logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜି.ଉଦୟଗିରି ସହର ପଠାଣ ସାହି ରେ ତୁଷାରପାତ

20 hrs ago
user_CHINMAYA KUMAR SETHI
CHINMAYA KUMAR SETHI
Journalist ଜି. ଉଦୟଗିରି, କନ୍ଧମାଳ, ଓଡ଼ିଶା•
20 hrs ago
78e63a3e-8502-4a26-950e-70f3761349bd

ଜି.ଉଦୟଗିରି ସହର ପଠାଣ ସାହି ରେ ତୁଷାରପାତ

More news from Kandhamal and nearby areas
  • ଘୁ. ଉଦୟଗିରିରେ ତୁଷାରପାତ, ପ୍ରଚୁର ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ।ଆଜି ତାପମାତ୍ରା ୨.୬ ରହିଛି ।
    1
    ଘୁ. ଉଦୟଗିରିରେ ତୁଷାରପାତ, ପ୍ରଚୁର ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ।ଆଜି ତାପମାତ୍ରା ୨.୬ ରହିଛି ।
    user_Samanta Sekhar Nayak
    Samanta Sekhar Nayak
    Journalist G.Udayagiri, Kandhamal•
    5 hrs ago
  • ରାଷ୍ଟ୍ରପତି ଙ୍କ ଠାରୁ ପୁରସ୍କୃତ ଅବସରପ୍ରାପ୍ତ ଶିକ୍ଷକ ବଳରାମ ସାହୁ ସାର୍ ଛାତ୍ରଛାତ୍ରୀ ଙ୍କୁ ବିଜ୍ଞାନ ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ
    1
    ରାଷ୍ଟ୍ରପତି ଙ୍କ ଠାରୁ ପୁରସ୍କୃତ ଅବସରପ୍ରାପ୍ତ ଶିକ୍ଷକ ବଳରାମ ସାହୁ ସାର୍ ଛାତ୍ରଛାତ୍ରୀ ଙ୍କୁ ବିଜ୍ଞାନ ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ
    user_CHINMAYA KUMAR SETHI
    CHINMAYA KUMAR SETHI
    Journalist ଜି. ଉଦୟଗିରି, କନ୍ଧମାଳ, ଓଡ଼ିଶା•
    20 hrs ago
  • Post by Jay kala _ jay Kalinga
    1
    Post by Jay kala _ jay Kalinga
    user_Jay kala _ jay Kalinga
    Jay kala _ jay Kalinga
    ଭଞ୍ଜନଗର, ଗଞ୍ଜାମ, ଓଡ଼ିଶା•
    23 min ago
  • କବିସୂର୍ଯ୍ୟନଗର ଗୋବିନ୍ଦପୁର ଗାଁରେ ମାଙ୍କଡକୁ ପିଟିପିଟି ହତ୍ୟା । ମୃତ ମାଙ୍କଡକୁ ଖୁଣ୍ଟରେ ଝୁଲାଇ ଦେଲା ହତ୍ୟାକାରୀ । ସତରେ ସାମାନ୍ୟ ଫସଲ ଖାଇଦେଲା ବୋଲି ରାମଙ୍କ ବାହାନ ମାଙ୍କଡକୁ ହତ୍ୟା କରିଦେଲା ମଣିଷ । ଏପଟେ ବନ ବିଭାଗ କେବଳ ଖବର ପାଇ ମାଙ୍କଡର ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଅ।ରମ୍ଵ କରିଛି । ତେବେ ମଣିଷ ହତ୍ୟାକାରୀକୁ ଯଦି ଦଣ୍ଡ ଅଛି ମାଙ୍କଡ ହତ୍ୟାକାରୀକୁ କି ଦଣ୍ଡ ଅଛି ବନ ବିଭାଗ କହିପାରୁନାହିଁ । ଯାହାକି ଏବେ ଚିନ୍ତାର କାରଣ ହୋଇଛି ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    କବିସୂର୍ଯ୍ୟନଗର ଗୋବିନ୍ଦପୁର ଗାଁରେ ମାଙ୍କଡକୁ ପିଟିପିଟି ହତ୍ୟା । ମୃତ ମାଙ୍କଡକୁ ଖୁଣ୍ଟରେ ଝୁଲାଇ ଦେଲା ହତ୍ୟାକାରୀ । ସତରେ ସାମାନ୍ୟ ଫସଲ ଖାଇଦେଲା ବୋଲି ରାମଙ୍କ ବାହାନ ମାଙ୍କଡକୁ ହତ୍ୟା କରିଦେଲା ମଣିଷ । ଏପଟେ ବନ ବିଭାଗ କେବଳ ଖବର ପାଇ ମାଙ୍କଡର ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଅ।ରମ୍ଵ କରିଛି । ତେବେ ମଣିଷ ହତ୍ୟାକାରୀକୁ ଯଦି ଦଣ୍ଡ ଅଛି ମାଙ୍କଡ ହତ୍ୟାକାରୀକୁ କି ଦଣ୍ଡ ଅଛି ବନ ବିଭାଗ କହିପାରୁନାହିଁ । ଯାହାକି ଏବେ ଚିନ୍ତାର କାରଣ ହୋଇଛି ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    Reporter ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    1 hr ago
  • ଗୋଛାବାଡି ପଞ୍ଚାୟତରେ ହଠାତ୍ ଯାଞ୍ଚ, ନିମ୍ନମାନର ମଧ୍ୟାହ୍ନ ଭୋଜନ ଦେଖି କଠୋର ତାଗିଦ୍ ଦେଲେ ଗୋକୁଳାନନ୍ଦ ମଲ୍ଲିକ
    1
    ଗୋଛାବାଡି ପଞ୍ଚାୟତରେ ହଠାତ୍ ଯାଞ୍ଚ, ନିମ୍ନମାନର ମଧ୍ୟାହ୍ନ ଭୋଜନ ଦେଖି କଠୋର ତାଗିଦ୍ ଦେଲେ ଗୋକୁଳାନନ୍ଦ ମଲ୍ଲିକ
    user_Ganjam Khabar
    Ganjam Khabar
    Journalist Polasara, Ganjam•
    7 hrs ago
  • ବୌଦ୍ଧ: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ସରସରା ଗ୍ରାମରେ ଥିବା ପୋଷ୍ଟ ଅଫିସରେ ଜମାକାରୀଙ୍କ ଜମା ଖାତା ରୁ ଲକ୍ଷ ଲକ୍ଷ ଟଙ୍କା ଗାଏବ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଷ୍ଟାଲ ଇନ୍ସପେକ୍ଟର କୃଷ୍ଣ ଚନ୍ଦ୍ର ଶତପଥୀ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାରେ ସବ୍ ପୋଷ୍ଟ ମାଷ୍ଟର ନିରଞ୍ଜନ ବେହେରାଙ୍କୁ ନିଲମ୍ବନ କରାଯାଇଥିବା ପୋଷ୍ଟାଲ ଇନ୍ସପେକ୍ଟର ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି ।
    1
    ବୌଦ୍ଧ: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ସରସରା ଗ୍ରାମରେ ଥିବା ପୋଷ୍ଟ ଅଫିସରେ ଜମାକାରୀଙ୍କ ଜମା ଖାତା ରୁ ଲକ୍ଷ ଲକ୍ଷ ଟଙ୍କା ଗାଏବ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଷ୍ଟାଲ ଇନ୍ସପେକ୍ଟର କୃଷ୍ଣ ଚନ୍ଦ୍ର ଶତପଥୀ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାରେ ସବ୍ ପୋଷ୍ଟ ମାଷ୍ଟର ନିରଞ୍ଜନ ବେହେରାଙ୍କୁ ନିଲମ୍ବନ କରାଯାଇଥିବା ପୋଷ୍ଟାଲ ଇନ୍ସପେକ୍ଟର ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି ।
    user_Ranjan Kumar Dash
    Ranjan Kumar Dash
    Journalist Baudh Sadar, Boudh•
    7 hrs ago
  • କବି ଯଦୁମଣିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଇଟାମାଟି ଠାରେ ପାଳିତ ହୋଇଛି। #amajadumani
    1
    କବି ଯଦୁମଣିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଇଟାମାଟି ଠାରେ ପାଳିତ ହୋଇଛି। #amajadumani
    user_ଜାଗ୍ରତ ନିୟୁଜ
    ଜାଗ୍ରତ ନିୟୁଜ
    Dyeworks ଇଟାମାଟି, ନୟାଗଡ଼, ଓଡ଼ିଶା•
    13 min ago
  • ଜି.ଉଦୟଗିରି ସହର ପଠାଣ ସାହି ରେ ତୁଷାରପାତ
    2
    ଜି.ଉଦୟଗିରି ସହର ପଠାଣ ସାହି ରେ ତୁଷାରପାତ
    user_CHINMAYA KUMAR SETHI
    CHINMAYA KUMAR SETHI
    Journalist ଜି. ଉଦୟଗିରି, କନ୍ଧମାଳ, ଓଡ଼ିଶା•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.