ୍ୱ ନିରୀକ୍ଷକ ମନୋହର ମଲ୍ଲିକ, ଡାଟା ଏଣ୍ଟ୍ରି ଅପରେଟର ହେମା ନନ୍ଦ ଖଟୁଆ, କର୍ମଚାରୀ ଅକ୍ଷୟ କୁମାର ମହାକୁଡ଼,ଗ୍ରାମବାସୀ ଧିରେନ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ l1
- ଏହି_ମିଶାଇଲକୁ_ଭୟ_କରନ୍ତି_୧୨୦ରୁ_ଅଧିକ_ଦେଶ_1
- ସୋନପୁର ଜିଲ୍ଲା ର ଜଣେ କଵି ଙ୍କ ମୁଁହରୁ ତାଙ୍କ ଲେଖନି ରେ ଦୁଇପଦ ଶୁନିଵାର କେ ମିଲିଛେ ଆସୁନ ଜାନମା ଆଉ ସେ ଭାଇଙ୍କୁ ଉତ୍ସାହ କରିବା ପାଇଁ ଗୁଟେ ଲାଇଗ କରମା ।1
- ବୌଦ୍ଧ ସହର ନିକଟ ସରସରା ଗ୍ରାମକୁ ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ । ବୃଦ୍ଧାଙ୍କୁ ସରକାରୀ ଯୋଜନାରେ ସାମିଲ କରିବାକୁ ହରଭଙ୍ଗା ବିଡ଼ିଓଙ୍କୁ ନିର୍ଦ୍ଦେଶ । ସରକାରୀ ଯୋଜନାରୁ ବଞ୍ଚିତ ନେଇ ଗାମା କହଁର ଜନଶୁଣାଣୀରେ ଅଭିଯୋଗ କରିଥିଲେ ।1
- ମୋଦିଙ୍କ_ଗୋଟେ_କଲ୍ରେ_ବନ୍ଦ_ହେବ_ଯୁଦ୍ଧ1