Shuru
Apke Nagar Ki App…
ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ
AK14TV
ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ
More news from ଓଡ଼ିଶା and nearby areas
- Post by AK14TV1
- ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ପାତ୍ରପୁର ବ୍ଲକ ତମ୍ବାପୁର ଠାରୁ ମନ୍ଦାରଡା ଯିବା ରାସ୍ତାରେ ବାଇକ ଦୁର୍ଘଟଣାରେ ୩ ମୃତ. ଦୁଇ ଜଣ ବନମାଳୀ ଗ୍ରାମର ଓ ଜଣେ ତିତିଗାଁ ର ବୋଲି ଜଣା ପଡିଛି1
- ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ପାତ୍ରପୁର ବ୍ଲକ ତମ୍ବାପୁର ଠାରୁ ମନ୍ଦାରଡା ଯିବା ରାସ୍ତାରେ ବାଇକ ଦୁର୍ଘଟଣାରେ ୩ ମୃତ. ଦୁଇ ଜଣ ବନମାଳୀ ଗ୍ରାମର ଓ ଜଣେ ତିତିଗାଁ ର ବୋଲି ଜଣା ପଡିଛି3
- ଧାନମଣ୍ଡି ସମସ୍ୟାକୁ ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ,ଯୋଗାଣ ନିରୀକ୍ଷକ ଙ୍କୁ ଘେରିଲେ ଚାଷୀ କବିସୂର୍ଯ୍ୟନଗର : ମଣ୍ଡି ସମସ୍ୟା କୁ ନେଇ ତାତିଲେ ଚାଷୀ l ବ୍ଲକ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିବା ସହ ଯୋଗାଣ ନିରକ୍ଷକ ଙ୍କୁ ଘେରିଗଲେ ଚାଷୀ l ଏହିଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ରେ l ବ୍ଲକ ର 21 ପଞ୍ଚାୟତ ମଧ୍ୟରୁ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅଧିନ 9 ଟି ପଞ୍ଚାୟତ ରେ ବର୍ତମାନ ସୁଦ୍ଧା ମଣ୍ଡି ଖୋଳିନଥିବା ବେଳେ ପ୍ରଶାସନ ସମସ୍ତ ସମବାୟ ସମିତି ଧାନ ଉଠାଣ ଉପରେ ରୋକ ଲଗାଇ ମହିଳା ଏସହେଚଜି ଗ୍ରୁପ ଦ୍ୱାରା ଧାନ ଉଠାଣ ପାଇଁ ନିଷ୍ପତି ନେଇଛି l ଏହି ନିଷ୍ପତି କୁ ବିରୋଧକରୀ ଚାଷୀ ସଂଗଠନ ପକ୍ଷରୁ କବିସୂର୍ଯ୍ୟନଗର ବନଦେବୀ ମନ୍ଦିର ରୁ ଏକ ବିରାଟ ପଦଯାତ୍ରା ରେ ବାହାରି ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ l ଏବଂ କିଛିସମୟ ଧରି ମୁଖ୍ୟ ରାସ୍ତା ଉପରେ ଚାଷୀ ବସି ପ୍ରତିବାଦ କରିଥିଲେ l ପରେ ବ୍ଲକ କାର୍ଯ୍ୟାଳୟ ରେ ପସି ଯୋଗାଣ ନିରୀକ୍ଷକ ଙ୍କୁ ଘେରିଯାଇଥିଲେ l ବହୁ ସମାୟଧରି ଚାଷୀ ଙ୍କ ନିକଟରେ ଯୋଗାଣ ନିରୀକ୍ଷକ ଅଟକ ରହିଥିବା ବେଳେ ବିଡିଓ ଓ ତହସିଲଦାର ଅନୁପସ୍ଥିତ ରହିଥିଲେ l କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ଚାଷୀ ଙ୍କୁ ବୁଝାସୁଝା କରୁଥିବା ବେଳେ ଉପରିସ୍ଥ ଅଧିକାରୀ କିନ୍ତୁ ପ୍ରତିବାଦ ସ୍ଥାଳଠାରୁ ଦୁରରେ ରହିଥିବା ରୁ ଚାଷୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା l ଗଣେଶ ପାଣିଗ୍ରାହୀ ରିପୋର୍ଟ1
- Post by Chocolate boy Kumar1
- Post by Jay kala _ jay Kalinga1
- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୀଳନୀ କକ୍ଷରେ ବନାଗ୍ନି ନିର୍ବାପନ ନିମନ୍ତେ ପ୍ରସ୍ତୁତି ବୈଠକ1
- Post by AK14TV1