ଆଇନ ସଚେତନତା ଶିବିର। ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟା ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀମତି ଅଜନ୍ତା ଷଡଙ୍ଗୀଙ୍କ ନିର୍ଦେଶ ଅନୁଯାଇ ତା ୯.୧.୨୦୨୬ ରିଖ ଦିବା ୮.୩୦ ଘଟିକା ସମୟରେ ଜାତୀୟ ଯୁବ ଦିବସ ଉପଲକ୍ଷେ ସ୍ୱେଚ୍ଛାସେବୀ ସଂଗଠନ ହାପିନେସ ଫାଉଣ୍ଡେସନର ସଦସ୍ୟ ବୃନ୍ଦ, ସ୍ପନ୍ଦନର ସଦସ୍ୟ ବୃନ୍ଦ ଏବଂ ପ୍ରଗତି ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀ ମାନେ ନିଶା ନିବାରଣ ସମ୍ପର୍କିତ ରାଲୀ ରେ ଯୋଗଦାନ କରି ନିସାମୁକ୍ତ ସମାଜ ପାଇଁ ଆହ୍ୱାନ ଦେଇଥିଲେ। ରାଲୀ ସମ୍ପାଦନ ପରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ମିଳନି କକ୍ଷ୍ୟରେ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟା ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀମତି ଅଜନ୍ତା ଷଡଙ୍ଗୀ ଙ୍କ ଦ୍ଵାରା ଉଦ୍ଘାଟନ କରାଯାଇଥିଲା I ଆଜିର ଏହି ସ୍ଵାସ୍ଥ୍ୟ ସେବା ଶିବିରରେ ଜିଲ୍ଲା କୋର୍ଟ ର ସମସ୍ତ ବିଚାରପତି, କର୍ମକର୍ତା, ଓକିଲ ସଂଘର କର୍ମକର୍ତା ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମସ୍ତ କର୍ମଚାରୀ ବୃନ୍ଦ ଏବଂ ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା ) ର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସ୍ଵାସ୍ଥ୍ୟ ସେବା ପରୀକ୍ଷଣ କରାଇଥିଲେ । ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ପ୍ରାଧିକରଣର କର୍ମଚାରୀମାନେ ସହଯୋଗ କରିଥିଲେ ।
ଆଇନ ସଚେତନତା ଶିବିର। ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟା ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀମତି ଅଜନ୍ତା ଷଡଙ୍ଗୀଙ୍କ ନିର୍ଦେଶ ଅନୁଯାଇ ତା ୯.୧.୨୦୨୬ ରିଖ ଦିବା ୮.୩୦ ଘଟିକା ସମୟରେ ଜାତୀୟ ଯୁବ ଦିବସ ଉପଲକ୍ଷେ ସ୍ୱେଚ୍ଛାସେବୀ ସଂଗଠନ ହାପିନେସ ଫାଉଣ୍ଡେସନର ସଦସ୍ୟ ବୃନ୍ଦ, ସ୍ପନ୍ଦନର ସଦସ୍ୟ ବୃନ୍ଦ ଏବଂ ପ୍ରଗତି ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀ ମାନେ ନିଶା ନିବାରଣ ସମ୍ପର୍କିତ ରାଲୀ ରେ ଯୋଗଦାନ କରି ନିସାମୁକ୍ତ ସମାଜ ପାଇଁ ଆହ୍ୱାନ ଦେଇଥିଲେ। ରାଲୀ ସମ୍ପାଦନ ପରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ମିଳନି କକ୍ଷ୍ୟରେ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଥିଲା
। ଏହି କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟା ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀମତି ଅଜନ୍ତା ଷଡଙ୍ଗୀ ଙ୍କ ଦ୍ଵାରା ଉଦ୍ଘାଟନ କରାଯାଇଥିଲା I ଆଜିର ଏହି ସ୍ଵାସ୍ଥ୍ୟ ସେବା ଶିବିରରେ ଜିଲ୍ଲା କୋର୍ଟ ର ସମସ୍ତ ବିଚାରପତି, କର୍ମକର୍ତା, ଓକିଲ ସଂଘର କର୍ମକର୍ତା ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମସ୍ତ କର୍ମଚାରୀ ବୃନ୍ଦ ଏବଂ ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା ) ର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସ୍ଵାସ୍ଥ୍ୟ ସେବା ପରୀକ୍ଷଣ କରାଇଥିଲେ । ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ପ୍ରାଧିକରଣର କର୍ମଚାରୀମାନେ ସହଯୋଗ କରିଥିଲେ ।
- ଏକ ଦିବସୀୟ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ। ସରକାରୀ ମହିଳା ମହାବିଦ୍ୟାଳୟ ପୁରୀ ଠାରେ ଏକ ଦିବସୀୟ ଜାତୀୟ ସ୍ତରୀୟ ପାଠଚକ୍ର ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ତରଫରୁ ଅନୁଷ୍ଠିତ ହୋଇଯାଇଛି।ଏହି ପାଠଚକ୍ର କୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ଡ଼ଃ ପ୍ରସନ୍ନ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଉଦ୍ଘାଟନ କରିଥିଲେ।ମହାବିଦ୍ୟାଳୟର କାର୍ଯ୍ୟନିର୍ବାହୀ ଅଧକ୍ଷ ପ୍ରଫେସର ଡ଼ଃ ପ୍ରଦୀପ୍ତ କୁମାର ବେହେରା ଙ୍କ ପୌରହିତରେ ଆୟୋଜିତ କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡ଼ଃ ବିଜୟ କୁମାର ଶତପଥୀ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ଡ଼ଃ ପ୍ରଦୀପ କୁମାର ପଣ୍ଡା ବିଶ୍ୱ ଭାରତୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଶାନ୍ତି ନିକେତନର ପ୍ରଫେସର ଡ଼ଃ ରବୀନ୍ଦ୍ର କୁମାର ଦାସ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ପୁରୀର ପ୍ରାକ୍ତନ ପ୍ରଫେସର ଡ଼ଃ ରଞ୍ଜିତ କୁମାର ପରିଡା ତଥା ଏହି ମହାବିଦ୍ୟାଳୟର ଇଂରାଜୀ ବିଭାଗ ମୁଖ୍ୟ ନେତ୍ରାନନ୍ଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଲୋଚନା ଚକ୍ରର ଶୀର୍ଷକ ଓଡ଼ିଆ ଅସ୍ମିତା ଓ ସାମ୍ପ୍ରତିକ ସ୍ଥିତିରେ ଆମ ଭାଷା ସାହିତ୍ୟ ଉପରେ ନିଜର ସାରଗର୍ଭକ ବକ୍ତବ୍ୟ ଉପସ୍ଥାପନ କରିଥିଲେ।ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ପ୍ରମୋଦ କୁମାର ଷଡ଼ଙ୍ଗୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଭାଗର ଅଧ୍ୟାପିକା ଶ୍ରୀମତି ସୁକାନ୍ତି ମହାନ୍ତି ,ପଙ୍କଜିନି ପଣ୍ଡା ,ପ୍ରଭାସିନୀ ପ୍ରଧାନ ,ପୁଷ୍ପ ମଞ୍ଜରୀ ଓଝା ,ବିଜୟଲକ୍ଷ୍ମୀ ମହାରଣା ଓ ଅଧ୍ୟାପକ ରଶ୍ମିକାନ୍ତ ସେଠି କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ ସହଯୋଗ କରିଥିଲେ ଶେଷରେ ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଓ ଅଧ୍ୟାପକ ଡ଼ଃ ବିଭୁ ପ୍ରସାଦ ଶତପଥୀ ଆନୁଷ୍ଠାନିକ ଭାବେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଆୟୋଜିତ ସଭାରେ ବହୁ ସଂଖ୍ୟାରେ ଛାତ୍ରୀ ଗବେଷକ ତଥା ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିଥିଲେ।4
- Jay Jagannath 🙏1
- ଜୀବନ ଜୀବିକା ଉପରେ ସରକାର ଦୃଷ୍ଟି ଦେବାକୁ ଦାବୀ :-ସ୍ବର୍ଣ୍ଣକାର ସଙ୍ଘ ର ୨୮ତମ ସମ୍ମିଳନୀ :-ଶ୍ରୀଧର ସାହୁ ପୁନର୍ବାର ସଭାପତି ଚୟନ କାକଟପୁର :--୦୯/୦୧:-ସୁନା ଦର ବୃଦ୍ଧି ନେଇ ଅନେକ ସ୍ବର୍ଣ୍ଣକାର ଶିଳ୍ପୀ ନିଜର କୌଳିକ ବୃଦ୍ଧି କ୍ରମଶଃ ହରାଇଲେଣି। ଯାହାକୁ ନେଇ ସରକାର ଙ୍କ ନିକଟରେ ସ୍ବର୍ଣ୍ଣକାର ଶିଳ୍ପୀ ଙ୍କ ପ୍ରମୁଖ ଦାବୀ ଗୁଡିକ ଅନେକ ଥର ଉପସ୍ଥାପନ କରାଯାଇଛି। ଖବର ମୁତାବକ ଶୁକ୍ରବାର ମଧ୍ୟାହ୍ନ ରେ ପୁରୀ ଜିଲ୍ଲା କାକଟପୁର ଥାନା ସ୍ବର୍ଣ୍ଣକାର ସଙ୍ଘ ସଭାପତି ଶ୍ରୀଧର ସାହୁ ଙ୍କ ସଭାପତିତ୍ବ ରେ ୨୮ତମ ସମ୍ମିଳନୀ କୁଣ୍ଢେଇଶୁଣୀ ନିକଟରେ ସ୍ଥାନୀୟ ଅଞ୍ଚଳର ସମସ୍ତ ସ୍ବର୍ଣ୍ଣସଙ୍ଘ ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ଶଙ୍କର ପ୍ରସାଦ ସାହୁ, ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ସାହୁ, ନିତ୍ୟାନନ୍ଦ ସାହୁ, ଗଗନ ବିହାରୀ ସାହୁ, କଲ୍ୟାଣ ସାହୁ ପ୍ରମୁଖ ଉପସ୍ଥିତ ରେ ସ୍ବର୍ଣ୍ଣକାର ସଙ୍ଘ ସଦସ୍ୟ ମାନେ ନିଜ ନିଜର ସମସ୍ୟା ଉପସ୍ଥାପନ କରିଥିଲେ। ପରେ ପ୍ରତି ତିନି ବର୍ଷ ରେ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ରେ ପୁନର୍ବାର ସଭାପତି ଭାବେ ଶ୍ରୀଧର ସାହୁ, ଉପସଭାପତି ଶଙ୍କର ପ୍ରସାଦ ସାହୁ, ସମ୍ପାଦକ ଗଗନ ବିହାରୀ ସାହୁ, ସାଙ୍ଗଠନିକ ସମ୍ପାଦକ କଲ୍ୟାଣ ସାହୁ, ଲିଙ୍ଗରାଜ ସାହୁ, ସହ ସମ୍ପାଦକ ପଦ୍ମଚରଣ ସାହୁ, ନିରଞ୍ଜନ ସାହୁ ଓ ଆବାହନ କଲ୍ୟାଣ ସାହୁ ଓରଫ ଟୁଟୁ ନୂତନ ଭାବେ ଚୟନ କରାଯାଇଥିଲା।ନୂତନ କର୍ମକର୍ତ୍ତା ଙ୍କୁ ଉପସ୍ଥିତ ସଦସ୍ୟ ମାନେ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। କାକଟପୁର ଥାନା ସ୍ବର୍ଣ୍ଣକାର ସଙ୍ଘ ସଭାପତି କହିବାନୁଯାୟୀ, ସୁନା ଦର ଦିନକୁ ଦିନ ବୃଦ୍ଧି ପାଇବାରୁ ଅନେକ ସ୍ବର୍ଣ୍ଣକାର କାରିଗର କ୍ଷତିଗ୍ରସ୍ତ ହୋଇଛନ୍ତି। ନିଜର ଜୀବନ ଜୀବିକା ଚଳାଇବା କଷ୍ଟକର ହୋଇପଡିଛି। ସରକାର ପ୍ରୋତ୍ସାହନ ରାଶି ବୃଦ୍ଧି କରନ୍ତୁ ଏହା ସହ ବ୍ୟାଙ୍କ ରେ ଯୋଜନା ଗୁଡିକ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଧେଶ ଦିଅନ୍ତୁ। ଅନ୍ୟତମ ସଦସ୍ୟ ଶଙ୍କର ପ୍ରସାଦ ସାହୁ କହିଛନ୍ତି ସ୍ବର୍ଣ୍ଣଶିଳ୍ପୀ ମାନ୍ୟତା, ଓବିସି ରେ ସ୍ବର୍ଣ୍ଣକାର ମାନଙ୍କୁ ଅନ୍ତର୍ଭୂକ୍ତ କରାଯାଉ, ଅନେକ କୌଳିକ ବୃତ୍ତି ହରାଇଛନ୍ତି, ଏହା ସହ ଭତ୍ତା ପ୍ରଚଳନ ସୁବିଧା କରାଯାଉ ବୋଲି ଗଣମାଧ୍ୟ୍ୟମ ଜରିଆରେ ସରକାର ଙ୍କ ନିକଟରେ ଦାବୀ ରଖିଛନ୍ତି। ଏହି ୨୮ତମ ସମ୍ମିଳନୀ ରେ ଅସ୍ତରଙ୍ଗ, କାକଟପୁର କୁଣ୍ଢେଇ, ବାଜପୁର ଅଞ୍ଚଳ ବ୍ୟବସାୟୀ ସମେତ କାକଟପୁର ଥାନା ସ୍ବର୍ଣ୍ଣକାର ସଦସ୍ୟ ମାନେ ଓ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ। ରିପୋର୍ଟର :-ପ୍ରକାଶ ବେହେରା2
- Post by User5115 Susanta Kumar Pattnaik1
- ପ୍ରଦୂଷଣ ସହିତ ବକେୟା ଫାଇନର କଣ ସମ୍ପର୍କ ଅଛି:କଂଗ୍ରେସ#highlights1
- https://www.youtube.com/@PRIMETIMEODIANEWS1
- ଭାଗବତ ବଞ୍ଚିଲେ ଭାରତ ବଞ୍ଚିବ ଆଜି କଟକ ଜଗତ ପୁର ନିମୁପର ଖେଳ ପଡିଆ ପାଖରେ କାର୍ଯ୍ୟକ୍ରମ ଆରମ୍ବ ତା 9/01/2026 ଚାରିଦିନ ଚାଲିବ ଉଦଯାପନୀ 12/01/2026 ଏହି କାର୍ଯ୍ୟକ୍ରମ ଟି ପତିବର୍ଷ ଜଗତ ପୁର ସୋନ୍ୟ ବ୍ରହ୍ମ ଆଶ୍ରମ ଠାରେ ଅନୁଷ୍ଠିତ ହୋଇ ଥାଏ ବାୟାବାବା ଙ୍କ ଦ୍ୱରା କାର୍ଯ୍ୟକ୍ରମ ଟି ହୋଇ ଥାଏ,ପତିଦିନ 20000/-ରୁ 30000/- ଭକ୍ତ ମାନଙ୍କ ପାଇଁ ଖାଇବା ର ଵେବସ୍ତା ହୋଇ ଥାଏ, ମଞ୍ଚ ପରିଚାଳନା କରି ଥିଲେ ଜ୍ଞାନ ରଞ୍ଜନ ସାମନ୍ତରାୟ, ବିଶ୍ୱଜିତ ସୂଯ୍ୟ ବଂଶୀ ବରିଷ୍ଠ ସମାଜ ସେବି, ବାୟାବାବା ବ୍ରହ୍ମା ନନ୍ଦ ସରସ୍ବତୀ ଅନ୍ୟ ସାଧୁଶାଂଥ, କଟକ ଜିଲ୍ଲା ର ବରିଷ୍ଠ BJP ନେତା ନୟନ କିଶୋର ମୋହାନ୍ତି, କଟକ ଜିଲ୍ଲା ସଦର BJP MLA ପ୍ରକାଶ ସେଠି ମୋହଦ୍ୟୟ, କଟକ ଜିଲ୍ଲା ସଦର BJP ସଭାପତି ରାମ ନାରାୟଣ ମୋହାନ୍ତି, କଟକ BJP ନଗର ସଭାପତି ଲଲାଟେନ୍ଦୁ ବଡୁ, ଢେଙ୍କାନାଳ ଜିଲ୍ଲା ପଭାରୀ BJP ଶ୍ରମତି ସ୍ମୃତି ପଟ୍ଟନାୟକ, ସମସ୍ତ ସାନମାନିତ ଅତିଥି ମୋହଦୟ, ((ବାୟାବାବାକି ଜୟ ))4
- ଆଇନ ସଚେତନତା ଶିବିର। ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟା ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀମତି ଅଜନ୍ତା ଷଡଙ୍ଗୀଙ୍କ ନିର୍ଦେଶ ଅନୁଯାଇ ତା ୯.୧.୨୦୨୬ ରିଖ ଦିବା ୮.୩୦ ଘଟିକା ସମୟରେ ଜାତୀୟ ଯୁବ ଦିବସ ଉପଲକ୍ଷେ ସ୍ୱେଚ୍ଛାସେବୀ ସଂଗଠନ ହାପିନେସ ଫାଉଣ୍ଡେସନର ସଦସ୍ୟ ବୃନ୍ଦ, ସ୍ପନ୍ଦନର ସଦସ୍ୟ ବୃନ୍ଦ ଏବଂ ପ୍ରଗତି ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀ ମାନେ ନିଶା ନିବାରଣ ସମ୍ପର୍କିତ ରାଲୀ ରେ ଯୋଗଦାନ କରି ନିସାମୁକ୍ତ ସମାଜ ପାଇଁ ଆହ୍ୱାନ ଦେଇଥିଲେ। ରାଲୀ ସମ୍ପାଦନ ପରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ମିଳନି କକ୍ଷ୍ୟରେ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟା ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀମତି ଅଜନ୍ତା ଷଡଙ୍ଗୀ ଙ୍କ ଦ୍ଵାରା ଉଦ୍ଘାଟନ କରାଯାଇଥିଲା I ଆଜିର ଏହି ସ୍ଵାସ୍ଥ୍ୟ ସେବା ଶିବିରରେ ଜିଲ୍ଲା କୋର୍ଟ ର ସମସ୍ତ ବିଚାରପତି, କର୍ମକର୍ତା, ଓକିଲ ସଂଘର କର୍ମକର୍ତା ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମସ୍ତ କର୍ମଚାରୀ ବୃନ୍ଦ ଏବଂ ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା ) ର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସ୍ଵାସ୍ଥ୍ୟ ସେବା ପରୀକ୍ଷଣ କରାଇଥିଲେ । ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ପ୍ରାଧିକରଣର କର୍ମଚାରୀମାନେ ସହଯୋଗ କରିଥିଲେ ।2