Shuru
Apke Nagar Ki App…
ଗୋଛାବାଡି ପଞ୍ଚାୟତରେ ହଠାତ୍ ଯାଞ୍ଚ, ନିମ୍ନମାନର ମଧ୍ୟାହ୍ନ ଭୋଜନ ଦେଖି କଠୋର ତାଗିଦ୍ ଦେଲେ ଗୋକୁଳାନନ୍ଦ ମଲ୍ଲିକ
Ganjam Khabar
ଗୋଛାବାଡି ପଞ୍ଚାୟତରେ ହଠାତ୍ ଯାଞ୍ଚ, ନିମ୍ନମାନର ମଧ୍ୟାହ୍ନ ଭୋଜନ ଦେଖି କଠୋର ତାଗିଦ୍ ଦେଲେ ଗୋକୁଳାନନ୍ଦ ମଲ୍ଲିକ
More news from ଓଡ଼ିଶା and nearby areas
- ଖଲ୍ଲିକୋଟ ବ୍ଲକ ଲଙ୍ଗଳେଶ୍ୱର ଗ୍ରାମପଞ୍ଚାୟତ ଠାରେ R C B ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହ କଲେ ଖଲ୍ଲିକୋଟର ମାନ୍ୟବର ବିଧାୟକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସେଠି l2
- ବ୍ରହ୍ମପୁର ହରିଡ଼ାଖଣ୍ଡି ଛକରେ ଉଠା ଦୋକାନୀଙ୍କ ବିକ୍ଷୋଭ.....1
- କବି ଯଦୁମଣିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଇଟାମାଟି ଠାରେ ପାଳିତ ହୋଇଛି। #amajadumani1
- ଘୁ. ଉଦୟଗିରିରେ ତୁଷାରପାତ, ପ୍ରଚୁର ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ।ଆଜି ତାପମାତ୍ରା ୨.୬ ରହିଛି ।1
- ଏକ ଦିବସୀୟ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ। ସରକାରୀ ମହିଳା ମହାବିଦ୍ୟାଳୟ ପୁରୀ ଠାରେ ଏକ ଦିବସୀୟ ଜାତୀୟ ସ୍ତରୀୟ ପାଠଚକ୍ର ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ତରଫରୁ ଅନୁଷ୍ଠିତ ହୋଇଯାଇଛି।ଏହି ପାଠଚକ୍ର କୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ଡ଼ଃ ପ୍ରସନ୍ନ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଉଦ୍ଘାଟନ କରିଥିଲେ।ମହାବିଦ୍ୟାଳୟର କାର୍ଯ୍ୟନିର୍ବାହୀ ଅଧକ୍ଷ ପ୍ରଫେସର ଡ଼ଃ ପ୍ରଦୀପ୍ତ କୁମାର ବେହେରା ଙ୍କ ପୌରହିତରେ ଆୟୋଜିତ କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡ଼ଃ ବିଜୟ କୁମାର ଶତପଥୀ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ଡ଼ଃ ପ୍ରଦୀପ କୁମାର ପଣ୍ଡା ବିଶ୍ୱ ଭାରତୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଶାନ୍ତି ନିକେତନର ପ୍ରଫେସର ଡ଼ଃ ରବୀନ୍ଦ୍ର କୁମାର ଦାସ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ପୁରୀର ପ୍ରାକ୍ତନ ପ୍ରଫେସର ଡ଼ଃ ରଞ୍ଜିତ କୁମାର ପରିଡା ତଥା ଏହି ମହାବିଦ୍ୟାଳୟର ଇଂରାଜୀ ବିଭାଗ ମୁଖ୍ୟ ନେତ୍ରାନନ୍ଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଲୋଚନା ଚକ୍ରର ଶୀର୍ଷକ ଓଡ଼ିଆ ଅସ୍ମିତା ଓ ସାମ୍ପ୍ରତିକ ସ୍ଥିତିରେ ଆମ ଭାଷା ସାହିତ୍ୟ ଉପରେ ନିଜର ସାରଗର୍ଭକ ବକ୍ତବ୍ୟ ଉପସ୍ଥାପନ କରିଥିଲେ।ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ପ୍ରମୋଦ କୁମାର ଷଡ଼ଙ୍ଗୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଭାଗର ଅଧ୍ୟାପିକା ଶ୍ରୀମତି ସୁକାନ୍ତି ମହାନ୍ତି ,ପଙ୍କଜିନି ପଣ୍ଡା ,ପ୍ରଭାସିନୀ ପ୍ରଧାନ ,ପୁଷ୍ପ ମଞ୍ଜରୀ ଓଝା ,ବିଜୟଲକ୍ଷ୍ମୀ ମହାରଣା ଓ ଅଧ୍ୟାପକ ରଶ୍ମିକାନ୍ତ ସେଠି କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ ସହଯୋଗ କରିଥିଲେ ଶେଷରେ ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଓ ଅଧ୍ୟାପକ ଡ଼ଃ ବିଭୁ ପ୍ରସାଦ ଶତପଥୀ ଆନୁଷ୍ଠାନିକ ଭାବେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଆୟୋଜିତ ସଭାରେ ବହୁ ସଂଖ୍ୟାରେ ଛାତ୍ରୀ ଗବେଷକ ତଥା ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିଥିଲେ।4
- Jay Jagannath 🙏1
- ଗଞ୍ଜାମ ଜିଲ୍ଲା ଧରାକୋଟ ଗାଁ କୁ ଗାଁ ବୁଲିଲା ପାଣି ପଞ୍ଚାୟତ ରଥ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଆଇନ ସଚେତନତା ଶିବିର। ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟା ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀମତି ଅଜନ୍ତା ଷଡଙ୍ଗୀଙ୍କ ନିର୍ଦେଶ ଅନୁଯାଇ ତା ୯.୧.୨୦୨୬ ରିଖ ଦିବା ୮.୩୦ ଘଟିକା ସମୟରେ ଜାତୀୟ ଯୁବ ଦିବସ ଉପଲକ୍ଷେ ସ୍ୱେଚ୍ଛାସେବୀ ସଂଗଠନ ହାପିନେସ ଫାଉଣ୍ଡେସନର ସଦସ୍ୟ ବୃନ୍ଦ, ସ୍ପନ୍ଦନର ସଦସ୍ୟ ବୃନ୍ଦ ଏବଂ ପ୍ରଗତି ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀ ମାନେ ନିଶା ନିବାରଣ ସମ୍ପର୍କିତ ରାଲୀ ରେ ଯୋଗଦାନ କରି ନିସାମୁକ୍ତ ସମାଜ ପାଇଁ ଆହ୍ୱାନ ଦେଇଥିଲେ। ରାଲୀ ସମ୍ପାଦନ ପରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ମିଳନି କକ୍ଷ୍ୟରେ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟା ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀମତି ଅଜନ୍ତା ଷଡଙ୍ଗୀ ଙ୍କ ଦ୍ଵାରା ଉଦ୍ଘାଟନ କରାଯାଇଥିଲା I ଆଜିର ଏହି ସ୍ଵାସ୍ଥ୍ୟ ସେବା ଶିବିରରେ ଜିଲ୍ଲା କୋର୍ଟ ର ସମସ୍ତ ବିଚାରପତି, କର୍ମକର୍ତା, ଓକିଲ ସଂଘର କର୍ମକର୍ତା ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମସ୍ତ କର୍ମଚାରୀ ବୃନ୍ଦ ଏବଂ ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା ) ର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସ୍ଵାସ୍ଥ୍ୟ ସେବା ପରୀକ୍ଷଣ କରାଇଥିଲେ । ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ପ୍ରାଧିକରଣର କର୍ମଚାରୀମାନେ ସହଯୋଗ କରିଥିଲେ ।2
- Post by User5115 Susanta Kumar Pattnaik1