logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଧାନମଣ୍ଡି ସମସ୍ୟାକୁ ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ,ଯୋଗାଣ ନିରୀକ୍ଷକ ଙ୍କୁ ଘେରିଲେ ଚାଷୀ କବିସୂର୍ଯ୍ୟନଗର : ମଣ୍ଡି ସମସ୍ୟା କୁ ନେଇ ତାତିଲେ ଚାଷୀ l ବ୍ଲକ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିବା ସହ ଯୋଗାଣ ନିରକ୍ଷକ ଙ୍କୁ ଘେରିଗଲେ ଚାଷୀ l ଏହିଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ରେ l ବ୍ଲକ ର 21 ପଞ୍ଚାୟତ ମଧ୍ୟରୁ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅଧିନ 9 ଟି ପଞ୍ଚାୟତ ରେ ବର୍ତମାନ ସୁଦ୍ଧା ମଣ୍ଡି ଖୋଳିନଥିବା ବେଳେ ପ୍ରଶାସନ ସମସ୍ତ ସମବାୟ ସମିତି ଧାନ ଉଠାଣ ଉପରେ ରୋକ ଲଗାଇ ମହିଳା ଏସହେଚଜି ଗ୍ରୁପ ଦ୍ୱାରା ଧାନ ଉଠାଣ ପାଇଁ ନିଷ୍ପତି ନେଇଛି l ଏହି ନିଷ୍ପତି କୁ ବିରୋଧକରୀ ଚାଷୀ ସଂଗଠନ ପକ୍ଷରୁ କବିସୂର୍ଯ୍ୟନଗର ବନଦେବୀ ମନ୍ଦିର ରୁ ଏକ ବିରାଟ ପଦଯାତ୍ରା ରେ ବାହାରି ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ l ଏବଂ କିଛିସମୟ ଧରି ମୁଖ୍ୟ ରାସ୍ତା ଉପରେ ଚାଷୀ ବସି ପ୍ରତିବାଦ କରିଥିଲେ l ପରେ ବ୍ଲକ କାର୍ଯ୍ୟାଳୟ ରେ ପସି ଯୋଗାଣ ନିରୀକ୍ଷକ ଙ୍କୁ ଘେରିଯାଇଥିଲେ l ବହୁ ସମାୟଧରି ଚାଷୀ ଙ୍କ ନିକଟରେ ଯୋଗାଣ ନିରୀକ୍ଷକ ଅଟକ ରହିଥିବା ବେଳେ ବିଡିଓ ଓ ତହସିଲଦାର ଅନୁପସ୍ଥିତ ରହିଥିଲେ l କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ଚାଷୀ ଙ୍କୁ ବୁଝାସୁଝା କରୁଥିବା ବେଳେ ଉପରିସ୍ଥ ଅଧିକାରୀ କିନ୍ତୁ ପ୍ରତିବାଦ ସ୍ଥାଳଠାରୁ ଦୁରରେ ରହିଥିବା ରୁ ଚାଷୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା l ଗଣେଶ ପାଣିଗ୍ରାହୀ ରିପୋର୍ଟ

1 day ago
user_GANESH PANlGRAHl
GANESH PANlGRAHl
Reporter ଧରାକୋଟେ, ଗଞ୍ଜାମ, ଓଡ଼ିଶା•
1 day ago

ଧାନମଣ୍ଡି ସମସ୍ୟାକୁ ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ,ଯୋଗାଣ ନିରୀକ୍ଷକ ଙ୍କୁ ଘେରିଲେ ଚାଷୀ କବିସୂର୍ଯ୍ୟନଗର : ମଣ୍ଡି ସମସ୍ୟା କୁ ନେଇ ତାତିଲେ ଚାଷୀ l ବ୍ଲକ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିବା ସହ ଯୋଗାଣ ନିରକ୍ଷକ ଙ୍କୁ ଘେରିଗଲେ ଚାଷୀ l ଏହିଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ରେ l ବ୍ଲକ ର 21 ପଞ୍ଚାୟତ ମଧ୍ୟରୁ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅଧିନ 9 ଟି ପଞ୍ଚାୟତ ରେ ବର୍ତମାନ ସୁଦ୍ଧା ମଣ୍ଡି ଖୋଳିନଥିବା ବେଳେ ପ୍ରଶାସନ ସମସ୍ତ ସମବାୟ ସମିତି ଧାନ ଉଠାଣ ଉପରେ ରୋକ ଲଗାଇ ମହିଳା ଏସହେଚଜି ଗ୍ରୁପ ଦ୍ୱାରା ଧାନ ଉଠାଣ ପାଇଁ ନିଷ୍ପତି ନେଇଛି l ଏହି ନିଷ୍ପତି କୁ ବିରୋଧକରୀ ଚାଷୀ ସଂଗଠନ ପକ୍ଷରୁ କବିସୂର୍ଯ୍ୟନଗର ବନଦେବୀ ମନ୍ଦିର ରୁ ଏକ ବିରାଟ ପଦଯାତ୍ରା ରେ ବାହାରି ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ l ଏବଂ କିଛିସମୟ ଧରି ମୁଖ୍ୟ ରାସ୍ତା ଉପରେ ଚାଷୀ ବସି ପ୍ରତିବାଦ କରିଥିଲେ l ପରେ ବ୍ଲକ କାର୍ଯ୍ୟାଳୟ ରେ ପସି ଯୋଗାଣ ନିରୀକ୍ଷକ ଙ୍କୁ ଘେରିଯାଇଥିଲେ l ବହୁ ସମାୟଧରି ଚାଷୀ ଙ୍କ ନିକଟରେ ଯୋଗାଣ ନିରୀକ୍ଷକ ଅଟକ ରହିଥିବା ବେଳେ ବିଡିଓ ଓ ତହସିଲଦାର ଅନୁପସ୍ଥିତ ରହିଥିଲେ l କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ଚାଷୀ ଙ୍କୁ ବୁଝାସୁଝା କରୁଥିବା ବେଳେ ଉପରିସ୍ଥ ଅଧିକାରୀ କିନ୍ତୁ ପ୍ରତିବାଦ ସ୍ଥାଳଠାରୁ ଦୁରରେ ରହିଥିବା ରୁ ଚାଷୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା l ଗଣେଶ ପାଣିଗ୍ରାହୀ ରିପୋର୍ଟ

More news from Ganjam and nearby areas
  • braking news: ହିଞ୍ଜିଳି କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଆକ୍ରମଣ ଭିଡ଼ିଓ ଭାଇରାଲ... ହିଞ୍ଜିଳିକାଟୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ରଜନୀ ପାଢ଼ୀଙ୍କୁ ସିକିରି ଋଷିକୁଲ୍ୟା ନଦୀ ପାଖରେ ମଙ୍ଗଳବାର ମଧ୍ୟାହ୍ନରେ ଆକ୍ରମଣ ହୋଇଛି ନେଇ ଅଭଯୋଗ ହୋଇଛି | ଆକ୍ରମଣ ପରେ ବିଧାୟକ ପ୍ରାର୍ଥୀ ରଜନୀ ପାଢ଼ୀ ସଙ୍ଗେ ସଙ୍ଗେ ହିଞ୍ଜିଳିକାଟୁ ଥାନାରେ ଏକ ଲିଖିତ ଭାବେ ଅଭିଯୋଗ କରିଛନ୍ତି | ତେବେ ଅପରପକ୍ଷ କହ୍ନେଇ ପ୍ରଧାନ ବି ହିଞ୍ଜିଳି ଥାନାରେ ପହଁଚି ଲିଖିତ ଅଭିଯୋଗ କରିଛନ୍ତି | ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି ନେଇ ଥାନାଧିକାରୀ ସୂଚନା ଦେଇଛନ୍ତି | ତେବେ ଆଜି ଆକ୍ରମଣ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି......
    1
    braking news: ହିଞ୍ଜିଳି କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଆକ୍ରମଣ ଭିଡ଼ିଓ ଭାଇରାଲ...
ହିଞ୍ଜିଳିକାଟୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ରଜନୀ ପାଢ଼ୀଙ୍କୁ ସିକିରି ଋଷିକୁଲ୍ୟା ନଦୀ ପାଖରେ ମଙ୍ଗଳବାର ମଧ୍ୟାହ୍ନରେ ଆକ୍ରମଣ ହୋଇଛି ନେଇ ଅଭଯୋଗ ହୋଇଛି | ଆକ୍ରମଣ ପରେ ବିଧାୟକ ପ୍ରାର୍ଥୀ ରଜନୀ ପାଢ଼ୀ ସଙ୍ଗେ ସଙ୍ଗେ ହିଞ୍ଜିଳିକାଟୁ ଥାନାରେ ଏକ ଲିଖିତ ଭାବେ ଅଭିଯୋଗ କରିଛନ୍ତି | ତେବେ ଅପରପକ୍ଷ କହ୍ନେଇ ପ୍ରଧାନ ବି ହିଞ୍ଜିଳି ଥାନାରେ ପହଁଚି ଲିଖିତ ଅଭିଯୋଗ କରିଛନ୍ତି | ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି ନେଇ ଥାନାଧିକାରୀ ସୂଚନା ଦେଇଛନ୍ତି | ତେବେ ଆଜି ଆକ୍ରମଣ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି......
    user_Ganjam Khabar
    Ganjam Khabar
    Journalist Hinjili, Ganjam•
    23 hrs ago
  • Post by Jay kala _ jay Kalinga
    1
    Post by Jay kala _ jay Kalinga
    user_Jay kala _ jay Kalinga
    Jay kala _ jay Kalinga
    ଭଞ୍ଜନଗର, ଗଞ୍ଜାମ, ଓଡ଼ିଶା•
    17 hrs ago
  • Post by Chocolate boy Kumar
    1
    Post by Chocolate boy Kumar
    user_Chocolate boy Kumar
    Chocolate boy Kumar
    Kodala, Ganjam•
    19 hrs ago
  • ଜି.ଉଦୟଗିରି ସହର ପଠାଣ ସାହି ରେ ତୁଷାରପାତ
    2
    ଜି.ଉଦୟଗିରି ସହର ପଠାଣ ସାହି ରେ ତୁଷାରପାତ
    user_CHINMAYA KUMAR SETHI
    CHINMAYA KUMAR SETHI
    Journalist ଜି. ଉଦୟଗିରି, କନ୍ଧମାଳ, ଓଡ଼ିଶା•
    13 hrs ago
  • ଗୋମl ମା ଙ୍କ ଚମଡା 😥 ସପୋର୍ଟ suscribe
    1
    ଗୋମl ମା ଙ୍କ ଚମଡା 😥 ସପୋର୍ଟ suscribe
    user_Kanhu charan jena
    Kanhu charan jena
    Content Creator (YouTuber) Sarankul, Nayagarh•
    20 hrs ago
  • ଆମ ନୟାଗଡ଼ ମାଟିର ଗର୍ବ ଓ ଗୌରବ ଉତ୍କଳଘଣ୍ଟ ଆଶୁକବି ଯଦୁମଣି ମହାପାତ୍ର। ଆଜି ଅର୍ଥାତ ଜାନୁଆରୀ ୮ ହେଉଛି ସେହି ମହାନ କବିଙ୍କ ଜନ୍ମଜୟନ୍ତୀ ଶିଶୁ କବି
    2
    ଆମ ନୟାଗଡ଼ ମାଟିର ଗର୍ବ ଓ ଗୌରବ ଉତ୍କଳଘଣ୍ଟ ଆଶୁକବି ଯଦୁମଣି ମହାପାତ୍ର। ଆଜି ଅର୍ଥାତ ଜାନୁଆରୀ ୮ ହେଉଛି ସେହି ମହାନ କବିଙ୍କ ଜନ୍ମଜୟନ୍ତୀ ଶିଶୁ କବି
    user_ଜାଗ୍ରତ ନିୟୁଜ
    ଜାଗ୍ରତ ନିୟୁଜ
    Dyeworks ଇଟାମାଟି, ନୟାଗଡ଼, ଓଡ଼ିଶା•
    18 hrs ago
  • ବେତାରସିଂରେ ବିଜେପିର ମିଶ୍ରଣ ପର୍ବ ବିଜେଡି ଛାଡି ବିଜେପିରେ ସାମିଲ ହେଲେ ଶତାଧିକ କର୍ମୀ ବୁଗୁଡ଼ା ୦୭/୦୧/୨୬ ବିଜେପିରେ ସାମିଲ ହେଲେ ବେତାରସିଂ ଗ୍ରାମର ସମସ୍ତ ବିଜେଡି କର୍ମୀ । ଆଜି ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ପଞ୍ଚାୟତର ବେତାରସିଂ ଗ୍ରାମରେ ବିଜେପି ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ସାଙ୍ଗଠନିକ ବୈଠକକୁ ନେଇ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଯୁବ ନେତା ଟୁକୁନା ଜେନାଙ୍କ ନେତୃତ୍ବରେ ପଞ୍ଚାୟତର ସରପଞ୍ଚ ମଉନା ଜେନା ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ବେଳେ ୪ ଜଣ ଓ୍ବାର୍ଡ ମେମ୍ବର ନାଏବ ସରପଞ୍ଚ ବିରୁପାକ୍ଷ ଭୂୟାଁ ,କଂଗ୍ରେସ ସ୍ୱାଇଁ,ସିମାଞ୍ଚଳ ସ୍ବାଇଁ, ସନ୍ତୋଷ କୁମାର ଭୂୟାଁ,ଆଦିକନ୍ଧ ଭୁୟାଁ, ମୂରଲୀ ଭୂୟାଁ,କପିଳ ଜେନା,ସଂଗ୍ରାମ ବିଷୋୟୀ,କାଳୁ ମହାରଣା,ରବି ବେହେରା,ବିପ୍ର ସ୍ବାଇଁ, ଅଶୋକ କୁମାର ଭୁୟାଁ,କାଳିଆ ଜେନା ସହିତ ଶତାଧିକ ବିଜେଡି କର୍ମୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳ ତ୍ୟାଗ କରି ବିଜେପି ସାମିଲ ହୋଇଥିଲେ। ଦଳ ପରିତ୍ୟାଗ କରିଥିବା ସମସ୍ତ କର୍ମୀ ମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଭାରତୀୟ ଜନତା ପାର୍ଟିକୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ସ୍ବାଗତ କରିଥିଲେ।ଅଧ୍ୟକ୍ଷଙ୍କ ପ୍ରତିନିଧି କେ ନିଳମାଧବ ଆଚାରୀ, ଉପାଧ୍ୟକ୍ଷ ମାନସ ରଂଜନ ପ୍ରଧାନ,ନଗର ସଭାପତି କେଦାରନାଥ ମହାରଣା ମଦନ ଗୋପାଳ ଦୋରା, ସୁନୀଲ ପାଢ଼ୀ,କେ ଯଜ୍ଞ ନାରାୟଣ ପାତ୍ର ହରପ୍ରସାଦ ସାହୁ, ରବିନ୍ଦ୍ର ପରିଡ଼ା, ଗୌରାଙ୍ଗ ପ୍ରଧାନ, ବସନ୍ତ ସାମଲ,ନଟବର ଜେନା, ସୁଶାନ୍ତ କୁମାର ଡାକୁଆ, ପୂର୍ଣ୍ଣଚନ୍ଦ୍ର ଭୁୟାଁ, ସନ୍ତୋଷ ବିଶ୍ୱାଳ, ସନ୍ତୋଷ ଭୋଳ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ବେତାରସିଂରେ ବିଜେପିର ମିଶ୍ରଣ ପର୍ବ ବିଜେଡି ଛାଡି ବିଜେପିରେ ସାମିଲ ହେଲେ ଶତାଧିକ କର୍ମୀ 
ବୁଗୁଡ଼ା ୦୭/୦୧/୨୬ ବିଜେପିରେ ସାମିଲ ହେଲେ ବେତାରସିଂ ଗ୍ରାମର ସମସ୍ତ ବିଜେଡି କର୍ମୀ । ଆଜି ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ପଞ୍ଚାୟତର ବେତାରସିଂ ଗ୍ରାମରେ ବିଜେପି ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ସାଙ୍ଗଠନିକ ବୈଠକକୁ ନେଇ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଯୁବ ନେତା ଟୁକୁନା ଜେନାଙ୍କ ନେତୃତ୍ବରେ ପଞ୍ଚାୟତର ସରପଞ୍ଚ ମଉନା ଜେନା ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ବେଳେ ୪ ଜଣ ଓ୍ବାର୍ଡ ମେମ୍ବର ନାଏବ ସରପଞ୍ଚ ବିରୁପାକ୍ଷ ଭୂୟାଁ ,କଂଗ୍ରେସ ସ୍ୱାଇଁ,ସିମାଞ୍ଚଳ ସ୍ବାଇଁ, ସନ୍ତୋଷ କୁମାର ଭୂୟାଁ,ଆଦିକନ୍ଧ ଭୁୟାଁ, ମୂରଲୀ ଭୂୟାଁ,କପିଳ ଜେନା,ସଂଗ୍ରାମ ବିଷୋୟୀ,କାଳୁ ମହାରଣା,ରବି ବେହେରା,ବିପ୍ର ସ୍ବାଇଁ, ଅଶୋକ କୁମାର ଭୁୟାଁ,କାଳିଆ ଜେନା ସହିତ ଶତାଧିକ ବିଜେଡି କର୍ମୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳ ତ୍ୟାଗ କରି ବିଜେପି ସାମିଲ ହୋଇଥିଲେ। ଦଳ ପରିତ୍ୟାଗ କରିଥିବା ସମସ୍ତ କର୍ମୀ ମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଭାରତୀୟ ଜନତା ପାର୍ଟିକୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ସ୍ବାଗତ କରିଥିଲେ।ଅଧ୍ୟକ୍ଷଙ୍କ ପ୍ରତିନିଧି କେ ନିଳମାଧବ ଆଚାରୀ, ଉପାଧ୍ୟକ୍ଷ ମାନସ ରଂଜନ ପ୍ରଧାନ,ନଗର ସଭାପତି କେଦାରନାଥ ମହାରଣା ମଦନ ଗୋପାଳ ଦୋରା, ସୁନୀଲ ପାଢ଼ୀ,କେ ଯଜ୍ଞ ନାରାୟଣ ପାତ୍ର ହରପ୍ରସାଦ ସାହୁ, ରବିନ୍ଦ୍ର ପରିଡ଼ା, ଗୌରାଙ୍ଗ ପ୍ରଧାନ, ବସନ୍ତ ସାମଲ,ନଟବର ଜେନା, ସୁଶାନ୍ତ କୁମାର ଡାକୁଆ, ପୂର୍ଣ୍ଣଚନ୍ଦ୍ର ଭୁୟାଁ, ସନ୍ତୋଷ ବିଶ୍ୱାଳ, ସନ୍ତୋଷ ଭୋଳ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    Reporter ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    18 hrs ago
  • Zero night ଧମାକା -ବେଗୁନିଆପଡା ବନ୍ଧୁ ମିଳନ " ତୁ ବୋଧେ ମୋ ଭାଗ୍ୟରେ ନାହୁଁ " ନାଟକର ସଫଳତାକୁ ନେଇ କ'ଣ କହିଲେ ନିର୍ଦ୍ଦେଶକ ଓ କଳାକାର #BeguniapadaNews #JatraHistory #Ganjamjatra #SuccessStory #OdiaCulture #zoroNight
    2
    Zero night ଧମାକା -ବେଗୁନିଆପଡା ବନ୍ଧୁ ମିଳନ 
" ତୁ ବୋଧେ ମୋ ଭାଗ୍ୟରେ ନାହୁଁ "
ନାଟକର ସଫଳତାକୁ ନେଇ କ'ଣ କହିଲେ ନିର୍ଦ୍ଦେଶକ ଓ କଳାକାର
#BeguniapadaNews #JatraHistory #Ganjamjatra #SuccessStory #OdiaCulture #zoroNight
    user_Ganjam Khabar
    Ganjam Khabar
    Journalist Kodala, Ganjam•
    20 hrs ago
  • Post by AK14TV
    1
    Post by AK14TV
    user_AK14TV
    AK14TV
    Journalist ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    10 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.