Shuru
Apke Nagar Ki App…
ବୌଦ୍ଧ: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ସରସରା ଗ୍ରାମରେ ଥିବା ପୋଷ୍ଟ ଅଫିସରେ ଜମାକାରୀଙ୍କ ଜମା ଖାତା ରୁ ଲକ୍ଷ ଲକ୍ଷ ଟଙ୍କା ଗାଏବ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଷ୍ଟାଲ ଇନ୍ସପେକ୍ଟର କୃଷ୍ଣ ଚନ୍ଦ୍ର ଶତପଥୀ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାରେ ସବ୍ ପୋଷ୍ଟ ମାଷ୍ଟର ନିରଞ୍ଜନ ବେହେରାଙ୍କୁ ନିଲମ୍ବନ କରାଯାଇଥିବା ପୋଷ୍ଟାଲ ଇନ୍ସପେକ୍ଟର ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି ।
Ranjan Kumar Dash
ବୌଦ୍ଧ: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ସରସରା ଗ୍ରାମରେ ଥିବା ପୋଷ୍ଟ ଅଫିସରେ ଜମାକାରୀଙ୍କ ଜମା ଖାତା ରୁ ଲକ୍ଷ ଲକ୍ଷ ଟଙ୍କା ଗାଏବ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଷ୍ଟାଲ ଇନ୍ସପେକ୍ଟର କୃଷ୍ଣ ଚନ୍ଦ୍ର ଶତପଥୀ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାରେ ସବ୍ ପୋଷ୍ଟ ମାଷ୍ଟର ନିରଞ୍ଜନ ବେହେରାଙ୍କୁ ନିଲମ୍ବନ କରାଯାଇଥିବା ପୋଷ୍ଟାଲ ଇନ୍ସପେକ୍ଟର ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି ।
- Gudu Pandaଆଠମଲ୍ଲିକ, ଅନୁଗୁଳ, ଓଡ଼ିଶା🙏5 hrs ago
More news from Boudh and nearby areas
- ବୌଦ୍ଧ: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ସରସରା ଗ୍ରାମରେ ଥିବା ପୋଷ୍ଟ ଅଫିସରେ ଜମାକାରୀଙ୍କ ଜମା ଖାତା ରୁ ଲକ୍ଷ ଲକ୍ଷ ଟଙ୍କା ଗାଏବ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଷ୍ଟାଲ ଇନ୍ସପେକ୍ଟର କୃଷ୍ଣ ଚନ୍ଦ୍ର ଶତପଥୀ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାରେ ସବ୍ ପୋଷ୍ଟ ମାଷ୍ଟର ନିରଞ୍ଜନ ବେହେରାଙ୍କୁ ନିଲମ୍ବନ କରାଯାଇଥିବା ପୋଷ୍ଟାଲ ଇନ୍ସପେକ୍ଟର ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି ।1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ସ୍ଥିତ ଭଗବାନ ସାହୁ ଗ୍ରାଉଣ୍ଡ ରେ ହୋଇଥିବା ୨୯ ତମ ଅମରପାଲି କ୍ରିକେଟ କପ୍ ରେ ଅଂଶ ଗ୍ରହଣ କରିବାକୁ ଆସିଥିବା ଆଇଏସପିଏଲ ରେ ଚୟନ ପ୍ରକ୍ରିୟା ରେ ଅଂଶ ଗ୍ରହଣ କରିଥିବା ବୁର୍ଲ୍ଲା ର ଆୟୁଷ ଛେତ୍ରୀ ଙ୍କ ସହ ଆଲୋଚନା କରିଛନ୍ତି ପୀତାମ୍ବର ସାହୁ1
- ସୁବର୍ଣ୍ଣପୁର: ପ୍ରେମିକା ପାଇଁ ଟାୱାର ଚଢ଼ିଲେ ପ୍ରେମିକ। ଏହା ଅଶି ଦଶକର ଲୋକପ୍ରିୟ ସିନେମା "ଶୋଲେ"ର ଧର୍ମେନ୍ଦ୍ର ହେମା ମାଳିନୀଙ୍କ ପ୍ରେମ ଦୃଶ୍ୟକୁ ଆଜି ମନେ ପକାଇଦେଇଛି। ଜିଲ୍ଲାର ତରଭା ସହରରେ ଏଭଳି ଏକ ରୋଚକ ପ୍ରେମ କାହାଣୀ ଦେଖିବାକୁ ମିଳିଛି। ତରଭା ସହରର ଜଣେ ପ୍ରେମିକ ୧୪୦ ପୁଟର ଏକ ଟେଲିଫୋନ ଟୱାରକୁ ଚଢ଼ି ଯାଇଥିଲେ ନିଜ ପ୍ରେମିକା ପାଇଁ। ପ୍ରେମିକଙ୍କ ସହ ତାଙ୍କ ପ୍ରେମୀକା କଥାବାର୍ତ୍ତା ବନ୍ଦ କରି ଦେବା ଫଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ପୁଲିସକୁ ନାକେ ଦମ୍ କରିଥିଲା ଏହି ଘଟଣା। ପୁଲିସ ମୋବାଇଲରେ ପ୍ରେମିକକୁ ପ୍ରେମିକା ସହିତ କଥା କରାଇବା ପରେ ଯୁବକ ଜଣକ ଟାୱାରରୁ ଓହ୍ଲାଇଥିଲେ।1
- ମହିମା ସୁବର୍ଣ୍ଣ ଲୋକ ମହୋତ୍ସବ ତୃତୀୟ ସନ୍ଧ୍ୟାରେ ବି ଖାଲି ପଡିଲା ଦର୍ଶକ ଗେଲେରୀ1
- Post by OTV SONEPUR1
- ଵିଭିନ୍ନ ଜାଗାରେ ନୂତନ କାମ ଶିଲାନ୍ଯାସ କଲେ ଵିରମହାରାଜପୁର ଵିଧାୟକ ଇଂ ରଘୁନାଥ ଜଗଦଲା l1
- ଘୁ. ଉଦୟଗିରିରେ ତୁଷାରପାତ, ପ୍ରଚୁର ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ।ଆଜି ତାପମାତ୍ରା ୨.୬ ରହିଛି ।1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର ଉଦ୍ଘାଟିତ ହୋଇ ଯାଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ସେଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବ ରେ ସ୍କୁଲ ପରିଚାଳନା କମିଟିର ସଭାପତି ଅଶୋକ କୁମାର ସାହୁ, ପୂର୍ବତନ ସରପଞ୍ଚ ଡମ୍ବରୁ ଧର ସାହୁ,ପୂର୍ବତନ ସମିତିସଭ୍ୟ ପୀତାମ୍ବର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ।1